Below header

ସ୍ତ୍ରୀର ମୃତ୍ୟୁ ପରେ ସ୍ୱାମୀର ବିଷପାନ, ସଙ୍କଟାପନ୍ନ ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ନୟାଗଡ଼ (କେନ୍ୟୁଜ୍) : ସ୍ତ୍ରୀର ମୃତ୍ୟୁ ପରେ ସ୍ୱାମୀର ବିଷପାନ। ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ପାର୍ବତୀପୁର ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। କାଚରା ଟାଙ୍ଗି ଗାଁର କଲ୍ୟାଣୀ ଗୋଛି ଗତ ତିନିମାସ ତଳେ ପାର୍ବତୀପୁରର ଅକୃର ସ୍ୱାଇଁଙ୍କୁ ବିବାହ କରିଥିଲେ। ତେବେ ଆଜି ସକାଳେ…

ପର୍ଯ୍ୟଟନସ୍ଥଳୀ ତାଳସାରିରେ ଅସଦାଚରଣର ଶିକାର ହେଲେ ଦୁଇ କଲେଜ ଛାତ୍ରୀ, ଦୁର୍ବ୍ୟବହାରର ଭିଡିଓ ଭାଇରାଲ

ବାଲେଶ୍ୱର (କେନ୍ୟୁଜ୍) : ଥମୁନି କଳଙ୍କର ଛିଟା। ପର୍ଯ୍ୟଟନସ୍ଥଳୀରେ ବି ଅସଦାଚରଣରୁ ବାଦ୍ ପଡୁନାହାନ୍ତି ପର୍ଯ୍ୟଟକ। ଏଭଳି ଲଜ୍ଜାଜନକ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ତାଳସାରିରେ। ଭୋଗରାଇର ବ୍ଲକର ଏକ କଲେଜର ଦୁଇଜଣ ଛାତ୍ରଛାତ୍ରୀ ତାଳସାରି ବୁଲିବାକୁ ଯାଇଥିବା ବେଳେ…

ସୁକତେଲ ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବଲାଙ୍ଗିର (କେନ୍ୟୁଜ୍) : ସୁକତେଲ ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର। ବଲାଙ୍ଗିର ଦୁର୍ଗାପାଲିର ଶ୍ରୀକାନ୍ତ ନନ୍ଦଙ୍କ ମୃତଦେହ ସୁକତେଲ ନଦୀରେ ଭାସୁଥିବା ଅବସ୍ଥାରେ ଦେଖାଯାଇଥିଲା। ଗତକାଲି ସେ ବଲାଙ୍ଗିର ଯାଇ ଆଉ ଘରକୁ ଫେରିନଥିଲେ। ଏନେଇ ପୁଇଁତଳା ଥାନାରେ ଅଭିଯୋଗ ହୋଇଥିଲା। ଆଜି ମୃତଦେହ…

ବରଗଡ: ସ୍ୱାଧୀନତା ସଂଗ୍ରାମୀ ଗ୍ରାମରୁ ଅଫେରା ରାଇଜକୁ ଚାଲିଗଲେ ଆଉ ଜଣେ, ୭୩ତମ ସ୍ୱାଧୀନତା ଦିବସ ପୂର୍ବରୁ ସଂଗ୍ରାମୀ…

ବରଗଡ଼ (କେ ନ୍ୟୁଜ୍‌) : ଚାଲିଗଲେ ଆଉ ଜଣେ ସ୍ୱାଧୀନତା ସଂଗ୍ରାମୀ। ଆଜି ୯୫ ବର୍ଷ ବୟସରେ ବରଗଡ଼ ପାଣମୋରା ଗାଁର ସ୍ୱାଧୀନତା ସଂଗ୍ରାମୀ ଦୟାନିଧି ନାୟକଙ୍କର ପରଲୋକ ହୋଇଛି । ୧୯୪୨ ମସିହା ଭାରତ ଛାଡ଼ ଆନ୍ଦୋଳନରେ ବରଗଡ଼ ଜିଲ୍ଲା ସୋହେଲା ବ୍ଲକ୍‌ ଅନ୍ତର୍ଗତ ପାଣିମୋରା ଗ୍ରାମର ୩୨ଜଣ ବ୍ୟକ୍ତି ସାମିଲ…

ବାଲିଗୁଡା ଗସ୍ତରେ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ, ପ୍ରତିମାସ ମାଗଣା ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯିବ ବୋଲି ଦେଲେ…

