Below header

ରାଉରକେଲା ପରେ କଣ୍ଟାବାଞ୍ଜିରେ ଡାଇରିଆ, ୨ ମୃତ

କଣ୍ଟାବାଞ୍ଜି (କେନ୍ୟୁଜ): ରାଉରକେଲା ପରେ କଣ୍ଟାବାଞ୍ଜିରେ ଡାଇରିଆ । ଡାଇରିଆରେ ୨ ଜଣଙ୍କର ମୃ୍ତ୍ୟୁ ହୋଇଥିବା ବେଳେ ୪ରୁ ଊର୍ଦ୍ଧ୍ବ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ୨ ମୃତକ ପୁଡ଼ାପଦାର ଓ ମାଲିବାହାଲ ଗାଁର ମୀରା ସାହୁ ଓ ସନ୍ତୋଷ ମାଝୀ । ଝାଡାବାନ୍ତିରେ ଆକ୍ରାନ୍ତ ହେବା ପରେ…

ଅସୁସ୍ଥ ହାତୀକୁ କରାଯିବ ଟ୍ରାଙ୍କୁଲାଇଜ, ନନ୍ଦନକାନନରୁ ପହଞ୍ଚିଲେ ୫ଜଣିଆ ଟିମ୍

ଟାଙ୍ଗୀ (କେନ୍ୟୁଜ): ଅସୁସ୍ଥ ହାତୀକୁ କରାଯିବ ଟ୍ରାଙ୍କୁଲାଇଜ । ଚିକିତ୍ସା ପାଇଁ ମୟୂରଝଲିଆ ହରିହରପୁର ଅଂଚଳର ବୋରବୋରଝର ଜଙ୍ଗଲରେ ଅସୁସ୍ଥ ହାତୀକୁ ଟ୍ରାଙ୍କୁଲାଇଜ କରିବା ପାଇଁ ନନ୍ଦନକାନନରୁ ୫ଜଣିଆ ଟିମ୍ ପ୍ରୟାସ ଜାରି ରଖିଛନ୍ତି । ସୂଚନା ଅନୁସାରେ ପ୍ରଥମେ ପେନକିଲର ଦିଆଯାଇଛି ଏହାପରେ…

ଫିକା ପଡିଲା ରକ୍ତ ସମ୍ପର୍କ : ସାନ ଭାଇକୁ ହତ୍ୟା ପରେ ଥାନାରେ ଆତ୍ମସମର୍ପଣ କଲା ବଡ଼ଭାଇ

କଳାହାଣ୍ଡି (କେନ୍ୟୁଜ): ଫିକା ପଡିଲା ରକ୍ତ ସମ୍ପର୍କ। ଭାଇକୁ ମାରିଲା ଭାଇ। ହତ୍ୟା ପରେ ଥାନାରେ ଆତ୍ମସମର୍ପଣ କରିଛି ବଡ଼ଭାଇ। ଭବାନୀପାଟଣା ଟାଉନ ଥାନା ବାହାଦୁର ବଗିଚାପଡ଼ାରେ ଏହି ହତ୍ୟାକାଣ୍ଡ ଘଟିଛି। ଅଭିଯୋଗ ଅନୁୟାୟୀ, ଗତକାଲି ବିଳମ୍ବିତ ରାତିରେ ସାନ ଭାଇ ଗଣେଶ ବାଗ ଓ ବଡ଼ ଭାଇ…

ରଙ୍ଗ ରୁଟରେ ଗାଡି ଚାଳନା ହେଲା କାଳ: ଦୁଇ ବାଇକ ମୁଁହା ମୁହିଁ ଧକ୍କା, ୨ ମୃତ; ୨ ଗୁରୁତର

ଭୁବନେଶ୍ୱର (କେନ୍ୟୁଜ): ନନ୍ଦନକାନନରୁ ଜୟଦେ ବବିହାର ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ରଙ୍ଗ ରୁଟରେ ଗାଡି ଚାଳନା ହେଲା କାଳ। ରଘୁନାଥ ପୁର ରୟାଲ ଲାଗୁନ ସମ୍ମୁଖରେ ଆପାଚି ଗାଡି ଏବଂ ଆର ୱାନ ଫାଇଭ ମୁହାଁ ମୁହିଁ ଧକ୍କା ହୋଇଛି । ଯାହା ଫଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ…

