Below header

ଆରମ୍ଭ ହେବ ସିବିଏସଇ ବୋର୍ଡ ପରୀକ୍ଷା, ରହିଲା ମାତ୍ର କିଛିମାସ

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE)ର ବୋର୍ଡ ପରୀକ୍ଷା ଚଳିତ ଥର ମଧ୍ୟ ୧୫ ଫେବୃୟାରୀରୁ ଆରମ୍ଭ ହେବାକୁ ଯାଉଛି । ଏଥର ଦକ୍ଷ ବିଷୟ ବଦଳରେ ପ୍ରଥମେ ମୁଖ୍ୟ ବିଷୟ ଗୁଡିକର ପରୀକ୍ଷା କରାଯିବ ପ୍ରଶ୍ନପତ୍ରର ସୁରକ୍ଷାକୁ ନଜରରେ ରଖି ଅନଲାଇନ ପେପର ପଠାଇବା ପ୍ରକ୍ରିୟାକୁ କାର୍ଯ୍ୟକାରୀ…

ଡାକ୍ତର କି ନର୍ସ ନୁହଁ ରୋଗୀ ସେବା କରୁଛନ୍ତି ଚତୁର୍ଥ ଶ୍ରେଣୀ କର୍ମଚାରୀ, ଚିକିତ୍ସାଳୟରେ ଇଞ୍ଜେକସନ୍ ଦେଉଥିବାର ଭିଡିଓ…

କରଞ୍ଜିଆ (କେନ୍ୟୁଜ୍) : ଡାକ୍ତର କି ନର୍ସ ନୁହଁ ରୋଗୀଙ୍କୁ ଇଞ୍ଜେକସନ୍ ଦେଉଛନ୍ତି ଚତୁର୍ଥ ଶ୍ରେଣୀ କର୍ମଚରୀ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି କରଞ୍ଜିଆ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ । ମେଡିସିନ୍ ବିଭାଗର ଜେଣ ରୋଗୀଙ୍କୁ ଇଞ୍ଜେକସନ୍ ଦେଉଛନ୍ତି ଚିକିତ୍ସାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ।…

ଏବେ ସିଙ୍ଗଲ ପୁରୁଷ ସୈନିକଙ୍କୁ ମିଳିବ ପିଲାଙ୍କ ଦେଖାଶୁଣା ଛୁଟି, ପ୍ରତିରକ୍ଷାମନ୍ତ୍ରୀ ଦେଲେ ମଞ୍ଜୁରୀ

ସରକାର ଏବେ ଏକା ଜୀବନ ବିତାଉଥିବା ପୁରୁଷ ସୈନିକମାନଙ୍କୁ ମଧ୍ୟ ଚାଇଲଡ କେୟାର ଲିଭ (CCL)ଦେବା ପାଇଁ ମଞ୍ଜୁରୀ ଦେଇଛନ୍ତି । ଏହାସହିତ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ମହିଳା ଅଧିକାରୀମାନଙ୍କ କ୍ଷେତ୍ରରେ ମଧ୍ୟ CCLରେ କୋହଳ କରିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ସିସିଏଲ କେବଳ ସୁରକ୍ଷା…

ସମ୍ପତ୍ତି ସାମ୍ନାରେ ଫିକା ପଡିଲା ସମ୍ପର୍କ, ବୋହୂ ମାଡରେ ଶଶୁର ଗୁରୁତର

ଆନନ୍ଦପୁର (କେନ୍ୟୁଜ୍) : ସମ୍ପତ୍ତି ସାମ୍ନାରେ ଫିକା ପଡିଲା ସମ୍ପର୍କ । ବୋହୂର ମାଡରେ ଶଶୁର ଗୁରୁତର । ଏଭଳି ଘଟଣା ଘଟିଛି ଘଷିପୁରାରେ । ପୁଅ ବୋହୂ୍ଙ୍କ ମାଡରେ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ବୁଢା ବାପା । ଜମିବାଡି ଭାଗବଣ୍ଟାକୁ ନେଇ ଦୀର୍ଘଦିନ ଧରି ବଳରାମ ସାହୁଙ୍କ ତିନି…

ରକ୍ଷାବନ୍ଧନରେ ଭାଇର ମୁଁହ ମିଠା ପାଇଁ ଘରେ ବନାନ୍ତୁ ମଲାଇ ବର୍ଫି..

