Below header

ଅଡୁଆରେ ଦେବେଗୌଡାଙ୍କ ନାତି, ଭାଇରାଲ ହେଉଛି ମହିଳା କର୍ମୀଙ୍କୁ ଯୌନ ଶୋଷଣ କରୁଥିବାର ଭିଡିଓ

ନୂଆଦିଲ୍ଲୀ : ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୌଡାଙ୍କ ନାତିଙ୍କ ବିରୋଧରେ ଯୌନ ନିର୍ଯ୍ୟାତନା ଅଭିଯୋଗ ନେଇ କର୍ଣ୍ଣାଟକ ରାଜନୀତିରେ କମ୍ପନ । ଦେବେଗୌଡାଙ୍କ ନାତି ପ୍ରଜ୍ଜ୍ୱଳ ରେଭାନ୍ନା ବଡ଼ ଧରଣର ଯୌନ କେଳେଙ୍କାରୀରେ ସଂପୃକ୍ତ ଥିବାର ଚାଞ୍ଚଲ୍ୟକର ତଥ୍ୟ ମିଳିଛି । ରବିବାର ଜେଡିଏସ…

ବିବାହ ଋତୁରେ ଜୋରସୋରରେ ଚାଲିଛି ଗହଣା କିଣା, ଜାଣି ରଖନ୍ତୁ ଆଜି କେତେ ଅଛି ସୁନା ଦର

ବିବାହ ଋତୁ ଆସୁଥିବାରୁ ସୁନାର ଚାହିଦା ବଢିଛି । ତେବେ ଏହାରି ଭିତରେ ଆସିଛି ସୁନା ପ୍ରେମିକଙ୍କ ପାଇଁ ଖୁସି ଖବର । ଆଜି ସୁନା କିଣିବା ପୂର୍ବରୁ ନଜର ପକାନ୍ତୁ ଆଜି ଓଡିଶାରେ କେତେ ରହିଛି ସୁନା ଦର । ଆଜି ଭାରତୀୟ ବଜାରରେ ଆଜି ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୭୨ ହଜାର ୫୯୦ ଟଙ୍କା…

ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ତାଣ୍ଡବ : ଉଡିଗଲା ଘର ଛପର, ଭାଙ୍ଗିଲା ବଡ଼ ବଡ଼ ଗଛ

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ତାଣ୍ଡବ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି, ସାନଖେମୁଣ୍ଡି, ଚିକିଟି ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ କାଳ ବୈଶାଖୀ ପ୍ରଭାବରେ ବର୍ଷା, ପବନ ସହ ଘଡଘଡି ହୋଇଛି । ବର୍ଷା ପବନ ଯୋଗୁ ଅନେକ ଅଞ୍ଚଳରେ ବିଦ୍ୟୁତ ସରାବରାହ ବନ୍ଦ…

ଗ୍ରୀଷ୍ମ ପ୍ରବାହକୁ ନେଇ ସମସ୍ତେ ଆତଙ୍କିତ : ଆଉ ୨ ଦିନ ତାତି, ଆଜି ୯ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ

ଭୁବନେଶ୍ୱର (କେନ୍ୟୁଜ): ସହି ହେଉନି ତାତି ।  ୪୪ . ୮ ଡିଗ୍ରୀ ସହ ବାରିପଦା ସବୁଠୁ ଉତ୍ତପ୍ତ ସହର ପାଲଟିଛି ।  ୪ ସହରର ତାପମାତ୍ରା ୪୪ ଡିଗ୍ରୀ ଉପରେ ରେକର୍ଡ ହୋଇଛି । ୪୩ ଉପରେ ୧୨ ସହରର ତାପମାତ୍ରା ରହିଛି । ଆଉ ୨ ଦିନ ଗ୍ରୀଷ୍ମ ପ୍ରବାହ ହେବ । ପ୍ରବଳ ଗ୍ରୀଷ୍ମପ୍ରବାହ ପାଇଁ ଆଜି ପାଇଁ ୯…

