Browsing Tag

weather odisha

୫ଦିନ ଯାଏ ରାଜ୍ୟରେ ନାହିଁ ବଡ଼ ବର୍ଷା ସମ୍ଭାବନା, ମୌସୁମୀ ଦୁର୍ବଳ

୫ଦିନ ଯାଏ ରାଜ୍ୟରେ ନାହିଁ ବଡ଼ ବର୍ଷା ସମ୍ଭାବନା । ମୌସୁମୀ ଦୁର୍ବଳ ହୋଇଛି । ଲଘୁଚାପ ବି ଦୁର୍ବଳ । ଉତ୍ତର ଛତିଶଗଡ଼ ସଂଲଗ୍ନ ଉତ୍ତରପୂର୍ବ ମଧ୍ୟପ୍ରଦେଶ ଓ ଦକ୍ଷିଣପୂର୍ବ ଉତ୍ତରପ୍ରଦେଶ ଉପରେ ଥିବା ସୁଦୃଶ୍ୟ ଲଘୁଚାପ ଦୁର୍ବଳ ହୋଇ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଏହାର ପ୍ରଭାବରେ…

ଆଗାମୀ ୨୪ ଘଣ୍ଟାରେ ଏହି ସବୁ ଅଞ୍ଚଳରେ ପ୍ରବଳ କାଚିବ ବର୍ଷା, ତିନି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

କେନ୍ୟଜ୍(ବ୍ୟୁରୋ): ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ । ଏହାର ପ୍ରଭାବରେ ଓଡ଼ିଶାରେ ବଡ଼ ବର୍ଷାର ସମ୍ଭାବନା ନାହିଁ । ଆଗାମୀ ୨୪ ଘଣ୍ଟା ଭିତରେ ମାଲକାନଗିରି, କୋରାପୁଟ ଓ ସୁନ୍ଦରଗ଼ଡ଼ର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ତିନି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି…

ଚାଷୀ ଭାଇମାନଙ୍କ ପାଇଁ ଖୁସି ଖବର, ଅଗଷ୍ଟ ୪ରୁ ରାଜ୍ୟରେ ହେବ ପ୍ରବଳ ବର୍ଷା

କେନ୍ୟୁଜ୍(ବ୍ୟୁରୋ):  ବର୍ଷା ଦିନେ ଗ୍ରୀଷ୍ଣ  ଭଳି ଉତ୍ତାପ ସମସ୍ୟାରୁ ମିଳିବ ମୁକ୍ତି।  ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ । ଅଗଷ୍ଟ ୪ରେ  ରାଜ୍ୟରେ  ବର୍ଷିବା ନେଇ ଆକଳନ କରିଛି ଅରଞ୍ଚଳିକ ପାଣିପାଗ ବିଭାଗ। ସମ୍ଭାବ୍ୟ ବର୍ଷା ନେଇ ଅଧିକାଂଶ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି…

ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷାର ତାଣ୍ଡବ, ପାଣିପାଗ ବିଭାଗ ପକ୍ଷରୁ ସୂଚନା ଆସନ୍ତା ୨୪ତାରିଖ ପର୍ଯ୍ୟନ୍ତ…

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ତାଣ୍ଡବ। ବାଲେଶ୍ୱରରେ ପ୍ରବଳ କୁଆପଥର ବର୍ଷା । ଗତକାଲି ସଂଧ୍ୟାରେ ସହର ବିଭିନ୍ନ ଅଞ୍ଚଳରେ ଝଡ଼ପବନ ସହ କୁଆପଥର ବର୍ଷା ଦେଖିବାକୁ ମିଳିଛି । ଅତ୍ୟଧିତ କୁଆପଥର ବର୍ଷା ଯୋଗୁଁ ଲୋକେ ଘରୁ ବାହାରିବା ଅସମ୍ଭବ ହୋଇପଡ଼ିଥିଲା । ଚାନ୍ଦିପୁର…

ଓଡିଶାର ୧୨ ଜିଲ୍ଲାକୁ ସତର୍କ ସୂଚନା, ରାତି ୧୧ଟା ମଧ୍ୟରେ ଏହି ଜିଲ୍ଲାରେ ହେବ ଘଡଘଡି ସହ ବର୍ଷା

କେନ୍ୟୁଜ୍(ବ୍ୟୁରୋ):  ଓଡିଶାର ୧୨ ଜିଲ୍ଲାକୁ ସତର୍କ ସୂଚନା ଦେଲା ପାଣିପାଗ ବିଭାଗ। ମିଳିଥିବା ସୂଚନା ମୁତାବକ ଆଜି ରାତି ୮ଟାରୁ ୧୧ ମଧ୍ୟରେ ଏହି ୧୨ ଟି ଜିଲ୍ଲାରେ ବର୍ଷା ହେବାର ଆକଳନ କରିଛି  ପାଣିପାଗ ବିଭାଗ। ଏହି ଜିଲ୍ଲା ଗୁଡିକ ମଧ୍ୟରେ ରହିଛି ନୂଆପଡା, ବରଗଡ, ସୋନପୁର, ବୌଦ୍ଧ,…

ଭିଜିଲା ଓଡିଶା, ବଢିବ ଜାଡ, ଆସନ୍ତା ୨୪ ଘଣ୍ଟା ବର୍ଷା ଭିତରେ ବଢିପାରେ ଶୀତ ଓ କୁହୁଡି

କେନ୍ୟୁଜ୍(ବ୍ୟୁରୋ):  ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ଜାରି ରହିଛି ଝିପିଝିପି ବର୍ଷା  । କିଛି ସ୍ଥାନରେ ବର୍ଷା ହେବା ନେଇ ପୂର୍ବରୁ ସୂଚନା ଦେଇଥିଲା ପାଣିପାଗ ବିଭାଗ। ସୂଚନା ଅନୁଯାୟୀ କେତେକ ସ୍ଥାନରେ ବି ବର୍ଷା ଆରମ୍ଭ ହୋଇଯାଇଛି | ବିଶେଷ କରି କେନ୍ଦୁଝର, ମୟୂରଭଞ୍ଜ ସୁନ୍ଦରଗଡ ଓ…

