Below header

ଚାଉଳିଆଗଞ୍ଜ ଦୁର୍ଗା ମଣ୍ଡପ ନିକଟରେ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ସ୍ତ୍ରୀ ମୃତ, ବର୍ତ୍ତିଗଲେ ସ୍ବାମୀ

କଟକ (କେନ୍ୟୁଜ): କଟକ ଚାଉଳିଆଗଞ୍ଜ ଦୁର୍ଗା ମଣ୍ଡପ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ସ୍କୁଟିରେ ଯାଉଥିବା ବେଳେ ଦମ୍ପତିଙ୍କୁ ଧକ୍କା ଦେଲା ଟ୍ରକ୍‌। ଘଟଣା ସ୍ଥଳରେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତିଯାଇଛନ୍ତି ସ୍ୱାମୀ । ସୂଚନା ଅନୁସାରେ ଦମ୍ପତି ଗତିରାଉତପାଟଣା…

ବିଳମ୍ବିତ ରାତିରେ ଟ୍ରକକୁ ପଛରୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ୩ ଗୁରୁତର

ଜଳେଶ୍ୱର (କେନ୍ୟୁଜ): ବାଲେଶ୍ୱର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ବସ୍ତା ଥାନା ଅନ୍ତର୍ଗତ ବରୁଣଗଡିଆ ନିକଟରେ ଦୁର୍ଘଟଣା ଘଟିଛି। ରାସ୍ତାକଡ଼ରେ ଠିଆ ହୋଇଥିବା ଟ୍ରକକୁ ପଛରୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ । ଫଳରେ ୩ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି…

ଭୁବନେଶ୍ୱରରେ ସ୍ଥିର ରହିଛି ପେଟ୍ରୋଲ ଦର; ଜାଣନ୍ତୁ ଆଜିର ଦର ବାବଦରେ

ଗାଡ଼ିରେ ତେଲ ପକାଇବା ପୂର୍ବରୁ ଜାଣିନିଅନ୍ତୁ ଆଜି କେତେ ରହିଛି ତେଲ ଦର । ତୈଳ କମ୍ପାନୀଗୁଡିକ ସକାଳେ ଜାରି କରିଥିବା ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ମଧ୍ୟ ଏକ ବଡ ପରିବର୍ତ୍ତନ ଦେଖିବାକୁ ମିଳୁଛି । ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୦ ଟଙ୍କା ୮୬ ପଇସା ହୋଇଛି । ଡିଜେଲ ଦର ୯୨ ଟଙ୍କା ୪୫ ପଇସାକୁ…

ଚାଲିଛି ବିବାହ ଋତୁ, ସୁନା କିଣିବାକୁ ଭାବୁଛନ୍ତି କି ? କମିଛି ଦାମ୍

ବିବାହ ଋତୁ ଆସୁଥିବାରୁ ସୁନାର ଚାହିଦା ବଢିଛି । ତେବେ ଏହାରି ଭିତରେ ଆସିଛି ସୁନା ପ୍ରେମିକଙ୍କ ପାଇଁ ଖୁସି ଖବର । ଆଜି ସୁନା କିଣିବା ପୂର୍ବରୁ ନଜର ପକାନ୍ତୁ ଆଜି ଓଡିଶାରେ କେତେ ରହିଛି ସୁନା ଦର । ଆଜି ଭାରତୀୟ ବଜାରରେ ଆଜି ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୭୨ ହଜାର ୫୦୦ ଟଙ୍କା…

ଆସନ୍ତାକାଲି ରାୟଗଡ଼ା ଆସୁଛନ୍ତି ରାହୁଲ ଗାନ୍ଧୀ: ଉତ୍ସାହିତ କଂଗ୍ରେସ ଶିବିର,ଜୋରସୋର ଚାଲିଛି ପ୍ରସ୍ତୁତି

