ଫ୍ଲିପକାର୍ଟରେ ଆକର୍ଷଣୀୟ ଅଫର, ସ୍ମାର୍ଟଫୋନ୍‌ ଉପରେ ୪୩% ପର୍ଯ୍ୟନ୍ତ ଡିସକାଉଣ୍ଟ

Apple, Samsung, Google, Xiaomi, Realme ଏବଂ ରେଡମି ଭଳି ବ୍ରଡ ବ୍ୟାଣ୍ଡ ନିଜ ଡିଭାଇସେସ ଉପରେ ବହୁତ ସାନଦାର ଅଫର ଲଞ୍ଚ୍‌ କରୁଛି । ଏଥିରେ ଆପଣ ବହୁତ ଗୁଡିଏ ଅପ୍ସନ ମଧ୍ୟ ପାଇପାରିବେ ।

Apple, Samsung, Google, Xiaomi, Realme ଏବଂ ରେଡମି ଭଳି ବ୍ରଡ ବ୍ୟାଣ୍ଡ ନିଜ ଡିଭାଇସେସ ଉପରେ ବହୁତ ସାନଦାର ଅଫର ଲଞ୍ଚ୍‌ କରୁଛି । ଏଥିରେ ଆପଣ ବହୁତ ଗୁଡିଏ ଅପ୍ସନ ମଧ୍ୟ ପାଇପାରିବେ । ଫ୍ଲିପକାର୍ଟ ପ୍ଲସ ସଦସ୍ୟଙ୍କ ପାଇଁ ଏହା ମେ ଗୋଟେ ଦିନ ପୂର୍ବରୁ ଆରମ୍ଭ ହୋଇଯାଇଥିଲା । ଏବଂ ୪ ତାରିଖରୁ ଏହା ସମସ୍ତ ଫ୍ଲିପକାର୍ଟ କଷ୍ଟମର୍ସଙ୍କ ପାଇଁ ଉପଲବ୍ଧ ହୋଇଯାଇଛି ।

ଯଦି ଆପଣ ନୂଆ ଫୋନ୍‌ କିଣିବାକୁ ପ୍ଲାନ କରୁଛନ୍ତି ଏବଂ ଭଲ ଅଫର ଓ ଡିସକାଉଣ୍ଟକୁ ଅପେକ୍ଷା କରିଛନ୍ତି ତାହେଲେ ଏହି ଅଫର ଆପଣଙ୍କ ପାଇଁ ଏକଦମ ବଢ଼ିଆ ହେବ । ନୂଆ ସ୍ମାର୍ଟଫୋନ୍‌ କ୍ରୟ କରିବରେ ଏହା ହେଉଛି ଉଚିତ ସମୟ କାହିଁକିନା ବିକ୍ରି ଆମାଜନର ଗ୍ରେଟ ସମର ସେଲ ସହିତ ମେଳ ଖାଉଛି । ଏହା ଗ୍ରାହକଙ୍କୁ ଲାଷ୍ଟ ପ୍ରୋସେସିଙ୍ଗ ପୂର୍ବରୁ ହିଁ ଦାମକୁ କ୍ରସ ଚେକ କରିବାର ଅପ୍ସନ ଦେଇଥାଏ ।

Apple, Samsung, Google, Xiaomi, Realme ଏବଂ ରେଡମି ଭଳି ବ୍ରଡ ବ୍ୟାଣ୍ଡ ନିଜ ଡିଭାଇସ ଉପରେ ବହୁତ ଆକର୍ଷଣୀୟ ଅଫର ଦେଉଛି । ଏହି କମ୍ପାନୀ ଗୁଡିକ ଗ୍ରାହକଙ୍କୁ କ୍ରୟ ଉପରେ ବହୁତ ସୁନ୍ଦର ସୁନ୍ଦର ଅପ୍ସନ ଦେଇଥାଏ ।

