Below header

ଅନ୍ତର୍ଜାତୀୟ ବନ୍ଦରର ମାନ୍ୟତା ପାଇବା ପରେ ପାରାଦୀପ ବନ୍ଦରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ପାରାଦୀପ(କେନ୍ୟୁଜ୍): ପାରାଦୀପ ବନ୍ଦର ଅନ୍ତର୍ଜାତୀୟ ବନ୍ଦରର ମାନ୍ୟତା ପାଇବା ପରେ ପ୍ରତି ଦିନ ବିଦେଶରୁ ମାଲବାହୀ ଜାହାଜ ଏଠାକୁ ଯାତାୟତ କରୁଛି । ସୁରକ୍ଷା ଦୃଷ୍ଟିରୁ ପାରାଦୀପ ଆଦର୍ଶ ଥାନା ସମେତ ୨ଟି ମେରାଇନ୍‌ ଥାନା କାମ କରୁଛି । ସମୁଦ୍ରପଥର ସୁରକ୍ଷା ପାଇଁ ବୋର୍ଟ, ଗାଡ଼ି ଓ ଷ୍ଟାଫ୍‌…

ଗଞ୍ଜାମ: କୃମି ନାଶକ ଔଷଧ ଖାଇ ୫ ଛାତ୍ରୀ ଅସୁସ୍ଥ

ଗଞ୍ଜାମ(କେନ୍ୟୁଜ୍): କୃମି ନାଶକ ଔଷଧ ଖାଇ ୫ ଛାତ୍ରୀ ଅସୁସ୍ଥ । ଗଞ୍ଜାମ କବିସୂର୍ଯ୍ୟନଗର ବ୍ଲକ୍‌ ଜରଡ଼ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଗତ ବୁଧବାର ଛାତ୍ରଛାତ୍ରୀମାନଙ୍କୁ କୃମିନାଶକ ଔଷଧ ଖାଇବାକୁ ଦିଆଯାଇଥିଲା । ଔଷଧ ଖାଇ ୮ ଜଣ ଛାତ୍ରୀ ଅସୁସ୍ଥ ହୋଇପଡ଼ିଥିଲେ ।…

ବାଲେଶ୍ୱର: ପୋଲିସ ହେପାଜତରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ

ବାଲେଶ୍ୱର(କେନ୍ୟୁଜ୍): ବାଲେଶ୍ୱର ଜିଲ୍ଲା ଶିଳ୍ପାଞ୍ଚଳ ଥାନା ପୋଲିସ ହେପାଜତରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ ନେଇ ଉତ୍ତେଜନା । ମୃତ ଯୁବକଙ୍କ ନାଁ ରତିକାନ୍ତ ଦାସ । ରେମୁଣା ଗୋଲେଇ ମାଆ କାଳୀ ହୋଟେଲରେ ଚୋରା ମଦ କାରବାର ଅଭିଯୋଗରେ ରତିକାନ୍ତକୁ ଉଠାଇ ଆଣିଥିଲା ଶିଳ୍ପାଞ୍ଚଳ ଥାନା ପୋଲିସ । ସେ…

ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଅସୁସ୍ଥ, ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ସୂଚନା

ନୂଆଦିଲ୍ଲୀ(କେନ୍ୟୁଜ୍): ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଅସୁସ୍ଥ । ତାଙ୍କୁ ଦିଲ୍ଲୀ ସ୍ଥିତ ଏମ୍‌ସରେ ଭର୍ତ୍ତି କରାଯାଇଛି । ଗତକାଲି ସକାଳେ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଏମ୍ସରେ ଆଡମିଟ୍‌ କରାଯାଇଛି । ଜେଟଲୀଙ୍କୁ କାର୍ଡିଓ ନ୍ୟୁରୋ ୱାର୍ଡରେ…

