ରାଜ୍ୟରେ ନାହିଁ ଶୀତ, ଆହୁରି ୩ ଦିନ କଲବଲ କରିବ ଘନ କୁହୁଡ଼ି

ଭୁବନେଶ୍ୱର (କେନ୍ୟୁଜ): ଆଉ ୩ ଦିନ ଘନ କୁହୁଡ଼ି । ଓଡ଼ିଶା ଉପକୂଳ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ଗୁରୁଚାପ ବଳୟ ପ୍ରଭାବରେ ଉପକୂଳ ଓଡ଼ିଶା ସମେତ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଘନକୁହୁଡ଼ି ଜାରି ରହିଛି। ରାଜ୍ୟରେ ଶୀତ ନାହିଁ । କିନ୍ତୁ ଜନଜୀବନକୁ ପ୍ରଭାବିତ କରୁଛି କୁହୁଡ଼ି । ରାଜ୍ୟର ବିଭିନ୍ନ…

ଜାଲ୍ ନିଯୁକ୍ତି ପତ୍ର ନେଇ ଚାକିରି ପାଇଁ ଅନୁରୋଧ କରୁଥିଲେ ଯୁବତୀ, ଥାନାରେ ଅଟକ

ବଲାଙ୍ଗିର (କେନ୍ୟୁଜ): ବଲାଙ୍ଗିରରେ ପୁଣି ନକଲି ନଯୁକ୍ତି ପତ୍ର । ଥାନାରେ ଯୁବତୀ ଅଟକ । ବଲାଙ୍ଗିର DWO ଅଫିସରେ ଜାଲ ନିଯୁକ୍ତି ପତ୍ର ନେଇ ଚାକିରିରେ ଯୋଗଦେବାକୁ ଅନୁରୋଧ କଲେ ଜଣେ ଯୁବତୀ। ତେବେ ନିଯୁକ୍ତି ପତ୍ରଟି ନକଲି ଥିବା ନେଇ ସନ୍ଦେହ ହେବାରୁ ଵଲାଙ୍ଗିର ଟାଉନ ଥାନାରେ ଅଭିଯୋଗ କଲେ…

ପୂର୍ବ ଶତ୍ରୁତା: ଜେସିବି ଲଗାଇ ଶିକ୍ଷାବିତଙ୍କ ଘର ଭାଙ୍ଗିଦେଲେ ଦୁର୍ବୃତ୍ତ

ପୁରୀ (କେନ୍ୟୁଜ): ପୂର୍ବ ଶତ୍ରୁତାରୁ ଘର ଭାଙ୍ଗିଦେଲେ ଦୁର୍ବୃତ୍ତ । ବିଳମ୍ବିତ ରାତିରେ ଜେସିବି ଲଗାଇ ପିଙ୍କି ମହାନ୍ତିଙ୍କ ଘର ଭାଙ୍ଗିଦେଲେ ଦୁର୍ବୃତ୍ତ । ସିସିଟିଭିରେ କଏଦ ହୋଇଛି ସମସ୍ତ ଦୃଶ୍ୟ । ପୁରୀ ଜିଲ୍ଲା ନିମାପଡ଼ା ଗୋଲେଇ ଛକ ସିଦ୍ଧେଶ୍ୱର ମଣ୍ଡପ ଗଳିରେ ଗତକାଲି ବିଳମ୍ବିତ ରାତିରେ…

ଶ୍ରମିକଙ୍କ ଉପରେ ମାଡ଼ିଗଲା ଗାଡ଼ି: ୪ ମୃତ

ବରଗଡ଼ (କେନ୍ୟୁଜ): ବରଗଡ଼ ଜିଲ୍ଲା ମେଲଛାମୁଣ୍ଡା ଥାନା ବିର୍ଜାମ ଗାଁରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଶୋଇଥିବା ବେଳେ ଶ୍ରମିକଙ୍କ ଉପରେ ମାଡିଗଲା ଗାଡି ଫଳରେ ୪ ଜଣଙ୍କର ମୃତ୍ୟୁ ହୋଇଛି । ସମସ୍ତ ମୃତକ ମଧ୍ୟପ୍ରଦେଶର ବୋଲି ସୂଚନା ମିଳିଛି । ଚାଷୀଙ୍କ ପାଇଁ ନଳକୂପ ଖୋଳିବାକୁ ଆସିଥିଲା ଗାଡ଼ି…

