Below header

୨ ବୁଲେଟ ଆରୋହୀଙ୍କୁ ଚାପିଦେଲା ଟ୍ରକ୍‌, ରାସ୍ତା ଅବରୋଧ କଲେ ଉତ୍ତ୍ୟକ୍ତ ଲୋକେ

ରେଢାଖୋଲ (କେନ୍ୟୁଜ): ଦୁଇ ବୁଲେଟ ଆରୋହୀଙ୍କୁ ଚାପିଦେଲା ଟ୍ରକ୍। ଫଳରେ ଘଟଣା ସ୍ଥଳରେ ମ୍ରୁତ୍ୟୁ ହୋଇଛି । ଦୁର୍ଘଟଣାଟି Nh-55 ଉଦ୍ୟାନ ବିଭାଗ କାର୍ଯ୍ୟାଳୟର ସାମ୍ନାରେ ଘଟିଛି। ମୃତକ ୨ଜଣ ଶୁଭେନ୍ଦୁ ସାହୁ ଓ ଶ୍ୟାମସୁନ୍ଦର ଭିତିରିଆ ବୋଲି ସୂଚନା ମିଳିଛି । ଦୁର୍ଘଟଣା ପରେ ଉତ୍ତ୍ୟକ୍ତ…

୮ ବର୍ଷ ପରେ ନ୍ୟାୟ ପାଇଲେ ପୀଡିତା, ଦୁଷ୍କର୍ମକାରୀକୁ ୧୦ ବର୍ଷ ଜେଲ୍

କଟକ (କେନ୍ୟୁଜ): ଜନୈକା ନାବାଳିକା ନବମ ଶ୍ରେଣୀର ଛାତ୍ରୀକୁ ଦୁଷ୍କର୍ମ ଘଟଣାରେ ଦୁଷ୍କର୍ମକାରୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ନିର୍ଦ୍ଦେଶ ଦେଇଛନ୍ତି କଟକ ସ୍ୱତନ୍ତ୍ର ଆଡ଼ହକ ପୋକସୋ କୋର୍ଟ। ଏହି କୋର୍ଟରେ ଦୁଷ୍କର୍ମକାରୀ ହରେକୃଷ୍ଣ ମଲ୍ଲିକ ଦୋଷୀ ସାବ୍ୟସ୍ତ ହୋଇଛି। ଦୋଷୀକୁ ୧୦ ବର୍ଷର…

ବନ୍ଧା ହେଲେ IDCO ଚିଫ ଜେନେରାଲ ମ୍ୟାନେଜର, ତିନିଦିନ ହେଲା ଚାଲିଥିଲା ଚଢ଼ାଉ 

ଭୁବନେଶ୍ୱର (କେନ୍ୟୁଜ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ IDCO ଚିଫ ଜେନେରାଲ ମ୍ୟାନେଜର ଗିରଫ ହୋଇଛନ୍ତି । ଗିରଫ ପରେ ସରୋଜ କାନ୍ତ ମହାନ୍ତିଙ୍କୁ କୋର୍ଟ ଚାଲାଣ କରାଯାଇଛି। ତାଙ୍କ ଠାରୁ ୧୦ ପ୍ଲଟ, ଦୁଇ କୋଠା, ୮୭୧ ଗ୍ରାମ ସୁନା, ବ୍ୟାଙ୍କ୍ ଜମା, ଇନସ୍ୟୁ ରାନସ୍ ୩୯  ରୁ ୪୦ ଲକ୍ଷ,…

ଭିଜିଲାନ୍ସ ଜାଲରେ ଭାରପ୍ରାପ୍ତ ବରିଷ୍ଠ କିରାଣୀ, ଲାଞ୍ଚ ନେବାବେଳେ ଧରାପଡିଲେ

ଯାଜପୁର (କେନ୍ୟୁଜ): ଭିଜିଲାନ୍ସ ଜାଲରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଓ ଜିଲ୍ଲା ମଂଗଳ ବିଭାଗର ଭାରପ୍ରାପ୍ତ ବରିଷ୍ଠ କିରାଣୀ ସୁବ୍ରତ କୁମାର କାନୁନଗୋ । ଅନୁସୂଚିତ ଜାତି ଓ ଜନଜାତିର ଅନୁକମ୍ପା ରାଶି ବିଲ ପାସ କରାଇଦେବା ପାଇଁ ୧୦ ହଜାର ଲାଞ୍ଚ ନେଉଥିବା ବେଳେ ଧରିଲା ଯାଜପୁର ଭିଜିଲାନ୍ସ।…