ଜାଣନ୍ତୁ କେମିତି କଟିବ ଆଜିର ଦିନ

ମେଷ : ଆଜି ଆପଣ ନିଜ ଶତ୍ରୁଙ୍କ ଠାରୁ ଦୂରେଇ ରୁହନ୍ତୁ। ନିଜେ ସର୍ବଦା ସକରାତ୍ମକ ଭାବନାରେ ରୁହନ୍ତୁ। ବୃଷ : କିଛି ଲୋକମାନେ ଆଜି ଆପଣଙ୍କୁ ହଇରାଣ କରିପାରନ୍ତି। ଏହିକାରଣରୁ ସତର୍କତା ଅବଲମ୍ବନ କରନ୍ତୁ। ମିଥୁନ : ଆଜି ଆପଣ ନିଜ କ୍ଷମତା ବଳରେ ପ୍ରତ୍ଯେକ ସମସ୍ଯାର ସାମ୍ନା…

ଶ୍ରୀନଗରକୁ ଯାଇ ପାରିଲେନି ସିପିଆଇଏମ ମହାସଚିବ ସୀତାରାମ ୟେଚୁରୀ, ରାଜ୍ୟପାଳଙ୍କ ମାଗିଥିଲେ ଅନୁମତି

ଶ୍ରୀନଗରକୁ ଯାଇପାରିଲେନି ସିପିଆଇଏମ ମହାସଚିବ ସୀତାରାମ ୟେଚୁରୀ ସିପିଆଇ ନେତା ଡି. ରାଜା । ଶ୍ରୀନଗର ଏୟାରପୋର୍ଟରୁ ବାହାରକୁ ଯିବାକୁ ତାଙ୍କୁ ଅନୁମତି ମିିଳି ନଥିଲା। ଶ୍ରୀନଗର ଗସ୍ତ ସଂପର୍କରେ ସେ ଗତକାଲି ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କୁ ପତ୍ର ଲେଖି ଅନୁମତି ମାଗିଥିଲେ ଏବଂ ତାଙ୍କୁ…

ଇଣ୍ଟରନ୍ୟାସନାଲ ଆର୍ମି ସ୍କାଉଟ ମାଷ୍ଟର ପ୍ରତିଯୋଗିତାରେ ୭ ଦେଶର ସେନାକୁ ହରାଇ ଭାରତୀୟ ସେନା ପ୍ରଥମ

ଇଣ୍ଟରନ୍ୟାସନାଲ ଆର୍ମି ସ୍କାଉଟ ମାଷ୍ଟର ପ୍ରତିଯୋଗିତାରେ ଭାରତୀୟ ଆର୍ମୀର କାରନାମା। ଏହି ପ୍ରତିଯୋଗିତାରେ ୭ଟି ଦେଶର ସେନାଙ୍କୁ ହରାଇ ପ୍ରଥମ ସ୍ଥାନ ଅଧିକାର କରିଛି ଭାରତୀୟ ସେନା। ରାଜସ୍ଥାନର ଜୈସାଲମେରରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ୮ଟି ଦେଶ ଏହି ପ୍ରତିଯୋଗିତାରେ ଭାଗ…

ମାଲକାନଗିରି: ଆଶ୍ଚର୍ଯ୍ୟ ଲାଗିଲେ ବି ସତ, ଚୋରକୁ ଧରିଲା ଲାଠି

ଚୋରକୁ ଧରିଲା ଲାଠି । ଧରାପଡିଲା ଚୋରୀ ହୋଇଥିବା ମୂର୍ତ୍ତି । ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକର ପୁରୁଣାଗମା ଗାଁରେ । କିଛି ଦିନ ତଳେ ଗାଁର ପୂରାତନ ଭୈରବୀ ମୂର୍ତ୍ତିକୁ କେହି ଚୋରି କରି ନେଇଥିଲେ । ଏହା ପରେ ଗାଁ ଲୋକ ଲାଠି ବୁଲାଇଥିଲେ । ତେବେ ଲାଠିଟି ଗାଦିପୁଟ ଗାଁର ଚୋର…

ରାଜ୍ୟରେ ଆସିବ ନୂଆ କୃଷି ନୀତି, ସବୁ ବର୍ଗର ଲୋକଙ୍କ ମତାମତ ନେଇ ଚୂଡ଼ାନ୍ତ କୃଷି ନୀତି ହେବ ପ୍ରସ୍ତୁତ