ଯାଜପୁର: ହାତୀ ଆକ୍ରମଣରେ ବୃଦ୍ଧ ମୃତ

ଯାଜପୁର (କେନ୍ୟୁଜ): ହାତୀ ଆକ୍ରମଣରେ ବୃଦ୍ଧ ମୃତ । ଯାଜପୁର ଜିଲ୍ଲା କୋରାଇ ବ୍ଲକ ତଣ୍ଡରା ଗାଁରେ ଏହି ଘଟଣା ଘଟିଛି । ମୃତକ ହେଲେ ତଣ୍ଡରା ଗାଁର ଉପେନ୍ଦ୍ର କର। ନଦୀକୁ ଶୌଚ ପାଇଁ ଯାଇଥିବା ବେଳେ ହାତୀ ହାବୁଡରେ ପଡିଥିଲେ । ଦୁଇ ଦିନ ହେବ ସ୍ଥାନୀୟ ଅଞ୍ଚଳରେ ଉପଦ୍ରବ ଚଳାଇଛି ହାତୀ ।…

ଚେନ୍ନାଇରେ ଓଡ଼ିଆ ଯୁବକଙ୍କୁ ହତ୍ୟା, ବ୍ରହ୍ମପୁରରେ ଆତ୍ମସମର୍ପଣ କଲା ଅଭିଯୁକ୍ତ

ବ୍ରହ୍ମପୁର (କେନ୍ୟୁଜ): ଚେନ୍ନାଇରେ ଓଡ଼ିଆ ଯୁବକଙ୍କୁ ହତ୍ୟା । ବ୍ରହ୍ମପୁରରେ ଅଭିଯୁକ୍ତର ଆତ୍ମସମର୍ପଣ । ଗତ ୧୪ ତାରିଖରେ ହୋଇଥିଲା ହତ୍ୟାକାଣ୍ଡ । ଆତ୍ମସମର୍ପଣ କରିଥିବା ଅଭିଯୁକ୍ତର ନାଁ ବିଦୂର ମଲ୍ଲିକ । ଘର ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅଡୁଆ ଗାଁରେ । ୧୪ ତାରିଖ ମକର…

କୂଅରୁ ଯମଜ ଶିଶୁଙ୍କ ମୃତଦେହ ମିଳିବା ଘଟଣା: ହତ୍ୟା ପଛରେ ମା’ର ସମ୍ପୃକ୍ତି ଥିବା ସନ୍ଦେହ

ଅନୁଗୁଳ (କେନ୍ୟୁଜ): କୂଅରୁ ଯାଆଁଳା ଶିଶୁଙ୍କ ମୃତଦେହ ଉଦ୍ଧାର ଘଟଣାରେ ତନାଘନା ତଦନ୍ତ । ଥାନାରେ ମା' ଅଟକ । ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ବସଲା ପଞ୍ଚାୟତର ମୁଣ୍ଡାଢ଼ିପ ସାହିରୁ ଗତକାଲି କୂଅ ଭିତରୁ ଦୁଇ ଶିଶୁଙ୍କର ମୃତଦେହ ଉଦ୍ଧାର ହୋଇଥିଲା । ଏହାପରେ ହତ୍ୟା ସନ୍ଦେହ ବଢ଼ିଛି ।…

କମ୍ବିଂ ଅପରେସନ୍ ବେଳେ ନକ୍ସଲ-ସୁରକ୍ଷାକର୍ମୀ ମୁହାଁମୁହିଁ, ବହୁ ବିସ୍ଫୋରକ ସାମଗ୍ରୀ ଜବତ

ବୌଦ୍ଧ (କେନ୍ୟୁଜ): କମ୍ବିଂ ଅପରେସନ୍ ବେଳେ ନକ୍ସଲ-ସୁରକ୍ଷାକର୍ମୀ ମୁହାଁମୁହିଁ । ଗୁଳି ବିନିମୟରେ ଛତ୍ରଭଙ୍ଗ ଦେଲେ ମାଓବାଦୀ । ଧ୍ବଂସ ହେଲା ମାଓ କ୍ୟାମ୍ପ । ବୌଦ୍ଧ-କନ୍ଧମାଳ ସୀମାନ୍ତବର୍ତ୍ତୀ ବୁଢ଼ାଖୋଲ୍ ଜଙ୍ଗଲରେ ମାଓବାଦୀଙ୍କ କ୍ୟାମ୍ପକୁ ଧ୍ଵଂସ କରିଛି ସୁରକ୍ଷାବାହିନୀ । ବୁଢ଼ାଖୋଲ୍ ଓ…

