Below header

ଆଜି ତ୍ୟାଗ ଓ ବଳିଦାନର ପର୍ବ ଇଦ୍‌-ଉଲ୍‌-ଜୁହା, ମୁସଲମାନ ସମ୍ପ୍ରଦାୟ ପାଇଁ ପବିତ୍ର ଦିନ

ଭୁବନେଶ୍ବର(କେନ୍ୟୁଜ୍) : ଆଜି ଇଦ୍‌-ଉଲ୍‌-ଜୁହା ବା ବକ୍ରିଦ୍‌ । ତ୍ୟାଗ ଓ ବଳିଦାନର ପର୍ବ । ମୁସଲମାନ ସମ୍ପ୍ରଦାୟ ପାଇଁ ଏହା ପବିତ୍ର ଦିନ । ରମ୍‌ଜାନ୍‌ ମାସ ଶେଷ ହେବାର ୭୦ ଦିନ ପରେ ଏହି ବକ୍ରିଦ୍‌ ପାଳନ କରାଯାଏ । ଏହି ଦିନ ମୁସଲମାନ ଭାଇ ମାନେ ପରସ୍ପରକୁ ଆଲିଙ୍ଗନ କରି ଶୁଭେଚ୍ଛା…

ଆଜି ଶ୍ରାବଣ ମାସର ଶେଷ ସୋମବାର, ଚଳଚଞ୍ଚଳ ରାଜ୍ୟର ପ୍ରମୁଖ ଶୈବପୀଠ

ଭୁବନେଶ୍ବର(କେନ୍ୟୁଜ୍): ଆଜି ଶ୍ରାବଣ ମାସର ଶେଷ ସୋମବାର । ଚଳଚଞ୍ଚଳ ରାଜ୍ୟର ପ୍ରମୁଖ ଶୈବପୀଠ । ଦେବ ଦେବ ମହାଦେବଙ୍କୁ ଜଳ ଲାଗି ପାଇଁ ଶୈବାଳୟରେ ଲାଗିଛି କାଉଡ଼ିଆଙ୍କ ଭିଡ଼ । ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ପୁରୀର ବାବା ଲୋକନାଥ, ଭଦ୍ରକର ଆରଡି, ବାଲେଶ୍ୱରର ପଞ୍ଚଲିଙ୍ଗେଶ୍ୱର,…

ହାଓ୍ଵଡ଼ାରେ ଗୋମାଂସ ଡେଲିଭରିକୁ ନା, ଆନ୍ଦୋଳନ କଲେ ZOMATO କର୍ମଚାରୀ

ହାଓ୍ଵଡ଼ାରେ ଜୋମାଟୋ କର୍ମଚାରୀଙ୍କ ଆନ୍ଦୋଳନ । ଗୋମାଂସ ଏବଂ ଘୁସୁରୀ ମାଂସ ଡେଲିଭରି ଦେବାକୁ ବାଧ୍ୟ କରିବାରୁ ଏହର ପ୍ରତିବାଦ କରିଛନ୍ତି କର୍ମଚାରୀ । ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଗୋମାଂସ ଡେଲିଭରି ଦେବାକୁ କଂପାନୀ କହିବାରୁ ପ୍ରଥମେ ଏମାନେ ମନା କରିଥିଲେ ।…

ଇଦ୍‌ ପୂର୍ବରୁ ଭଦ୍ରକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ଶାନ୍ତିଶୃଙ୍ଖଳାର ସହ ପାଳନ ପାଇଁ ବ୍ୟାପକ ପଦକ୍ଷେପ

ତ୍ୟାଗ ଓ ବଳିଦାନର ପର୍ବ ଇଦ୍‌ ଉଲ୍‌ ଜୁହା ଶାନ୍ତିଶୃଙ୍ଖଳାର ସହ ପାଳନ ପାଇଁ ଭଦ୍ରକ ସମେତ ଧାମନଗରରେ ପୋଲିସ ପ୍ରଶାସନ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଚଳିତ ଥର ସହରର ବିଭିନ୍ନ ସ୍ଥାନରେ ୨୨ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ। ଏଥିସହ ୪ଜଣ ଅତିରିକ୍ତ ଏସ୍‌ପି, ୪ଜଣ ଡିଏସ୍‌ପି, ୧୫ଜଣ…

