Below header

ରାଜ୍ୟରେ ଉପରମୁହାଁ କରୋନା: ଦିନକରେ ଆଉ ୫ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ କାୟା ମେଲାଉଛି କରୋନା । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି । ରାଜ୍ୟରେ ଆଜି ପୁଣି ୫ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୫ ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୫କୁ ବୃଦ୍ଧି ପାଇଛି । ରାଜ୍ୟରେ…

ଜଳିଗଲା ଫାଷ୍ଟ ଫୁଡ ଦୋକାନ, ଅଗ୍ନିକାଣ୍ଡରେ ଫାଟିଲା LPG ସିଲିଣ୍ଡର

ପିପିଲି (କେନ୍ୟୁଜ): ନିଆଁ ଲାଗି ଜଳିଗଲା ଫାଷ୍ଟ ଫୁଡ୍ ଦୋକାନ । ପୁରୀ ଭୁବନେଶ୍ବର ୩୧୬ ନମ୍ବର ଜାତୀୟ ରାଜପଥ ନିକଟ ମଙ୍ଗଳପୁର ବଜାରରେ ଥିବା ଫାଷ୍ଟ ଫୁଡ୍ ଦୋକାନରେ ଅଗ୍ନିକାଣ୍ଡ ହୋଇଛି । ଦୁଇଟି LPG ସିଲିଣ୍ଡର ବିସ୍ଫୋରଣ ହେବା ସହ ହୋଟେଲର ସବୁ ସାମଗ୍ରୀ ନଷ୍ଟ ହୋଇଯାଇଛି । ପାଖ…

କାଳ ହେଲା କୁହୁଡ଼ି: ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା, ୩ ମୃତ; ୪୦ରୁ ଅଧିକ ଆହତ

ସାଲେପୁର (କେନ୍ୟୁଜ):  କଟକ ଜିଲ୍ଲା ନିଶ୍ଚିନ୍ତକୋଇଲିର କଟରପଡ଼ାରେ ଦୁର୍ଘଟଣା ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି । ଘଟଣାସ୍ଥଳରେ ୨ ଜଣ ଓ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ଆହତଙ୍କର ମୃତ୍ୟୁ ହୋଇଛି । ୪୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି ।…

କଳିଙ୍ଗନଗର ଗୁଳିକାଣ୍ଡକୁ ପୂରିଲା ୧୮ ବର୍ଷ, ପାଳିତ ହେଉଛି ସହିଦ ସ୍ମୃତି ଦିବସ

ଯାଜପୁର (କେନ୍ୟୁଜ): ଆଜି ସହିଦ୍ ଦିବସ । ଯାଜପୁର କଳିଙ୍ଗନଗର ଗୁଳିକାଣ୍ଡକୁ ପୂରିଲା ୧୮ ବର୍ଷ। ସହିଦମାନଙ୍କ ସ୍ମୃତି ଉଦ୍ଦେଶ୍ଯରେ ପ୍ରତି ବର୍ଷ ଏହାକୁ ପାଳନ କରାଯାଉଛି । ୨୦୦୬ ଜାନୁଆରୀ ଦୁଇ ତାରିଖରେ କାରଖାନା ପାଇଁ ଚମ୍ପାକୋଇଲ ନୂଆଗାଁ ନିକଟସ୍ଥ ଚାଷ ଜମିରେ ଜମି ସମତୁଲକୁ ନେଇ ପୋଲିସ…

ଆସନ୍ତାକାଲି ମହାପ୍ରଭୁଙ୍କ ବନକଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ପୁରୀ (କେନ୍ୟୁଜ): ଆସନ୍ତାକାଲି ପୌଷ କୃଷ୍ଣ ସପ୍ତମୀ ତିଥି । ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକ ଲାଗି ନୀତି ଅନୁଷ୍ଠିତ ହେବ । ଏଣୁ ଦ୍ଵିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଅପରାହ୍ନ ୪ଟା ଠାରୁ ରାତ୍ର ୮ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଏନେଇ ଶ୍ରୀମନ୍ଦିର…

ରକ୍ତ ସମ୍ପର୍କରେ ରକ୍ତର ଛିଟା: ବଡ଼ଭାଇର ଗୁଳିମାଡ଼ରେ ସାନଭାଇର ମୃତ୍ୟୁ

ରାଉରକେଲା (କେନ୍ୟୁଜ): ରକ୍ତ ସମ୍ପର୍କରେ ରକ୍ତର ଛିଟା । ସୈତାନ ସାଜିଲା ଭାଇ । ଭାଇକୁ ଗୁଳି ମାରିଲା । ବଡ଼ଭାଇର ଗୁଳିମାଡ଼ରେ ସାନଭାଇର ମୃତ୍ୟୁ ହୋଇଛି । ରାଉରକେଲା ବିଶ୍ରା ଥାନା ଅନ୍ତର୍ଗତ ତେତେରକେଲା ଘାଟର ଏହି ଘଟଣା ଘଟିଛି । ପିକନିକରେ ଯୁକ୍ତିତର୍କ ପରେ ଗୁଳି ମାରିଥିଲା ବଡ଼ ଭାଇ । ଦୁଇ…

