ଆଜି ମକର ସଂକ୍ରାନ୍ତି : ଜାଣନ୍ତୁ କ’ଣ ରହିଛି ଏହି ଦିନର ମାହାତ୍ମ୍ୟ

ମକର ସଂକ୍ରାନ୍ତି ହେଉଛି ଏକ ସର୍ବ ଭାରତୀୟ ପର୍ବ । ଏହି ପର୍ବକୁ ସମସ୍ତେ ଉତ୍ସାହର ସହିତ ପାଳନ କରିଥାନ୍ତି । ଭାରତ ବାହାରେ ରୋମାନ ଓ ଇହୁଦୀମାନେ ମଧ୍ୟ ଏହି ପର୍ବ ପାଳନ କରନ୍ତି । ଭାରତର ବିଭିନ୍ନ ଅଞ୍ଚଳ ଅପେକ୍ଷା ଦକ୍ଷିଣ ଭାରତର ଏହା ସବୁଠାରୁ ବଡ଼ ପର୍ବ । ଦକ୍ଷିଣରେ ଏହାକୁ ପୋଙ୍ଗଲ ବୋଲି…

ତାଜା ଅପଡ଼େଟ, ଜାଣନ୍ତୁ କେତେ କ୍ୟାରେଟ୍ ସୁନା ପାଇଁ କେତେ ରହିଛି ଦର

ବିବାହ ସିଜିନ ଆରମ୍ଭରୁ ଲଗାତାର ଭାବରେ ବଢୁଛି ଦାମ୍। ଅନ୍ତର୍ଜାତୀୟ ବଜାରରେ ସୁନା ଦର ବଢୁଥିବାରୁ ଘରୋଇ ବଜାରରେ ଦର ବଢୁଛି । ଏପରି ପରିସ୍ଥିତିରେ, ଯଦି ଆପଣ ସୁନା ଓ ରୂପା କିଣିବାକୁ ଚାହୁଁଛନ୍ତି କିମ୍ବା ଆପଣ ସୁନାରେ ବିନିଯୋଗ କରିବାକୁ ଚାହୁଁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଏକ…

ଗୁଡ଼ି ଉଡ଼ାଇବା ପାଇଁ ମାଞ୍ଜା ସୂତା ମନା, ସାଧାରଣ ଲୋକଙ୍କୁ ଟ୍ୱିଟ କରି ସର୍ତକ କରାଇଲା ଓଡ଼ିଶା ପୋଲିସ

ଭୁବନେଶ୍ୱର (କେନ୍ୟୁଜ): ଆଜି ମକର ସଂକ୍ରାନ୍ତି । ମକର ସଂକ୍ରାନ୍ତିରେ ଗୁଡ଼ି ଉଡାଇବାର ପରମ୍ପରା ରହିଛି । ସାଧରଣତଃ ଗୁଡ଼ି ଉଡାଇବା ପାଇଁ ମାଞ୍ଜା ସୂତା ବ୍ୟବହାର କରିଥାନ୍ତି ଲୋକେ । ଆଉ ଏହି ସୂତା ଅନେକ ଲୋକଙ୍କ ଜୀବନ ନେଇଥାଏ । ଗୁଡ଼ି ଉଡାଇବା ସମୟରେ ସତର୍କତା ଅବଲମ୍ବନ କରିବା ସହ ବିପଦଜନକ…

ଆଜିଠୁ ବିଶ୍ବପ୍ରସିଦ୍ଧ ଧନୁଯାତ୍ରା, ଦ୍ବାପର ଯୁଗକୁ ଫେରିଯିବ ବରଗଡ଼

ବରଗଡ଼ (କେନ୍ୟୁଜ): ଆଜିଠୁ ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା । ମହାରାଜ କଂସଙ୍କ ଅଟ୍ଟହାସ୍ୟରେ ପ୍ରକମ୍ପିତ ହେବ ବରଗଡ଼ ସହର । ଆରମ୍ଭ ହେବ ବିଶ୍ବର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚରେ ବରଗଡ଼ ଧନୁଯାତ୍ରା ମହୋତ୍ସବ । ୨୫ ତାରିଖ ପର୍ଯ୍ୟନ୍ତ ୧୧ ଦିନ ଧରି ଚାଲିବ ଧନୁଯାତ୍ରା । ୫ ହଜାରରୁ…

