Below header

ପୁରୀ: ଦୁଇ ଦଶନ୍ଧି ପରେ ଘରକୁ ଫେରିଲେ ହଜିଯାଇଥିବା ବ୍ୟକ୍ତି, ୧୯୯୯ ମହାବାତ୍ୟା ପରଠୁ ଥିଲେ ନିଖୋଜ

ଦୁଇ ଦଶନ୍ଧି ପରେ ଘରକୁ ଫେରିଲେ ନିଖୋଜ ବ୍ୟକ୍ତି । ୧୯୯୯ ମହାବାତ୍ୟାରେ ନିଜ ଘରଠୁ ଦୂରକୁ ଚାଲିଯାଇଥିଲେ ପୁରୀ ଆଡକିଆ ଶବରସାହିର ପୁନିଆ ବେହେରା । ଏଣେତେଣେ ବୁଲି ଶେଷରେ ଅନୁଗୁଳରେ ପହଞ୍ଚିଥିଲେ । ପାଗଳ ଭଳି ବୁଲୁଥିବା ଦେଖି ପୁନିଆଙ୍କୁ ଲିଙ୍ଗରାଜୋଡି ଅଞ୍ଚଳରୁ ଉଦ୍ଧାର କରିଥିଲେ ଅନୁଗୁଳ…

ଜମ୍ମୁ-କଶ୍ମୀର ମହିଳାଙ୍କୁ ନେଇ ଜୋକ୍‌, ଟ୍ଵିଟରରେ ହରିଆଣା ମୁଖ୍ୟମନ୍ତ୍ରୀ ଓ ରାହୁଲ ଗାନ୍ଧୀ ମୁହାଁମୁହିଁ

ଜମ୍ମୁ- କଶ୍ମୀର ମହିଳାଙ୍କୁ ନେଇ ଜୋକ୍‌, ଏହା ଉପରେ ହରିଆଣା ମୁଖ୍ୟମନ୍ତ୍ରୀ ଓ ରାହୁଲ ଗାନ୍ଧୀ ଟ୍ଵିଟରରେ ମୁହାଁମୁହିଁ। ଜମ୍ମୁ- କଶ୍ମୀରରୁ ୩୭୦ ଧାରା ଉଠିବା ନେଇ ଉତ୍ତର ପ୍ରଦେଶର ଜଣେ ବିଜେପି ବିଧାୟକ କହିଥିଲେ ଦଳର କର୍ମୀମାନେ ଏବେ କଶ୍ମୀରର ସୁନ୍ଦରୀ ଝିଅଙ୍କୁ ବାହା ହୋଇ ପାରିବେ। ଏହି…

ଅଗଷ୍ଟ ୧୪ରେ ହୀରାକୁଦରୁ ଛଡ଼ାଯିବ ପ୍ରଥମ ବନ୍ୟା ଜଳ, ସୂଚନା ଦେଲେ ଡ୍ୟାମ୍‌ କର୍ତ୍ତୃପକ୍ଷ

ଆସନ୍ତା ଅଗଷ୍ଟ ୧୪ ତାରିଖରେ ହୀରାକୁଦରୁ ଛଡ଼ାଯିବ ପ୍ରଥମ ବନ୍ୟା ଜଳ । ଦିନ ୧୧ଟାରେ ପୂଜାର୍ଚ୍ଚନା କରାଯିବା ପରେ ହୀରାକୁଦର ପ୍ରଥମ ଗେଟ୍‌ ଖୋଲାଯିବ । ଏନେଇ ହୀରାକୁଦ ଡ୍ୟାମ୍‌ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦର ଜଳସ୍ତର ବଢିବାରେ ଲାଗିଛି । ଏବେ…

ଢେଙ୍କାନାଳ: ଜିଲ୍ଲାପାଳ ସାଜିଲେ ଶିକ୍ଷକ, ସ୍କୁଲରେ ପିଲାଙ୍କୁ ପଢାଇଲେ ପାଠ

ସ୍କୁଲ ଯାଇ ଛାତ୍ରୀଙ୍କୁ ପାଠ ପଢ଼ାଇଲେ ଅତିରିକ୍ତ ଜିଲ୍ଲାପାଳ । ଢେଙ୍କାନାଳ ଜିଲ୍ଲା ଭୁବନ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଯାଇ ଛାତ୍ରୀଙ୍କୁ ପାଠ ପଢ଼ାଇଲେ ଅତିରିକ୍ତ ଜିଲ୍ଲାପାଳ ଭବେଶ କୁମାର ନାୟକ । ଏଥିସହ ସ୍କୁଲ ପରିସରରେ ଗଛ ଲଗାଇଥିଲେ । ପିଲାଙ୍କୁ ପାଠ ପଢ଼ାଇ ବହୁତ ଖୁସି ବୋଲି…