ରକ୍ଷାବନ୍ଧନର ପର୍ବ ଭାଇଭଉଣୀଙ୍କ ପ୍ରେମର ପ୍ରତୀକ ଅଟେ । ଏହି ଦିନ ଭଉଣୀ ଭାଇ ହାତରେ ରଖି ବାନ୍ଧିବା ସହିତ ଭାଇର ଦୀର୍ଘ ଜୀବନ କାମନା କରିଥାଏ । ପ୍ରତିବର୍ଷ ଏହି ଦିନରେ ଆପଣ ନିଶ୍ଚୟ ଭାଇଙ୍କୁ ବଜାରର ରଙ୍ଗ ବେରଙ୍ଗ ମିଠାଈ ଖାଇବାକୁ ଦେଉଥିବେ କିନ୍ତୁ ଏହିଥର ଘରେ ନିଜେ ପ୍ରସ୍ତୁତ କରି…

ମାଓବାଦୀଙ୍କ ଆଉ ଏକ ରଣନୀତି, ସୁରକ୍ଷା ପାଇଁ ପ୍ରଥମ କରି ଆଇକାର୍ଡ ବ୍ୟବସ୍ଥା ଆରମ୍ଭ କରିଛି ସଂଗଠନ

ମାଲକାନଗିରି (କେନ୍ୟୁଜ୍) : ମାଓବାଦୀଙ୍କ ଆଉ ଏକ ରଣନୀତି । ସୁରକ୍ଷା ପାଇଁ ପ୍ରଥମ କରି ଆଇକାର୍ଡ ବ୍ୟବସ୍ଥା ଆରମ୍ଭ କରିଛି ମାଓ ସଂଗଠନ । ୨ ଶହ ଫାଟର କମାଣ୍ଡୋଙ୍କୁ ଏହି ସ୍ୱତନ୍ତ୍ର ପରିଚୟପତ୍ର ଦିଆଯାଇଛି । ଏଥିରେ ଲେଖା ରହିଛି ନିଜ ନିଜର ସମସ୍ତ ପରିଚୟ ଜାଣିବା ପାଇଁ ଏହା ବ୍ୟବହାର କରିବାକୁ…

ଗୁଗଲର ଆଣ୍ଡ୍ରୋଏଡକୁ ଟକ୍କର ଦେବାପାଇଁ ହୁୱାଇ ଆଣିଲା “HarmonyOS”

ଗୁଗଲର ଆଣ୍ଡ୍ରୋଏଡକୁ ଟକ୍କର ଦେବା ପାଇଁ ଶୁକ୍ରବାର ହୁୱାଇ ଟେକ୍ନୋଲୋଜି 'ହାର୍ମୋନିଓଏସ'କୁ ବଜାରକୁ ଆଣିଛି । କୁହାଯାଉଛି ଏହି ଅପରେଟିଙ୍ଗ ସିଷ୍ଟମ ଗୋଟେ ଦିନ ଆଣ୍ଡ୍ରୋଏଡର ସ୍ଥାନ ନେବା ସହିତ ଲୋକମାନଙ୍କୁ ଆଉ ଆମରିକାନ ଟେକନିକ ଉପରେ ନିର୍ଭର କରିବାକୁ ଦେବ ନାହିଁ । 'ହାର୍ମୋନିଓଏସ' ଲଞ୍ଚ…

ସାତ ଦିନ ପରେ ଆବୁଧାବିରୁ ନିଜ ଭିଟାମାଟିକୁ ଫେରିଲା ମୃତଦେହ, ଦାଦନ ଖଟିବାକୁ ଯାଇ ମୃତ୍ୟୁ

ବ୍ରହ୍ମପୁର (କେନ୍ୟୁଜ୍) : ସାତ ଦିନ ପରେ ଆବୁଧାବିରୁ ନିଜ ଭିଟାମାଟିକୁ ଫେରିଲା ମୃତଦେହ। ଭୁବନେଶ୍ୱରରେ ବସନ୍ତ କୁମାର ସାଧବଙ୍କ ମୃତଦେହ ପହଞ୍ଚିବାପରେ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଶ୍ରମ ବିଭାଗ ଓ ଜିଲ୍ଲା ପ୍ରଶସାନ ପକ୍ଷରୁ ଗାଁକୁ ଅଣାଯାଇଥିଲା। ମୃତ ବସନ୍ତଙ୍କ ଘର ଗଞ୍ଜାମ ଜିଲ୍ଲା…

