Below header

ଆଉ ୫ ଦିନ ବର୍ଷିବ: ଆଗାମୀ ୨୪ ଘଣ୍ଟାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର (କେନ୍ୟୁଜ): ଆଉ ୫ ଦିନ ବର୍ଷା ।  ରାଜ୍ୟରେ ଜାରି ରହିଛି କାଳବୈଶାଖୀ ବର୍ଷା ।  କାଳବୈଶାଖୀ ପ୍ରଭାବରେ ଗତକାଲି ଠାରୁ ଉପକୂଳ ଓଡ଼ିଶା ସମେତ ବିଭିନ୍ନ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ଲାଗି ରହିଛି । ଆଗାମୀ ୨୪ ଘଣ୍ଟାରେ ଉତ୍ତର ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଥିବା…

ରୋମାଞ୍ଚକ ମ୍ୟାଚ: ରାଜସ୍ଥାନ ରୟାଲ୍ସକୁ ୨୦ ରନରେ ପରାସ୍ତ କଲା ଦିଲ୍ଲୀ କ୍ୟାପିଟାଲ୍ସ

(କେନ୍ୟୁଜ): ଆଇପିଏଲର ରୋମାଞ୍ଚକ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୨୦ ରନରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ ।  ୨୨୨ ରନକୁ ପିଛା କରୁଥିବା ରାଜସ୍ଥାନ ୮ ୱିକେଟ ହରାଇ ୨୦୧ କରିଥିଲା ।  ସଂଜୁ ସାମସନ ୪୬ ବଲ୍ ରୁ ୮୬ ରନ୍ କରିଥିଲେ ।  ରିୟାନ ପରାଗ ୨୨ ବଲରୁ ୨୭ ଓ ଶୁଭମ ଦୁବେ ୧୨ ବଲ୍ ରୁ…

ପାଣ୍ଡିଆନଙ୍କ ଟାର୍ଗେଟରେ ବିଜେପି ନେତା, କହିଲେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ବିଜେଡି କରିବ ସ୍ବିପ୍

ବ୍ରହ୍ମପୁର (କେନ୍ୟୁଜ): ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ଟାର୍ଗେଟରେ ବିଜେପି ନେତା । ଆଜି ଭୋରରୁ ବ୍ରହ୍ମପୁରରେ ଲମ୍ବା ସମୟ ଧରି ସମ୍ପାଦକମାନଙ୍କ ସହ ଆଲୋଚନା କରିଥିଲେ ପାଣ୍ଡିଆନ୍। ବିଭିନ୍ନ ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ ଭିକେ ପାଣ୍ଡିଆନ୍ । ଏହି ପ୍ରେସମିଟରେ…

ନିର୍ବାଚନ ପାଇଁ ବିଭିନ୍ନ ସ୍ଥାନରେ ଚେକିଂ କଡ଼ାକଡ଼ି, ପୁଣି କାର୍‌ ଭିତରୁ ମିଳିଲା ନଗଦ ୯ ଲକ୍ଷ ଟଙ୍କା

ଟିଟିଲାଗଡ଼/ ମୟୁରଭଞ୍ଜ (କେନ୍ୟୁଜ): କାର ଭିତରୁ ପୁଣି ୯ ଲକ୍ଷ ଟଙ୍କା ଜବତ । ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଡାହିମାଲ ଛକରେ ପୋଲିସର ଯାଞ୍ଚ ବେଳେ ଏକ କାରରୁ ୯ଲକ୍ଷ ୧ ହଜାର ୮୦୦ ଶହ ଟଙ୍କା ଜବତ କରିଛି । କାର ମାଲିକ ତୁଷୁରାର ବ୍ୟବସାୟୀ କାରଟିକୁ ନିଜେ ଚଳାଇ ଯାଉଥିବା ସମୟରେ ଅଟକାଇ…

ଆଜିର ତେଲ ଦର ; କେତେ କମିଲା, କେତେ ବଢ଼ିଲା ପେଟ୍ରୋଲ ଓ ଡିଜେଲ ମୂଲ୍ୟ ଜାଣନ୍ତୁ…

ଗାଡ଼ିରେ ତେଲ ପକାଇବା ପୂର୍ବରୁ ଜାଣିନିଅନ୍ତୁ ଆଜି କେତେ ରହିଛି ତେଲ ଦର । ତୈଳ କମ୍ପାନୀଗୁଡିକ ଗତକାଲି ସକାଳେ ଜାରି କରିଥିବା ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ଏକ ବଡ ପରିବର୍ତ୍ତନ ଦେଖିବାକୁ ମିଳିଥିଲା । ଯାହା ଆଜି ଅପରିବର୍ତ୍ତିତ ରହିଛି । ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୦ ଟଙ୍କା ୮୮ ପଇସା…

ଆଗକୁ ଅକ୍ଷୟ ତୃତୀୟାରେ, ଆଜି ସୁନା ଦାମରେ ଆସିଲା ପରିବର୍ତ୍ତନ

ଆଗକୁ ଆସୁଛି ବିବାହ ଋତୁ । ଦିନକୁ ଦିନକୁ ସୁନାର ଦାମ୍ ବୃଦ୍ଧି ପାଉଥିବାରୁ ସୁନା କିଣିବାକୁ ଚିନ୍ତାରେ ପଡିଲେଣି ଗ୍ରାହକ । କିଛି ଦିନ ହେବ ସୁନାର ଦାମ୍ ଆକାଶ ଛୁଆଁ ରହୁଛି । ତେବେ ଆଜି ସୁନା ଦାମରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଆଜି ଭାରତୀୟ ବଜାରରେ ଆଜି ୨୪ କ୍ୟାରେଟ ସୁନା ଦର ୧୦…