ନନ୍ଦନକାନନରେ ଦୁର୍ବୃତ୍ତଙ୍କ ଗୁଣ୍ଡାରାଜ ଘଟଣା, ୨ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର (କେନ୍ୟୁଜ): ନନ୍ଦନକାନନରେ ଦୁର୍ବୃତ୍ତଙ୍କ ଗୁଣ୍ଡାରାଜ ଘଟଣାରେ ଦୁଇ ଅଭିଯୁକ୍ତ ଗିରଫ ।  ଦୁଇ ଜଣଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ୍ । ଏମାନେ ହେଲେ ଦାରୁଠେଙ୍ଗ ଗାଁର ପ୍ରଶାନ୍ତ କୁମାର ପାହାଡ ସିଂହ ଓ ଗୋବିନ୍ଦ ସାହୁ। ଗତକାଲି ନନ୍ଦନକାନନ ଉପନିର୍ଦ୍ଦେଶକଙ୍କ କାର୍ଯାଳୟ…

ଆଜି ନାମାଙ୍କନ ଦାଖଲ କରିବେ ମୁଖ୍ୟମନ୍ତ୍ରୀ, ଷଷ୍ଠ ଥର ପାଇଁ ହିଞ୍ଜିଳି ଆସନରୁ ଲଢ଼ିବେ

ଭୁବନେଶ୍ୱର (କେନ୍ୟୁଜ): ଆଜି ନାମାଙ୍କନ ଦାଖଲ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ହିଞ୍ଜିଳି ଆସନରୁ ପ୍ରାର୍ଥୀ ହୋଇଛନ୍ତି ବିଜେଡିର ୧ ନମ୍ବର ଷ୍ଟାର ପ୍ରଚାରକ ନବୀନ ପଟ୍ଟନାୟକ । ଷଷ୍ଠ ଥର ପାଇଁ ଏହି ଆସନରୁ ନିର୍ବାଚନ ଲଢୁଛନ୍ତି ବିଜେଡି ସୁପ୍ରିମୋ । ହିଞ୍ଜିଳି ଆସନ ପାଇଁ ନବୀନ…

ଅଟୋ ଓ ବାଇକ୍ ମୁହାମୁହିଁ ଧକ୍କା, ୮ ଗୁରୁତର

ବ୍ରହ୍ମଗିରି (କେନ୍ୟୁଜ): ପୁରୀ ସାତପଡ଼ା ରାସ୍ତାର ବାଲିସାହି ଛକ ନିକଟରେ ଏକ ଅଟୋ ଓ ବାଇକ୍ ମୁହାମୁହିଁ ଧକ୍କା । ଫଳରେ ୫ଜଣ ମହିଳା ଜଣେ ଶିଶୁ ସହତ ୮ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ସ୍ଥାନୀୟ ଲୋକେ ୧୦୮ ଯୋଗେ ରେବଣା ନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ…

ବାରିପଦା: ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଅଗ୍ନିକାଣ୍ଡ, ୪ ଅସୁସ୍ଥ

ବାରିପଦା (କେନ୍ୟୁଜ): ବାରିପଦା ବ୍ୟାଙ୍କ ଅଫ୍ ଇଣ୍ଡିଆର ରିଜିଓନାଲ୍ ଅଫିସରେ ଅଗ୍ନିକାଣ୍ଡ । ବ୍ୟାଙ୍କ ଅଫ୍ ଇଣ୍ଡିଆର କାର୍ଯ୍ୟାଳୟ ଥିବା ତୃତୀୟ ମହଲାରେ ନିଆଁ ଲାଗିଥିବା ସୂଚନା ମିଳିଛି ।  ଏହି ଅଗ୍ନିକାଣ୍ଡରେ ପ୍ରବଳ ଧୂଆଁ ଯୋଗୁ ୪ ଜଣଙ୍କୁ ଅସୁସ୍ଥ ଅବସ୍ଥାରେ ଉଦ୍ଧାର କରାଯାଇଛି । …