ଆଉ ଦୁଇ ଦିନ ପ୍ରବଳ ବର୍ଷିବ, ଘନୀଭୂତ ହେଉଛି ବଙ୍ଗୋପସାଗରେ ଲଘୁଚାପ

ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ରମଶଃ ଘନୀଭୂତ ହେଉଛି। ଏହାର ପ୍ରଭାବରେ ଆଗାମୀ ୨୪ ଘଣ୍ଟାରେ ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ସେପଟେ ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ ବାୟୁ। ରାଜ୍ୟର ପ୍ରାୟ ସମସ୍ତ ସ୍ଥାନରେ ବିକ୍ଷିପ୍ତ ବର୍ଷା…

ଲଘୁଚାପ ପ୍ରଭାବରେ ରାଜ୍ୟବ୍ୟାପୀ ବର୍ଷା : ଲଗାଣ ବର୍ଷାରେ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ଅବସ୍ଥା, ୮ଟି ଜିଲ୍ଲାକୁ ଆଲର୍ଟ…

ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ େଓ୍ଵଲ୍ ମାର୍କ ଲୋ ପ୍ରେସରର ରୂପ ନେଇଛି। ୨୪ ଘଣ୍ଟା ଭିତରେ ଏହାର ପ୍ରଭାବରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷିବ। ସତର୍କ ସୂଚନା ଜାରି କରିଛି ପାଣିପାଗ କେନ୍ଦ୍ର। ଏହାକୁ ଦୃଷ୍ଟିରେ ରଖି ୮ଟି ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି ହୋଇଛି। ତୁହାକୁ ତୁହା…

ସାରା ରାଜ୍ୟରେ ଗ୍ରୀଷ୍ମ ଲହରି : ପଶ୍ଚିମରେ ସ୍ଥିତି ଅସମ୍ଭାଳ, ୨୨ ଯାଏଁ ଜାରି ରହିବ ହିଟ୍ ୱେଭ୍ କଣ୍ଡିସନ୍

ଭୁବନେଶ୍ବର(କେନ୍ୟୁଜ୍) : ସାରା ରାଜ୍ୟରେ ଅସହ୍ୟ ତାତି । ଗରମ ଗୁଳୁଗୁଳିରେ ସନ୍ତୁଳି ହେଉଛି ପଶ୍ଚିମ ଓଡ଼ିଶା । ଲଗାତାର ତିନିଦିନ ଧରି ଟିଟିଲାଗଡ଼ ପାଲଟିଛି ତତଲା ଗଡ଼ । ଗତକାଲି ଟିଟିଲାଗଡ଼ର ସର୍ବୋଚ୍ଚ ତାପମାତ୍ରା ଥିଲା ୪୫.୫ ଡିଗ୍ରୀ ସେଲସିୟସ । ରାଜ୍ୟର ୯ଟି ସହରର ତାପମାତ୍ରା ୪୦ ଡିଗ୍ରୀ…

ଟ୍ରାପଲାଇନ ପ୍ରଭାବରେ ବହୁଛି ଝାଞ୍ଜି : ୩ ଦିନ ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶାର ପାଞ୍ଚଟି ଜିଲ୍ଲାରେ ହିଟ ୱେଭ ସତର୍କତା

ଅସହ୍ୟ ତାତିରେ ସନ୍ତୁଳି ହେଉଛି ଓଡ଼ିଶା। ଅସ୍ତବ୍ୟସ୍ତ ହୋଇପଡ଼ିଛି ଜନଜୀବନ । ସକାଳ ୧୦ଟାରୁ ପ୍ରବଳ ଝାଞ୍ଜିରେ ରାସ୍ତାଘାଟ ଶୁନଶାନ ହୋଇଯାଉଛି । ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି, ପଶ୍ଚିମ ବଙ୍ଗୋପସାଗରେ ସୃଷ୍ଟ ଟ୍ରାପଲାଇନ ପ୍ରଭାବରେ ଦକ୍ଷିଣ ଛତିଶଗଡ ଓ ତେଲେଙ୍ଗାନା ଦେଇ ଓଡ଼ିଶା ଆଡକୁ ଗରମ…

ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ତାଣ୍ଡବ, ବଜ୍ରପାତରେ ୨ ମୃତ ଏବଂ ଟେଲିଯୋଗାଯୋଗ ବାଧାପ୍ରାପ୍ତ

ଯାଜପୁର ଟାଉନ/ବାଲେଶ୍ବର (କେନ୍ୟୁଜ୍): ଯାଜପୁର ରେ କାଳବୈଶାଖୀ ତାଣ୍ଡବର ଲୀଳା l ଆଜି ଅପରାହ୍ନ ରେ ଘୁର୍ଣ୍ଣିଝଡ଼ ଓ କାଳ ବୈଶାଖୀ ଫଳରେ ବ୍ୟାପକ ଅଞ୍ଚଳରେ ଘଡଘଡି ସହ ବର୍ଷା ହୋଇଛି। ପ୍ରବଳ ପବନ ସହିତ ଧୂଳିଝଡ ଓ ବର୍ଷା ଯୋଗୁ ସାଧାରଣ ଜୀବନଯାତ୍ରାରେ ବ୍ୟାହାତ ହୋଇଛି । ଏଥିସହ ପ୍ରବଳ ପବନ…