ଆଜି ଓ୍ଵାଲର୍ଡ ଫ୍ରେଣ୍ଡସିପ୍‌ ଡେ’:   ପାଳନ କରୁଛି ସାରା ଦୁନିଆ

ପରସ୍ପର ହାତରେ ଫ୍ରେଣ୍ଡସିପ ବ୍ୟାଣ୍ଡ୍‌ ବାନ୍ଧି ସେଲିବ୍ରେଟ୍‌ କରୁଛନ୍ତି ଯୁବ ପିଢି। ଆଜି ବିଶ୍ୱ ବନ୍ଧୁତ୍ୱ ଦିବସ, ବନ୍ଧୁ ପାଇଁ ଦିନ ଟିଏ । ଏହି ଅବସରରେ ସାଙ୍ଗ ସାଥୀମାନେ ପରସ୍ପର ପରସ୍ପର ହାତରେ ଫ୍ରେଣ୍ଡସିପ ବ୍ୟାଣ୍ଡ୍‌ ବାନ୍ଧିବା ସହ ପାର୍ଟି କରି ଖୁସି ମନାଉଛନ୍ତି । ବନ୍ଧୁତ୍ୱର ପରିସୀମା କିଛି ନାହିଁ । ସମ୍ପର୍କର ପ୍ରଥମ ସୋପାନ ଆରମ୍ଭ ହୁଏ ବନ୍ଧୁତ୍ୱରୁ । ଯଦି ପାଖରେ ବନ୍ଧୁଟିଏ ଅଛି ତ ଆଉ କିଛି ଚିନ୍ତା ନାହିଁ । ବନ୍ଧୁ ଯେ କେବଳ ସୁଖଦୁଃଖର ସାଥୀ ତା ନୁହେଁ, ବନ୍ଧୁତ୍ୱ ହେଉଛି ସେହି ସଂପର୍କ, ଯିଏ କଣ୍ଟା ରାସ୍ତାକୁ ବି ଫୁଲରେ ସଜାଇ ଦିଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.