ତାତିରେ ସ୍ଥିତି ଅସମ୍ଭାଳ, ସକାଳ ୧୧ଟା ୩୦ ସୁଦ୍ଧା ବାଲେଶ୍ବର ୪୧.୪ ଡିଗ୍ରୀ ତାପମାତ୍ରା

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ଅସହ୍ୟ ତାତି ଜାରି ରହିଛି । ଗ୍ରୀଷ୍ମ ପ୍ରବାହରେ ସାରା ରାଜ୍ୟ ଜଳୁଥିବା ବେଳେ କିଛି କିଛି ଜାଗାରେ ସ୍ଥିତି ଅସମ୍ଭାଳ ହୋଇପଡ଼ିଛି । ଅଧିକାଂଶ ସହରରେ ତାପମାତ୍ରା ୪୨ ଡିଗ୍ରୀ ଟପିଥିବା ବେଳେ ତାପମାତ୍ରା ସ୍ୱାଭାବିକ ତୁୁଳନାରେ ୪-୬ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ…

ମହୁମାଛି ଆକ୍ରମଣରେ ୩୦ ଛାତ୍ରଛାତ୍ରୀ ଆହତ, ମେଡିକାଲରେ ଭର୍ତ୍ତି

ଢେଙ୍କାନାଳ (କେନ୍ୟୁଜ): ମହୁମାଛି ଆକ୍ରମଣରେ ସ୍କୁଲ ଛାତ୍ରଛାତ୍ରୀ ଆହତ । ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ରହଣି ସ୍ଥିତ ସଂସ୍କାର ପବ୍ଲିକ ସ୍କୁଲରେ ଛାତ୍ର ଛାତ୍ରୀଙ୍କ ଗ୍ରୀଷ୍ମ କାଳୀନ ଶିକ୍ଷା ଚାଲିଛି । ଆଜି ବାଲିଗୋରଡ ସ୍ଥିତ ରାମିଆଳ ନଦୀର ସାପୁଆକୁ ଗାଧୋଇବା ପାଇଁ ଆସିଥିବା ବେଳେ…

ଓଭର ବ୍ରିଜ ଉପରେ ଦୁର୍ଘଟଣା, ଅଜଣା ଗାଡି ଧକ୍କାରେ ୨ବାଇକ ଆରୋହୀଙ୍କ ମୃତ୍ୟୁ

ଯାଜପୁର (କେନ୍ୟୁଜ): ବଡ଼ଚଣା ଛକ ଓଭର ବ୍ରିଜରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ମୃତ ।  ଅଜଣା ଗାଡି ଧକ୍କାରେ ୨ବାଇକ ଆରୋହୀଙ୍କ ଶୋଚନୀୟ ମୃତ୍ୟୁ ।  ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥର ବଡ଼ଚଣା ଓଭର ବ୍ରିଜ ଉପରେ । ଏକ ବାଇକରେ ଦୁଇ ଜଣ ଯୁବକ…

ଖରାରେ ଆଉଟୁପାଉଟୁ ଜନଜୀବନ, ସକାଳ ୮ଟା ୩୦ ସୁଦ୍ଧା ବାରିପଦା ୩୬ ଡିଗ୍ରୀ ରେକର୍ଡ

ଭୁବନେଶ୍ୱର (କେନ୍ୟୁଜ): ମେ ୧ ଯାଏ ମିଳିବନି ନିସ୍ତାର ।  ଅସମ୍ଭାଳ ଖରାରେ ଆଉଟୁପାଉଟୁ ଜନଜୀବନ ।  ସକାଳ ୮ଟା ୩୦ ସୁଦ୍ଧା ବାରିପଦା ୩୬ ଡିଗ୍ରୀ ସହ ସବୁଠୁ ଉତ୍ତପ୍ତ ସହର ପାଲଟିଛି ବାରିପଦା ଓ ବାଲେଶ୍ବର । ମାଲକାନଗିରିରେ ୩୫, ମାଲକାନଗିରି ଓ କେନ୍ଦୁଝରରେ ୩୫ , ଭାବନୀପାଟଣାରେ ୩୪.୪,…