କୋରାପୁଟରେ ଗଡ଼ିଲା ଲକ୍ଷ୍ମୀ ବସ୍, ଶୁଭ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

କୋରାପୁଟ (କେନ୍ୟୁଜ): କୋରାପୁଟରେ ଗଡ଼ିଲା ଲକ୍ଷ୍ମୀ ବସ । କୋରାପୁଟ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜିଲ୍ଲାର୨୩୪ ପଞ୍ଚାୟତକୁ ଯୋଡିଲା ୬୩ଟି ବସ୍ । ଏହାଦ୍ବାର ଉପକୃତ ହେବେ ୧୩ ଲକ୍ଷ ଲୋକ । କୋରାପୁଟ ନୂଆ ବସଷ୍ଟାଣ୍ଡ ପାଇଁ ମଧ୍ୟ ଜମି…

ଭିଜିଲାନ୍ସ ଜାଲରେ ସେକ୍ସନ ଅଫିସର, ଲାଞ୍ଚ ନେଲା ବେଳେ ଧରାପଡିଲେ

ଭୁବନେଶ୍ବର (କେନ୍ୟୁଜ): ଭିଜିଲାନ୍ସ ଜାଲରେ ଭୁବନେଶ୍ବର ମାଇନର ଇରିଗେସନ ସେକ୍ସନ ଅଫିସର। ୮ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଲେ ଭୁବନେଶ୍ବର କ୍ଷୁଦ୍ର ଜଳସେଚନ ମୁଖ୍ୟ ଯନ୍ତ୍ରୀଙ୍କ ଅଫିସର ସେକ୍ସନ ଅଫିସର ଶୁଭକାନ୍ତ ସ୍ବାଇଁ । ତାଙ୍କ ଅଫିସ ଡ୍ରରୁ ୧୪ ହଜାର ୯୯୦ ଟଙ୍କା ଠାବ ହୋଇଛି। ତିନୋଟି…

ଲକ୍ଷ୍ମୀ ପୂଜାରେ ଲକ୍ଷ୍ମୀଙ୍କୁ ବନ୍ଦୀ: ବୋହୂକୁ ଶାଶୁଘର ଲୋକ ତାଲା ପକାଇ ରଖିଥିବା ଅଭିଯୋଗ

ଗଞ୍ଜାମ (କେନ୍ୟୁଜ): ଲକ୍ଷ୍ମୀ ପୂଜାରେ ଲକ୍ଷ୍ମୀଙ୍କୁ ବନ୍ଦୀ। ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ପଞ୍ଚମା ଗାଁର ଘଟଣା । ମହିଳାଙ୍କୁ ତାଙ୍କ ଶାଶୁଘର ଲୋକ ବନ୍ଦୀ କରି ରଖିଥିବା ଅଭିଯୋଗ ହୋଇଛି । ଏପରିକି ଦୀର୍ଘଦିନ ଧରି ମହିଳାଙ୍କୁ ଖାଇବାକୁ ନଦେବା ସହ ଶୌଚ ହେବା ପାଇଁ ମଧ୍ୟ ଛାଡୁନଥିବା…

ବଢ଼ିଲା ମଦ ବ୍ୟବସାୟୀ ଧୀରଜ ସାହୁଙ୍କ ଅଡୁଆ: ପୁଳା ପୁଳା ଟଙ୍କା ପରେ ମାଟି ତଳୁ ସୁନା ଖୋଜୁଛି ଆୟକର ବିଭାଗ

ବଲାଙ୍ଗୀର (କେନ୍ୟୁଜ): ବଢ଼ିଲା ମଦ ବ୍ୟବସାୟୀ ଧୀରଜ ସାହୁଙ୍କ ଅଡୁଆ । ରଦ୍ଦ ହୋଇପାରେ ବୌଦ୍ଧ ଡିଷ୍ଟିଲାରୀ ପ୍ରାଇଭେଟ୍ ଲିମିଟେଡର ଲାଇସେନ୍ସ । ତଦନ୍ତ ଆରମ୍ଭ କରିଛି ରାଜ୍ୟ ଅବକାରୀ ବିଭାଗ । ଲାଇସେନ୍ସ ଓ ଚୁକ୍ତିନାମା ଠିକ ଭାବରେ ପାଳନ ହୋଇଛି କି ନାହିଁ । ପୁଙ୍ଖାନୁପୁଙ୍ଖ ତଦନ୍ତ ଆରମ୍ଭ…

କନ୍ଧମାଳ ସଞ୍ଜିତ ହତ୍ୟା ମାମଲାର ପର୍ଦ୍ଦାଫାସ, ବିବାହିତ ମହିଳାଙ୍କ ସହ ଅନୈତିକ ସମ୍ପର୍କ କାରଣରୁ ହେଇଥିଲା ହତ୍ୟା

କନ୍ଧମାଳ (କେନ୍ୟୁଜ): କାଳ ହେଲା ବିବାହିତ ମହିଳାଙ୍କ ସହ ଅନୈତିକ ସମ୍ପର୍କ। କନ୍ଧମାଳ ଯୁବ ବିଜେଡି ଉପସଭାପତି ତଥା ଦଡ଼କି ଗ୍ରାମପଞ୍ଚାୟତ ସରପଞ୍ଚଙ୍କ ପୁଅ ସଞ୍ଜିତ ମଲ୍ଲିକଙ୍କ ହତ୍ୟାର ପର୍ଦ୍ଦାଫାସ । ବିବାହିତ ମହିଳାଙ୍କ ସହ ଅନୈତିକ ସମ୍ପର୍କ କାରଣରୁ ତାଙ୍କୁ ହତ୍ୟା କରାଯାଇଥିବା ସୂଚନା…

