ଗଞ୍ଜାମରେ ଚିନ୍ତା ବଢାଉଛନ୍ତି ସୁରତ ପେରନ୍ତା: ଆଜି ଆଉ ଜଣେ ପଜିଟିଭ୍‌ ଚିହ୍ନଟ, ରାଜ୍ୟରେ ସଂକ୍ରମିତ‌ଙ୍କ ସଂଖ୍ୟା ୧୭୭ରେ ପହଞ୍ଚିଛି

ଗଞ୍ଜାମ: ଗଞ୍ଜାମରେ ଚିନ୍ତା ବଢାଉଛନ୍ତି ସୁରତ ପେରନ୍ତା। ଆଜି ଆଉ ଜଣେ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୪ରେ ପହଞ୍ଚିଛି। ଏହାକୁ ମିଶାଇ ରାଜ୍ୟରେ ପଜିଟିଭ୍‌ଙ୍କ ସଂଖ୍ୟା ୧୭୭ରେ ପହଞ୍ଚିଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ୱେ‌ସାଇଟ୍‌ରୁ ସୂଚନା ମିଳିଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୧୫ଜଣ ଚିକିତ୍ସିତ ହେଉଛନ୍ତି। ୬୦ଜଣ ସୁସ୍ଥ ହୋଇଥିବାବେଳେ ୨ଜଣଙ୍କ ମୃତ୍ୟୁ ହୋଇଛି। ରାଜ୍ୟରେ ଏପର୍ଯ୍ୟନ୍ତ ୪୭ହଜାର ୪୫୪ଟି ଟେଷ୍ଟ ହୋଇଥିବାବେଳେ ୧୭୭ଟି ନମୁନା ରିପୋର୍ଟ ପଜିଟିଭ୍‌ ଆସିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.