ରାୟଗଡ଼ା (କେନ୍ୟୁଜ): ଆସନ୍ତାକାଲି ଓଡିଶା ଆସୁଛନ୍ତି ରାହୁଲ ଗାନ୍ଧୀ । ରାହୁଲଙ୍କ ରାୟଗଡ଼ା ଗସ୍ତ ପାଇଁ କଂଗ୍ରେସ ଶିବିର ଉତ୍ସାହିତ । ଜୋରସୋର ଚାଲିଛି ପ୍ରସ୍ତୁତି। କାଲି ରାୟଗଡ଼ାରେ ପ୍ରଚାର କରିବେ ରାହୁଲ ଗାନ୍ଧୀ। ସକାଳ ୧୧ଟାରେ ହେଲିକେପ୍ଟର ଯୋଗେ ରାୟଗଡାରେ ପହଞ୍ଚିବା ପରେ ସ୍ଥାନୀୟ…

ଆଜି ନାମାଙ୍କନ ଦାଖଲ କରିବେ ହେଭିୱେଟ ନେତା: ଭୁବନେଶ୍ବରୁ ମନ୍ମଥ, ପୁରୀରୁ ଅରୁପ ଏବଂ କନ୍ଧମାଳରୁ ଡ.ଅଚ୍ୟୁତ ସାମନ୍ତ

ଭୁବନେଶ୍ୱର (କେନ୍ୟୁଜ): ଆଜି ନାମାଙ୍କନ ଭରିବେ ବହୁ ହେଭିୱେଟ ନେତା ।  ପୁରୀରୁ ନାମାଙ୍କନ ଭରିବେ BJD ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ ।ସେହିପରି ଭୁବନେଶ୍ୱର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ଓ ବିଜେଡି ପ୍ରାର୍ଥୀ ମନ୍ମଥ ରାଉତରାୟ ମଧ୍ୟ ନାମାଙ୍କନ ଦାଖଲ କରିବେ ।…

ଆଜି ବି ଜାରି ରହିବ ହିଟ ୱେଭ୍, ୫ରୁ ବଢ଼ିବ କାଳବୈଶାଖୀର ପ୍ରଭାବ

ଭୁବନେଶ୍ୱର (କେନ୍ୟୁଜ): ତାତିରେ ସାମୟିକ ବ୍ରେକ ଲାଗିଛି । ଉପକୂଳ ଓଡ଼ିଶାରେ ଆଶ୍ବସ୍ତି ଆଣିଛି ବୁଧବାର ଅପରାହ୍ଣର କାଳବୈଶାଖୀ ବର୍ଷା । ଭୁବନେଶ୍ବର କଟକ ସମେତ ଆଖପାଖ କିଛି ଅଞ୍ଚଳରେ ଘଡ଼ଘଡ଼ି ସହ ବର୍ଷା ହୋଇଛି । ଏହାର ପ୍ରଭାବରେ ଆଜି କିଛି ସ୍ଥାନରେ ତାପମାତ୍ରା ହ୍ରାସ ପାଇବ। ତେବେ ରାଜ୍ୟରେ…

ଜୟପୁରରେ ପାଣ୍ଡିଆନଙ୍କ ରୋଡ ଶୋ’, ସହରର ସମସ୍ତ ୱାର୍ଡରେ ବୁଲି ପ୍ରାର୍ଥୀଙ୍କ ପାଇଁ ମାଗିଲେ ଭୋଟ

ଜୟପୁର (କେନ୍ୟୁଜ): ଜୟପୁରରେ କାର୍ତ୍ତିକ ପାଣ୍ଡିଆନଙ୍କ ମେଗା ରୋଡ ଶୋ' । ବୁଧବାର ସଂଧ୍ୟାରେ ସହରର ସମସ୍ତ ୱାର୍ଡରେ ରୋଡ ଶୋ କରିଛନ୍ତି ବିଜେଡିର ଷ୍ଟାର କ୍ୟାମ୍ପେନର କାର୍ତ୍ତିକ ପାଣ୍ଡିଆନ। ସାଙ୍ଗରେ ଥିଲେ କୋରାପୁଟ ସାଂସଦ ପ୍ରାର୍ଥୀ କୌଶଲ୍ୟା ହିକକା ଓ ବିଧାୟିକା ପ୍ରାର୍ଥୀ ଡ. ଇନ୍ଦିରା…

