ରକ୍ତର ସମ୍ପର୍କଠୁ ବି ଅଧିକ ନିବିଡ଼ ବନ୍ଧୁର ସମ୍ପର୍କ, ଆଜି ସେହି ବନ୍ଧୁ ପାଇଁ ଦିନଟିଏ
କେନ୍ୟୁଜ୍(ବ୍ୟୁରୋ): ଆଜି ଫ୍ରେଣ୍ଡସିପ୍ ଡେ। ବନ୍ଧୁ ପାଇଁ ଦିନିଟିଏ। ରକ୍ତର ସମ୍ପର୍କଠୁ ବି ଅଧିକ ନିବିଡ଼। ସୁଖ ଦୁଃଖର ସାଥୀ। ଆଜିର ଦିନକୁ ସାରା ବିଶ୍ବରରେ ବନ୍ଧୁ ଦିବସ ଭାବେ ସେଲିବ୍ରେସନ କରାଯାଉଛି। ୧୯୫୮ ମସିହାରେ ଜାତିସଂଘ ଅଗଷ୍ଟ ମାସର ପ୍ରଥମ ସପ୍ତାହକୁ ବନ୍ଧୁତ୍ବ ଦିବସ ଭାବେ ଘୋଷଣା…