ପ୍ରକାଶ ପାଇଲା ଚିଠା କୃଷି ନୀତି-୨୦୧୯ । ରାଜ୍ୟ ସରକାରଙ୍କ ଫୋକସରେ କାଳିଆ ଯୋଜନା । ଚାଷୀଙ୍କୁ ଆର୍ଥିକ କ୍ଷେତ୍ରରେ ସଶକ୍ତ କରୁଥିବା କାଳିଆ ଯୋଜନାକୁ ଆଗାମୀ ୫ ବର୍ଷ ଯାଏଁ ଚାଲୁ ରଖିବା ପାଇଁ ପ୍ରସ୍ତାବ ଦିଆଯାଇଛି। ଚାଷୀଙ୍କ ଆୟକୁ ବହୁଗୁଣିତ କରିବା ପାଇଁ ନୂଆ କୃଷି ନୀତି ଲାଗି ପ୍ରସ୍ତୁତ…

ସ୍ମାର୍ଟ ଚୁଡ଼ି, ବିପଦବେଳେ ପଠାଇବ ଲାଇଭ ଲୋକେସନ ଛୁଇଁଲେ ଲାଗିବ ଇଲେକ୍ଟ୍ରିକ କରେଣ୍ଟ

ମହିଳାମାନଙ୍କ ସୁରକ୍ଷା ପାଇଁ ସବୁବେଳେ ପ୍ରଶ୍ନ ଉଠିଥାଏ ଏବଂ ଏହି ସୁବିଧା ନିମନ୍ତେ ସବୁବେଳେ କିଛିନାକିଛି ଆବିଷ୍କାର ହୋଇଥାଏ । ବର୍ତ୍ତମାନ ପର୍ଯ୍ୟନ୍ତ ମହିଳାମାନଙ୍କ ପାଇଁ ବଜାରରେ ଏକ ଲକେଟ ଆସିଥିଲା ଯେଉଁଥିରେକି ଲାଇଭ ଲୋକେସନ ପଠାଇବା ଭଳି ଇମରଜେନ୍ସି ସୁବିଧା ଥିଲା । କିନ୍ତୁ…

୩୦ଟି ଜିଲ୍ଲା ପାଇଁ ଯୋଜନା କମିଟିର ଅଧ୍ୟକ୍ଷ ନିଯୁକ୍ତ, କାହାକୁ ମିଳିଛି କେଉଁ ଜିଲ୍ଲା?

୩୦ଟି ଜିଲ୍ଲା ପାଇଁ ଯୋଜନା କମିଟିର ଅଧ୍ୟକ୍ଷ ନିଯୁକ୍ତ । ମୟୂରଭଞ୍ଜ ଜିଲ୍ଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ହୋଇଛନ୍ତି ପ୍ରତାପ ଜେନା । ସେହିପରି ବାଲେଶ୍ୱର ପାଇଁ ଅନନ୍ତ ଦାସ, ଭଦ୍ରକରେ ବ୍ୟୋମକେଶ ରାୟ, ଯାଜପୁରରେ ସମୀର ରଞ୍ଜନ ଦାସ, କେନ୍ଦ୍ରାପଡ଼ାରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ,…

ବିଶ୍ବ ଜନଜାତି ଦିବସରେ କିସରେ ଉତ୍ସବର ଆସର, ରିଲିଜ୍‌ ହେଲା ୨ଟି ଆନିମେସନ୍‌ ଭିଡିଓ ଓ ପୁସ୍ତକ

ଆଜି ବିଶ୍ୱ ଜନଜାତି ଦିବସ । କିସ୍‌ରେ ଜନଜାତି ଦିବସକୁ ଧୂମଧାମରେ ପାଳନ କରାଯାଇଛି । କାର୍ଯ୍ୟକ୍ରମରେ ହଜାରେରୁ ଅଧିକ ଜନଜାତି ଛାତ୍ରଛାତ୍ରୀ ଯୋଗ ଦୋଇଥିବା ବେଳେ ଉପସ୍ଥିତ ଅତିଥିମାନେ ଜନଜାତି ଭାଷା ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ଜନଜାତି ଭାଷାରେ ଲିଖିତ ପୁସ୍ତକ ଉନ୍ମୋଚନ କରାଯିବା…