ସମ୍ପର୍କୀୟଙ୍କ ମୃତ୍ୟୁ ଖବର ପାଇ ଯାଉଥିବା ବେଳେ ଅଘଟଣ, ଟ୍ରକ ଚକା ତଳେ ଗଲା ଶ୍ୱଶୁର ଜ୍ୱାଇଁଙ୍କ ଜୀବନ

ଉମରକୋଟ (କେନ୍ୟୁଜ): ଟ୍ରକ ଚକା ତଳେ ଗଲା ଶ୍ୱଶୁର ଜ୍ୱାଇଁଙ୍କ ଜୀବନ । ନବରଙ୍ଗପୁର ଜିଲ୍ଲା ରାଇଘର ସଦର ମହକୁମା ସ୍ଥିତ ଡିଏନକେ ନିକଟରେ ସଡ଼କ ଦୁର୍ଘଟଣା ହୋଇଛି। ଏକ ଟ୍ରକରେ ନୂଆ ଚେଚିସ ଜୟପୁର ଯାଉଥିବା ବେଳେ ପୋଷ୍ଟ ଅଫିସ ନିକଟରେ ବାଇକରେ ଶ୍ୱଶୁର ଜ୍ୱାଇ ଓଭରଟେକ୍ କରିବା ସମୟରେ ଟ୍ରକ ତଳକୁ…

ରାଉରକେଲାରେ ବ୍ୟାପିଲା ଝାଡାବାନ୍ତି, ଚିକିତ୍ସାଧୀନ ଅବସ୍ଥାରେ ୪ ମୃତ

ରାଉରକେଲା (କେନ୍ୟୁଜ): ରାଉରକେଲାରେ ବ୍ୟାପିଲା ଝାଡାବାନ୍ତି। ମୃତ୍ୟୁ ସଂଖ୍ୟା ଚାରିକୁ ବୃଦ୍ଧି ପାଇଥିବା ବେଳେ ୧୦୦ରୁ ଅଧିକ ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା। ପରିସ୍ଥିତି ଉପରେ ନଜର ରଖାଯାଇଥିବା ମେଡିକାଲ…

ନକଲି ସୁନା ଶଙ୍ଖ ନାଁରେ ମହାଠକେଇ: ଲୁଟିନେଲେ ୩ ଲକ୍ଷ ଟଙ୍କା , ୪ ଗିରଫ

ନବରଙ୍ଗପୁର (କେନ୍ୟୁଜ): ନକଲି ସୁନା ଶଙ୍ଖ ବିକ୍ରି ଅଭିଯୋଗରେ ୪ ଗିରଫ । ନବରଙ୍ଗପୁର ଜିଲ୍ଲା ଉମରକୋଟରେ ପୁଣି ନକଲି ଶଙ୍ଖ ବିକ୍ରି ଅଭିଯୋଗ । ଘଟଣାରେ ୪ ଜଣଙ୍କୁ ଗିରଫ କରିଛି ପୋଲିସ । ଉମରକୋଟ ଥାନା ଏକମ୍ୱା ଗାଁର ପଲ୍ଲବ ନାମକ ଜଣେ ବ୍ୟକ୍ତି ପୁରୀ ଜିଲାର ରାଜେଶ ପଲେଇଙ୍କୁ ଏକ ଶଙ୍ଖ…

ରାୟଗଡ଼ା: ଦିନ ଦ୍ବିପ୍ରହରରେ ଯୁବକଙ୍କୁ ଛୁରୀ ଭୁସି ହତ୍ୟା ମାମଲା: ୩ ଅଭିଯୁକ୍ତ ଗିରଫ

ରାୟଗଡ଼ା (କେନ୍ୟୁଜ): ରାୟଗଡ଼ା ସହର ଗୌତମ ନଗର ହତ୍ୟାକାଣ୍ଡ ଘଟଣାର କାର୍ଯ୍ୟାନୁଷ୍ଠାନ । ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ସେମାନେ ହେଲେ ଖିଲିମିଶିଗୁଡା ଗାଁର ଦିପାନା ହିମରିକା, ହେମନ୍ତ କିଲାକା ଓ ଆରିୟା ଗଣ୍ଡାଗିରି । ଗତକାଲି ଦିନ ଦ୍ବିପ୍ରହରରେ ଯୁବକଙ୍କୁ ଛୁରୀ ଭୁଶି ହତ୍ୟା…