ଦେଢ଼ଶୁରଙ୍କୁ ହତ୍ୟା ଘଟଣା; ଭାଇବୋହୂଙ୍କ ସମେତ ୫ ଗିରଫ

ବଲାଙ୍ଗୀରି (କେନ୍ୟୁଜ): ଦେଢ଼ଶୁରଙ୍କୁ ହତ୍ୟା ଘଟଣାରେ ଭାଇବୋହୂଙ୍କ ସମେତ ୫ ଗିରଫ । ଘଟଣା ଘଟିଛି ସିନ୍ଧେକେଲା ଥାନା ଦେଢଗାଁରେ । ବିଧବା ଭାଇବୋହୁଙ୍କୁ ଅନୈତିକ ସମ୍ପର୍କ ରଖିବାକୁ ଦେଢ଼ଶୁର ବାଧ୍ୟ କରୁଥିବା ଏବଂ ଜମି ବାଡ଼ି ଗଣ୍ଡଗୋଳକୁ ନେଇ ଏହି ହତ୍ୟା ଘଟିଥିବା ଅଭିଯୋଗ ହୋଇଛି । ଗତ ୨୨…

ଏସସିବିରୁ ଡିସଚାର୍ଜ ହେଲେ ସୁଶାନ୍ତ ଧଳସାମନ୍ତ, ଫେରିଲେ ବଲାଙ୍ଗୀର ଜେଲକୁ

କଟକ (କେନ୍ୟୁଜ): କଟକ ଏସସିବିରୁ ଡିସଚାର୍ଜ ହେଲା ହାର୍ଡକୋର ଅପରାଧୀ ସୁଶାନ୍ତ ଧଳସାମନ୍ତ। ଗତ ଶୁକ୍ରବାର ଦିନ ବିଳମ୍ବିତ ରାତିରେ କାର୍ଡିଓଲୋଜି ବିଭାଗରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ବଲାଙ୍ଗୀର ଜେଲରୁ ତାଙ୍କୁ ଅଣାଯାଇଥିଲା। କଡ଼ା ସୁରକ୍ଷା ବଳୟ ଭିତରେ ଚାଲିଥିଲା ଚିକିତ୍ସା।…

କଳିଙ୍ଗ ଟିଭିର ସ୍ପୋର୍ଟସ କନକ୍ଲେଭ୍: “ଓଡ଼ିଶା ଦେଶର ନମ୍ବର ଓ୍ଵାନ୍ ସ୍ପୋର୍ଟସ ହବ୍ ” ଆୟୋଜିତ

ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶା ଦେଶର ନମ୍ବର ଓ୍ଵାନ୍ ସ୍ପୋର୍ଟସ ହବ୍ । ଏହି ବିଷୟକୁ ନେଇ ଆଜି ଅନୁଷ୍ଠିତ ହୋଇଛି କଳିଙ୍ଗ ଟିଭିର ସ୍ପୋର୍ଟସ କନକ୍ଲେଭ୍ । ଏହି କନକ୍ଲେଭ୍ ଅନ୍ତର୍ଗତ ଆଲୋଚନା ରହିଥିଲା ଓଡ଼ିଶା କ୍ରୀଡ଼ାରେ ସରକାରୀ ଓ ଘରୋଇ ଭାଗିଦାରୀ (PPP Impact on odisha sports) ଏବଂ…

ବାଲିଯାତ୍ରା ଦୁର୍ନୀତି ପ୍ରସଙ୍ଗରେ CMC ବୈଠକରେ ହୋହଲ୍ଲା ; ଅଧାରୁ ଉଠିଗଲେ ମେୟର

କଟକ (କେନ୍ୟୁଜ): କଟକ ମହାନଗର ନିଗମ ବୈଠକରେ ହୋହଲ୍ଲା । କମ୍ପିଲା ସିଏମସି ସମ୍ମିଳନୀ କକ୍ଷ। କଟକ ମହାନଗର ନିଗମର ୨୦ତମ ସାଧାରଣ ପରିଷଦ ବୈଠକ ଆରମ୍ଭରୁ ହୋ ହାଲ୍ଲା ଓ ପାଟିତୁଣ୍ଡ । ଶାସକ ଓ ବିରୋଧୀ ଦଳ କର୍ପୋରେଟର ମୁହାଁମୁହିଁ। ବୈଠକ ଅଧାରୁ ବାତିଲ କରି ଉଠି ଚାଲି ଗଲେ ମେୟର, ଡେପୁଟୀ ମେୟର…