ବଡ଼ଦାଣ୍ଡରେ ବଡ଼ ଭିଡ଼, ମହାପ୍ରଭୁଙ୍କ ଦର୍ଶନ ପାଇଁ ଲାଗିଛି ଲମ୍ବା ଲାଇନ୍

ପୁରୀ (କେନ୍ୟୁଜ): ବଡ଼ଦାଣ୍ଡରେ ବଡ଼ ଭିଡ଼ । ବଡ଼ଦିନ ଅବସରରେ ପୁରୀରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଗହଳି । ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ ଶ୍ରୀମନ୍ଦିର କାର୍ଯ୍ୟାଳୟ ଠାରୁ ଲମ୍ବା ଲାଇନ୍ ଲଗାଇଛନ୍ତି ଭକ୍ତ । ଡିସେମ୍ବର ୨୫ସୁଦ୍ଧା ଏସି ଟନେଲ ପୂର୍ଣ୍ଣ କାର୍ଯ୍ଯକ୍ଷମ ହେବା ନେଇ ଟାର୍ଗେଟ ଥିଲେ…

ଡମଣା ଛକରେ ଯାତ୍ରୀବାହୀ ଅଟୋକୁ ପିଟିଲା କାର୍‌ , ୨ ଆହତ

ଭୁବନେଶ୍ୱର (କେନ୍ୟୁଜ): ଭୁବନେଶ୍ୱର ଡମଣା ଛକରେ ମର୍ମନ୍ତୁଦ ଦୁର୍ଘଟଣା । ଯାତ୍ରୀବାହୀ ଅଟୋକୁ ପିଟିଲା କାର୍‌ । ଯାହା ଫଳରେ ଡିଭାଇଡ଼ର ଉପରେ ଚଢିଗଲା ଅଟୋ। ଏଥିରେ ୨ଜଣ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ତୁରନ୍ତ ପିସିଆର୍‌ଙ୍କୁ ଖବର ଦିଆଯାଇଥିଲା । ସ୍ଥାନୀୟ ଲୋକେ ପିସିଆର୍‌ ପହଞ୍ଚି…

ଗାଜାରେ ଶରଣାର୍ଥୀ କ୍ୟାମ୍ପ ଉପରେ ଇସ୍ରାଏଲର ବୋମା ବର୍ଷା, ୬୮ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଗାଜାରେ ଇସ୍ରାଏଲ ଆକ୍ରମଣ ଜାରି ରଖିଛି। ଗାଜାରେ ଶରଣାର୍ଥୀ କ୍ୟାମ୍ପ ଉପରେ ଇସ୍ରାଏଲର ବୋମା ବର୍ଷା। ଶନିବାର ବିଳମ୍ବିତ ରାତିରେ ଗାଜା ଅଞ୍ଚଳର ଅଲ-ମଗାଜୀ ଶରଣାର୍ଥୀ ଶିବିରରେ ଏକ ଶକ୍ତିଶାଳୀ ବିସ୍ଫୋରଣ ଘଟିଛି। ଏଥିରେ ୬୮ ଶରଣାର୍ଥୀଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୧୨…

ଘନ କୁହୁଡ଼ିରେ ଲୁଚିଗଲା କୋଣାର୍କ ମନ୍ଦିର, ବ୍ଲାକ ପାଗୋଡ଼ା ଦେଖିବାରୁ ବଞ୍ଚିତ ହେଲେ ପର୍ଯ୍ୟଟକ

ଗୋପ / କାକଟପୁର (କେନ୍ୟୁଜ): ଘନ କୁହୁଡ଼ିରେ ଲୁଚିଗଲା କୋଣାର୍କ ମନ୍ଦିର। ଫଳରେ ପର୍ଯ୍ୟଟକମାନ ବ୍ଲାକ ପାଗୋଡ଼ା ଦେଖିବାରୁ ବଞ୍ଚିତ ହୋଇଥିଲେ। ବଡ଼ଦିନ ଉପଲକ୍ଷେ ଆଜି ସକାଳୁ ସୂର୍ଯ୍ୟ ମନ୍ଦିର ପରିସରରେ ପର୍ଯ୍ୟଟକଙ୍କ ଭିଡ଼ ଜମିଥିଲା। ହେଲେ ଏତେ କୁହୁଡ଼ି ଥିଲା ଯେ ପର୍ଯ୍ୟଟକମାନେ ବ୍ଲାକ ପାଗୋଡ଼ାର…