ଆଜି କଣ୍ଟାବାଞ୍ଜିରୁ ନାମାଙ୍କନ ଭରିବେ ନବୀନ, ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା

କଣ୍ଟାବାଞ୍ଜି (କେନ୍ୟୁଜ): ଆଜି କଣ୍ଟାବାଞ୍ଜିରୁ ନବୀନଙ୍କ ନାମାଙ୍କନ ।  କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରୁ ନାମାଙ୍କନ ପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ଟିଟିଲାଗଡ଼ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟାରେ ନିଜର ନାମାଙ୍କନ ପତ୍ର ଦାଖଲ କରିବେ ।  ସକାଳ ୧୦ଟା ୨୫ରେ…

ଆସନ୍ତା ୬ରେ ଓଡ଼ିଶା ଆସିବେ ମୋଦି, ବ୍ରହ୍ମପୁର ଓ ନବରଙ୍ଗପୁରରେ ସାଧାରଣ ସଭାରେ ଯୋଗ ଦେବେ

ଭୁବନେଶ୍ୱର (କେନ୍ୟୁଜ): ଆସନ୍ତା ୬ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବ୍ରହ୍ମପୁର ଓ ନବରଙ୍ଗପୁରରେ ସାଧାରଣ ସଭାରେ ଯୋଗ ଦେବେ। ୬ ତାରିଖ ସକାଳ ୧୦ଟାରେ ବ୍ରହ୍ମପୁର ଠାରେ ସମାବେଶ କରିବେ । ଅପରାହ୍ନ ୧୨ଟା ୩୦ରେ ନବରଙ୍ଗପୁରରେ ଜନସଭା କରିବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟ…

ସାରା ରାଜ୍ୟରେ ଅଗ୍ନି ବର୍ଷା, ଦିନ ସାଢ଼େ ୧୧ଟା ସୁଦ୍ଧା ଝାରସୁଗୁଡ଼ାରେ ୪୧.୩ ଡିଗ୍ରୀ

ଭୁବନେଶ୍ୱର (କେନ୍ୟୁଜ): ସାରା ରାଜ୍ୟରେ ଜାରି ରହିଛି ଅଗ୍ନୀବର୍ଷା । ତାତି ଓ ଝାଞ୍ଜି ପବନରୁ ମିଳୁନି ତ୍ରାହୀ । ଡହ ଡହ ଖରାରେ ଆଉଟୁ ପାଉଟୁ ହେଉଛନ୍ତି ଲୋକେ । ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ଅସମ୍ଭାଳ ତାତି । ଦିନ ସାଢ଼େ ୧୧ଟା ସୁଦ୍ଧା ୪୦ ଡିଗ୍ରୀ ଡେଇଁଲାଣି ପାରଦ।…

ନିର୍ବାଚନ ପୂର୍ବରୁ କଡ଼ା ଚେକିଂ, ଉମରକୋଟ ଛତିଶଗଡ଼ ସୀମାନ୍ତ ଅଞ୍ଚଳରେ ଯାଞ୍ଚ କରୁଛନ୍ତି ପୋଲିସ

ଉମରକୋଟ (କେନ୍ୟୁଜ): ନିର୍ବାଚନ ପୂର୍ବରୁ କଡ଼ା ଚେକିଂ । ଉମରକୋଟ ଛତିଶଗଡ଼ ସୀମାନ୍ତ ଅଞ୍ଚଳରେ ରାତିରେ ଯାଞ୍ଚ କରୁଛନ୍ତି ପୋଲିସର ଫ୍ଲାଇଂ ସ୍କାର୍ଡ । ନିର୍ବାଚନ ପାଖେଇ ଆସୁଥିବାବେଳେ ନବରଙ୍ଗପୁରରେ ଚେକିଂ ଓ ବ୍ଲକିଂକୁ ଜୋରଦାର କରିଛି ପୋଲିସ । ମେ ୧୩ ତାରିଖରେ ଓଡ଼ିଶାରେ ହେବ ପ୍ରଥମ ପର୍ୟ୍ୟାୟ…