Below header

ଶ୍ରୀମନ୍ଦିରରେ ରାମାଭିଷେକ ନୀତି, ଆଜି ସାହିଯାତର ଶେଷ ପର୍ବ

ପୁରୀ (କେନ୍ୟୁଜ): ଶ୍ରୀମନ୍ଦିରରେ ରାମାଭିଷେକ ନୀତି ।  ପବିତ୍ର ଶ୍ରବଣା ମକର ନକ୍ଷତ୍ରରେ ଆଜି ରାତିରେ ମହାପ୍ରଭୁଙ୍କ ରାମାଭିଷେକ ନୀତି ଅନୁଷ୍ଠିତ ହେବ । ଏହା ସହ ଶ୍ରୀରାମ ନବମୀରୁ ଆରମ୍ଭ ହୋଇଥିବା ଶ୍ରୀକ୍ଷେତ୍ର ସାହିଯାତ ମଧ୍ୟ ଚଳିତବର୍ଷ ପାଇଁ ଶେଷ ହେବ । ଆଜି ଶ୍ରୀମନ୍ଦିରରେ…

ଆଜି ବି ଅସମ୍ଭାଳ-ଅସହ୍ୟ, ସକାଳ ସାଢ଼େ ୮ଟା ସୁଦ୍ଧା ୩୮ ଛୁଇଁଲା ପାରଦ

ଭୁବନେଶ୍ୱର (କେନ୍ୟୁଜ): ତାତିରୁ ନିସ୍ତାର ନାହିଁ। ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମପ୍ରବାହ। ପ୍ରବଳ ଗୁଳୁଗୁଳି ସାଙ୍ଗକୁ ମୁଣ୍ଡ ଫଟା ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ସକାଳ ସାଢ଼େ ୮ ସୁଦ୍ଧା ତାପମାତ୍ରା…

ବିକାଶର ବିନ୍ଧାଣୀ ହେଉଛନ୍ତି ଶ୍ରମିକ, ଆଜି ପାଳନ ହେଉଛି ଆନ୍ତର୍ଜାତୀୟ ଲେବର ଡେ

ଆଜି ଆନ୍ତର୍ଜାତୀୟ ଶ୍ରମିକ ଦିବସ । ମେ’ ୧ ତାରଖକୁ ଆନ୍ତର୍ଜାତୀୟ ଶ୍ରମିକ ଦିବସ ଭାବେ ପାଳନ କରାଯାଏ । ଆଜି ସାରା ବିଶ୍ୱରେ ଶ୍ରମିକ ଦିବସ ପାଳନ କରାଯାଉଛି। ଶ୍ରମଜିବୀମାନଙ୍କର ଅଧିକାର ସମ୍ପର୍କରେ ଜନ ସଚେତନ ସୃଷ୍ଟି କରିବା ସହ ସମାଜ ପ୍ରତି ସେମାନଙ୍କ ଅବଦାନ ବିଷୟରେ ଅବଗତ କରିବା…

କମିଲା ପେଟ୍ରୋଲ ଦର, ଜାଣନ୍ତୁ ଆଜିର ମୂଲ୍ୟ କେତେ

ଗାଡ଼ିରେ ତେଲ ପକାଇବା ପୂର୍ବରୁ ଜାଣିନିଅନ୍ତୁ ଆଜି କେତେ ରହିଛି ତେଲ ଦର । ତୈଳ କମ୍ପାନୀଗୁଡିକ ସକାଳେ ଜାରି କରିଥିବା ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ମଧ୍ୟ ଏକ ବଡ ପରିବର୍ତ୍ତନ ଦେଖିବାକୁ ମିଳୁଛି । ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୦ ଟଙ୍କା ୮୬ ପଇସା ହୋଇଛି । ଡିଜେଲ ଦର ୯୨ ଟଙ୍କା ୪୫ ପଇସାକୁ…

ମାସ ଆରମ୍ଭରୁ ମହଙ୍ଗା ମାଡ଼ରୁ ଆଶ୍ୱସ୍ତି, କମିଲା କମର୍ସିଆଲ LPG ସିଲିଣ୍ଡର ଦାମ୍‌

ନୂଆଦିଲ୍ଲୀ : ମେ ମାସ ଆରମ୍ଭରୁ ମହଙ୍ଗା ମାଡ଼ରୁ ସାଧାରଣ ଜନତାଙ୍କୁ ଆଶ୍ୱସ୍ତି । କମିଲା ଗ୍ୟାସ ଦର । ତୈଳ ମାର୍କେଟିଂ କମ୍ପାନୀଗୁଡିକ ଲଗାତାର ଦ୍ୱିତୀୟ ମାସ ପାଇଁ ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ କରିଛନ୍ତି । ଦିଲ୍ଲୀ ଠାରୁ ମୁମ୍ବାଇ ପର୍ଯ୍ୟନ୍ତ ୧୯ କିଲୋଗ୍ରାମ ଗ୍ୟାସ୍ ସିଲିଣ୍ଡର ଆହୁରି…

ବିବାହ ଋତୁରେ ଚମକୁଛି ସୁନା, ଏଠାରେ ଚେକ୍ କରନ୍ତୁ ୧୦ ଗ୍ରାମକୁ କେତେ ଅଛି ଦାମ୍

ବିବାହ ଋତୁ ଆସୁଥିବାରୁ ସୁନାର ଚାହିଦା ବଢିଛି । ତେବେ ଏହାରି ଭିତରେ ଆସିଛି ସୁନା ପ୍ରେମିକଙ୍କ ପାଇଁ ଖୁସି ଖବର । ଆଜି ସୁନା କିଣିବା ପୂର୍ବରୁ ନଜର ପକାନ୍ତୁ ଆଜି ଓଡିଶାରେ କେତେ ରହିଛି ସୁନା ଦର । ଆଜି ଭାରତୀୟ ବଜାରରେ ଆଜି ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୭୨ ହଜାର ୫୯୦ ଟଙ୍କା…

ଚୁନାଘାଟିରେ ଭୟଙ୍କର ଦୁର୍ଘଟଣା: ବ୍ରେକ୍ ଫେଲ୍‌ ଯୋଗୁ ଟ୍ରକ୍‌କୁ ପିଟିଲା ଟ୍ରକ୍‌, ଡ୍ରାଇଭର ମୃତ

ବଣାଇ (କେନ୍ୟୁଜ): ସୁନ୍ଦରଗଡ ଜିଲ୍ଲା କେବଲାଙ୍ଗ ଥାନା ଚୁନାଘାଟିରେ ଭୟଙ୍କର ଦୁର୍ଘଟଣା ଘଟିଛି ।  ମଧ୍ୟ ରାତ୍ରୀରେ ହୋଇଛି ଦୁର୍ଘଟଣା ।  ଘାଟିରେ ବ୍ରେକ୍ ଫେଲ୍‌ ହୋଇଥିବା ଏକ ଲୁହା ପଥର ବୋଝେଇ ଟ୍ରକ୍‌ ଆଗରେ ଯାଉଥିବା ଏକ ଟ୍ରକ୍‌କୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି ।  ଫଳରେ ଧକ୍କା…

ଆଇପିଏଲ : ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୪ ୱିକେଟରେ ଜିତିଲା ଲକ୍ଷ୍ନୌ ସୁପରଜିଆଣ୍ଟସ

(କେନ୍ୟୁଜ): ୪ ୱିକେଟରେ ଲକ୍ଷ୍ନୌ ବିଜୟୀ ।  ମାର୍କସ ଷ୍ଟୋଇନିସଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ଲକ୍ଷ୍ନୌ ସୁପରଜାଏଣ୍ଟସ ଏକ ସଂଘର୍ଷପୂର୍ଣ୍ଣ ବିଜୟ ସହ ପଏଣ୍ଟ ତାଲିକାରେ ତୃତୀୟକୁ ଉନ୍ନୀତ ହୋଇଛି ।  ଏକାନ୍ନା ଷ୍ଡାଡିୟମରେ ଅନୁଷ୍ଠିତ ୪୮ତମ ଲିଗ ମ୍ୟାଚରେ ଦଳ ୪ ୱିକେଟରେ ମୁମ୍ବାଇ…