ଆସନ୍ତା ୬ରୁ ଭିତରକନିକାରେ ବିଦେଶାଗତ ପକ୍ଷୀ ଗଣନା

ରାଜନଗର (କେନ୍ୟୁଜ): ବିଶ୍ବ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ଓ ରାଜନଗର ବନଖଣ୍ଡରେ ଆସନ୍ତା ୬ ତାରିଖରେ ଅନୁଷ୍ଠିତ ହେବ ବିଦେଶାଗତ ପକ୍ଷୀ ଗଣନା । ସକାଳ ୬ଟା ରୁ ଦିନ ୧୨ଟା ପର୍ଯ୍ୟନ୍ତ ଏହି ପକ୍ଷୀ ଗଣନା କରାଯିବ । ଏନେଇ ୫ ତାରିଖରେ ଗୁପ୍ତି ଠାରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ…

ଛତିଶଗଡ଼ରେ ମାଓ ଦମନ ପାଇଁ ବଡ଼ ବ୍ଲୁ ପ୍ରିଣ୍ଟ, ଖୁବଶୀଘ୍ର ଆରମ୍ଭ ହେବ ଅପରେସନ୍ “କଗାର୍”

ଭୁବନେଶ୍ୱର (କେନ୍ୟୁଜ): ନିପାତ ହେବ ଲାଲବାହିନୀ । ମାଓ ଦମନ ପାଇଁ ବଡ଼ ବ୍ଲୁ ପ୍ରିଣ୍ଟ । ଖୁବଶୀଘ୍ର ଆରମ୍ଭ ହେବ ଅପରେସନ୍ କଗାର୍ । କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ନକ୍ସଲ ଦମନ ପାଇଁ ରଣନୀତି ହୋଇଛି । ଅପରେସନ୍ କଗାର୍ ଅର୍ଥ ଶେଷ ସୀମା । ଛତିଶଗଡ଼ର ସର୍ବାଧିକ ନକ୍ସଲ ଉପଦ୍ରୁତ ଅବୁଝମଦ…

୬ରୁ ବିଏସ୍‌କେୱାଇ-ନବୀନ କାର୍ଡ ପାଇଁ ପଞ୍ଜୀକରଣ: ଅନଲାଇନରେ କରିପାରିବେ ଆବେଦନ

ଭୁବନେଶ୍ୱର (କେନ୍ୟୁଜ): ଭୁବନେଶ୍ୱର ଆସନ୍ତା ୬ ତାରିଖରୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ନବୀନ କାର୍ଡ ପାଇଁ ପଞ୍ଜିକରଣ । ଗ୍ରାମାଞ୍ଚଳର ବିଏସକେୱାଇ କାର୍ଡରେ ସାମିଲ ନଥିବା ଲୋକ ନବୀନ କାର୍ଡ ପାଇଁ ଅନଲାଇନରେ ଆବେଦନ କରିପାରିବେ । www.bskynabin.odisha.gov.inରେ ପଞ୍ଜିକରଣ କରିବେ…

କୂଅରୁ ଉଦ୍ଧାର ହେଲା ମୃତଦେହ: କାରଣ ଖୋଜୁଛି ପୋଲିସ

କୋରାପୁଟ (କେନ୍ୟୁଜ): କୂଅରୁ ଉଦ୍ଧାର ହେଲା ମୃତଦେହ । କୋରାପୁଟ ସଦର ଥାନା ଖରାଗୁଡା ଗ୍ରାମରେ ଘଟିଛି ଏଭଳି ଅଘଟଣ । ମୃତକ ଜଣକ ହେଲେ ୫୦ ବର୍ଷିୟ ଗୁରୁ ବାଗ। ଗତକାଲି ପରିବାର ଲୋକ ଘରେ ନଥିବା ବେଳେ ଏଭଳି ଅଘଟଣ ହୋଇଛି । କୂଅରୁ ଉଦ୍ଧାର ପରେ ମୃତଦେହକୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ…

ଭୁବନେଶ୍ବରରେ ସାମାନ୍ୟ ବଢ଼ିଲା ପେଟ୍ରୋଲ ଦର; ଘରୁ ବାହାରିବା ପୂର୍ବରୁ ଯାଞ୍ଚ କରନ୍ତୁ ଆଜିର ମୂଲ୍ୟ…

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୩ ଟଙ୍କା ୧୯ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୯୪ ଟଙ୍କା ୭୬ ପଇସା ରହିଛି । ଆସନ୍ତୁ ଏବେ ଦେଶର ପ୍ରମୁଖ ସହରରେ ପେଟ୍ରୋଲ ଓ ଡିଜେଲ ଦର କେତେ ରହିଛି ଥରେ ନଜର ପକାଇବା । ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୬ ଟଙ୍କା ୭୨ ପଇସା ଓ ଡିଜେଲ…

ଦିନକୁ ଦିନ ବଢୁଛି ସୁନାର ଚାହିଦା: ଜାଣନ୍ତୁ ଆଜି ଭୁବନେଶ୍ୱରରେ କେତେ ରହିଛି ମୂଲ୍ୟ

ଦିନକୁ ଦିନ ସୁନାର ଚାହିଦା ବଢି ବଢି ଯାଇଛି । ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୮,୦୩୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୬୩,୩୫୦ ଟଙ୍କା ହୋଇଛି । ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା…