Below header

କୋରାପୁଟ ପଟାଙ୍ଗିରେ ଲଙ୍କାକାଣ୍ଡ, ମଦ ଭାଟି ବନ୍ଦ ନକଲେ ମୁଣ୍ଡକାଟ କରିବାକୁ ବ୍ୟାନର

କୋରାପୁଟ (କେନ୍ୟୁଜ୍) : କୋରାପୁଟ ଜିଲ୍ଲା ପଟାଙ୍ଗୀର ଏକ ମଦ ଭାଟିରେ ଲଙ୍କାକାଣ୍ଡ । ତିନିଟି ଗାଡ଼ି ସହ ଗୋଟିଏ ଜେନେରେଟର ପୋଡ଼ି ଦିଆଯାଇଛି । ମଦ ଭାଟିର ପ୍ରବେଶ ପଥରେ ଲାଲ କପଡ଼ାରେ ମଦ ଭାଟି ବନ୍ଦ ନକଲେ ମୁଣ୍ଡକାଟ ହେବ ବୋଲି ଲେଖା ଯାଇଛି । ତେଣୁ ମାଓବାଦୀ ଏପରି ପୋଡାଜଳା କରିଥିବା ସନ୍ଦେହ…

କଣ ଆପଣଙ୍କୁ ମିଳୁଛି ଏହି ସବୁ ସଂକେତ, ତେବେ କୁଣ୍ଡଳୀରେ ରହିଛି ଅଶୁଭ ଯୋଗ

ଯଦି କୌଣସି ବ୍ୟକ୍ତିଙ୍କ କୁଣ୍ଡଳୀରେ ଗ୍ରହ ଅଶୁଭ କିମ୍ବା ବିପରୀତ ଘରେ ରହିଥାନ୍ତି ତେବେ ସେହି ବ୍ୟକ୍ତିଙ୍କର ସମସ୍ୟା ଅଧିକ ବଢିଯାଇଥାଏ। କାରଣ ଅଶୁଭ ଗ୍ରହ କୁଣ୍ଡଳୀରେ ବିପରୀତ ପ୍ରଭାବ ପକାଇଥାଏ। ଏହାଦ୍ବାରା କିଛି ସଂକେତ ମଧ୍ୟ ଦେଖିବାକୁ ମିଳିଥାଏ। ତେବେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ…

ଦକ୍ଷିଣ ଭାରତରେ ବନ୍ୟା ସ୍ଥିତି ଭୟଙ୍କର, ୫ ରାଜ୍ୟରେ ବନ୍ୟା ଜନିତ ମୃତ୍ୟୁ ସଂଖ୍ୟା ୭୦ରୁ ଅଧିକ

ଦକ୍ଷିଣ ଭାରତରେ ବନ୍ୟା ସ୍ଥିତି ଭୟଙ୍କର । ମହାରାଷ୍ଟ୍ର, କେରଳ, କର୍ଣ୍ଣାଟକ, ଗୁଜରାଟ ଓ ତାମିଲନାଡୁରେ ପ୍ରବଳ ବର୍ଷା ଯୋଗୁ ସ୍ଥିତି ସଂଗୀନ । ୫ ରାଜ୍ୟରେ ବନ୍ୟା ଜନିତ ମୃତ୍ୟୁ ସଂଖ୍ୟା ୭୦ରୁ ଅଧିକ ହୋଇଛି । ଦୁଇ ଦିନ ଭିତରେ କେରଳରେ ବନ୍ୟା ଜନିତ ମୃତ୍ୟୁ ସଂଖ୍ୟା ୩୯ ହୋଇଛି । ସେହିପରି ୧୭ରୁ…

ସମ୍ବଲପୁର : ୧୯ ଦିନ ହେବ ଖାଲି ପଡ଼ିଛି ଏସ୍‌ପି ପଦ, ବଢ଼ି ଚାଲିଛି ହତ୍ୟା, ରାହାଜାନୀ ଏବଂ ବଳତ୍କାର

ସମ୍ବଲପୁର (କେନ୍ଯୁଜ୍) : ପଶ୍ଚିମ ଓଡ଼ିଶାର ପ୍ରାଣକେନ୍ଦ୍ର ସମ୍ବଲପୁର ଜିଲ୍ଲାରେ ୧୯ ଦିନ ହେବ ଖାଲି ପଡ଼ିଛି ଏସ୍‌ପି ପଦ । ଫଳରେ ହତ୍ୟା, ରାହାଜାନୀ, ବଳତ୍କାର ଭଳି ଘଟଣା ବଢ଼ି ଚାଲିଛି । ଗତ ୨୫ ତାରିଖରେ ସହରରେ ସ୍ପଷ୍ଟ ଦିବାଲୋକରେ ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଛନ୍ତି ଦୁର୍ବୃତ୍ତ…

କେନ୍ଦ୍ରମନ୍ତ୍ରୀଙ୍କ ଅଚାନକ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟ ଗସ୍ତ

ବାଲେଶ୍ୱର(କେନ୍ୟୁଜ୍): କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ଅଚାନକ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ । ମନ୍ତ୍ରୀଙ୍କ ଗସ୍ତ ପରେ ବାଲେଶ୍ୱର ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ମଧ୍ୟ ପହଞ୍ଚିଥିଲେ । ମେଡିକାଲର ପରିମଳ ବ୍ୟବସ୍ଥାକୁ ନେଇ କେନ୍ଦ୍ରମନ୍ତ୍ରୀ ଉଦ୍‌ବେଗ ପ୍ରକାଶ…

ବଳାତ୍କାର ଓ ହତ୍ୟା ମାମଲାର ଶୁଣାଣି, ଆଜୀବନ କାରାଦଣ୍ଡ ଦେଲେ କଟକ ଜିଲ୍ଲା ଓ ଦୌରାଜଜ୍

କଟକ (କେନ୍ୟୁଜ୍) : ବଳାତ୍କାର ଓ ହତ୍ୟା ମାମଲାର ଶୁଣାଣି କରି ଦୋଷୀକୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି କଟକ ଜିଲ୍ଲା ଓ ଦୌରାଜଜ୍ । ଅଭିଯୁକ୍ତ ବାବୁନା ଓରଫ ଦୁର୍ଗା ପ୍ରସାଦ ଦାଶଙ୍କୁ ଆଜୀବନ କାରାଦଣ୍ଡ, ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ୩ ବର୍ଷ ଜେଲ୍ ଓ ବଳାତ୍କାର ମାମଲାରେ ୧୦ ବର୍ଷ…

ସାମାନ୍ୟ ହେଉଛି କଶ୍ମୀର ସ୍ଥିତି, ୧୪୪ ଧାରା ହଟିବା ପରେ ଆଜିଠୁ ଖୋଲିଲା ସ୍କୁଲ କଲେଜ

ଶ୍ରୀନଗର: ସାମାନ୍ୟ ହେଉଛି କଶ୍ମୀର ସ୍ଥିତି । ୧୪୪ ଧାରା ହଟିବା ପରେ ଆଜିଠୁ ସ୍କୁଲ କଲେଜ ଖୋଲିଛି । ସ୍କୁଲ ବସ୍‌ରେ ପିଲାମାନେ ସ୍କୁଲ ଯାଉଛନ୍ତି । ଧାରା ୩୭୦ ହଟାଇବାକୁ ନେଇ ଜମ୍ମୁକଶ୍ମୀରରେ ୧୪୪ ଧାରା ଲଗାଯାଇଥିଲା।

ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ବଢୁଛି ହୀରାକୁଦର ଜଳସ୍ତର

ସମ୍ବଲପୁର (କେନ୍ୟୁଜ୍) : ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ବଢୁଛି ହୀରାକୁଦର ଜଳସ୍ତର । ଏବେ ହୀରାକୁଦ ଡ୍ୟାମ ଜଳସ୍ତର ରହିଛି ୬୧୦.୩୯ ଫୁଟ୍ । ଡ୍ୟାମକୁ ସେକେଣ୍ଡ ପିଛା ୧ ଲକ୍ଷ ୮୩ ହଜାର ୬୧୫ କ୍ୟୁସେକ ଜଳ ପ୍ରବେଶ କରୁଛି । ସେହିପରି ସେକେଣ୍ଡ ପିଛା ୧୬ ହଜାର ୯୨୯ କ୍ୟୁସେକ ଜଳ ନିଷ୍କାସିତ…

