କିସ୍ ରେ ବିରାଟ ଅଭିଭାବକ ସମ୍ମିଳନୀ : ଏକଜୁଟ ହୋଇଛନ୍ତି ୧.୫ ଲକ୍ଷ ଜନଜାତି ଅଭିଭାବକ ଓ ଛାତ୍ରଛାତ୍ରୀ

ଭୁବନେଶ୍ୱର (କେନ୍ୟୁଜ): ଭୁବନେଶ୍ବର କିସ ବିଶ୍ବବିଦ୍ୟାଳୟରେ ଆଜି ଏକାଠି ହୋଇଛନ୍ତି ଲକ୍ଷାଧିକ ଅଭିଭାବକ । ଆୟୋଜିତ ହେଉଛି ବିରାଟ ଅଭିଭାବକ ସମ୍ମିଳନୀ । ବିଶ୍ୱର ସର୍ବବୃହତ ଆବାସିକ ଜନଜାତି ବିଶ୍ୱବିଦ୍ୟାଳୟ ଛାତ୍ର ଛାତ୍ରୀ ଓ ଅଭିଭାବକରେ ଭରପୂର ହୋଇ ଯାଇଛି। ଗୋଟିଏ ଜାଗାରେ ମିଳିତ ହୋଇଛନ୍ତି…

ମୟୂରଭଞ୍ଜରେ ଅସହ୍ୟ ଜାଡ଼ : ୧ ଡିଗ୍ରୀକୁ ଖସିଲା ଶିମିଳିପାଳ ତାପମାତ୍ରା

କରଞ୍ଜିଆ (କେନ୍ୟୁଜ): ଜାଡ଼ରେ ଥରୁଛି ସାରା ଓଡ଼ିଶା । ପଶ୍ଚିମରୁ ଦକ୍ଷିଣ, ଉତ୍ତରରୁ ଉପକୂଳ ସବୁଠି ଅସହ୍ୟ ଥଣ୍ଡା । ସବୁଠି ରାତିର ତାପମାତ୍ରା କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ୧ ଡିଗ୍ରୀକୁ ଖସିଲା ଶିମିଳିପାଳ ତାପମାତ୍ରା। ଶିମିଳିପାଳରେ ଏବେ ଘାସ ପଡ଼ିଆର ଶିଶିର ବୁନ୍ଦା ସବୁ ବରଫ…

ବୋରୱେଲରୁ ଶିଶୁ ଉଦ୍ଧାର ଘଟଣା: ୬ ଦିନ ପରେ ଆଇସିୟୁରୁ ବାହାରିଲା କୁନି ଝିଅ

ସମ୍ବଲପୁର (କେନ୍ୟୁଜ): ଆଇସିୟୁରୁ ବାହାରିଲା ବୋରୱେଲରୁ ଉଦ୍ଧାର ହୋଇଥିବା ନବଜାତ ଶିଶୁ କନ୍ୟା। ଦୀର୍ଘ ୬ ଦିନ ଧରି ଏହି ଶିଶୁ କନ୍ୟାଙ୍କୁ ଆଇସିୟୁରେ ଭର୍ତ୍ତି କରି ରଖାଯାଇଥିଲା । ଏବେ ସ୍ୱାସ୍ଥ୍ୟାବସ୍ଥାରେ ସାମାନ୍ୟ ସୁଧାର ଆସିବାରୁ ଆଇସିୟୁରୁ ବାହାରକୁ ଅଣାଯାଇଛି । ଦୁଇ ଦିନ ତଳେ କ୍ଷୀର…

ଠାକୁରଙ୍କୁବି ଛାଡିଲେନି, ସାକ୍ଷୀଗୋପାଳ ମଦନମୋହନ ମନ୍ଦିରରୁ ସୁନା ଅଳଙ୍କାର ଲୁଟ

ପିପିଲି (କେନ୍ୟୁଜ): ଠାକୁରଙ୍କୁବି ଛାଡିଲେନି । ଲୁଟିନେଇଗଲେ ଠାକୁରଙ୍କ ସୁନା ଅଳଙ୍କାର । ପୁରୀ ଜିଲ୍ଲା ସାକ୍ଷୀଗୋପାଳ ମନ୍ଦିର ପରିସରରେ ଥିବା ମଦନମୋହନ ମନ୍ଦିରରୁ ଚୋରି । ଗତକାଲି ବିଳମ୍ବିତ ରାତିରେ ସିସିଟିଭି ଭାଙ୍ଗି ମନ୍ଦିରରୁ ସୁନା ଅଳଙ୍କାର ସହ ଟଙ୍କା ଲୁଟ କରିଛନ୍ତି ଦୁର୍ବୃତ୍ତ ।…

ଜାଣି ରଖନ୍ତୁ ଆଜି ଆପଣଙ୍କ ସହରରେ ଲିଟର ପିଛା କେତେ ରହିଛି ପେଟ୍ରୋଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୩ ଟଙ୍କା ୦୪ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୯୪ ଟଙ୍କା ୬୧ ପଇସା ରହିଛି। ସେହିପରି ଦେଶର ପ୍ରମୁଖ ସହରରେ ପେଟ୍ରୋଲ ଓ ଡିଜେଲ ଦର କେତେ ରହିଛି ଆସନ୍ତୁ ନଜର ପକାଇବା । ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୬ ଟଙ୍କା ୭୨ ପଇସା ଓ ଡିଜେଲ…

ବଢ଼ିଲା ସୁନା ଦର, ଆଜି ରାଜଧାନୀ ଭୁବନେଶ୍ୱରରେ କେତେ ଅଛି ମୂଲ୍ୟ….

