ଫୋନ ବ୍ୟାଟେରୀର ଜାଣନ୍ତୁ ଷ୍ଟାମିନା ସେଟିଂ, ଚାର୍ଜିଂ ସମସ୍ୟା ହେବ ଦୂର

ସ୍ମାର୍ଟଫୋନରେ ସମସ୍ତ ଜରୁରୀ ଫିଚର୍ସ ମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ବ୍ୟାଟେରୀ କାପାସିଟି । ବ୍ୟାଟେରୀ କାପାସିଟିରୁ ଜଣାପଡେ ଯେ, ସ୍ମାର୍ଟଫୋନ ପୁରାଦିନରେ କେତେ ମାତ୍ରାରେ ଆପଣଙ୍କ ସାଥ୍ ଦେବ । ଯଦି ଆପଣଙ୍କ ବ୍ୟାଟେରୀ କାପାସିଟି କମ ରହିଛି , ଏହି ସମସ୍ୟା ପାଇଁ ଆପଣ ବାରମ୍ବାର ଫୋନ ଚାର୍ଜ କରୁଛନ୍ତି ତେବେ ଚିନ୍ତାମୁକ୍ତ ହୋଇଯାନ୍ତୁ । କାରଣ ଆମେ ଆପଣଙ୍କ ପାଇଁ ଏହି ସମସ୍ୟା ଦୂର କରିବାର ସହଜ ଉପାୟ ନେଇ ଆସିଛୁ ।

ପ୍ରଥମେ ଆପଣ ନିଜ ଫୋନର ବ୍ୟାଟେରୀ ହେଲ୍‌ଥ ଯାଞ୍ଚ କରନ୍ତୁ । ଯଦି ,ହା ପୁରୁଣା ହୋଇଯାଇଛି ତେବେ ଏହାକୁ ଆପଣ ବଦଳାଇ ଦିଅନ୍ତୁ । ଏହାର ଅନ୍ୟ କିଛି ଷ୍ଟେପ ରହିଛି ସେ ବିଷୟରେ ଜାଣନ୍ତୁ ।

ଆଣ୍ଡ୍ରଏଡ ବ୍ୟାଟେରୀ ଟ୍ରବଲସୁଟିଂ:

– ଫୋନରେ ପ୍ରଥମେ ସ୍କ୍ରିନ ଅନ ଟାଇମକୁ ଚେକ କରନ୍ତୁ । ଦେଖନ୍ତୁ ଏହା କମ ଅଛି ନା ପୂର୍ବ ଭଳି ରହିଛି ।
– ଏଥିପାଇଁ ପ୍ରଥମେ .. କୁ ଯାନ୍ତୁ ।
– କିଛି ଡ଼ିଭାଇସରେ ଆପଣଙ୍କ ୁ ଉପରେ ଡାହାଣ ପାଖେ ଏକ ଘଣ୍ଟାର ଆଇକନ ଦେଖାଯିବ ।
– ଏହାଉପରେ ଟ୍ୟାପ କରନ୍ତୁ । ଦେଖାଯାଇଥିବା ଗ୍ରାଫରୁ ଆପଣ ଜାଣିପାରିବେ ଆପଣଙ୍କ ଫୋନ ବ୍ୟାଟେରୀ କେତେଶୀଘ୍ର ଡିସଚାର୍ଜ ହେବ ।

ଥାର୍ଡ ପାର୍ଟି ବ୍ୟବହାର:

– ଗୁଗୁଲ ପ୍ଲେ ଷ୍ଟୋରରୁ .. ଆପ ଡାଉନଲୋଡ କରନ୍ତୁ ।
– ଏହାପରେ ଜରୁରୀ ପର୍ମିଶେସନ ପ୍ରଦାନ କରନ୍ତୁ । ଏବେ ଆପଣଙ୍କୁ ୪ଟି ଟ୍ୟାବ ଦେଖାଯିବ ।
– ଡିସଚାର୍ଜିଂ ଟ୍ୟାବରେ ଆପଣ ନିଜ ଫୋନ ବ୍ୟାଟେରୀର କରେଣ୍ଟ ରେଟ ଦେଖିପାରିବେ ।
– ଡିଜାଇନ କାପାସିଟି ଫିଲ୍ଡ ବ୍ୟାଟେରୀର କାପାସିଟି ଆପଣଙ୍କୁ ଜଣେଇବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.