କନ୍ଧମାଳ (କେନ୍ୟୁଜ୍) : ଦିନିକିଆ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଗସ୍ତରେ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ। ସାଂସଦ ଡ. ଅଚ୍ୟୁତ ସାମନ୍ତ ପହଞ୍ଚିବା ପରେ ବାଲିଗୁଡ଼ା ବିଜେଡି ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ବାଲିଗୁଡ଼ା ବିଜେଡି ବ୍ଲକ ସଭାପତି ଟୁନା ଦାସଙ୍କ ନେତୃତ୍ୱରେ ଏକ ବୈଠକରେ…

ସ୍କୁଲରେ ନାମ ଲେଖାଇ ଦେବାକୁ କହି ପୁତୁରାକୁ ବିକ୍ରି କଲେ ବଡ଼ମା’, ପରିବାର ଲୋକେ ଆଣିଲେ ଅଭିଯୋଗ

ଆନନ୍ଦପୁର (କେନ୍ୟୁଜ୍) : ସ୍କୁଲରେ ନାମ ଲେଖାଇ ଦେବାକୁ କହି ପୁତୁରାକୁ ବଡ଼ମା’ ବିକ୍ରି କରି ଦେଇଥିବା ଅଭିଯୋଗ ହୋଇଛି । ଘଟଣା ଘଟିଛି ଆନନ୍ଦପୁର ଗୟଳମୁଣ୍ଡା ପଞ୍ଚାୟତ ବାଦୁଡିଘେରା ଗାଁରେ । ଗତ ଏପ୍ରିଲ ମାସରେ ଗାଁର ସୁରେନ ଦିଗିଙ୍କ ନାବାଳକ ପୁଅ ଜିନା ଦିଗିଙ୍କ ସମେତ ଗାଁର ଅନ୍ୟ ଦୁଇ ଜଣ…

ଚିଲିକାରେ ଫସିଲା ମାଲେସିୟା ଜାହାଜ, ଅଟକି ରହିଛନ୍ତି ୧୦ଜଣ ନାବିକ ଓ କର୍ମଚାରୀ

ବ୍ରହ୍ମଗିରି (କେ ନ୍ୟୁଜ୍‌) : ଚିଲିକା ରାଜହଂସ ଦୀପ ନିକଟ ସମୁଦ୍ରରେ ଫସିଲା ମାଲେସିୟା ମାଲବାହୀ ଜାହାଜ ଓ ଟ୍ରଲର। ଦୁଇଦିନ ତଳେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ଖିରିସାହି ନିକଟରେ ଏହାକୁ ଦେଖିବାକୁ ମିଳିଥିଲା। ସେଥିରେ ୧୦ଜଣ ନାବିକ ଓ କର୍ମଚାରୀ ରହିଛନ୍ତି। ସେମାନଙ୍କୁ ସ୍ଥାନୀୟ ଲୋକେ…

ଲଗାଣ ବର୍ଷା ଯୋଗୁଁ କ୍ଷତି ହୋଇଛି ବ୍ୟାପକ ଫସଲ

ମାହାଙ୍ଗା(କେନ୍ୟୁଜ୍): ଲଗାଣ ବର୍ଷା ଯୋଗୁଁ ବ୍ୟାପକ ଫସଲ କ୍ଷତି ହୋଇଛି । କଟକ ଜିଲ୍ଲା ମାହାଙ୍ଗା ଅଞ୍ଚଳର କଇଥା, ଜଳେଶ୍ୱରପୁର, ହଳଦିଆ, କୁରୁଜଙ୍ଗା, ଗୋପାଳପୁର ଆଦି ପଞ୍ଚାୟତରେ ବିଲରେ ବର୍ଷା ପାଣ ପଶି ବ୍ୟାପକ କ୍ଷତି ହୋଇଛି । ବିଲରେ ରୁଆ ଯାଇଥିବା ଧାନ ତଳି ପାଣିରେ ବୁଡ଼ି ଯାଇଥିବାରୁ ତଳି…

