Below header

କାୟା ବିସ୍ତାର କଲାଣି କରୋନା, ରାଜ୍ୟରେ ଆଉ ୫ କୋଭିଡ ପଜିଟିଭ ଚିହ୍ନଟ

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ କାୟା ବିସ୍ତାର କଲାଣି କରୋନା। ଆଜି ଆଉ ୫ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯ରେ ପହଞ୍ଚିଛି। ଜଣେ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ରାଜ୍ୟରେ ଆକଟିଭ କେସ୍ ରହିଛି ୧୮। କୋଭିଡର ନୂଆ…

ଦାଦାବଟି ପାଇଁ ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ: ସିସିଟିଭିରେ କଏଦ ହେଲା ମୁଖାପିନ୍ଧା ଦୁର୍ବୃତ୍ତଙ୍କ ଆତଙ୍କ

କେନ୍ଦ୍ରାପଡା (କେନ୍ୟୁଜ): ଦାଦା ବଟିପାଇଁ ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। କେନ୍ଦ୍ରାପଡା ସହରରେ ଦାଦାବଟି ପାଇଁ କିଛି ଦୁର୍ବୃତ୍ତ ଗତକାଲି ବିଳମ୍ବିତ ରାତିରେ ଜଣେ ବ୍ୟବସାୟୀଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଛନ୍ତି। ଫଳରେ ବ୍ୟବସାୟୀ ଜଣଙ୍କ ଗୁରୁତର ଭବେ ଆହତ ହୋଇ ଚିକିତ୍ସିତ…

ଆଜି ଜିରୋନାଇଟରେ ଝୁମିବ ରାଜଧାନୀ, ସନ୍ଧ୍ୟା ୭ଟାରୁ ରାତି ୨ ଯାଏଁ କଡ଼ାକଡ଼ି ହେବ ବ୍ଲକଂ ଓ ଚେକିଂ

ଭୁବନେଶ୍ୱର (କେନ୍ୟୁଜ): ଆଉ କେଇ ଘଣ୍ଟାର ଅପେକ୍ଷା। ବିଦାୟ ନେବ ୨୦୨୩, ପାଦ ଥାପିବ ୨୦୨୪। ନୂଆବର୍ଷକୁ ସ୍ବାଗତ କରିବା ପାଇଁ ସବୁଠି ଜୋରଦାର ପ୍ରସ୍ତୁତି। ଜିରୋ ନାଇଟ ସେଲିବ୍ରେସନ ପାଇଁ ବଢିଲାଣି ଉତ୍କଣ୍ଠା। ବିଭିନ୍ନ ହୋଟେଲ ଓ ପବ୍ ମାନଙ୍କରେ ସ୍ବତନ୍ତ୍ର ଆୟୋଜନ କରାଯାଇଛି। ନୂଆବର୍ଷକୁ…

ବିଦାୟ ନେଉଛି ୨୦୨୩ : ବର୍ଷର ଶେଷ ସୂର୍ଯ୍ୟ ଉଦୟ ଦେଖିବାକୁ ଚନ୍ଦ୍ରଭାଗା ବେଳାଭୂମିରେ ପର୍ଯ୍ୟଟକଙ୍କ ଭିଡ଼

କୋଣାର୍କ (କେନ୍ୟୁଜ): ବିଦାୟ ନେଉଛି ୨୦୨୩ । ନୂଆ ଆଶା, ଉଦ୍ଦୀପନା ନେଇ ପୁଣି ଆରମ୍ଭ ହେବ ନୂଆ ବର୍ଷ। ୨୦୨୪କୁ ସ୍ୱାଗତ କରିବା ପାଇଁ ସବୁଠୁ ପ୍ରସ୍ତୁତି ଆରମ୍ଭ ହେଲାଣି ଏବର୍ଷର ଶେଷ ସୂର୍ଯ୍ୟ ଉଦୟ ଦର୍ଶନ କରିବା ପାଇଁ ଚନ୍ଦ୍ରଭାଗା ବେଳାଭୂମିରେ ଶ୍ରଦ୍ଧାଳୁଙ୍କ ନାହିଁ ନଥିବା ଭିଡ଼ ।…