କୁମ୍ଭୀର ପ୍ରଜନନ ସମୟ, ଆଜିଠାରୁ ୩ ମାସ ବନ୍ଦ ରହିବ ଭିତରକନିକା

ରାଜନଗର (କେନ୍ୟୁଜ): ଆଜିଠୁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ । କୁମ୍ଭୀର ପ୍ରଜନନ ପାଇଁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୩ ମାସ ଧରି ବନ୍ଦ ରହିବ ଜାତୀୟ ଉଦ୍ୟାନ। ଏହି ସମୟରେ ବଉଳା କୁମ୍ଭୀର ମାନେ ହିଂସ୍ର ହେଉଥିବାରୁ ପର୍ଯ୍ୟଟକ ମାନଙ୍କୁ ଆକ୍ରମଣ କରିବାର ସଂଭାବନା ଥିବାରୁ…

ଆକାଶରୁ ଖସୁଛି ନିଆଁ ପିଣ୍ଡୁଳା, ଭୀଷଣ ଗ୍ରୀଷ୍ମ ଲହରୀ ନେଇ ୧୧ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ

ଭୁବନେଶ୍ୱର (କେନ୍ୟୁଜ): ଡହ ଡହ ଖରା । ଆକାଶରୁ ଖସୁଛି ନିଆଁ ପିଣ୍ଡୁଳା। ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମଲହରୀ ଜାରି । ୨ଦିନ ଯାଏ ଏଭଳି ସ୍ଥିତି ଲାଗି ରହିବ। ଆଜି ମଧ୍ୟ ବି ଅତ୍ୟଧିକ ଗରମରୁ ନାହିଁ ତ୍ରାହି । ଅତିଭୀଷଣ ଗ୍ରୀଷ୍ମ ଲହରୀ ନେଇ ୧୧ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଓ ଗ୍ରୀଷ୍ମଲହରୀ…

ଚଳିତବର୍ଷ ପ୍ରଥମ ଥର ପାଇଁ ରେକର୍ଡ ତାତି, ୪୬ ଟପିଲା ବାଲେଶ୍ବର

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି । ତାତିରୁ ମିଳୁନି ତ୍ରାହି । ୪୬ ଟପିଲାପାରଦ । ବାଲେଶ୍ବରରେ ସର୍ବୋଚ୍ଚ ୪୬.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଦିନ ୨ଟା ୩୦ ସୁଦ୍ଧା ରେକର୍ଡ ହୋଇଛି ତାପମାତ୍ରା । ରାଜଧାନୀରେ ଚଳିତବର୍ଷ ପ୍ରଥମ ଥର ପାଇଁ ରେକର୍ଡ…

ହିଞ୍ଜିଳି ଆସନ ପାଇଁ ନାମାଙ୍କନ ଦାଖଲ କଲେ ନବୀନ, ମା’ ତାରାତାରିଣୀଙ୍କ ନେଲେ ଆଶୀର୍ବାଦ

ଛତ୍ରପୁର (କେନ୍ୟୁଜ): ନାମାଙ୍କନ ଦାଖଲ କଲେ ନବୀନ ।  ହିଞ୍ଜିଳି ଆସନରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ଛତ୍ରପୁର ଉପଜିଲ୍ଲାପାଳଙ୍କ ନିକଟରେ ଷଷ୍ଠ ଥର ପାଇଁ ହିଞ୍ଜିଳିରୁ ନୋମିନେସନ ଫାଇଲ କରିଛନ୍ତି ।  ନବୀନଙ୍କ ସହ ଅଛନ୍ତି ବିଜେଡ଼ି ରଣନୀତିକାର…