ମାତିଲେ ଲୁଟେରା: ଛୁରା ମାଡ଼ କରି ବ୍ୟବସାୟୀଙ୍କଠୁ କିଲେ ସୁନା ସହ ୨୦ ଲକ୍ଷ ଲୁଟ

ରାଉରକେଲା (କେନ୍ୟୁଜ): ଲୁଟିନେଲେ କେଜିଏ ସୁନା । ରାଉରକେଲା ମାଲଗୋଦାମ ଅଞ୍ଚଳରେ ମାତିଲେ ଲୁଟେରା । ଛୁରା ମାଡ଼ କରି କିଲେ ସୁନା ସହ ୨୦ ଲକ୍ଷ ଟଙ୍କା ଲୁଟିନେଲେ ଲୁଟେରା । ସୁନା ବ୍ୟବସାୟୀ ଦୁଇଟି ବ୍ୟାଗରେ ସୁନା ଧରି ଯାଉଥିବା ବେଳେ ମାଲଗୋଦାମ କାଳୀ ମନ୍ଦିର ନିକଟରେ ଆକ୍ରମଣ କରିଥିଲେ…

ବିଏମସିକୁ ବେଖାତିର: କାନ୍ଥରେ ବିଜ୍ଞାପନ ଲଗାଇ ୫୦ ହଜାର ଜରିମାନା ଗଣିଲା ଜିମ୍

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀର ବିଭିନ୍ନ କାନ୍ଥ ବାଡ଼ରେ ଟୁ-ଲେଟ୍ ବା ଘରଭଡ଼ା ପାଇଁ ବିଦ୍ୟୁତ ଖୁଣ୍ଟରେ ଏ-୪ ସାଇଜ୍ କାଗଜରେ ବିଜ୍ଞାପନ ଲଗାଇବାରୁ ମୋଟା ଅଂକର ଜରିମାନା କଷିଥିଲା ବିଏମସି । ଏହା ସତ୍ତ୍ୱେ ବି ମାନୁନାହାନ୍ତି ଲୋକେ। କାନ୍ଥରେ ବିଜ୍ଞାପନ ଲଗାଇ ଫାଇନ ଗଣିଲେ ଜିମ୍ ମାଲିକ ।…

ଗଛରୁ ଯବାନଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର: ସାରିଥିଲା ନିର୍ବନ୍ଧ, ଫେବୃଆରୀରେ ପଡ଼ିଥାଆନ୍ତା ହାତ ଗଣ୍ଠି

ରାଉରକେଲା (କେନ୍ୟୁଜ): ଗଛରୁ ଯବାନଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର। ରାଉରକେଲା ବିର୍ସା ଛକରେ ଥିବା ସିଆଇଏସଏଫ କ୍ୟାମ୍ପସରେ ଏହି ଘଟଣା ଘଟିଛି । ମୃତକ ହେଉଛନ୍ତି ୩୧ ବର୍ଷୀୟ ସାହିଲ କୁମାର । ସେ ଜମ୍ମୁ କାଶ୍ମୀର କାଠୁଆ ଜିଲ୍ଲାର ବୋଲି ଜଣାପଡିଛି। ଏଠାରେ ସେ ସିଆଇଏସଏଫ୍ ବାରାକ ରେ ରହୁଥିଲେ।…

ଝାଡଖଣ୍ଡ ହାଇକୋର୍ଟରେ ମଦଭାଟି ଘଟଣା : ସିବିଆଇ କିମ୍ବା ଇଡି ତଦନ୍ତ କରିବାକୁ ରୁଜୁ ହୋଇଛି ଜନସ୍ୱାର୍ଥ ମାମଲା

ଝାଡ଼ଖଣ୍ଡ (କେନ୍ୟୁଜ): ଝାଡ଼ଖଣ୍ଡ ହାଇକୋର୍ଟରେ ମଦଭାଟି ଟଙ୍କା ମାମଲା। ଝାଡ଼ଖଣ୍ଡ ରାଜ୍ୟସବା ସାଂସଦ ଓ ମଦ ବ୍ୟବସାୟୀ ଧୀରଜ ସାହୁଙ୍କ ବାସଭବନ ଓ ବ୍ୟବସାୟିକ ସଂସ୍ଥାରୁ ଆୟକର ବିଭାଗ ୩୫୪ କୋଟି ଟଙ୍କା ଜବତ କରିବା ପରେ ଏ ନେଇ ଝାଡ଼ଖଣ୍ଡ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର ହୋଇଛି।…

ମାଓ ଯୋଜନା ପଣ୍ଡ, କମ୍ବିଂ ଅପରେସନ ବେଳେ ଜବତ ହେଲା 40 IED

ବୌଦ୍ଧ (କେନ୍ୟୁଜ): ମାଓବାଦୀଙ୍କ ବଡ଼ ଅପରେସନ ଯୋଜନା ପଣ୍ଡ। ଜବତ ହେଲା ପ୍ରାୟ 40 IED। ବୌଦ୍ଧରେ ପୋଲିସ-ମାଓବାଦୀ ଗୁଳି ବିନିମୟ ପରେ କମ୍ବିଂ ଅପରେସନ ଜାରି। ବୌଦ୍ଧ ମନମୁଣ୍ଡା ଥାନା ନଳୀକୁମ୍ପା ଜଙ୍ଗଲରେ ଚାଲିଛି କମ୍ବିଂ ଅପରେସନ। SOGର ୧୫ଟି ଟିମ୍ କମ୍ବିଂ ଅପରେସନରେ ସାମିଲ ହୋଇଛନ୍ତି।…

ଅଭିନେତା ଶ୍ରେୟସ୍ ତଲପଡେଙ୍କୁ ହୃଦଘାତ, ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ : ବଲିଉଡ୍ ଅଭିନେତା ଶ୍ରେୟସ ତଲପଡେଙ୍କୁ ହୃଦଘାତ । ଗତକାଲି ସନ୍ଧ୍ୟାରେ ଫିଲ୍ମ ସୁଟିଂରୁ ଫେରିବା ପରେ ବାସଭବନରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଶ୍ରେୟସଙ୍କ ଏଞ୍ଜିଓପ୍ଲାଷ୍ଟି କରାଯାଇଛି । ତାଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିର ଥିବା…

ଆଜି କେତେ ଅଛି ପେଟ୍ରୋଲ ଦର ? ଗାଡ଼ିରେ ତେଲ ପକାଇବା ପୂର୍ବରୁ ଜାଣିନିଅନ୍ତୁ

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୩ ଟଙ୍କା ୧୯ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୯୪ ଟଙ୍କା ୭୬ ପଇସା ରହିଛି। ସେହିପରି ଦେଶର ପ୍ରମୁଖ ସହରରେ ପେଟ୍ରୋଲ ଓ ଡିଜେଲ ଦର କେତେ ରହିଛି ଆସନ୍ତୁ ନଜର ପକାଇବା । ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୬ ଟଙ୍କା ୭୨ ପଇସା ଓ ଡିଜେଲ…

ବଢ଼ିଲା ସୁନା ଦର, ଆଜି ଭୁବନେଶ୍ୱରରେ କେତେ ରହିଛି ମୂଲ୍ୟ ଜାଣନ୍ତୁ

(କେନ୍ୟୁଜ): ବିବାହ ସିଜିନ ଆରମ୍ଭରୁ ଲଗାତାର ଭାବରେ ବଢୁଛି ଦାମ୍ । ଅନ୍ତର୍ଜାତୀୟ ବଜାରରେ ସୁନା ଦର ବଢୁଥିବାରୁ ଘରୋଇ ବଜାରରେ ଦର ବଢୁଛି । ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୭,୧୬୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି…

ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ T20: ସୂର୍ଯ୍ୟଙ୍କ ଶତକ ପରେ କୁଲଦୀପଙ୍କ ବୋଲିଂରେ ସିରିଜ ଜିତିଲା ଭାରତ

ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ T20 ଜିତି ସିରିଜି ଅମୀମାଂସିତ ରଖିଲା ଭାରତ । ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ଶତକ ଏବଂ ବାମହାତୀ ସ୍ପିନର କୁଲଦୀପ ଯାଦବଙ୍କ ୫ ୱିକେଟ୍ ସଫଳତା ବଳରେ ଭାରତ ତୃତୀୟ T20କୁ ୧୦୬ ରନରେ ଜିତି ନେଇଛି। ୨୦୨ ରନର ବିଜୟ ଲକ୍ଷ୍ୟ ପିଛା କରୁଥିବା ଘରୋଇ…

ରାଜ୍ୟରେ ଖସୁଛି ପାରଦ : ପଶ୍ଚିମରୁ ଦକ୍ଷିଣ, ଉତ୍ତରରୁ ଉପକୂଳ ସବୁଠି ଅସହ୍ୟ ଜାଡ଼

(କେନ୍ୟୁଜ): ଖସୁଛି ପାରଦ, ବଢ଼ୁଛି ଶୀତ। ପଶ୍ଚିମରୁ ଦକ୍ଷିଣ, ଉତ୍ତରରୁ ଉପକୂଳ ସବୁଠି ଅସହ୍ୟ ଜାଡ଼ । ରାଜ୍ୟର ଅଧିକାଂଶ ସ୍ଥାନରେ ପାରଦ ୧୫ ଡିଗ୍ରୀ ତଳକୁ ଖସିଛି । ପାହାଡ଼ିଆ ଅଞ୍ଚଳରେ ରାତିର ପାରଦ ଲଗାତର ଭାବେ ତଳ ମୁହାଁ ହୋଇଛି। ୭ ଡିଗ୍ରୀ ସହ ସବୁଠୁ ଥଣ୍ଡା ସହର ପାଲଟିଛି କନ୍ଧମାଳ ଜିଲ୍ଲା…

ଆଜି ବିଜେଡି କାର୍ଯ୍ୟକାରିଣୀ ବୈଠକ, ୨୦୨୪ ନିର୍ବାଚନ ନେଇ ଗୁରୁମନ୍ତ୍ର ଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (କେନ୍ୟୁଜ): ନବୀନଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବାକୁ ବିରାଟ ପ୍ଲାନ୍। ଆଜି ଶଙ୍ଖଭବନରେ ପଡ଼ିବ ମୂଳଦୂଆ। ବିଜେଡିର ରାଜ୍ୟ କାର୍ଯ୍ୟକାରିଣୀ ଓ ପରିଷଦ ବୈଠକ ବସୁଛି । ୩ ବର୍ଷ ପରେ ବିଜେଡିର କାର୍ଯ୍ୟକାରିଣୀ ବସିବାକୁ ଯାଉଛି। ସବୁ ବିଧାୟକ, ସାଂସଦ ଓ ବରିଷ୍ଠ ନେତା ଉପସ୍ଥିତ…

ସଂସଦରେ ସ୍ମୋକ ଆଟାକ ଘଟଣା: ଦିଲ୍ଲୀରୁ ମୁଖ୍ୟ ଅଭିଯୁକ୍ତ ଲଳିତ ଝା ଗରିଫ

ନୂଆଦିଲ୍ଲୀ : ସଂସଦରେ ସ୍ମୋକ ଆଟାକ ଘଟଣାରେ ମାଷ୍ଟର ମାଇଣ୍ଡ ଗିରଫ । ମାଷ୍ଟର ମାଇଣ୍ଡ ଲଳିତ ଝାକୁ ଗରିଫ କରିଛି ଦିଲ୍ଲୀ ପୋଲିସ । ନିଜ ଆଡ଼ୁ ଦିଲ୍ଲୀର ଏକ ଥାନାରେ ଆତ୍ମସମର୍ପଣ କରିଛି ମାଷ୍ଟରମାଇଣ୍ଡ । ଅପରେସନ୍ ସ୍ମୋକ କାନିଷ୍ଟର ମାମଲାରେ ଲଲିତ ଝା ମୁଖ୍ୟ ଅଭିଯୁକ୍ତ । ଅନ୍ୟପଟେ ପୂର୍ବରୁ…