Below header

ଏୟାର ଇଣ୍ଡିଆ ଏକ୍ସପ୍ରେସର ବଡ ଆକ୍ସନ, ଅସୁସ୍ଥତା ଦର୍ଶାଇ ସମୂହ ଛୁଟିରେ ଥିବା କର୍ମଚାରୀଙ୍କୁ ବରଖାସ୍ତ

ନୂଆଦିଲ୍ଲୀ : ୩୦ କ୍ରିଉ ମେମ୍ବର ଚାକିରିରୁ ବିଦା । ଆକ୍ସନ ମୁଡରେ ଏୟାର ଇଣ୍ଡିଆ ଏକ୍ସପ୍ରେସ ଏୟାରଲାଇନ କର୍ତ୍ତୃପକ୍ଷ ।  ଅସୁସ୍ଥତା ଦର୍ଶାଇ କ୍ୟାବିନ କ୍ରିଉ ମେମ୍ବରମାନେ ସମୂହ ଛୁଟିରେ ଯିବାର ଦିନକ ପରେ କାର୍ଯ୍ୟାନୁଷ୍ଠାନ । ଆଗକୁ ଆଉ କିଛି କ୍ରିଉ ମେମ୍ବରଙ୍କୁ ଚାକିରିରୁ ବହିଷ୍କାର…

ଝାରସୁଗୁଡ଼ାରେ ଟ୍ରିପଲ ମର୍ଡର: ପଡିଆରେ ପଡ଼ିଛି ବାପା, ମା ଓ ଝିଅର ମୃତଦେହ

ଝାରସୁଗୁଡ଼ା (କେନ୍ୟୁଜ): ଝାରସୁଗୁଡ଼ାରେ ଟ୍ରିପଲ ମର୍ଡର । ଘରୋଇ କଳିର କରୁଣ ପରିଣତି ।  ସ୍ତ୍ରୀ ଓ ଝିଅକୁ ହତ୍ୟା ପରେ ଜୀବନ ହାରିଲା ସ୍ବାମୀ ।  ପଡିଆରେ ପଡ଼ିଛି ବାପା, ମାଆ ଓ ଝିଅର ମୃତଦେହ । ଝାରସୁଗୁଡ଼ା ଲଖନପୁର ବାଣିପାହାଡ଼ ନିକଟ ପଡ଼ିଆରୁ ୩ ଜଣଙ୍କ ମୃତଦେହ ଠାବ ହୋଇଛି । ସମସ୍ତ ମୃତକ…

ଜାରି ହେଲା ନୂଆ ତୈଳ ଦର: ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ପରିବର୍ତ୍ତନ

ଗାଡ଼ିରେ ତେଲ ପକାଇବା ପୂର୍ବରୁ ଜାଣିନିଅନ୍ତୁ ଆଜି କେତେ ରହିଛି ତେଲ ଦର । ତୈଳ କମ୍ପାନୀଗୁଡିକ ଗତକାଲି ସକାଳେ ଜାରି କରିଥିବା ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ଏକ ବଡ ପରିବର୍ତ୍ତନ ଦେଖିବାକୁ ମିଳିଥିଲା । ଯାହା ଆଜି ଅପରିବର୍ତ୍ତିତ ରହିଛି । ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୦ ଟଙ୍କା ୯୭ ପଇସା…

ଦିନ ପରେ ଅକ୍ଷୟ ତୃତୀୟା, ସୁନା କିଣିବା ପୂର୍ବରୁ ଜାଣି ରଖନ୍ତୁ ଦର

ଆଉ ମାତ୍ର ଗୋଟିଏ ଦିନ ପରେ ପବିତ୍ର ଅକ୍ଷୟ ତୃତୀୟା । ଏହା ବର୍ଷର ସବୁଠାରୁ ଶୁଭ ତିଥି ହୋଇଥାଏ । କୁହାଯାଏ ଏହିଦିନ ସୁନା ରୂପା କିଣିବା ଦ୍ୱାରା ମା’ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଓ ତାଙ୍କ ଆଶୀର୍ବାଦରୁ ଧନଧାନ୍ୟ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ । କିନ୍ତୁ ଆଜିର ମହଙ୍ଗା ବଜାରରେ ସୁନା ରୂପା…

ଆଜି ଅନୁଷ୍ଠିତ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ତଦାରଖ ପାଇଁ ଉଚ୍ଚସ୍ତରୀୟ କମିଟି ଦ୍ଵିତୀୟ ବୈଠକ

ପୁରୀ (କେନ୍ୟୁଜ): ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରର ମୂଲ୍ୟବାନ ବସ୍ତୁ ଓ ଅଳଙ୍କାର ତାଲିକା ପ୍ରସ୍ତୁତ ତଦାରଖ ପାଇଁ ଗଠିତ ଉଚ୍ଚସ୍ତରୀୟ କମିଟିର ଦ୍ଵିତୀୟ ବୈଠକ ଆଜି ଅନୁଷ୍ଠିତ ହେବ ।  ଅପରାହ୍ନ ୨ଟାରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଏହି ବୈଠକ ବସିବ । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ…

ହାଇଦ୍ରାବାଦର ରେକର୍ଡ ବିଜୟ, ଲକ୍ଷ୍ନୌକୁ ୧୦ ୱିକେଟରେ ହରାଇଲା ଟିମ୍

ଆଇପିଏଲ୍ ରେ ହାଇଦ୍ରାବାଦର ରେକର୍ଡ ବିଜୟ ।  ଲକ୍ଷ୍ନୌ ସୁପର ଜାୟଣ୍ଟସ ବିପକ୍ଷରେ ୪୫ ମିନିଟରେ ଜିତିଲା ହାଇଦ୍ରାବାଦ । ଲକ୍ଷ୍ନୌକୁ ୧୦ ୱିକେଟରେ ହରାଇଲା ଘରୋଇ ହାଇଦ୍ରାବାଦ ଟିମ୍ । ଏପରିକି ମାତ୍ର ୫୮ଟି ବଲ୍ ରେ ଅର୍ଥାତ୍ ୯ ଓଭର ୪ଟି ବଲ୍ ରେ ୧୬୭ ରନ୍ ର ବିଜୟ ଲକ୍ଷ୍ୟ ହାସଲ କରିଛି…

ଆଶ୍ବସ୍ତି ଆଣିଛି କାଳବୈଶାଖୀ ବର୍ଷା, ଆଗାମୀ ୪ ଦିନ ପର୍ଯ୍ୟନ୍ତ ରହିବ ଏଭଳି ପାଗ

ଭୁବନେଶ୍ୱର (କେନ୍ୟୁଜ): ପ୍ରବଳ ତାତିରୁ ମିଳିଛି ଆଶ୍ବସ୍ତି ।  ରାଜ୍ୟରେ ଆଉ ୩ ଦିନ ପର୍ଯ୍ୟନ୍ତ ତାତି ନାହିଁ  ।  ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହେବ  ।  ଏହି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ବିଜୁଳି, ଘଡ଼ଘଡ଼ି ଓ ବର୍ଷା ପାଇଁ ଆଜି ଭଦ୍ରକ,…

ଓଡ଼ିଶା ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରି, କୃଷ୍ଣପ୍ରସାଦ ବ୍କକରେ ବିରାଟ ସମାବେଶକୁ କରିବେ ସମ୍ବୋଧନ

ଭୁବନେଶ୍ୱର (କେନ୍ୟୁଜ): କେନ୍ଦ୍ରୀୟ ବିଜେପି ନେତାଙ୍କ ଘନ ଘନ ଓଡ଼ିଶା ଗସ୍ତ । ଆଜି ପ୍ରଚାର ପାଇଁ ଆସିବେ କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରି । ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ ପରେ ସେ ପ୍ରଚାର ଅଭିଯାନ ଆରମ୍ଭ କରିବେ । କୃଷ୍ଣପ୍ରସାଦ ବ୍କକରେ ବିରାଟ ସମାବେଶକୁ ସେ ସମ୍ବୋଧନ କରିବେ ।…