ବିଦେଶରେ ଚମକିଲେ ଭାରତର ବାଳିକା ରଗ୍‌ବୀ ଦଳ, ସେଭେନ୍ସ ଟ୍ରଫିରେ ହାତେଇଲା ରୌପ୍ୟ

ପୁଣି ବିଦେଶରେ ଚମକିଲେ ଭାରତ ବାଳିକା ରଗ୍‌ବୀ ଦଳ । ଜାକର୍ତ୍ତାରେ ଅନୁଷ୍ଠିତ ଏସିଆ ରଗ୍‌ବୀ ସେଭେନ୍ସ ଟ୍ରଫିରେ ଭାରତୀୟ ରଗ୍‌ବୀ ଦଳକୁ ରୌପ୍ୟ ମିଳିଛି । ଭାରତୀୟ ଦଳରେ ଅଛନ୍ତି କିସ୍‌ର ୩ଜଣ ଛାତ୍ରୀ ଅଛନ୍ତି । ଏମାନେ ହେଲେ ହୁପି ମାଝୀ, ସୁମିତ୍ରା ନାୟକ, ମୀରାରାଣି ହେମ୍ବ୍ରମ୍‌ । ସେହିପରି…

ସୁରକ୍ଷିତରେ ଘରକୁ ଫେରିଲେ ଥାଇଲାଣ୍ଡରେ ଅଟକ ଥିବା ଓଡ଼ିଆ ପର୍ଯ୍ୟଟକ, ବୈଦେଶିକ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲେ…

ଭୁବନେଶ୍ବର (କେନ୍ୟୁଜ୍) : ଓଡ଼ିଶା ଫେରିଲେ ଥାଇଲାଣ୍ଡରେ ଅଟକ ପର୍ଯ୍ୟଟକ । ଅଟକ ଥିବା ୭ ଜଣ ଓଡ଼ିଆ ପର୍ଯ୍ୟଟକ ଥାଇଲାଣ୍ଡରୁ ଫେରି କୋଲକାତାରେ ପହଞ୍ଚିିଥିଲେ । ପରେ ସମସ୍ତେ ଘରକୁ ଫେରିଛନ୍ତି । ଏମାନେ ସମସ୍ତେ ସୁନ୍ଦରଗଡ଼ ଅଞ୍ଚଳର । ୩୩ ଜଣ ଭାରତୀୟ କାମ କରୁଥିବା କମ୍ପାନୀ ତରଫରୁ ଥାଇଲାଣ୍ଡ…

କନ୍ଧମାଳରେ ଉଦଘାଟନ ହେଲା ମାଗଣା ସ୍ୱାସ୍ଥ୍ୟ ଶିବିର, ଗାଁ ଗାଁ ବୁଲି ଲୋକଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ସାଂସଦ…

କନ୍ଧମାଳ ଲୋକସଭା ନିର୍ବାଚନ ମଣ୍ଡଳୀରେ ମାଗଣା ସ୍ୱାସ୍ଥ୍ୟ ଶିବିରକୁ ଉଦ୍‌ଘାଟନ କରିଥିଲେ ସାଂସଦ ଡ. ଅଚ୍ୟୁତ ସାମନ୍ତ। ମାଗଣା ସ୍ୱାସ୍ଥ୍ୟ ଶିବିରରେ ସାଢେ ତିନିଶହରୁ ଚାରିଶହ ଡାକ୍ତର ଓ କର୍ମଚାରୀ ଲୋକଙ୍କ ଚିକିତ୍ସା କରାଇବା ସହ ମାଗଣା ଔଷଧ ବଣ୍ଟନ କରିବା ଓ ପ୍ରତ୍ୟେକ ଗ୍ରାମପଞ୍ଚାୟତରେ…

ନିମାପଡ଼ା : ଘର ଭିତରୁ ଉଦ୍ଧାର ହେଲା ଦମ୍ପତିଙ୍କ ମୃତଦେହ

ଗୋପ (କେ ନ୍ୟୁଜ୍‌) : ବନ୍ଦ ଘର ଭିତରୁ ମିଳିଲା ଦମ୍ପତିଙ୍କ ମୃତଦେହ । ନିମାପଡ଼ା ଥାନା ଅନ୍ତର୍ଗତ ରେଞ୍ଚ ଗ୍ରାମରୁ ଆଜି ପୋଲିସ୍‌ ଝୁଲନ୍ତା ଅବସ୍ଥାରେ ଏହି ଦୁଇଟି ମୃତଦେହ ଉଦ୍ଧାର କରିଛି । କିଛି ଦିନ ପୂର୍ବରୁ ସେମାନଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଇଛି । କାରଣ ସେମାନଙ୍କ ଶବ ପଚିସଢ଼ି…

ରାଉରକେଲା: ତିଆରି ହେଲା ୧୧ କିଲୋମିଟର ଲମ୍ବର ବିଶାଳକାୟ ଜାତୀୟ ପତାକା, ବିଶ୍ବ ରେକର୍ଡ ପାଇଁ ଆବେଦନ