ବର୍ଷାର ଆଗମନକୁ ନଜରରେ ରଖି ଚାଷ ଆରମ୍ଭ କରିଛନ୍ତି ଚାଷୀ

ଗଞ୍ଜାମ(କେନ୍ୟୁଜ୍): ଗଞ୍ଜାମ ଜିଲ୍ଲାର କିଛି ସ୍ଥାନରେ ଲଘୁଚାପ ଜନିତ ବର୍ଷା ଜାରି ରହିଛି । ଆଉ କିଛି ସ୍ଥାନରେ ପାଗ ଶୁଖିଲା ରହିଛି । ବର୍ଷାକୁ ଦେଖି ଚାଷୀମାନେ ଚଳଚଞ୍ଚଳ ହୋଇଥିବା ବେଳେ କିଛି ସ୍ଥାନରେ ଜମିରେ ଆବଶ୍ୟକ ପରିମାଣ ପାଣି ନାହିଁ । ଜିଲ୍ଲାର ଭଞ୍ଜନଗର, ବେଲଗୁଣ୍ଠା, ଆସିକା,…

କଟକ: ମରଣ ଯନ୍ତା ପାଲଟିଛି ସୁନ୍ଦରପୁର ଅଞ୍ଚଳର ରାସ୍ତା

କଟକ(କେନ୍ୟୁଜ୍): ମରଣ ଯନ୍ତା ପାଲଟିଛି କଟକ ଜିଲ୍ଲା କଣ୍ଟାପଡା ବ୍ଲକ ପାଟ ସୁନ୍ଦରପୁର ଅଞ୍ଚଳର ରାସ୍ତା । ରାସ୍ତା ମଝିରେ ସୃଷ୍ଟି ହୋଇଛି ବଡ଼ବଡ଼ ଗାତ । ଗତ ୩ବର୍ଷ ତଳେ ଡ୍ରେନେଜ ବିଭାଗ ପକ୍ଷରୁ ଲକ୍ଷଲକ୍ଷ ଟଙ୍କା ବିନିମୟରେ ଓଭରବ୍ରିଜ୍‌ ନିର୍ମାଣ କରାଯାଇଥିଲା । ହେଲେ ବ୍ରିଜକୁ ସଂଯୋଗ…

କଟକ : ଦିନକ ପାଇଁ ଅଦାଲତ କାର୍ଯ୍ୟକୁ ବର୍ଜନ କଲେ ଆଇନଜୀବୀ

କଟକ (କେନ୍ୟୁଜ୍) : ଦିନକ ପାଇଁ ଓଡିଶା ହାଇକୋର୍ଟ ସମେତ କଟକର ସମସ୍ତ ଅଦାଲତ କାର୍ଯ୍ୟକୁ ବର୍ଜନ କରିଛନ୍ତି ଆଇନଜୀବୀ । ହାଇକୋର୍ଟ ବାର ଆସୋସିଏସନର ନିଷ୍ପତ୍ତି ଅନୁଯାୟୀ ହାଇକୋର୍ଟଙ୍କର କୌଣସି ଅଦାଲତକୁ ଆଇନଜୀବୀମାନେ ଯାଇ ନଥିଲେ । ସେହିଭଳି କଟକର ସମସ୍ତ ନିମ୍ନ ଅଦାଲତକୁ ମଧ୍ୟ ଆଇନଜୀବୀ…

କାମାକ୍ଷାନଗର : ଫାଇଲେରିଆ ଔଷଧ ଖାଇ ୨୨ ଜଣ ଛାତ୍ରଛାତ୍ରୀ ଅସୁସ୍ଥ

କାମାକ୍ଷାନଗର (କେନ୍ୟୁଜ୍) : ବାରୁଆ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟରେ ଫାଇଲେରିଆ ଔଷଧ ଖାଇ ୨୨ ଜଣ ଛାତ୍ରଛାତ୍ରୀ ଅସୁସ୍ଥ । ସେମାନଙ୍କୁ ଅଁଳାବେରଣୀ ମେଡିକାଲରେ ଭର୍ତ୍ତି କରାଯାଇଛି । ମଧ୍ୟାହ୍ନରେ ଖାଇବା ପରେ ପିଲାମାନଙ୍କୁ ଫାଇଲେରିଆ ଔଷଧ ଦିଆଯାଇଥିଲା । ହେଲେ ପିଲାମାନେ ଅସୁସ୍ଥ ହୋଇପଡ଼ିବାରୁ…