ବଟି ମାଗି ବନ୍ଧାହେଲା ଗ୍ୟାଙ୍ଗଷ୍ଟର ସକିଲ୍ , ୪ ସହଯୋଗୀଙ୍କୁ ଗିରଫ କଲା ପୋଲିସ

କଟକ (କେନ୍ୟୁଜ): ପୁଣି ଗିରଫ ହେଲା ଗ୍ୟାଙ୍ଗଷ୍ଟର ସକିଲ୍ । ତାର ଅନ୍ୟ ଚାରି ସହଯୋଗୀ ମଧ୍ୟ ଗିରଫ ହୋଇଛନ୍ତି । ସେମାନଙ୍କୁ ଗିରଫ କରିଛି ସ୍ପେଶାଲ ସ୍ୱାଡ୍ । କଟକ ସଦର ଥାନା ଅଞ୍ଚଳରୁ ସକିଲ ଓ ୪ ସହଯୋଗୀଙ୍କୁ ଗିରଫ କରିଛି ପୋଲିସ । ଏଥିସହ ଜବତ ହୋଇଛି ବନ୍ଧୁକ ଓ ଗୁଳି । ଦାଦା ବଟି ଆଦାୟ ପାଇଁ…

ଅନ୍ଧବିଶ୍ୱାସ ନେଲା ଆଉ ଏକ ଜୀବନ, ଡାହାଣୀ ସନ୍ଦେହରେ ମହିଳାଙ୍କୁ ହତ୍ୟା କଲେ ଦିଅର ଓ ପୁତୁରା

ମୟୂରଭଞ୍ଜ (କେନ୍ୟୁଜ): ଅନ୍ଧବିଶ୍ୱାସ ନେଲା ଆଉ ଏକ ଜୀବନ । ଡାହାଣୀ ସନ୍ଦେହରେ ମହିଳାଙ୍କୁ ହତ୍ୟା । ଦିଅର ଓ ପୁତୁରା ହାତରେ ଯାଇଛି ମହିଳାଙ୍କ ଜୀବନ । ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଲହଣ୍ଡାକଚା ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ଏନେଇ ଅଭିଯୋଗ କରିଛନ୍ତି ମୃତ ମହିଳାଙ୍କ ସ୍ୱାମୀ ।…

ପାକ୍ ର ପାଲଟା ଜବାବ: ଇରାନର ଆତଙ୍କୀ ଆଡ୍ଡାରେ ମିସାଇଲ୍ ମାଡ଼ କଲା ପାକିସ୍ତାନ

ନୂଆଦିଲ୍ଲୀ : ପାକିସ୍ତାନର ବଲୁଚିସ୍ତାନ ପ୍ରଦେଶରେ ଇରାନ୍ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ହମଲା କରିବା ପରେ ତୀବ୍ର ହୋଇଛି ଦୁଇ ଦେଶ ମଧ୍ୟରେ ଉତ୍ତେଜନା । ଇରାନ ଏୟାରଷ୍ଟ୍ରାଇକର କଡ଼ା ଜବାବ ଦେଇଛି ପାକିସ୍ତାନ । ବଲୁଚିସ୍ତାନରେ ଇରାନର ଆତଙ୍କୀ ଆଡ୍ଡାରେ ମିସାଇଲ୍ ମାଡ଼ କରିଛି । ପାକିସ୍ତାନ ସେନା…

ରାମ ମନ୍ଦିରରେ ମୂର୍ତ୍ତି ପ୍ରବେଶ ସମାରୋହ ସମ୍ପନ୍ନ, ଆଜି ଗର୍ଭଗୃହରେ ସ୍ଥାପନ ହେବ ରାମଲାଲାଙ୍କ ବିଗ୍ରହ

ନୂଆଦିଲ୍ଲୀ : ପାଖେଇ ଆସୁଛି ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା । ୨୨ ଜାନୁଆରୀରେ ସିଂହାସନରେ ବସିବେ ରାମଲଲା । ଏଥିପାଇଁ ଜୋରଦାର୍‌ ଚାଲିଛି ପ୍ରସ୍ତୁତି । ରାମମନ୍ଦିରକୁ ନେଇ ପ୍ରତିଦିନ କିଛି ନା କିଛି ଖବର ସାମ୍ନାକୁ ଆସୁଛି । ସବୁଠି ରାମନାମ । ସବୁଠି ମର୍ଯ୍ୟାଦା ପୁରୁଷୋତ୍ତମଙ୍କ…