Below header

ଫ୍ଲିପକାର୍ଟର ଦିଓ୍ଵାଲି ସେଲ ରେ ମିଳୁଛି iPhone 14 ରେ ୨୪ ହଜାର ଟଙ୍କା ପର୍ଯ୍ୟନ୍ତ ବମ୍ପର ଛୁଟ୍‌, ଶୀଘ୍ର କିଣନ୍ତୁ

ଫ୍ଲିପକାର୍ଟ ଦିଓ୍ଵାଲି ସେଲ୍‌ ର ଶେଷ ଦିନ ପାଖେଇ ଆସୁଛି। ଯଦି ଆପଣ ଏହାରି ଭିତରେ କୌଣସି ପ୍ରଡ଼କ୍ଟର ଫାଇଦା ଉଠାଇନାହାନ୍ତି ତେବେ ଆଉ ଡ଼େରି କରନ୍ତୁ ନାହିଁ। ଫ୍ଲ ିପକାର୍ଟର ଏହି ସେଲରେ ଆପଣ ଆଇଫୋନ ୧୪ କୁ ବମ୍ପର ଡିସକାଉଣ୍ଟରେ ପାଇପାରିବେ। ଭାରି ଛାଡ଼ ଦେବା ପାଇଁ ଇ-କମର୍ସ ପ୍ଳାଟଫର୍ମ ଏହି ସୁଯୋଗ ଦେଉଛି।

ଦୀପାବଳି ପୂର୍ବରୁ ଆରମ୍ଭ ହୋଇସାରିଛି ଇ-କମର୍ସ ପ୍ଲାଟଫର୍ମର ବମ୍ପର ସେଲ। ଯାହାର ମେନ୍‌ ମୋଟୋ ରହିଛି ଅଧିକ ରୁ ଅଧିକ ଗ୍ରାହକ ଯେପରି ତାଙ୍କ ସାଇଡ଼ ରୁ କିଣିବେ। ଏଥିପାଇଁ ବଡ଼ ଓ ଦାମୀ ଜିନିଷ ଉପରେ ଭାରି ଛାଡ଼ ଦିଆଯାଉଛି। ଫେଷ୍ଟିଭାଲ ସିଜିନ ସପ୍ତାହ ଆରମ୍ଭ ପୂର୍ବରୁ ସମସ୍ତେ ସପିଂ କରିବାରେ ବ୍ୟସ୍ତ ହୋଇଗଲେଣି। ଏନେଇ ଫ୍ଲିପକାର୍ଟ ମଧ୍ୟ ଅଫର ସେଲ ଆରମ୍ଭ କରିବାରେ ପଛକୁ ରହିନି। ଗତ ୧୧ ଅକ୍ଟୋବରରୁ ଏହାର ସେଲଆରମ୍ଭ ହୋଇଛି। ଯାହାକି ଆସନ୍ତା କାଲି ମାନେ ୧୬ ତାରିଖରେ ଶେଷ ହେବ। ତେଣୁ ଆଉ ଡେରି ନକରି ଏହାର ଫାଇଦା ଉଠାନ୍ତୁ। ଆପଲ ମଡେଲର ୧୪ ସିରିଜ ଏଥିରେ ସାମିଲ ରହିଛି।

ଜାଣି ରଖନ୍ତୁ ଯେ ଆମେ ଯେଉଁ ମଡେଲ କଥା କହୁଛୁ ତାହା ହେଉଛି iPhone 14 128 GB ଷ୍ଟୋରେଜ ଭାରିଏଣ୍ଟ । ଯାହାର ଦାମ ହେଉଛି ୭୯,୯୦୦ ଟଙ୍କା ମାନେ ପାଖାପାଖି ୮୦ ହଜାର ଟଙ୍କା। ଏହାକୁ ସ୍ମାର୍ଟଫୋନ ଫ୍ଲିପକାର୍ଟ ଦୀପାବଳି ସେଲରେ ଆଡ୍‌ କରାଯାଇଛି। ଯଦି ଆପଣ ଏହାକୁ କିଣିବା ସମୟରେ ଫ୍ଳିପକାର୍ଟର ଆକ୍ସିର ବ୍ୟାଙ୍କର କ୍ରେ ଡ଼ିଟ କାର୍ଡର ବ୍ୟବହାର କରୁଛନ୍ତି ତେବେ ଆପଣଙ୍କୁ ୫% ମାନେ ୩,୯୯୫ ଟଙ୍କାର ଇନଷ୍ଟାଣ୍ଟ ଡିସକାଉଣ୍ଟ ମିିଳିବ। ଏମିତିରେ iPhone 14 କୁ ଆପଣ ୭୫,୯୦୫ ଟଙ୍କାରେ କିଣିପାରିବେ।

ତେବେ ଚାହିଁଲେ ଏଥିରେ ଆପଣଙ୍କୁ ୨୪ ହଜାର ଟଙ୍କା ପର୍ଯ୍ୟନ୍ତ ଛୁଟ ମଧ୍ୟ ପାଇପାରିବେ। ଏହି ଡ଼ିଲରେ ଆପଣଙ୍କୁ ଏକ୍ସଚେଞ୍ଜ ଅଫର ମଧ୍ୟ ମିଳିବ। ମାନେ ଆପଣ ଏଥିରେ ନିଜର ପୁରୁଣା ଫୋନ ବଦଳାଇ ଏହାକୁ କିଣିପାରିବେ। ଏମିତିରେ ଆପଣ ବଞ୍ଚାଇପାରିବେ ୧୯,୯୦୦ ଟଙ୍କା। ଯଦି ଆପଣଙ୍କୁ ଏଥିରେ ଆଡ଼ିସନାଲ ଅଫର ପୁରା ମିଳିଯିବ ତେବେ ଏହି ଫୋନକୁ ଆପଣ ମୋଟ ରୂପେ ୫୬,୦୦୫ ଟଙ୍କାରେ କିଣିପାରିବେ। ସବୁ ମିଶାଇ ଫୋନରେ ଆପଣ ୨୩,୮୯୫ ଟଙ୍କା ର ଡିସକାଉଣ୍ଟ ପାଇପାରିବ।

 

ଫିଚର୍ସ:
ଏହାର ଷ୍ଟୋରଜେ ହେଉଛି ୧୨୮ ଜିବି। ଏଥିରେ ଏ୧୫ ବାୟୋନିକ ଚିପ ରହିଛି। ୫ଜି ସେବା ଥିବା ଏହି ଫୋନ ଆଇଫୋନ ୧୩ ୬.୧ ଇଞ୍ଚ ର ସୁପର ରେଟିନା ଏକ୍ସଡିଅର ଡିସପ୍ଲେ ସହିତ ଆସୁଛି। କ୍ୟାମେରା କଥା କହିଲେ ଏହାର ରିୟର କ୍ୟାମେରା ସେଟଅପ୍‌ ରେ ଦୁଇଟି ସେନସର୍ସ ୧୨ଏମପି ଓ ଏହାର ଫ୍ରଣ୍ଟ କ୍ୟାମେରା ମଧ୍ୟ ୧୨ ଏମପି ର ରହିଛି। ଦୁଆଲ ସିମ ର ସେବା ଥିବା ଏହି ଫୋନରେ ଆପଣଙ୍କୁ ଏକ ବର୍ଷ ର ବ୍ରାଣ୍ଡ ଓ୍ଵାରେଣ୍ଟି ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.