ନବୀନଙ୍କ ମାରାଥନ କ୍ୟାମ୍ପେନ: ଗଞ୍ଜାମ ଓ କନ୍ଧମାଳରେ ପ୍ରଚାର କରିବେ ନବୀନ

ଗଞ୍ଜାମ / କନ୍ଧମାଳ (କେନ୍ୟୁଜ): ଗଞ୍ଜାମରେ ପ୍ରଚାର କରିବେ ନବୀନ । ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କନିଷି ପଡ଼ିଆରେ୧୦ଟା ୨୫ରେ ହେଲିକେପଟର୍ ଯୋଗେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ । ସେଠାରେ ଆୟୋଜିତ ସାଧାରଣ ସଭାରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଭିକ୍ଷା କରିବେ । ଏହାପରେ ୧୧ଟା୪୫ରେ…

ନିର୍ବାଚନ ପୂର୍ବରୁ ବୌଦ୍ଧ ପୋଲିସକୁ ବଡ଼ ସଫଳତା, ଆତ୍ମସମର୍ପଣ କଲେ ୯ ମାଓବାଦୀ

ବୌଦ୍ଧ (କେନ୍ୟୁଜ): ବୌଦ୍ଧ ପୋଲିସକୁ ବଡ ସଫଳତା ମିଳିଛି । କିଛି ଦିନ ମଧ୍ୟରେ ଲଗାତାର ଭାବରେ ବୌଦ୍ଧ କନ୍ଧମାଳ ସୀମାନ୍ତ ଜଙ୍ଗଲରେ ପୋଲିସ ଏସଓଜି ଓ ବିଏସଏଫ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି। ଏହାରି ଭିତରେ ୯ ମାଓବାଦୀଙ୍କ ଆତ୍ମସମର୍ପଣ । ୨ ମହିଳା ଓ ୭ ପୁରୁଷ ମାଓବାଦୀ ଆତ୍ମସମର୍ପଣ…

ବର୍ଷା-ଅନୁଭବ ଘରୋଇ ମାମଲା: କଟକ କୋର୍ଟରେ ଅନୁଭବଙ୍କ ଡିସଚାର୍ଜ ପିଟିସନ ଖାରଜ

କଟକ (କେନ୍ୟୁଜ): ବର୍ଷା-ଅନୁଭବ ଘରୋଇ ମାମଲା । କଟକ ଜେ.ଏମ୍.ଏଫ.ସି ସ୍ଵତନ୍ତ୍ର କୋର୍ଟରେ ଅନୁଭବ ମହାନ୍ତିଙ୍କ ଡିସଚାର୍ଜ ପିଟିସନ ଖାରଜ । ମାମଲାଟିର କୌଣସି ଆଧାର ନ ଥିବା ଅନୁଭବଙ୍କ ପକ୍ଷରୁ ଦର୍ଶାଇ ଡିସଚାର୍ଜ ପିଟିସନ ଦାଖଲ କରାଯାଇଥିଲା । ଏହି ମାମଲା ୨୦୨୦ ମସିହାରେ ବର୍ଷାଙ୍କ ପକ୍ଷରୁ…

ଓଡ଼ିଶାରେ ବ୍ୟାପିଲାଣି ମାରାତ୍ମକ ରୁବେଲା ଭାଇରସ୍‌ : ନବରଙ୍ଗପୁରରେ ଦୁଇ ରୋଗୀ ଚିହ୍ନଟ

ନବରଙ୍ଗପୁର (କେନ୍ୟୁଜ): ନବରଙ୍ଗପୁର ଜିଲ୍ଲାରେ ଦୁଇ ରୁବେଲା ବା ଜର୍ମାନୀ ମିଳିମିଳା ରୋଗୀ ଚି଼ହ୍ନଟ । ନନ୍ଦାହାଣ୍ଡି ବ୍ଲକ ପଡାଲଗୁଡାର ୫ ଶିଶୁଙ୍କ ରକ୍ତ ନମୁନାକୁ ଗତ ୨୪ତାରିଖରେ ଭୁବନେଶ୍ୱର ଆରଏମଆରସି ପରୀକ୍ଷାଗାରକୁ ପଠା ଯାଇଥିଲା । ସେଥିମଧ୍ୟରୁ ଦୁଇ ଶିଶୁଙ୍କ ରକ୍ତରେ ରୁବେଲା ଚି଼ହ୍ନଟ…