କୋରାପୁଟ ପଟାଙ୍ଗିରେ ଲଙ୍କାକାଣ୍ଡ, ମଦ ଭାଟି ବନ୍ଦ ନକଲେ ମୁଣ୍ଡକାଟ କରିବାକୁ ବ୍ୟାନର

କୋରାପୁଟ (କେନ୍ୟୁଜ୍) : କୋରାପୁଟ ଜିଲ୍ଲା ପଟାଙ୍ଗୀର ଏକ ମଦ ଭାଟିରେ ଲଙ୍କାକାଣ୍ଡ । ତିନିଟି ଗାଡ଼ି ସହ ଗୋଟିଏ ଜେନେରେଟର ପୋଡ଼ି ଦିଆଯାଇଛି । ମଦ ଭାଟିର ପ୍ରବେଶ ପଥରେ ଲାଲ କପଡ଼ାରେ ମଦ ଭାଟି ବନ୍ଦ ନକଲେ ମୁଣ୍ଡକାଟ ହେବ ବୋଲି ଲେଖା ଯାଇଛି । ତେଣୁ ମାଓବାଦୀ ଏପରି ପୋଡାଜଳା କରିଥିବା ସନ୍ଦେହ…

କଣ ଆପଣଙ୍କୁ ମିଳୁଛି ଏହି ସବୁ ସଂକେତ, ତେବେ କୁଣ୍ଡଳୀରେ ରହିଛି ଅଶୁଭ ଯୋଗ

ଯଦି କୌଣସି ବ୍ୟକ୍ତିଙ୍କ କୁଣ୍ଡଳୀରେ ଗ୍ରହ ଅଶୁଭ କିମ୍ବା ବିପରୀତ ଘରେ ରହିଥାନ୍ତି ତେବେ ସେହି ବ୍ୟକ୍ତିଙ୍କର ସମସ୍ୟା ଅଧିକ ବଢିଯାଇଥାଏ। କାରଣ ଅଶୁଭ ଗ୍ରହ କୁଣ୍ଡଳୀରେ ବିପରୀତ ପ୍ରଭାବ ପକାଇଥାଏ। ଏହାଦ୍ବାରା କିଛି ସଂକେତ ମଧ୍ୟ ଦେଖିବାକୁ ମିଳିଥାଏ। ତେବେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ…

ଦକ୍ଷିଣ ଭାରତରେ ବନ୍ୟା ସ୍ଥିତି ଭୟଙ୍କର, ୫ ରାଜ୍ୟରେ ବନ୍ୟା ଜନିତ ମୃତ୍ୟୁ ସଂଖ୍ୟା ୭୦ରୁ ଅଧିକ

ଦକ୍ଷିଣ ଭାରତରେ ବନ୍ୟା ସ୍ଥିତି ଭୟଙ୍କର । ମହାରାଷ୍ଟ୍ର, କେରଳ, କର୍ଣ୍ଣାଟକ, ଗୁଜରାଟ ଓ ତାମିଲନାଡୁରେ ପ୍ରବଳ ବର୍ଷା ଯୋଗୁ ସ୍ଥିତି ସଂଗୀନ । ୫ ରାଜ୍ୟରେ ବନ୍ୟା ଜନିତ ମୃତ୍ୟୁ ସଂଖ୍ୟା ୭୦ରୁ ଅଧିକ ହୋଇଛି । ଦୁଇ ଦିନ ଭିତରେ କେରଳରେ ବନ୍ୟା ଜନିତ ମୃତ୍ୟୁ ସଂଖ୍ୟା ୩୯ ହୋଇଛି । ସେହିପରି ୧୭ରୁ…

ସମ୍ବଲପୁର : ୧୯ ଦିନ ହେବ ଖାଲି ପଡ଼ିଛି ଏସ୍‌ପି ପଦ, ବଢ଼ି ଚାଲିଛି ହତ୍ୟା, ରାହାଜାନୀ ଏବଂ ବଳତ୍କାର

ସମ୍ବଲପୁର (କେନ୍ଯୁଜ୍) : ପଶ୍ଚିମ ଓଡ଼ିଶାର ପ୍ରାଣକେନ୍ଦ୍ର ସମ୍ବଲପୁର ଜିଲ୍ଲାରେ ୧୯ ଦିନ ହେବ ଖାଲି ପଡ଼ିଛି ଏସ୍‌ପି ପଦ । ଫଳରେ ହତ୍ୟା, ରାହାଜାନୀ, ବଳତ୍କାର ଭଳି ଘଟଣା ବଢ଼ି ଚାଲିଛି । ଗତ ୨୫ ତାରିଖରେ ସହରରେ ସ୍ପଷ୍ଟ ଦିବାଲୋକରେ ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଛନ୍ତି ଦୁର୍ବୃତ୍ତ…