Apple iPhone 13, 57,999 ଟଙ୍କାରେ ୧୭ ପ୍ରତିଶତ ରିହାତିରେ ଏବଂ iPhone 14, 67,999ଟଙ୍କାରେ ୧୪ ପ୍ରତିଶତ ରିହାତିରେ ଉପଲବ୍ଧ ଅଛି । ସାମସଙ୍ଗ ଗ୍ୟାଲେକ୍ସୀM14 ୧୬ ପ୍ରତିଶତ ରିହାତିରେ ଉପଲବ୍ଧ ରହିଛି ଏବଂ ଏହାର ଦାମ୍‌ ୧୫,୦୦୦ ଟଙ୍କା ରହିଛି । ଏହାସହିତ ହିଁ ସାମସଙ୍ଗ ଗାଲାକ୍ସୀ F04ର ଦାମ୍‌ ୬,୯୯୯ ଟଙ୍କାରେ ୩୯ ପ୍ରତିଶତ ରିହାତିରେ ମିଳୁଛି ।

Google Pixel 6a, ୩୬ ପ୍ରତିଶତ ରିହାତିରେ ଉପଲବ୍ଧ । ଏବଂ ଏହାର ଦାମ୍‌ ୨୭,୯୯୯ । ପିକ୍ସେଲ ୭ ମଡେଲର ଦାମରେ ମଧ୍ୟ ୧୬ ପ୍ରତିଶତ ରିହାତି କରାଯାଇଛି ଏବଂ ଏହାର ଦାମ୍‌ ରହିଛି ୪୯,୯୯୯ ଟଙ୍କା ।

ରେଡମି ମଡେଲ ଉପରେ ମିଳୁଛି ଭାରି ଡିସକାଉଣ୍ଟ । ରେଡମି ୧୦ରେ ୩୬ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳୁଛି । ଯାହାପରେ ଏହାର ଦାମ୍‌ ୯,୪୯୯ ଟଙ୍କା ରହିଛି । ଏହାବ୍ୟତୀତ ର ଦାମ ୩୫ ପ୍ରତିଶତ ରିହାତି ସହିତ ୬,୪୯୯ ଟଙ୍କା ରହିଛି । ରେଡମି ୧୧ ପ୍ରଇମ ଏବଂ ରେଡମି ୧୨ସି ଉଭୟର ଦାମ୍‌ କ୍ରମଶଃ ୧୨,୯୯୯ ଟଙ୍କା ଏବଂ ୯,୪୯୯ ଟଙ୍କା ରହିଛି, ଯେଉଁଥିରେ ୩୨ ପ୍ରତିଶତ ପର୍ଯ୍ୟନ୍ତ ରିହାତି ରହିଛି ।

ସାଓମି ଏବଂ ରିୟଲମି ର ଦାମରେ ସବୁଠାରୁ ବଡ ରିହାତି ମିଳୁଛି । ସାଓମିର ୧୧ଟି ପ୍ରୋ ହାଇପରଫୋନ ୨୯,୯୯୦ ଟଙ୍କାରେ ଉପଲବ୍ଧ । ଏବଂ ସାଓମିର ୧୨ ପ୍ରୋ, ୪୩ ପ୍ରତିଶତ ରିହାତି ସହିତ ୪୪,୯୯୦ ଟଙ୍କାରେ ଉପଲବ୍ଧ ରହିଛି । ରିୟଲମି ଜିଟି ନିୟୋ ୩ଟିର ଦାମ୍‌ ୧୯,୯୯୯ ଟଙ୍କା ରହିଛି । ଯେଉଁଥିରେ ୪୨ ପ୍ରତିଶତ ପର୍ଯ୍ୟନ୍ତ ରିହାତି ଦିଆଯାଇଛି । ରିୟଲମି ୧୦ ଉପରେ ମଧ୍ୟ ୨୨ ପ୍ରତିଶତ ପର୍ଯ୍ୟନ୍ତ ରିହାତି ରହିଛି । ଯାହାପରେ ଏହାର ଦାମ୍‌ ୧୫,୪୯୯ ଟଙ୍କା ହୋଇଯାଇଛି ।

ଏହାସହିତ ହିଁ ଫ୍ଲିପକାର୍ଟ ଏସବିଆଇ କ୍ରେଡିଟ କାର୍ଡ ଟ୍ରାନଜାକସନ୍‌ ଉପରେ ଷ୍ଟେଟ ବ୍ୟାଙ୍କ ଇଣ୍ଡିଆ କାର୍ଡଧାରୀଙ୍କୁ ଇଏମଆଇ ବିକଳ୍ପ ଏବଂ ଏକ୍ସଟ୍ରା ବେନିଫିଟ୍ସ ମଧ୍ୟ ଦିଆଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.