ଆଉ ତିନି ଦିନ ପରେ ଦେଶ ପାଳିବ ୭୩ ତମ ସ୍ୱାଧୀନତା ଦିବସ । ଏଥିପାଇଁ ସବୁଠି ଉତ୍ସାହ । ରେ ପ୍ରସ୍ତୁତ ହୋଇଛି ସବୁଠି ବଡ଼ ଜାତୀୟ ପତାକା । ଦୀର୍ଘ ୧୧ କିଲୋମିଟର ଲମ୍ବର ତ୍ରିରଙ୍ଗାକୁ ପ୍ରସ୍ତୁତ କରିଛନ୍ତି ସ୍ମାଇଲ୍‌ ଫର୍‌ ଏଭର ଫାଉଣ୍ଡେସନ୍‌ । ଅଗଷ୍ଟ ୧୫ ତାରିଖରେ ଏହି ବିଶାଳକାୟ ଜାତୀୟ…

କଶ୍ମୀରରୁ କନ୍ୟାକୁମାରୀ ଯାଏଁ ଦେଶ ସୁରକ୍ଷାରେ ଓଡିଆ ଆଇ.ପି.ଏସ

କଶ୍ମୀରରୁ ଆରମ୍ଭ କରି କନ୍ୟାକୁମାରୀ, ଆଇନଶୃଙ୍ଖଳା ରକ୍ଷା କିମ୍ବା ବିପର୍ଯ୍ୟୟ ମୁକାବିଲା କଥା ଆସିଲେ, ଓଡ଼ିଆ ଆପିଏସ୍‌ ଅଧିକାରୀଙ୍କ ନାଁ ଆଗକୁ ଆସୁଛି। ସେମାନଙ୍କ ମଧ୍ୟରୁ  ସ୍ୱଂୟ ପ୍ରକାଶ ପାଣି, ୨୦୦୦ ମସିହା ବ୍ୟାଚ୍‌ ଆଇପିଏସ୍‌। କଶ୍ମୀରରେ ଆଇନଶୃଙ୍ଖଳାର ପ୍ରମୁଖ ଚେହେରା। ଧାରା ୩୭୦…

ପ୍ରଥମ ଫିଲ୍ମ ରିଲିଜ୍‌ ହେବା ପୂର୍ବରୁ ୩୦ଟି ଫିଲ୍ମ ସାଇନ୍‌ କରି ସାରିଥିଲେ ସୁନୀଲ୍‌ ସେଟ୍ଟୀ, ଜାଣନ୍ତୁ ମଜାଦାର କଥା

୯୦ ଦଶକର ସୁପରହିଟ୍‌ ନାୟକ ସୁନୀଲ୍‌ ସେଟ୍ଟୀ । ସେ ସମୟରେ ନିଜ ଫିଜିକ୍‌ ପାଇଁ ବେଶ୍‌ ଲୋପ୍ରିୟ ଥିଲେ ଆନ୍ନା । ବଲିଡଉରେ ନିଜର ଡେବ୍ୟୁ ପୂର୍ବରୁ ବଡି ତିଆରି କରିବା ପାଇଁ ଅନେକ ପରିଶ୍ରମ କରିଥିଲେ । ଯାହାର ଲାଭ ତାଙ୍କୁ ବକ୍ସ ଅଫିସରେ ମିଳିଥିଲା । କର୍ଣ୍ଣାଟକରେ ଜନ୍ମିତ ସୁନୀଲ୍‌ ସେଟ୍ଟୀ…

ମାଲେସିଆ ଜାହାଜର ତଦନ୍ତ କରୁଛି କୋଷ୍ଟଗାର୍ଡ଼ ଓ ନୌସେନା

ବ୍ରହ୍ମଗିରି (କେ ନ୍ୟୁଜ୍‌) : ମାଲେସିଆରୁ ଆସି କୃଷ୍ଣପ୍ରସାଦର ରାଜହଂସ ଦ୍ୱୀପରେ ଫସି ରହିଥିବା ଜାହାଜ ସଂପର୍କରେ ତଦନ୍ତ କରୁଛି କୋଷ୍ଟଗାର୍ଡ ଓ ନୌସେନା। ଉପକୂଳ ନିରାପତ୍ତା ଦୃଷ୍ଟିରୁ କୋଷ୍ଟଗାର୍ଡର ଏକ ଟିମ୍‌ ଏହା ଉପରେ ନଜର ରଖିବା ସହ ଜାହାଜରେ ଥିବା ୮ଜଣ ବ୍ୟକ୍ତିଙ୍କୁ ପଚରା ଉଚରା…