ଟିକଟକ ଭିଡିଓ ବନାଇବା ପାଇଁ ଡେଇଁଲେ ନାଳକୁ କିନ୍ତୁ ଫସିଗଲେ ପ୍ରବଳ ସ୍ରୋତରେ…

ଟିକଟକର ପାଗଳପଣ ଭାରତରେ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ଲୋକଙ୍କର ଜୀବନ ନେଇସାରିଛି ଏବଂ କିଛିଲୋକ ଜାଣିଶୁଣି ନିଜ ମୃତ୍ୟୁକୁ ଆଦରି ନେଉଛନ୍ତି । ଏପରି କିଛି ଘଟଣା ଘଟିଛି ମଧ୍ୟପ୍ରଦେଶରେ। ଏଠାରେ ଜଣେ ଯୁବକ ଟିକଟକ ଭିଡିଓ ବନାଇବା ଚକ୍କରରେ ଏକ ଭରା ନାଳକୁ ଡେଇଁ ପଡ଼ିଥିଲେ ଏବଂ କିଛି ଦୂର…

ଗଞ୍ଜାମ : ରୋଗୀଙ୍କୁ ଦିଆଯାଉନି ହେଲେ ଡ୍ରେନ୍ ଭିତରୁ ପୁଳା ପୁଳା ମେଡିସିନ୍ ଉଦ୍ଧାର

ଗଞ୍ଜାମ (କେନ୍ୟୁଜ୍) : ଡ୍ରେନ୍ ଭିତରୁ ପୁଳା ପୁଳା ମେଡିସିନ୍ ଉଦ୍ଧାର। ରୋଗୀଙ୍କୁ ଦିଆନଯାଇ ଏପରି ପରିତ୍ୟକ୍ତ ଭାବେ ବାହାରେ ଫିଙ୍ଗିଦିଆଯାଇଛି। ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ଗୌଡସାହି ପ୍ରାଥମିକ ବିଦ୍ୟାଳୟ ପରିସରରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଘଟଣା ଜଣାପଡିବା ପରେ…

ଅଜବ ନିୟମ ଥିବା ଦେଶ ଯେଉଁଠି ବାପା ବିବାହ କରେ ଝିଅକୁ

ଦୁନିଆରେ ଏପରି ବହୁତ ଦେଶ ଅଛି ଯାହାକି ନିଜର ଅଜବ ଆଇନ କାନୁନ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାଏ । ଏପରି ଏକ ଦେଶ ହେଉଛି ଇରାନ ଯେଉଁଠି କିଛି ଏପରି ଅଜବ ଆଇନ କାନୁନ ଅଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏଠାରେ ହାତ ମିଶାଇବାଠୁ ନେଇ ସମ୍ପର୍କ ରଖିବା ପର୍ଯ୍ୟନ୍ତ ଲୋକମାନଙ୍କ ଉପରେ…

ପୁରୀ : ଝୁଲଣ ଯାତ୍ରା ପାଇଁ ଉତ୍ସବମୁଖର ଶ୍ରୀକ୍ଷେତ୍ର

ପୁରୀ (କେନ୍ୟୁଜ୍) : ଝୁଲଣ ଯାତ୍ରା ପାଇଁ ଉତ୍ସବମୁଖର ଶ୍ରୀକ୍ଷେତ୍ର । ପୁରୀ ଶ୍ରୀମନ୍ଦିର ସମେତ ୪୦ରୁ ଅଧିକ ମଠବାଡ଼ିରେ ସପ୍ତାହ ବ୍ୟାପୀ ଝୁଲଣ ଯାତ୍ରା ଆରମ୍ଭ ହୋଇଛି । ଏଥିପାଇଁ ଝୁଲଣ କୁଞ୍ଜକୁ ଆକର୍ଷଣୀୟ କରି ସଜା ଯାଇଛି । ଶ୍ରଦ୍ଧାଳୁଙ୍କ ସହ ମଠାଧୀଶ ଶ୍ରୀରାଧା ଓ କୃଷ୍ଣଙ୍କୁ ଝୁଲଣ…