ଜାଣି ରଖନ୍ତୁ ଆଜି ଆପଣଙ୍କ ସହରରେ ଲିଟର ପିଛା କେତେ ରହିଛି ପେଟ୍ରୋଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୩ ଟଙ୍କା ୪୭ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୯୫ ଟଙ୍କା ୦୩ ପଇସା ରହିଛି । ଆସନ୍ତୁ ଏବେ ଦେଶର ପ୍ରମୁଖ ସହରରେ ପେଟ୍ରୋଲ ଓ ଡିଜେଲ ଦର କେତେ ରହିଛି ଥରେ ନଜର ପକାଇବା । ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୬ ଟଙ୍କା ୭୨ ପଇସା ଓ ଡିଜେଲ…

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଦାରିଙ୍ଗବାଡି, ଶୀତଋତୁରେ ଜମୁଛି ପର୍ଯ୍ୟଟକଙ୍କ ଭିଡ଼

କନ୍ଧମାଳ (କେନ୍ୟୁଜ): ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ି । ଏଠାରେ ଘନ କୁହୁଡ଼ି ସାଙ୍ଗକୁ ଶୀତର ମଜା ନେଉଛନ୍ତି ପର୍ଯ୍ୟଟକ। ଫୁଲବାଣୀରେ ୧୧ ଡିଗ୍ରୀ ଥିବାବେଳେ ଦାରିଙ୍ଗବାଡ଼ି ରେ ୯ଡିଗ୍ରୀ ଭିତରେ ରହୁଛି ତାପମାତ୍ରା । ଶୀତଋତୁରେ ଦାରିଙ୍ଗବାଡ଼ିରେ ଜମୁଛି ପର୍ଯ୍ୟଟକଙ୍କ ଭିଡ଼ । ଏଠିକାର…

ନୂଆବର୍ଷରେ ସୁନା କିଣିବାକୁ ମନ ବଳାଇଛନ୍ତି କି ? ଜାଣନ୍ତୁ ଆଜିର ଅପଡ଼େଟ

ବର୍ଷ ଶେଷ ବେଳକୁ ସୁନାର ଚାହିଦା ବଢି ଯାଇଛି । ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୭,୯୩୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୬୩,୨୫୦ ଟଙ୍କା ହୋଇଛି । ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ…

ପୁଣି ଇତିହାସ ରଚିବ ଇସ୍ରୋ: ଆସନ୍ତାକାଲି ଲଞ୍ଚ ହେବ ଏକ୍ସପୋସେଟ ସାଟେଲାଇଟ, ଖୋଲିବ ବ୍ରହ୍ମାଣ୍ଡ ରହସ୍ୟ

ନୂଆଦିଲ୍ଲୀ : ନୂଆବର୍ଷରେ ପୁଣି ଇତିହାସ ରଚିବ ଇସ୍ରୋ । ଜାନୁଆରୀ ୧ ତାରିଖ ସକାଳ ୯ ଟାରେ ଶ୍ରୀହରିକୋଟାସ୍ଥିତ ସତୀଶ ଧୱନ ସ୍ପେସ୍ ସେଣ୍ଟରରୁ ଛଡ଼ାଯିବ XPoSAT ସାଟେଲାଇଟ୍ । ଏଥିରେ ଲାଗିଥିବା ଟେଲିସ୍କୋପ, ରମଣ ରିସର୍ଚ୍ଚ ଇଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରସ୍ତୁତ କରାଯାଇଛି । ଏହି ଉପଗ୍ରହକୁ ୬୫୦…

ନୂଆବର୍ଷରେ ଶ୍ରୀ କ୍ଷେତ୍ରରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ, ଯାନବାହନ ଚଳାଚଳ ଉପରେ ଜାରି ହେଲା କଟକଣା