ଠାକୁରାଣୀଙ୍କୁ ବି ଡରିଲେନି, ଶାରଳାଙ୍କ ମନ୍ଦିରରେ ପଶି ହୁଣ୍ଡିରୁ ଚୋରି କଲେ ଦୁର୍ବୃତ୍ତ

ଜଗତସିଂହପୁର (କେନ୍ୟୁଜ): ଠାକୁର ଠାକୁରାଣୀଙ୍କୁ ବି ଆଉ ଭୟ ନାହିଁ । ଜଗତସିଂହପୁରର ପ୍ରସିଦ୍ଧ ମା’ ଶାରଳାଙ୍କ ମନ୍ଦିର ହୁଣ୍ଡିରୁ ଚୋରି । ତିର୍ତ୍ତୋଲ ଥାନା ଅନ୍ତର୍ଗତ ଝଙ୍କଡ଼ ସ୍ଥିତ ଶାରଳା ମନ୍ଦିରରୁ ଚୋରି ଅଭିଯୋଗ ହୋଇଛି। ବିଳମ୍ବିତ ରାତିରେ ଚୋରି ହୋଇଥିବା ଜଣାପଡିଛି । ଇଲେକ୍ଟ୍ରି କ…

ବୋରୱେଲରୁ ଉଦ୍ଧାର ନବଜାତ ଶିଶୁକନ୍ୟା ଅସୁସ୍ଥ, ଦେହରେ ଘା ଯୋଗୁଁ ବଢିଛି ସଂକ୍ରମଣ

ସମ୍ବଲପୁର (କେନ୍ୟୁଜ): ବୋରୱେଲରୁ ଉଦ୍ଧାର ହୋଇଥିବା ନବଜାତ ଶିଶୁକନ୍ୟା ଅସୁସ୍ଥ ।ଶିଶୁର ଇଣ୍ଟରନାଲ ବ୍ଲିଡିଙ୍ଗ ହେଉଛି। ସୁରକ୍ଷିତ ରହିଛି ଗୋଡ଼ ହାତ। ଦେହରେ ଘା ଯୋଗୁଁ ବଢିଛି ସଂକ୍ରମଣ। ଦରକାର ପଡିଲେ ଶିଶୁକୁ କଟକ ସ୍ଥାନାନ୍ତର କରିପାରନ୍ତି । ସମ୍ଭବତଃ ବୋରୱେଲ ଭିତରକୁ ଫିଙ୍ଗିବା ସମୟରେ…

ଜଙ୍ଗଲରେ ଖାଦ୍ୟ ଅଭାବ, ଘରେ ପଶିଲେ ୩ ଭାଲୁ

ମାଲକାନଗିର (କେନ୍ୟୁଜ): ଘରେ ପଶିଲା ଭାଲୁ। ମାଲକାନଗିରି ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଏମଭି ୭ ନମ୍ବର ଗାଁରେ ପୁଣି ଦେଖିବାକୁ ମିଳିଛି ଭାଲୁ ଉପଦ୍ରବ। ରାତି ଅଧରେ ଲୋକଙ୍କ ଘରେ ପଶିଯିବାରୁ ଲୋକେ ଆତଙ୍କିତ ହୋଇପଡିଛନ୍ତି। ସିସିଟିଭିରେ କଏଦ ହୋଇଛି ଘର ଭିତରେ ଭାଲୁ ବୁଲୁଥିବାର ଦୃଶ୍ୟ। ଗାଁର…

କାରରୁ ୯୦ କେଜି ଗଞ୍ଜେଇ ଜବତ, ଚୋରାଚାଲାଣ ବେଳେ ମାଡ଼ିବସିଲା ପୋଲିସ

ଲମତାପୁଟ (କେନ୍ୟୁଜ): କାରରୁ ୯୦ କେଜି ଗଞ୍ଜେଇ ଜବତ। କଡ୍ରି ଗାଁ ନିକଟରେ ଜବତ କଲା ମାଛକୁଣ୍ଡ ପୋଲିସ । ୯ ଲକ୍ଷ ଟଙ୍କାର ଗଞ୍ଜେଇ ବୋଝେଇ କାର ଜବତ ପରେ ମାଫିଆ ମାନେ ଫେରାର ହୋଇଯାଇଥିଲେ। ଆନ୍ଧ୍ରରୁ ଜୟପୁରକୁ ଚାଲାଣ ବେଳେ ଚଢ଼ାଉ କରିଥିଲା ପୋଲିସ । ବିଶେଷ ସୂତ୍ରରୁ ଖବର ପାଇ ଲମତାପୁଟ…

SRFTIରେ ତିନିଦିନିଆ ସମ୍ମିଳନୀ ଉଦଘାଟିତ, ପୌରୋହିତ୍ୟ କଲେ ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆ

କୋଲକାତା (କେନ୍ୟୁଜ): କୋଲକାତାର ସତ୍ୟଜିତ ରାୟ ଫିଲ୍ମ ଆଣ୍ଡ ଟେଲିଭିଜନ ଇଷ୍ଟିଚ୍ୟୁସନ୍ ରେ ଆରମ୍ଭ ହୋଇଛି ୩ ଦିନିଆ National Transforming Film Education ସମ୍ମିଳନୀ । SRFTI ପ୍ରେକ୍ଷାଳୟରେ କାର୍ଯ୍ୟକ୍ରମକୁ କେନ୍ଦ୍ର ସରକାରଙ୍କ ସୂଚନା ପ୍ରସାରଣ ବିଭାଗର ଅତିରିକ୍ତ ସଚିବ ନୀର୍ଜା ଶେଖର…