କେନ୍ଦୁଝର: ବିଜ୍ଞାନ ଯୁଗରେ ଅନ୍ଧବିଶ୍ୱାସର ଛାପ, କାନରେ ପାଣି ପଶିଯିବାରୁ ବୃଦ୍ଧାଙ୍କୁ ଚେଙ୍କ ଚିକିତ୍ସା

ବିଜ୍ଞାନ ଯୁଗରେ ଅନ୍ଧବିଶ୍ୱାସର ଛାପ । କାନରେ ପାଣି ପଶିଯିବାରୁ ବୃଦ୍ଧାଙ୍କୁ ଚେଙ୍କ ଚିକିତ୍ସା । କେନ୍ଦୁଝର ଜିଲ୍ଲା ନୟାକୋଟ ଥାନା ଶଙ୍କାରୀ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗାଁର ଜଣେ ୭୦ ବର୍ଷିୟା ବୃଦ୍ଧା ଗାଧୋଇବାକୁ ଯାଇଥିବାବେଳେ କାନରେ ପାଣି ପଶି ଯନ୍ତ୍ରଣା ହୋଇଥିଲା।…

ସାଲେପୁର ଏଟିଏମ୍‌ରୁ ଟଙ୍କା ଗାଏବ, ପୋଲିସର ତଦନ୍ତ ଆରମ୍ଭ

ଏଟିଏମ୍‌ରୁ ଟଙ୍କା ଗାଏବ । ଅଭିଯୋଗ କରିଛନ୍ତି କଟକ ଜିଲ୍ଲା ସାଲେପୁର ତିଲଦା ଗାଁର ହେମଲତା ନାୟକ । ଜପକୁଦର ଷ୍ଟେଟବ୍ୟାଙ୍କରେ ଦୀର୍ଘ ବର୍ଷ ଧରି ନାତୁଣୀ ବାହାଘର ପାଇଁ ଟଙ୍କା ସଞ୍ଚୟ କରିଥିଲେ । ହେଲେ କିଛିଦିନ ତଳେ ପାସବୁକ୍‌ ଅପଡେଟ୍‌ କରିବା ବେଳେ ତାଙ୍କ ଖାତାରେ ଲକ୍ଷେ ଟଙ୍କା ଗାଏବ ଥିବା…

କଟକ ବାଦାମବାଡି ଥାନା ଜଗନ୍ନାଥ ଲେନ୍‌ରୁ ନମ୍ବର ବିହୀନ ସ୍କୁଟି ଓ ଦୁଇଟି ଫେକ ନମ୍ବର କାର ଜବତ

କଟକ ସ୍ଥିତ ବାଦାମବାଡି ଥାନା ଜଗନ୍ନାଥ ଲେନ୍‌ରୁ ଗୋଟିଏ ନମ୍ବର ବିହୀନ ସ୍କୁଟି ଓ ଦୁଇଟି ଫେକ ନମ୍ବର କାର ଜବତ । ସ୍ଥାନୀୟ ଲୋକ ଏ ଘଟଣା ନେଇ ବାଦମବାଡି ଥାନା ପୋଲିସକୁ ଜଣାଇବା ପରେ ଗାଡ଼ି ଗୁଡିକୁ ଜବତ କରାଯାଇଥିଲା। କିଏ ଓ କେଉଁ କାରଣରୁ ଏହି ଗାଡି ଗୁଡିକ ସେଠାରେ ରଖିଛି ତାହା ଜଣା…

ମୟୂରଭଞ୍ଜ: ନାବାଳିକାକୁ ଦୁଷ୍କର୍ମ ଓ ପରେ ଦୁର୍ବୃତ୍ତ କଲା ଫଟୋ ଭାଇରାଲ, ପୀଡ଼ିତା ପରିବାରକୁ ଦେଲା ହତ୍ୟା ଧମକ

ପ୍ରଥମେ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ପରେ  ଘୃଣ୍ୟ କାରନାମାର ଫଟୋ ଭାଇରାଲ । ମୟୂରଭଞ୍ଜ ରାଇରଙ୍ଗପୁରରେ ଘଟିଛି ଲଜ୍ଜାଜନକ ଘଟଣା। ଗୋରୁ ମହିଷାଣୀ ଥାନା ମାଣିକପୁର ଗାଁର ଜଣେ ନାବାଳିକା ଛାତ୍ରୀ କଲେଜରୁ ଫେରୁଥିବା ବେଳେ ଲେମ୍ଭ ନାମକ ଯୁବକ ତାଙ୍କୁ ଜଙ୍ଗଲକୁ ନେଇ ଦୁଷ୍କର୍ମ କରିଥିଲେ। ପରେ ଏହି…

ସୁନା ଝିଅ ପାର୍ବତୀ, ଇଟାଲୀରେ ଆୟୋଜିତ ଡିସକସ ଥ୍ରୋ ଓ ସଟ୍‌ପୁଟ୍‌ରେ ଓଡିଶା ପାଇଁ ଆଣିଲେ ସିଲଭର ଓ ବ୍ରୋଞ୍ଜ ପଦକ

ଓଡ଼ିଶା ପାଇଁ ସୁନାମ ଆଣିଲେ କଟକର ପାର୍ବତୀ ସେଠୀ। ଓଡିଶାରୁ ପ୍ରତିନିଧିତ୍ୱ କରି ଇଟାଲୀର ଟୋରିନୋ ସହରରେ ଆୟୋଜିତ ୟୁରୋପିଆନ ମାଷ୍ଟର୍ସ ଗେମରେ ଡିସକସ ଥ୍ରୋ ଓ ସର୍ଟଫୁଟରେ ସିଲଭର ଓ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ପାର୍ବତୀ ସେଠୀ। ମେଡାଲ ଜିତିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ…

ଥାଇଲାଣ୍ଡରେ ଅଟକିଲେ ୧୦ ଓଡ଼ିଆ ଯାତ୍ରୀ, ସହାୟତା ପାଇଁ ଭାରତର ବୈଦେଶିକ ମନ୍ତ୍ରାଳୟକୁ ନିବେଦନ

ଥାଇଲାଣ୍ଡରେ ଅଟକିଲେ ଭାରତୀୟ। ୫୦ରୁ ଉର୍ଦ୍ଧ୍ୱ ଭାରତୀୟ ଥାଇଲାଣ୍ଡରେ ଅଟକ ଥିବା ନେଇ ଟ୍ଵିଟ ମାଧ୍ୟମରେ ବହୁ ପର୍ଯ୍ୟଟକ ସୂଚନା ଦେଇଛନ୍ତି। ତେବେ କେଉଁ କାରଣ ପାଇଁ ଅଟକ ରଖାଯାଇଛି ତାହା ସ୍ପଷ୍ଟ କରିନାହାନ୍ତି ଥାଇଲାଣ୍ଡ କର୍ତ୍ତୃପକ୍ଷ। ଅଟକ ଭାରତୀୟଙ୍କ ମଧ୍ୟରେ ୧୦ଜଣ ଓଡ଼ିଆ ଅଛନ୍ତି।…

କେନ୍ଦ୍ରାପଡା; ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସୋସିଆଲ ମିଡିଆରେ ଭାଇରାଲ ହେଉଛି ନାଁ, ସ୍ଥାନୀୟ ଅଞ୍ଚଳରେ ଭୟର…

ସୋସିଆଲ ମିଡିଆରେ ଭାଇରାଲ ହେଲା ମହାକାଳପଡ଼ାର ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ତାଲିକା। ତାଲିକାରେ ଏକହଜାର ୬୪୯ଜଣଙ୍କୁ ନୋଟିସ ଜାରି ହୋଇଥିବା ଦର୍ଶାଯାଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଖେଳିଯାଇଛି ଭୟର ବାତାବରଣ। ପୂର୍ବରୁ ମହାକାଳପଡ଼ା ଅଞ୍ଚଳରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସଂଖ୍ୟା…

ପଟ୍ଟାମୁଣ୍ଡାଇରେ ତିନ୍ ତଲାକ୍ ଅଭିଯୋଗ, ହାଇଦ୍ରାବାଦରୁ ସ୍ବାମୀ ଫୋନ୍ ଯୋଗେ ସ୍ତ୍ରୀଙ୍କୁ ଦେଲେ ଛାଡପତ୍ର

କେନ୍ଦ୍ରାପଡ଼ା (କେନ୍ୟୁଜ୍) : ତିନ ତଲାକ ଅପରାଧ ଶ୍ରେଣୀଭୁକ୍ତ ସହ ଦଣ୍ଡବିଧାନ ପାଇଁ ବିଲ୍ ଗୃହୀତ ହୋଇଛି । ଏପରି ସ୍ଥିତିରେ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇରୁ ଆସିଛି ତିନ୍ ତଲାକ୍ ଅଭିଯୋଗ । ୧୧ ନମ୍ବର ଓ୍ଵାର୍ଡରେ ରହୁଥିବା ଜଣେ ମହିଳାଙ୍କୁ ହାଇଦ୍ରାବାଦରେ ରହୁଥିବା ତାଙ୍କ ସ୍ୱାମୀ ତିନ୍…