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର: ସୋମବାର ସତ୍ତ୍ବେ ବଡ଼ଦିନ ଓ ନୂଆବର୍ଷ ପାଇଁ ଖୋଲା ରହିବ ନନ୍ଦନକାନନ

ଭୁବନେଶ୍ୱର (କେନ୍ୟୁଜ): ନୂଆ ବର୍ଷକୁ ସ୍ବାଗତ କରିବା ଲାଗି ସବୁଠି ଆରମ୍ଭ ହୋଇଛି ଜୋରଦାର ସେଲିବ୍ରେସନ୍ । କିଏ ସାଙ୍ଗ ସାଥି ଓ ପରିବାର ସହ ପିକନିକ୍ ଯାଉଛି ତ ଆଉ କିଏ ବଣ ଭୋଜି ପାଇଁ ଯୋଜନା କରୁଛନ୍ତି । ସେହିପରି ଅନେକ ଲୋକ ଏବେଠାରୁ ଟ୍ରିପ୍ ରେ ବାହାରି ସାରିଛନ୍ତି । ତେବେ ବଡ଼ଦିନ ଓ…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ : ମହାପ୍ରଭୁ ଲିଙ୍ଗରରାଜ ପରେ କାଲିଠୁ ପ୍ରମୁଖ ପୀଠ ଓ ଧର୍ମଗୁରୁଙ୍କୁ…

ଭୁବନେଶ୍ୱର (କେନ୍ୟୁଜ): ୨୬ରୁ ସବୁ ପ୍ରମୁଖ ଦେବପୀଠକୁ 'ପରିକ୍ରମା' ନିମନ୍ତ୍ରଣ। ଜାନୁଆରୀ ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭ ଉଦଘାଟନ ହେବ। କାର୍ଯ୍ୟକ୍ରମକୁ ଅତ୍ୟନ୍ତ ଭବ୍ୟ ଭାବରେ ସମ୍ପାଦନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଦେଶର ବିଭିନ୍ନ…

ନୂଆବର୍ଷ ପୂର୍ବରୁ ଆକ୍ସନ ମୋଡରେ କମିସନରେଟ ପୋଲିସ, ଜାରି ହେଲା ନୂଆ ଗାଇଡ୍ ଲାଇନ

ଭୁବନେଶ୍ୱର (କେନ୍ୟୁଜ): ଆସୁଛି ନୂଆ ବର୍ଷ । ଧୁମଧାମରେ ଲୋକେ ଏହାକୁ ପାଳନ କରିବେ। ହୋଟେଲ, ଡ୍ୟାନ୍ସବାର, ପବ୍ ସେମତ କ୍ଲବରେ ବ୍ୟାପକ ପ୍ରସ୍ତୁତି । ୨୦୨୪କୁ ସ୍ୱାଗତ ପାଇଁ ହୋଟେଲ, ପବ୍, ଡ୍ୟାନ୍ସ ବାର ପ୍ରସ୍ତୁତ ରହିଛି। ହେଲେ ନୂଆବର୍ଷ ସେଲିବ୍ରେସନ ପୂର୍ବରୁ ଆକ୍ସନ ମୋଡରେ କମିସନରେଟ…

ଜଲଦି ଚେକ୍ କରନ୍ତୁ ଆଜିର ପେଟ୍ରୋଲ-ଡିଜେଲ ଦର; ଜାଣନ୍ତୁ କେତେ କମିଲା ମୂଲ୍ୟ

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୩ ଟଙ୍କା ୧୯ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୯୪ ଟଙ୍କା ୭୬ ପଇସା ରହିଛି। ଆସନ୍ତୁ ଏବେ ଦେଶର ପ୍ରମୁଖ ସହରରେ ପେଟ୍ରୋଲ ଓ ଡିଜେଲ ଦର କେତେ ରହିଛି ଥରେ ନଜର ପକାଇବା । ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୬ ଟଙ୍କା ୭୨ ପଇସା ଓ ଡିଜେଲ…