କଟକ ରେଲୱେ ଷ୍ଟେସନରେ ବିକ୍ରି ହେଲା ମାଣିଆବନ୍ଧ ହସ୍ତତନ୍ତ୍ର, ପ୍ରତିଶ୍ରୁତି ପୂରଣ କଲେ ରେଳମନ୍ତ୍ରୀ

କଟକ (କେନ୍ୟୁଜ): ପ୍ରତିଶ୍ରୁତି ଦେଇଥିଲେ, ପୂରଣ କଲେ । କଟକ ରେଲୱେ ଷ୍ଟେସନରେ ବିକ୍ରି ହେଲା ମାଣିଆବନ୍ଧ ହସ୍ତତନ୍ତ୍ର । ଗତ ସାତ ତାରିଖ ଦିନ କଟକ ଗସ୍ତ ଅବସରରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ମାଣିଆବନ୍ଧର ବୁଣାକାରଙ୍କୁ ‘ ଗୋଟିଏ ଷ୍ଟେସନ୍- ଗୋଟିଏ ଉତ୍ପାଦ ' ଯୋଜନାରେ କଟକ ରେଳ ଷ୍ଟେସନରେ…

ଦ୍ବିତୀୟ ଟି ଟ୍ବେଣ୍ଟି : ଆଫଗାନିସ୍ତାନକୁ ୬ ୱିକେଟରେ ହରାଇଲା ଭାରତ

ଜୟସ୍ବାଲ ଓ ଶିବମଙ୍କ ବିସ୍ଫୋରକ ଅର୍ଦ୍ଧଶତକ । ଆଫଗାନିସ୍ତାନ ବିପକ୍ଷରେ ଭାରତର ସିରିଜ ବିଜୟ । ଦ୍ବିତୀୟ ଟି ଟ୍ବେଣ୍ଟିରେ ଆଫଗାନିସ୍ତାନକୁ ୬ ୱିକେଟରେ ହରାଇଲା ଭାରତ । ଇନ୍ଦୋରରେ ଖେଳାଯାଉଥିବା ୨ୟ ଟି-୨୦ରେ ଆଫଗାନିସ୍ତାନ ଦ୍ବାରା ରଖାଯାଇଥିବା ୧୭୩ ରନର ଲକ୍ଷ୍ୟକୁ ଭାରତ ୧୫.୪ ଓଭରରେ ୪…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ଆଜିଠୁ ଯଜ୍ଞ ଓ ବେଦ ପାଠରେ କମ୍ପିବ ଚାରି ଦ୍ବାର

ପୁରୀ (କେନ୍ୟୁଜ): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣକୁ ମଝିରେ ରହିଲା ଦିନଟିଏ । ୧୭ ତାରିଖରେ ସାରା ବିଶ୍ବ ଦେଖିବ ଶଙ୍ଖକ୍ଷେତ୍ରରେ ବିକଶିତ ରୂପ । ବହୁ ପ୍ରତୀକ୍ଷିତ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ସମସ୍ତ ପ୍ରସ୍ତୁତି ସରିଛି । ଭବ୍ୟ ଆୟୋଜନ କରାଯାଇଛି । ଦୁଇ ଦିନ ଧରି…

ଘର ପଛ ବାଡ଼ିରୁ ଶିଶୁର କଟା ମୁଣ୍ଡ ଉଦ୍ଧାର, ମିଳିନି ପରିଚୟ

ଯାଜପୁର (କେନ୍ୟୁଜ): ଯାଜପୁର ରୋଡ ଥାନା ଲକ୍ଷ୍ମୀନଗର ପଞ୍ଚାୟତ ରାଧାନଗର ଗାଁରେ ଚାଞ୍ଚଲ୍ୟ । ଘର ପଛ ବାଡ଼ିରୁ ଶିଶୁର କଟା ମୁଣ୍ଡ ଉଦ୍ଧାର। ଶିଶୁର ପରିଚୟ ମିଳିନାହିଁ । ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ସ୍ଥାନୀୟ ଗ୍ରାମବାସୀଙ୍କ ବାଡ଼ିରେ ମୃତ ଶିଶୁଟିର କଟା ମୁଣ୍ଡକୁ କୁକୁର…

ପାରାଦୀପ ବନ୍ଦରରୁ କୋକେନ୍‌ ଜବତ ଘଟଣା: ଜାହାଜରୁ ଡେଇଁଲେ କ୍ରୁ ସଦସ୍ୟ

ପାରାଦୀପ (କେନ୍ୟୁଜ): ପାରାଦୀପ- ପିଆଇସିଟି ବର୍ଥ ଜାହାଜରୁ କୋକେନ ଜବତ ଘଟଣା ଏବେ ଏକ ଭିନ୍ନ ମୋଡ଼ ନେଇଛି । ଏମ ଭି ଦେବୀ ପାନ୍ନାମା ଜାହାଜର ଜଣେ ସଦସ୍ଯ ଜାହାଜରୁ ସମୁଦ୍ରକୁ ଖସି ପଡି ଗୁରୁତର ଆହତ ହୋଇଛନ୍ତି । ବନ୍ଦର ଆଙ୍କରେଜ ଏରିଆରେ ଏହି ଘଟିଛି ଘଟଣା । ଜାହାଜର କ୍ରୁ ସଦସ୍ଯ ବୋଇଂ ଙ୍କୁ…

ଆସନ୍ତାକାଲିଠୁ କଂସଙ୍କ ଅଟ୍ଟହାସ୍ୟରେ କମ୍ପିବ ବରଗଡ଼, ୧୧ ଦିନ ଧରି ଚାଲିବ ଧନୁଯାତ୍ରା

ବରଗଡ଼ (କେନ୍ୟୁଜ): ଆସନ୍ତାକାଲି ଠାରୁ ମହାରାଜ କଂସଙ୍କ ଅଟ୍ଟହାସ୍ୟରେ ପ୍ରକମ୍ପିତ ହେବ ବରଗଡ଼ ସହର । ଆରମ୍ଭ ହେବ ବିଶ୍ବର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚରେ ବରଗଡ଼ ଧନୁଯାତ୍ରା ମହୋତ୍ସବ । ଧନୁଯାତ୍ରା ପାଇଁ ସଜେଇ ହୋଇଛି ପୂରା ବରଗଡ଼ ସହର । ସବୁଠି ଉତ୍ସାହ ଓ ଉଲ୍ଲାସ । ବରଗଡ଼ ସହର ପାଲଟିଛି…

୩ ଦିନରେ ବଦଳିବ ବାଲେଶ୍ବର ଷ୍ଟେସନର ନାଁ, ସୂଚନା ଦେଲେ ରେଳମନ୍ତ୍ରୀ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବର ଷ୍ଟେସନ ନାଁ ହେବ ସଂଶୋଧନ । ଏବେ ବାଲାଶ୍ବର ନୁହେଁ ବାଲେଶ୍ବର । ୩ ଦିନ ମଧ୍ୟରେ ନା ପରିବର୍ତ୍ତନ କରାଯିବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ କେନ୍ଦ୍ର ରେଳ ମନ୍ତ୍ରୀ ଏମପି…

ପାକିସ୍ତାନରେ ବିସ୍ଫୋରଣ, ୫ ଯବାନ ମୃତ

ନୂଆଦିଲ୍ଲୀ (କେନ୍ୟୁଜ): ପାକିସ୍ତାନରେ ବିସ୍ଫୋରଣ, ୫ ମୃତ । ବଲୁଚିସ୍ତାନର କେଚ ଜିଲ୍ଲାରେ ଆତଙ୍କବାଦୀଙ୍କ IED ବିସ୍ଫୋରଣରେ ୫ଜଣ ଯବାନ ନିହତ ହୋଇଛନ୍ତି । ଯବାନମାନେ ଏକ ଗାଡ଼ିରେ ଯାଉଥିବାବେଳେ ସେମାନଙ୍କୁ ଲକ୍ଷ୍ୟ କରି ଆତଙ୍କବାଦୀମାନେ ବିସ୍ଫୋରଣ କରିଥିଲେ। ସୁରକ୍ଷାକର୍ମୀଙ୍କ ପାଲଟା…