ସମ୍ବଲପୁର: କନେଷ୍ଟବଳଙ୍କୁ ମାଡ଼ ମାରି ୩ ଗିରଫ

ସମ୍ବଲପୁର (କେନ୍ୟୁଜ): କନେଷ୍ଟବଳଙ୍କୁ ମାଡ଼ ମାରି ୩ ଗିରଫ । ୩ଜଣଙ୍କୁ ଗିରଫ କଲା ସମ୍ବଲପୁର ଜିଲ୍ଲା ବୁର୍ଲା ପୋଲିସ । ଗତ ୨୫ ତାରିଖରେ ହୀରାକୁଦ ଡ୍ୟାମ ରାସ୍ତାରେ ଡ୍ୟୁଟି କରୁଥିଲେ ଜଣେ କନେଷ୍ଟବଳ। ଏହି ସମୟରେ କିଛି ଯୁବକ ଡ୍ୟାମ ବୁଲିବାକୁ ଆସିଥିଲେ । ସେହିଦିନ ହୀରାକୁଦ ଅଶୋକ ନିବାସରେ…

ନୂଆ ବର୍ଷ ପାଇଁ ଟ୍ୱିନ ସିଟିର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ମୁତୟନ ହେବେ ୫୦ ପ୍ଲାଟୁନ ପୋଲିସ

ଭୁବନେଶ୍ୱର (କେନ୍ୟୁଜ): ନୂଆ ବର୍ଷ ପାଇଁ ଆକ୍ସନ ମୋଡ଼ରେ କମିଶନରେଟ ପୋଲିସ । ନୂଆବର୍ଷ ପାଳନ ସମୟରେ ବିଶୃଙ୍ଖଳ ଆଚରଣ ପ୍ରଦର୍ଶନ କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ। ଟ୍ୱିନ ସିଟିର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ । କଟକ ଓ ଭୁବନେଶ୍ୱରରେ ୫୦ ପ୍ଲାଟୁନ ପୋଲିସ ମୁତୟନ ରହିବେ। ଜିରୋ ନାଇଟ…

ରାଜଧାନୀରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିବା ଘଟଣା: ୮ ଅଭିଯୁକ୍ତ ଗିରଫ, ମାରଣାସ୍ତ୍ର ଜବତ

ଭୁବନେଶ୍ବର (କେନ୍ୟୁଜ): ଭୁବନେଶ୍ବର ବିମାନବନ୍ଦର ରାସ୍ତାରେ ଯୁବକଙ୍କୁ ଗୋଡେଇ ଗୋଡେଇ ଆକ୍ରମଣ ଘଟଣା। କେଦାରପଲ୍ଲୀ ବସ୍ତିରୁ ୮ ଅଭିଯୁକ୍ତଙ୍କୁ ଗିରଫ କରିଛି ଏୟାରପୋର୍ଟ ପୋଲିସ । ଏଥିସହିତ ଆକ୍ରମଣରେ ବ୍ୟବହୃତ ମାରଣାସ୍ତ୍ର ଜବତ କରିଛି ପୋଲିସ। ଗିରଫ ଅଭିଯୁକ୍ତଙ୍କ ମଧ୍ଯରେ ରାଜେଶ ନାୟକ,…

ବିଲରୁ ମିଳିଲା କଟା ପାପୁଲି, କାହାର ବୋଲି ତଦନ୍ତ କରୁଛି ପୋଲିସ

ଖୋର୍ଦ୍ଧା (କେନ୍ୟୁଜ): କାହାର କଟା ପାପୁଲି? ଖୋର୍ଦ୍ଧା ଜଙ୍କିଆ ଥାନା ମାନପୁର ଗାଁ ନିକଟ ବିଲରୁ ଏକ ବାମ ହାତର କଟା ପାପୁଲି ଦେଖିବାକୁ ମିଳିବା ପରେ ଏହାକୁ ନେଇ ଚର୍ଚ୍ଚା ବଢ଼ିଛି । ଜବତ କଟା ପାପୁଲିକୁ ନେଇ ଛାନ୍‌ଭିନ୍‌ ଆରମ୍ଭ ଜଙ୍କିଆ ଥାନା ପୋଲିସ । ଖବର ଅନୁଯାୟୀ, ବିଲରେ ପଡ଼ିଥିବା…