ପିକନିକ୍ ଋତୁରେ ଶିମିଳିପାଳ ବନ୍ଦ: ୫ ଦଫା ଦାବି ନେଇ ଜିଦରେ ଅଟଳ ଆନ୍ଦୋଳନକାରୀ

କରଞ୍ଜିଆ (କେନ୍ୟୁଜ): ପିକନିକ୍ ଋତୁରେ ଶିମିଳିପାଳ ବନ୍ଦ । ଜିଦରେ ଅଟଳ ଆନ୍ଦୋଳନକାରୀ । ଜନପ୍ରତିନିଧିଙ୍କ ସମସ୍ତ ଉଦ୍ୟମ ଫେଲ୍ ପରେ ସମାଧାନ ପାଇଁ ୨ଦିନ ସମୟ ଦେଇଛି ପ୍ରଶାସନ। ୩ ପଂଚାୟତବାସୀ ମିଳିତ ଆଲୋଚନା କରି ରବିବାର ସୁଦ୍ଧା ନିଷ୍ପତ୍ତି ଜଣାଇବାକୁ କୁହାଯାଇଛି। ଶିମିଳିପାଳ ଅଭୟାରଣ୍ୟ…

ରୋହିତ ଶର୍ମାଙ୍କ ଖେଳ ଖତମ ! ହାର୍ଦ୍ଦିକ ପାଣ୍ଡ୍ୟା ହେବେ ମୁମ୍ବାଇ ଇଣ୍ଡିଆନ୍ସର ନୂଆ ଅଧିନାୟକ

ରୋହିତ ଗଲେ, ପାଣ୍ଡ୍ୟା ଆସିଲେ । ମୁମ୍ବାଇ ଇଣ୍ଡିଆନ୍ସରେ ରୋହିତଙ୍କ ଯୁଗ ଶେଷ । ହାର୍ଦ୍ଦିକ ପାଣ୍ଡ୍ୟା ନୂଆ କ୍ୟାପ୍ଟେନ । ୨୦୨୪ ଆଇପିଏଲରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଧରିବେ ଟିମର ମଙ୍ଗ। ବର୍ତ୍ତମାନ କ୍ୟାପ୍ଟେନ ଥିବା ରୋହିତ ଶର୍ମାଙ୍କ ପରିବର୍ତ୍ତେ ହାର୍ଦ୍ଦିକ ପାଣ୍ଡ୍ୟା ହେବାକୁ…

ଇଲେକ୍ଟ୍ରି ଖୁଣ୍ଟିରେ ପିଟିହେଲା ବାଇକ୍, ୨ ମୃତ

ପିପିଲି (କେନ୍ୟୁଜ): ଇଲେକ୍ଟ୍ରି ଖୁଣ୍ଟିରେ ପିଟିହେଲା ବାଇକ୍, ଦୁଇ ମୃତ । ପୁରୀ ଜିଲ୍ଲା ସାକ୍ଷୀଗୋପାଳ ଇନ୍ଦିପୁର ମୁଖ୍ୟ ରାସ୍ତାର ଭଣ୍ଡାରୀ ଦଣ୍ଡା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମୃତକ ହେଲେ ଇନ୍ଦିପୁର ଅଞ୍ଚଳର ଲିପୁନ ସେନାପତି ଓ ପୁପୁନା ପାଢୀ । ଦୁଇ ଯୁବକ ବାଇକରେ ଆସୁଥିବାବେଳେ…

ଶକ୍ତି ମଲ୍ଟଏୟାର୍‌ ଆଣ୍ଡ୍‌ ଲିମୋନେଡ୍‌ରେ ଆଇଟି ଚଢ଼ଉ, ବୌଦ୍ଧ ଡିଷ୍ଟିଲେରୀ ସହ ଲିଙ୍କ ଥିବା ସନ୍ଦେହ

ଢେଙ୍କାନାଳ (କେନ୍ୟୁଜ): ଧୀରଜ ସାହୁ ବ୍ୟବସାୟିକ ଲିଙ୍କରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଆୟକର ରେଡ୍ । ସ୍କାନରରେ ଢେଙ୍କାନାଳ ମଦ ବ୍ୟବସାୟୀ । ତୁମୁସିଙ୍ଗା ଥାନା ମାଛିଆ ଗାଁରେ ଥିବା ଶକ୍ତି ମଦ ବଟଲିଂ ପ୍ଲାଣ୍ଟରେ ଆୟକର ବିଭାଗର ଚଢାଉ। ଆୟକର ଫାଙ୍କିବା ସନ୍ଦେହରେ ଗତକାଲିଠୁ ଆଇଟି ବିଭାଗର ଏକ…

ଆଜି କେତେ ଅଛି ପେଟ୍ରୋଲ ଦର ? ଗାଡ଼ିରେ ତେଲ ପକାଇବା ପୂର୍ବରୁ ଜାଣିନିଅନ୍ତୁ

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୩ ଟଙ୍କା ୦୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୯୪ ଟଙ୍କା ୫୯ ପଇସା ରହିଛି। ସେହିପରି ଦେଶର ପ୍ରମୁଖ ସହରରେ ପେଟ୍ରୋଲ ଓ ଡିଜେଲ ଦର କେତେ ରହିଛି ଆସନ୍ତୁ ନଜର ପକାଇବା । ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୬ ଟଙ୍କା ୭୨ ପଇସା ଓ ଡିଜେଲ…

ପୁଣି ବଦଳିଲା ସୁନା ଦର; ଜାଣନ୍ତୁ କେତେ ବଢ଼ିଲା ଆଜିର ମୂଲ୍ୟ

(କେନ୍ୟୁଜ): ବିବାହ ସିଜିନ ଆରମ୍ଭରୁ ଲଗାତାର ଭାବରେ ବଢୁଛି ଦାମ୍ । ଅନ୍ତର୍ଜାତୀୟ ବଜାରରେ ସୁନା ଦର ବଢୁଥିବାରୁ ଘରୋଇ ବଜାରରେ ଦର ବଢୁଛି । ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୭,୧୬୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି…

ଆଜି ଦେଶ ପାଳୁଛି ୫୨ ତମ ବିଜୟ ଦିବସ, ସହିଦଙ୍କୁ ଝୁରୁଛି ସାରା ଭାରତ

ନୂଆଦିଲ୍ଲୀ : ଆଜି ଦେଶ ପାଳୁଛି ବିଜୟ ଦିବସ । ଭାରତ ଆଜି ୫୨ ତମ 'ବିଜୟ ଦିବସ' ପାଳନ କରୁଛି । ଦେଶର ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଦେଶବ୍ୟାପୀ ଭାରତୀୟ ସେନା ପାଳୁଛି ବିଜୟ ଦିବସ । ସହିଦଙ୍କୁ ଝୁରୁଛି ସାରା ଦେଶ । ୧୯୭୧ ଯୁଦ୍ଧରେ ଆଜିର ଦିନରେ…

ପୁରୀରେ 5T ଅଧକ୍ଷ୍ୟ କାର୍ତ୍ତିକ ପାଣ୍ଡିଆନ୍, ମହାପ୍ରଭୁଙ୍କୁ ଦର୍ଶନ ସହ ପରିକ୍ରମା ମାର୍ଗର କଲେ ସମୀକ୍ଷା

ପୁରୀ (କେନ୍ୟୁଜ): ପୁରୀରେ 5T ଓ ନବୀନ ଓଡିଶା ଅଧକ୍ଷ୍ୟ କାର୍ତ୍ତିକ ପାଣ୍ଡିଆନ୍ । ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ପରିକ୍ରମା ମାର୍ଗ କାର୍ଯ୍ୟର ଅଗ୍ରଗତି ନେଇ କଲେ ସମୀକ୍ଷା । ଶ୍ରୀମନ୍ଦିର ଚତୁର୍ପାଶ୍ୱ ବୁଲି ପରିକ୍ରମା ପ୍ରକଳ୍ପର ନିର୍ମାଣର ଅଗ୍ରଗତି ସମ୍ପର୍କରେ ଟିକନିକ୍ ଆଲୋଚନା…