ପଳାଶୁଣୀ ଛକରେ ଦୁର୍ଘଟଣା: ରାସ୍ତା ପାର ବେଳେ ଘୋଷାଡ଼ି ନେଲା ଟ୍ରକ, ଦମ୍ପତି ମୃତ

ଭୁବନେଶ୍ୱର (କେନ୍ୟୁଜ): ଭୁବନେଶ୍ୱର ପଳାଶୁଣୀ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ।  ରାସ୍ତା ପାର ହଉଥିବା ବେଳେ ଟ୍ରକ ଧକ୍କାରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଦୁଇ ଜଣ ଦମ୍ପତି ବୋଲି ଜଣାପଡିଛି। ଖବର ଅନୁଯାୟୀ, ପଳାଶୁଣି ଛକ ନିକଟରେ ସ୍ୱାମୀ-ସ୍ତ୍ରୀ ରାସ୍ତା ପାର୍…

ଆଜି ଶ୍ରୀ ବିଗ୍ରହଙ୍କ ବନକଲାଗି ନୀତି, ୬ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ

ପୁରୀ (କେନ୍ୟୁଜ): ଆଜି ବୁଧବାର ବୈଶାଖ କୃଷ୍ଣ ଅମାବାସ୍ୟା ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ ।  ବନକ ଲାଗି ପାଇଁ ପ୍ରାୟ ୬ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ ।  ଆପାତତଃ ସଂଧ୍ୟା ୬ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ ।  ଏହି ବନକ ଲାଗି…

ବଦଳିଲା ପାଗ, କମିଲା ତାପମାତ୍ରା : ଘଡ଼ଘଡ଼ି ଓ ବର୍ଷା ନେଇ ଆଜି ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର (କେନ୍ୟୁଜ): ଅସହ୍ୟ ତାତିରେ ଲୋକ ତ୍ରାହି ତ୍ରାହି ଡାକୁଥିବା ବେଳେ ଆଜି ହଠାତ ପାଗରେ ପରିବର୍ତ୍ତନ ହେବାସହ ରାଜ୍ୟବାସୀଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିଛି ।  କମିଲା ତାପମାତ୍ରା, ତାତିରୁ ମିଳିଲା ତ୍ରାହି । କାଳବୈଶାଖୀ ପ୍ରଭାବରେ ଗତକାଲି ଠାରୁ ଉପକୂଳ ଓଡ଼ିଶା ସମେତ ବିଭିନ୍ନ…

ଆଜି ରାୟଗଡ଼ା ଆସୁଛନ୍ତି ରାଜନାଥ ସିଂ, ବିଜେପି ପାଇଁ କ୍ୟାମ୍ପେନ କରିବେ ପ୍ରତିରକ୍ଷା ମନ୍ତ୍ରୀ

ରାୟଗଡ଼ା (କେନ୍ୟୁଜ): ଆଜି ରାୟଗଡ଼ାରେ ରାଜନାଥଙ୍କ ପ୍ରଚାର । ବିଜେପି ପାଇଁ କ୍ୟାମ୍ପେନ କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । କୋରାପୁଟ ଲୋକସଭା ବିଜେପି ପ୍ରାର୍ଥୀ କାଳୀରାମ ମାଝୀ ଓ ଜିଲ୍ଲାର ତିନି ବିଧାୟକ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ସହ ଜନ ସମାବେଶରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ…

ଦମ୍ ଥିଲେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରୁ ବିଜେପି, ଖଲ୍ଲିକୋଟରୁ ଆହ୍ୱାନ କଲେ କାର୍ତ୍ତିକ ପାଣ୍ଡିଆନ

ଖଲ୍ଲିକୋଟ (କେନ୍ୟୁଜ): ଦମ୍ ଥିଲେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କର । ଖଲ୍ଲିକୋଟରେ ବିଜେପିକୁ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ଟାର୍ଗେଟ । କହିଲେ ସିଏମ ପ୍ରାର୍ଥୀ ଘୋଷଣା କଲେ ୧୦ ପ୍ରତିଶତ ଆସନରେ ଜିତିବନି ବିଜେପି । ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚୟନ କିଏ କରିବେ ପ୍ରଶ୍ନ କଲେ…

ଡମ୍ପର ବାଇକ୍ ମୁଁହାମୁହିଁ ଧକ୍କା, ଜଣେ ମୃତ ; ଜଣେ ଗୁରୁତର

ନୀଳଗିରି (କେନ୍ୟୁଜ): ଡମ୍ପର ବାଇକ୍ ମୁଁହାମୁହିଁ ଧକ୍କା ।  ଜଣେ ମୃତ ଜଣେ ଗୁରୁତର ।  ଏଭଳି ଘଟଣା ଘଟିଛି ନୀଳଗିରି ଗୋପୀନାଥପୁର ରେଳ ଫାଟକ ନିକଟରେ ।  ଘଟଣା ସ୍ଥଳରେ ଡମ୍ପର ଛାଡ଼ି ଡ୍ରାଇଭର ଫେରାର ମାରିଛି । ଗୁରୁତର ଯୁବକକୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରି ୧୦୮ ଯୋଗେ ନୀଳଗିରି ମେଡିକାଲ…