ଡ୍ୟାନ୍ସ କରୁଥିବା ବେଳେ ଶ୍ରେୟସ ଅୟର ହଠାତ ଭଉଣୀକୁ ମାରିଲେ ଲାତ, ଆଉ ତା’ ପରେ

କରୋନା ଭାଇରସ କାରଣରୁ ଲକଡାଉନ ପାଇଁ ସମସ୍ତ କ୍ରିକେଟର ନିଜ ନିଜ ଘରେ ସମୟ ବିତାଉଛନ୍ତି। ଏହି ସମୟରେ ଶ୍ରେୟସ ଅୟର ମଧ୍ୟ ଡ୍ୟାନ୍ସ କରି ଟାଇମ୍ ପାସ କରୁଥିବା ବେଳେ ହଠାତ ନିଜ ସହ ନାଚୁଥିବା ଭଉଣୀକୁ ଜୋରରେ ଲାତ ମାରିଛନ୍ତି। ଯାହାର ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆପଣମାନେ ମଧ୍ୟ ଏହି ଭିଡ଼ିଓ ଦେଖିଲେ ନିଜର ହସ ରୋକିପାରିବେ ନାହିଁ।

 

 

Leave A Reply

Your email address will not be published.