ପୁରୀ (କେନ୍ୟୁଜ): ଆଉ କେଇ ଘଣ୍ଟାର ଅପେକ୍ଷା। ବିଦାୟ ନେବ ୨୦୨୩, ପାଦ ଥାପିବ ୨୦୨୪। ନୂଆବର୍ଷକୁ ସ୍ବାଗତ କରିବା ପାଇଁ ସବୁଠି ଜୋରଦାର ପ୍ରସ୍ତୁତି। ଜିରୋ ନାଇଟ ସେଲିବ୍ରେସନ ପାଇଁ ବଢିଲାଣି ଉତ୍କଣ୍ଠା। ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରି ନୂଆବର୍ଷ ଆରମ୍ଭ କରିବା ପାଇଁ ପୁରୀରେ ଲକ୍ଷାଧିକ…

ଓଡ଼ିଶାରେ ଗଡ଼ିବ ଅମୃତ ଭାରତ ଏକ୍ସପ୍ରେସ, ମାଲଦା ଟାଉନରୁ ବେଙ୍ଗାଲୁରୁ ଯାଏଁ ଚାଲିବ

ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶାରେ ଗଡ଼ିବ ଅମୃତ ଭାରତ ଏକ୍ସପ୍ରେସ । ଅଯୋଧ୍ୟା ଧାମ ରେଳ ଷ୍ଟେସନରୁ ଭିଡ଼ିଓ କନଫରେନ୍ସିଂରେ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ପିଏମ୍ ମୋଦି ଅଯୋଧ୍ୟା ଧାମରୁ ୨ଟି ଅମୃତ ଭାରତ ଓ ୬ଟି ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି। ସେଥିରୁ ଗୋଟିଏ…

ଆଜି ଇନଚାର୍ଜ ପୋଲିସ ଡିଜି ଭାବେ ଦାୟିତ୍ବ ନେବେ ଅରୁଣ ଷଡ଼ଙ୍ଗୀ

ଭୁବନେଶ୍ୱର (କେନ୍ୟୁଜ): ଆଜି ଇନଚାର୍ଜ ପୋଲିସ ଡିଜି ଭାବେ ଦାୟିତ୍ବ ନେବେ ଅରୁଣ ଷଡ଼ଙ୍ଗୀ । ପୂର୍ଣ୍ଣକାଳୀନ ଡିଜିପି ନିଯୁକ୍ତି ନହେବା ଯାଏ ସେ ଅତିରିକ୍ତ ଦାୟିତ୍ବରେ ରହିବେ । ଆଜି ସରୁଛି ପୋଲିସ ଡିଜି ସୁନୀଲ ବଂଶଲଙ୍କ କାର୍ଯ୍ୟକାଳ । ଡିଜିପି ନିଯୁକ୍ତି ନେଇ ଏଯାଏ ୟୁପିଏସସି ବୈଠକ ହୋଇ…

ଡ଼ିସେମ୍ବର ୩୧ ରାତି ୧୧ଟାରେ ପଡ଼ିବ ଶ୍ରୀମନ୍ଦିର ପହୁଡ, ନୂଆବର୍ଷରେ ରାତି ୧ରୁ ମହାପ୍ରଭୁଙ୍କ ଦର୍ଶନ

ପୁରୀ (କେନ୍ୟୁଜ): ନୂଆବର୍ଷରେ ରାତି ଗୋଟାଏରୁ ଶ୍ରୀମନ୍ଦିରରେ ହେବ ଦର୍ଶନ। ଡ଼ିସେମ୍ବର ୩୧ ରାତି ୧୧ଟା ରେ ପଡ଼ିବ ମହାପ୍ରଭୁଙ୍କ ପହୁଡ। ନୂଆବର୍ଷରେ ଶ୍ରୀକ୍ଷେତ୍ର ପୁରୀରେ ଲକ୍ଷାଧିକ ଭକ୍ତ, ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ଭିଡ଼ ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ…