Below header

ଭଦ୍ରକ: ଭଣ୍ଡାରୀପୋଖରୀ ନିକଟରେ ଓଲଟିଲା ଆମ୍ବୁଲାନ୍ସ, ୩ ଗୁରୁତର

ଭଦ୍ରକ(କେନ୍ୟୁଜ୍): ଓଲଟିଲା ଆମ୍ବୁଲାନ୍ସ। ୧୬ ନମ୍ବର ଜାତୀୟ ରାଜପଥ ଭଣ୍ଡାରୀପୋଖରୀ ନିକଟରେ ଆମ୍ବୁଲାନ୍ସ ଦୁର୍ଘଟଣାରେ ୩ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଭଦ୍ରକ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଭଦ୍ରକ ଧାମନଗର ବ୍ଲକ ଗୋବିନ୍ଦପୁର ଗାଁର ପରମେଶ୍ୱର ମିଶ୍ରଙ୍କ ହୃଦଘାତରେ…

ଅଗଷ୍ଟ ୧୪ରେ ହୀରାକୁଦରୁ ଛଡ଼ାଯିବ ପ୍ରଥମ ବନ୍ୟା ଜଳ

ସମ୍ବଲପୁର(କେନ୍ୟୁଜ୍) : ଅଗଷ୍ଟ ୧୪ ତାରିଖରେ ହୀରାକୁଦରୁ ଛଡ଼ାଯିବ ପ୍ରଥମ ବନ୍ୟା ଜଳ । ଦିନ ୧୧ଟାରେ ପୂଜାର୍ଚ୍ଚନା କରାଯିବା ପରେ ହୀରାକୁଦର ପ୍ରଥମ ଗେଟ୍‌ ଖୋଲାଯିବ । ସେପଟେ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦର ଜଳସ୍ତର ବଢିବାରେ ଲାଗିଛି । ଏବେ ହୀରାକୁଦ ଡ୍ୟାମ ଜଳସ୍ତର ରହିଛି…

ବନ୍ୟା ଯୋଗୁ ଦେଶର ଅନେକ ରାଜ୍ୟରେ ଭୟଙ୍କର ସ୍ଥିତି, ଦକ୍ଷିଣ ଓ ପଶ୍ଚିମ ଭାରତରେ ଶତାଧିକ ଲୋକଙ୍କ ମୃତ୍ୟୁ

ନୂଆଦିଲ୍ଲୀ(କେନ୍ୟୁଜ୍): ବନ୍ୟା ଯୋଗୁ ଦେଶର ଅନେକ ରାଜ୍ୟରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି । ଦକ୍ଷିଣ ଓ ପଶ୍ଚିମ ଭାରତରେ ବନ୍ୟା ଯୋଗୁ ଶତାଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଅନେକ ଲୋକ ନିଖୋଜ ଅଛନ୍ତି । ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି କେରଳ । କେରଳରେ ମୃତ୍ୟୁ ସଂଖ୍ୟା ୭୨ ହୋଇଛି । ୫୮…

କିଛି ଦିନ ଭିତରେ ପ୍ରଧାନମନ୍ତ୍ରୀଙ୍କୁ ଦୁଇ ଥର ଭେଟିଲେଣି କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି

କେନ୍ଦ୍ରାପଡା(କେନ୍ୟୁଜ୍): କିଛି ଦିନ ମଧ୍ୟରେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦୁଇ ଦୁଇ ଥର ସାକ୍ଷାତ କରି ସାରିଲେଣି । ପ୍ରସଙ୍ଗ କିଛି ବି ହେଉ ପ୍ରଧାନମନ୍ତ୍ରୀଙ୍କ ସହ ଅନୁଭବଙ୍କ ସାକ୍ଷାତକୁ ନେଇ ରାଜ୍ୟ ରାଜନୀତିରେ ହଟଚମଟ୍ଟ ଆରମ୍ଭ ହୋଇଛି ।…

ପ୍ରତିବର୍ଷ ଏହି ବ୍ୟକ୍ତି ଆୟ କରିଥାନ୍ତି ୨୬୦ କୋଟି, ଚାକିରି ଛାଡି ଏବେ ପିଲାଙ୍କୁ ଦେଉଛନ୍ତି କୋଚିଂ

ବର୍ତ୍ତମାନ ସମୟରେ ପ୍ରତ୍ୟେକ ମଣିଷ ଅନଲାଇନରେ ପଢିଥାନ୍ତି। ଏହିକାରଣରୁ ଅନଲାଇନ ଟିଚିଂ ର ଚାହିଦା ମଧ୍ୟ ବଢିବାରେ ଲାଗିଛି। ଏହି କଥାକୁ ନେଇ ଆମେ ଆଜି ଆପଣଙ୍କୁ ରବିଦ୍ର ବାୟଜୁଜଙ୍କ ବିଷୟରେ କହିବାକୁ ଯାଉଛୁ, ଯାହାଙ୍କ ବାର୍ଷିକ ଆୟ ୨୬୦ କୋଟି ଟଙ୍କା। ଜାଣନ୍ତୁ ରବିଦ୍ର ବାୟଜୁଜ କିଏ ?…

ଜମ୍ମୁକଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପରେ ଲାଗି ରହିଛି ଉତ୍ତେଜନା : ବକ୍ରିଦ୍‌ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ଗଳି…

ଜମ୍ମୁକଶ୍ମୀର: ଜମ୍ମୁକଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପରେ ଲାଗି ରହିଛି ଉତ୍ତେଜନା । ଏହା ଭିତରେ ଆଜି ପାଳିତ ହେଉଛି ବକ୍ରିଦ୍‌ । ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । କଶ୍ମୀରର ଗଳି କନ୍ଦିରେ ଯବାନ ମୁତୟନ ହୋଇଛନ୍ତି । ସବୁଠି ପଇଁତରା ମାରୁଛି ପୋଲିସ । ଯେପରି କୌଣସି ଅପ୍ରୀତିକର…

ମହଙ୍ଗା ହେଲା ସିବିଏସ୍‌ସି ପାଠ ପଢା: ଏସ୍‌ସି ଏସ୍‌ଟି ଛାତ୍ରଛାତ୍ରୀଙ୍କ ପାଇଁ ୨୪ ଗୁଣା ଓ ସାଧାରଣ ବର୍ଗଙ୍କ ପାଇଁ…

ନୂଆଦିଲ୍ଲୀ(କେନ୍ୟୁଜ୍): ଅଭିଭାବକଙ୍କ ଉପରେ ପୁଣି ଫି ବୋଝ। ମହଙ୍ଗା ହେଲା ଇଂରାଜୀ ମାଧ୍ୟମ ପାଠପଢା। ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫି ବଢାଇଛି ସିବିଏସ୍‌ଇ। ଏସ୍‌ସି ଏସ୍‌ଟି ଛାତ୍ରଛାତ୍ରୀଙ୍କ ପାଇଁ ୨୪ ଗୁଣା ଓ ସାଧାରଣ ବର୍ଗଙ୍କ ପାଇଁ ୨ଗୁଣା ବୃଦ୍ଧି କରାଯାଇଛି। ନୂଆ ନିଷ୍ପତ୍ତି…

କୋହଲିଙ୍କ ଦମ୍‌ଦାର ଶତକ ଓ ଭୁବନେଶ୍ୱର କୁମାରଙ୍କ ଘାତକ ବୋଲିଂ, ୫୯ ରନ୍‌ରେ ୱେଷ୍ଟଇଣ୍ଡିଜ୍‌କୁ ହରାଇଲା ଟିମ୍‌ ଇଣ୍ଡିଆ

କୋହଲିଙ୍କ ଦମ୍‌ଦାର ଶତକ ଓ ଭୁବନେଶ୍ୱର କୁମାରଙ୍କ ଘାତକ ବୋଲିଂ ଯୋଗୁ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଦ୍ୱିତୀୟ ଦିନିକଆ ଜିତିଲା ଟିମ୍‌ ଇଣ୍ଡିଆ । ବର୍ଷା ବାଧାପ୍ରାପ୍ତ ମ୍ୟାଚ୍‌ରେ ଇଣ୍ଡିଜ୍‌ ଦଳକୁ ୫୯ ରନ୍‌ରେ ହରାଇ ମ୍ୟାଚ୍‌ ହାତେଇଛି ଭାରତ । ପ୍ରଥମେ ବ୍ୟାଟିଂ ଭାରତ ୭ ଓ୍ଵିକେଟ୍‌ ହରାଇ ୨୭୯…

ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ପୁଣି ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ପ୍ରଭାବରେ ଆଜିଠୁ ୩ ଦିନ ଯାଏଁ ପ୍ରବଳ ବର୍ଷା

ଭୁବନେଶ୍ବର(କେନ୍ୟୁଜ୍) : ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ଲଘୁଚାପରେ ପରିଣତ ହେବ। ଏହାର ପ୍ରଭାବରେ ଆଜିଠୁ ୩ ଦିନ ଯାଏଁ ପ୍ରବଳ ବର୍ଷା ହେବ। ବିଶେଷକରି ଉତ୍ତର, ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ବର୍ଷାର ପରିମାଣ ଅଧିକ ରହିବ ବୋଲି ପାଣିପାଗ ବିଭାଗ…

ଆଜି ଚାଇନା ବୈଦେଶିକ ମନ୍ତ୍ରୀ ୱେଙ୍ଗ ୟିଙ୍କୁ ଭେଟିବେ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର

ଜାମ୍ମୁ-କାଶ୍ମୀର: ଜାମ୍ମୁ-କାଶ୍ମୀର ପ୍ରସଙ୍ଗକୁ ନେଇ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ସାହା ମେହମ୍ମୁଦ କ୍ୟୁରେସିଙ୍କ ଚାଇନା ଗସ୍ତ ପରେ ଗତକାଲି ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଚାଇନା ଗସ୍ତ କରିଛନ୍ତି । ଆଜି ସେ ଚାଇନା ବୈଦେଶିକ ମନ୍ତ୍ରୀ ୱେଙ୍ଗ ୟିଙ୍କୁ ଭେଟିବେ । ଚୀନ ରାଷ୍ଟ୍ରପତି…

ଅନୁଗୁଳ ସୋମନାଥପୁର ଗାଁ ରାସ୍ତାର ଅବସ୍ଥା ଶୋଚନୀୟ, ସ୍ଥାନୀୟ ଲୋକଙ୍କ ଭିତରେ ବଢିଚାଲିଛି ଅସନ୍ତୋଷ

ଅନୁଗୁଳ(କେନ୍ୟୁଜ୍): ଅନୁଗୁଳ ପୌରପାଳିକା ଅଧିନରେ ଥିବା ସୋମନାଥପୁର ଗାଁକୁ ଯିବା ପାଇଁ ଥିବା ରାସ୍ତାର ଅବସ୍ଥା ଶୋଚନୀୟ । ଗାଁରେ ୨ ହଜାରରୁ ଅଧିକ ଲୋକ । କିନ୍ତୁ ଗାଁଠାରୁ ମୁଖ୍ୟ ରାସ୍ତାକୁ ଯୋଡୁଥିବା ରାସ୍ତା ଖାଲଖମାରେ ଭର୍ତ୍ତି । ବର୍ଷା ହେଲେ ଯାଆ ଆସ କରିବା ମୁସ୍କିଲ । ଗ୍ରାମବାସୀ…

ଖୁବ ଶୀଘ୍ର ଆରମ୍ଭ ହେବ ପୁରୀର ମାଟିଆପଡ଼ା ଠାରେ ବହୁ ପ୍ରତୀକ୍ଷିତ ରେଲୱେ ଓଭର ବ୍ରିଜ କାମ

ପୁରୀ(କେନ୍ୟୁଜ୍): ଖୁବ ଶୀଘ୍ର ଆରମ୍ଭ ହେବ ପୁରୀର ମାଟିଆପଡ଼ା ଠାରେ ବହୁ ପ୍ରତୀକ୍ଷିତ ରେଲୱେ ଓଭର ବ୍ରିଜ କାମ। ଏନେଇ ଜିଲ୍ଲା ପ୍ରଶାସନ ଉଦ୍ୟମ ଆରମ୍ଭ କରିବ। ଜାତୀୟ ରାଜପଥ ବିଭାଗ ପକ୍ଷରୁ ଏହାର ନକ୍ସା ପ୍ରସ୍ତୁତ କରାଯାଇଛି। ଏହାପରେ ଟେଣ୍ଡର ଆହ୍ଵାନ କରାଯାଇ ଜମି ଅଧିଗ୍ରହଣ ହେବ ବୋଲି…