ଖୁବ ଶୀଘ୍ର ଭାରତ ବଜାରରେ Huawei ଲଞ୍ଚ କରିବ ପ୍ରିମିୟମ ଟ୍ୟାବଲେଟ

ବିଶ୍ୱପ୍ରଶିଦ୍ଦ ସ୍ମାର୍ଟଫୋନ ନିର୍ମାତା କମ୍ପାନୀ Huawei ଖୁବ ଶୀଘ୍ର ନିଜ ନୂଆ ପ୍ରିମିୟମ ଟ୍ୟାବଲେଟ ଲଞ୍ଚ କରିବାକୁ ଯାଉଛି । ହୂବବେର ଏହି ନୂଆ ଟ୍ୟାବଲେଟରେ ହର୍ମାନ କର୍ଡନ ସମେତ କ୍ବାର୍ଡନ ସ୍ପିକରର ସୁବିଧା ମିଳିପାରିବ । ଏସବୁ ବାଦ ଗ୍ରାହକଙ୍କୁ ପ୍ରିମିୟମ ଡିଜାଇନ ସହ ବଡ଼ି ଡିଷ୍ପ୍ଲେର ସୁବିଧା ମିଳିପାରିବ । ସୂତ୍ର ଅନୁଯାୟୀ Huawei ନିଜ ଏହି ଟ୍ୟାବଲେଟର ଦର ୨୦ ରୁ ୨୫ ହଜାର ଟଙ୍କା ରଖିବ ବୋଲି ଜଣାଯାଇଛି । ଅବଶ୍ୟ ଏହି ମଡେଲ ବିଷୟରେ ଜଣାପଡିନାହିଁ ।

ହର୍ମନ କର୍ଡନ କାରଣରୁ ୟୁଜର୍ସଙ୍କୁ ଓପନି ଡାଇରେକଶନାଲ ଅଡିଓ ଏକପେରିଂର ସପୋର୍ଟ ମିଳିପାରିବ । ଏହା ବାଦ ଟ୍ୟାବଲେଟରେ ଦମଦାର ପ୍ରୋସେସର ସହ ପ୍ୟାନର ସପୋର୍ଟ ବି ମିଳିବ । ଟ୍ୟାବଟିର ବଡ଼ି ମେଟାଲରେ ହିଁ ନିର୍ମିତ ବୋଲି ଜଣାଯାଇଛି । ଏଭିତରେ Huaweiର ମୁକାବିଲା ଆପଲ ଆଇପ୍ୟାଡ ୧୦.୨ ସହ ହେବ ବୋଲି ଆଶା କରାଯାଉଛି । ଆସନ୍ତା ମାର୍ଚ୍ଚ ମାସ ପ୍ରଥମ ସପ୍ତାହରେ Huaweiର ଏହି ସ୍ପେଶାଲ ଟ୍ୟାବ ଲଞ୍ଚ ହେବ ବୋଲି ଜଣାଯାଇଛି ।

କହି ରଖିବା ଉଚିତ କି ନିକଟରେ ହିଁ ହୁଵାବେ ନିଜ ଟ୍ୟାବଲେଟ Huawei ମେଟା ପାଡ ଲଂଚ କରିଥିଲା । Huaweiର ଏହି ଟ୍ୟାବଲେଟ ସହ ମ୍ୟାଗନେଟ କିବୋର୍ଡ଼ ସମେତ ଷ୍ଟାଇଲିସ ହୁଵାବେ ଏମ ପେନ୍ସିଲ ବି ଉପଲବ୍ଧ ହେବ ବୋଲି ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.