ବିବାହ ସିଜିନ ଆରମ୍ଭରୁ ଲଗାତାର ଭାବରେ ବଢୁଛି ଦାମ୍ । ଅନ୍ତର୍ଜାତୀୟ ବଜାରରେ ସୁନା ଦର ବଢୁଥିବାରୁ ଘରୋଇ ବଜାରରେ ଦର ବଢୁଛି । ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୭,୧୩୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୬୨,୩୭୦ ଟଙ୍କା…

ଆଜିଠୁ ଆରମ୍ଭ ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ୍; ଟିମ୍ ଇଣ୍ଡିଆର ନେତୃତ୍ୱ ନେବେ କେଏଲ ରାହୁଲ

ବିଶ୍ବକପ ପରେ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକା ବିରୋଧରେ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ । ଭାରତୀୟ ସମୟ ଦିନ ଗୋଟାଏ ୩୦ ମିନିଟରେ ଜୋହାନ୍ସବର୍ଗରେ ପ୍ରଥମ ଦିନିକିଆ ଖେଳାଯିବ । ରୋହିତ ଶର୍ମା, ବିରାଟ କୋହଲିଙ୍କ ଅନୁପସ୍ଥିତିରେ କେଏଲ ରାହୁଳଙ୍କ ନେତୃତ୍ବରେ ଦଳ ପଡିଆକୁ ଓହ୍ଲାଇବ ।…

ପୁଣି ଚିନ୍ତା ବଢ଼ାଇଲାଣି କରୋନା : କେରଳର ମହିଳାଙ୍କ ନିକଟରୁ ଚିହ୍ନଟ ହେଲା ସବ୍-ଭାରିଆଣ୍ଟ JN.1

ନୂଆଦିଲ୍ଲୀ : କେରଳରେ କୋଭିଡ ଭାରିଆଣ୍ଟର ଉପପ୍ରଜାତି। ସବ ଭାରିଆଣ୍ଟ JN.1 ଚିହ୍ନଟ ହୋଇଛି। BA.2.86 ର ଏହା ବଂଶଜ। ଏହାର ପ୍ରଭାବ କଣ ରହିବା ତା ଉପରେ ନଜର ରଖିଛନ୍ତ ସ୍ବାସ୍ଥ୍ୟ ବିଶେଷଜ୍ଞ। ସୂଚନା ମୁତାବକ, କେରଳର ଜଣେ ୭୯ ବର୍ଷୀୟା ମହିଳାଙ୍କ ଠାରେ ଇନଫ୍ଲୁଏଞ୍ଜା ଭଳି ସମାନ୍ୟ ଲକ୍ଷଣ…

ବହୁରୂପୀ ଈଶାନ ବୁଖାରୀର ଖେଳ ଖତମ : ଯାଜପୁରରେ ରହି କେଉଁ କାମ କରୁଥିଲା ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ଯାଜପୁର (କେନ୍ୟୁଜ): କଶ୍ମୀରର ସନ୍ଦିଗ୍ଧ ଆତଙ୍କବାଦୀ ଯାଜପୁରରୁ ଗିରଫ ପରେ ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ। ଗତକାଲି ଆତଙ୍କବାଦୀ ସଂପୃକ୍ତି ସଂଦେହରେ ଧର୍ମଶାଳା ନେଉଳପୁରରୁ କୁପୱାଡାର ସୟଦ ଇସାନ ବୁଖାରୀକୁ ଗିରଫ ହୋଇଛି । ତା ବିରୋଧରେ ଠକେଇ, ଜାଲିଆତି ଓ ଦେଶବିରୋଧୀ…

ଦୁଇ ଦିନିଆ ଗଞ୍ଜାମ ଗସ୍ତରେ 5T: ଏମକେସିଜି ମେଡିକାଲ କଲେଜର ବିକାଶର କଲେ ସମୀକ୍ଷା

ବ୍ରହ୍ମପୁର (କେନ୍ୟୁଜ): MKCGରେ ବିକାଶ ସମୀକ୍ଷା। ଆଜି ସକାଳୁ ୫ଟି ତଥା ନବୀନ ଓଡିଶା ଆମ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବ୍ରହ୍ମପୁର ଏମକେସିଜି ମେଡିକାଲରୁ ତାଙ୍କ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ସେଠାରେ ନିର୍ମାଣଧୀନ କ୍ୟାନ୍ସର ହସ୍ପିଟାଲର ସମୀକ୍ଷା କରିବା ସହ ମେଡିକାଲର ବିକାଶ…

ଜାଡ଼ରେ ଥରୁଛି ସାରା ଓଡ଼ିଶା, ଟ୍ବିନସିଟିରେ ୧୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ୱର (କେନ୍ୟୁଜ): ଖସୁଛି ପାରଦ, ବଢ଼ୁଛି ଶୀତ। ଜାଡ଼ରେ ଥରୁଛି ସାରା ଓଡ଼ିଶା । ପଶ୍ଚିମରୁ ଦକ୍ଷିଣ, ଉତ୍ତରରୁ ଉପକୂଳ ସବୁଠି ଅସହ୍ୟ ଥଣ୍ଡା । ସବୁଠି ରାତିର ତାପମାତ୍ରା କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ୬ ସହରର ପାରଦ ୧୦ ଡିଗ୍ରୀ ତଳକୁ ଖସିଛି । ୧୫ ଡିଗ୍ରୀ ତଳେ ରହିଛି ୨୩ ସହରର…