Below header

ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତ୍ତିଲା ଧଉଳି ଏକ୍ସପ୍ରେସ, ବ୍ରେକରେ ଯାନ୍ତ୍ରିକ ତ୍ରୁଟି କାରଣରୁ ଚକାରେ ନିଆଁ ଲାଗି…

ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତ୍ତିଲା ଧଉଳି ଏକ୍ସପ୍ରେସ। ପୁରୀ- ହାଓଡ଼ା ଧଉଳି ଏକ୍ସପ୍ରେସ ହାଓଡ଼ାରୁ ଆସୁଥିବା ବେଳେ ସୋର ଷ୍ଟେସନ ଠାରେ D1 ବଗିରେ ନିଆଁ ଲାଗିଥିବା ଦେଖାଯାଇଥିଲା। ଟ୍ରେନର ବ୍ରେକରେ କିଛି ଯାନ୍ତ୍ରିକ ତ୍ରୁଟି କାରଣରୁ ଧୁଆଁ ବାହାରୁଥିବା ଜଣାପଡ଼ିଥିଲା । ନିଆଁ ଲିଭାଇବାକୁ ଷ୍ଟେସନ…

ବିଗୁଡୁଛି ବଳିଆର ସ୍ୱାସ୍ଥ୍ୟାବସ୍ଥା, ୧୫ ଦିନ ହେଲାଣି ଜ୍ୱର ହେଉଛି ଓ ଗୋଡ଼ ହାତ ଥରୁଛି

ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ବଳିଆର ସ୍ୱାସ୍ଥ୍ୟାବସ୍ଥା ବିଗୁଡୁଥିବା ସୂଚନା ମିଳିଛି । ତାକୁ ୧୫ ଦିନ ହେଲାଣି ଜ୍ୱର ହେଉଛି । ଗୋଡ଼ ହାତ ଥରୁଛି । କନ୍ଧମାଳର ଯାଆଁଳା ଶିଶୁ ଜଗା-ବଳିଆ ଏବେ ଦିଲ୍ଲୀ ଏମସରେ ଚିକିତ୍ସିତ ହେଉଛନ୍ତି । ଉଭୟଙ୍କୁ କଟକ ସ୍ଥାନାନ୍ତର ପାଇଁ ନିଷ୍ପତ୍ତି ହୋଇଛି ।…

ବାଲେଶ୍ବର: ପଡୋଶୀକୁ ମାରିଦେଲା ପୁଅ, ଆଣିଲା ମା ସହ ଅବୈଧ ସମ୍ପର୍କ ଥିବାର ଅଭିଯୋଗ

ବାଲେଶ୍ବର(କେନ୍ୟୁଜ୍): ନିଜ ମାଆ ଙ୍କ ସହ ପଡୋଶୀ  ଯୁବକଙ୍କ  ପରକୀୟା ପ୍ରୀତି କୁ ବାରଦାସ୍ତ  କରି ପାରିଲାନି ପୁଅ । ହିଂସ୍ର ହୋଇ  ଯୌନ ପିପାସୁ ପଡୋଶୀଙ୍କ  ଯୌନାଙ୍ଗ କାଟିବା ସହ  ବେକକୁ ଧାରୁଆ ଅସ୍ତ୍ରରେ କାଟି ହତ୍ୟା କରିଥିଲା  । ହତ୍ୟା ଅଭିଯୋଗରେ ଅଟକ ପରେ ଅଭିଯୁକ୍ତ ହତ୍ୟାକାଣ୍ଟା…

ରାଉରକେଲା: ସିମଡେଗା ଜଙ୍ଗଲରୁ ହକି ଖେଳାଳିଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ଉଠିଲା ସନ୍ଦେହ

ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ସିମଡେଗା ଜଙ୍ଗଲ ରାସ୍ତାର ଗଛରେ ଦୁଇ ଜଣ ଛାତ୍ରୀଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି । ସେମାନେ ହେଲେ ଝାଡ଼ଖଣ୍ଡର ଶ୍ରଦ୍ଧା ସୁନନ୍ଦିନୀ ସୋରେଙ୍ଗ ଓ ବୀରମିତ୍ରପୁରର ସୁନନ୍ଦିନୀ ବାଗେ । ଦୁହେଁ ହକି ଖେଳାଳି । ଶ୍ରଦ୍ଧା ଓ ସୁନନ୍ଦିନୀ ହକି ଖେଳିବେ କହି…

ପ୍ରେମ ପାଇଁ ଛାତ୍ର ହାରିଲେ ଜୀବନ, ପ୍ରେମିକା ବାଡି ପଛରେ ରଶି ଲଗାଇ କଲେ ଆତ୍ମହତ୍ୟା

ପ୍ରେମ ପାଇଁ ଜୀବନ ହାରିଲେ ଜଣେ ଆଇ.ଟି.ଆଇ  ଛାତ୍ର। ପ୍ରେମିକାଙ୍କ ଘର ବାଡିରେ ଆତ୍ମହତ୍ୟା କରିଛନ୍ତି ବ୍ରହ୍ମପୁର ଆଇ.ଟି.ଆଇର ଛାତ୍ର I ଏଭଳି ଏକ ଚଞ୍ଚ୍ୟଲ୍ୟକର ଘଟଣା ସାମନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା କଣ୍ଟାବଣି ଗ୍ରାମରେ I କଣ୍ଟାବଣି ଗ୍ରାମରେ ଏକ ତେନ୍ତୁଳୀ…

ନୀଳଗିରି: ଯୁବତୀଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼, ଜମିଜମା ବିବାଦକୁ ନେଇ ପିଟିଲେ ଭଉଣୀ, ଭିଣୋଇ ଓ ପୁତୁରା

ନୀଳଗିରି ଥାନା ବଉଳଗଡ଼ିଆ ଅଞ୍ଚଳରେ ଯୁବତୀ ଙ୍କୁ ନଡ଼ିଆ ଗଛରେ ରଶିରେ ବାନ୍ଧି ପିଟିଲେ ନିଜ ଭଉଣୀ, ଭିଣୋଇ ଓ ପୁତୁରା । ଘଟଣାସ୍ଥଳରେ ଗ୍ରାମବାସୀ ପହଞ୍ଚି ଯୁବତୀଙ୍କୁ ଉଧାର କରି ୧୦୮ ଯୋଗେ ନୀଳଗିରି ମେଡିକାଲ ରେ ଭର୍ତି କରିଥିବାବେଳେ ଘଟଣାସ୍ଥଳରେ ରେ ଈଶ୍ୱରପୁର ଫାଣ୍ଡି ପୋଲିସ ପହଞ୍ଚି…

ଫାଇବ ଷ୍ଟାର ହୋଟେଲରେ ୧୨ଲକ୍ଷ ଟଙ୍କାର ବିଲ ନଭରି ପଳାଇଲେ ବ୍ୟବସାୟୀ

ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ଜଣେ ବ୍ୟକ୍ତି ୩ମାସରୁ ଉର୍ଦ୍ଧ୍ୱ ସମୟ ଧରି ଏକ ପଞ୍ଚତାରକା ହୋଟେଲରେ ରହିବା ପରେ ବିଲ ନଭରି ଫେରାର ହୋଇଯାଇଛନ୍ତି । ଏହି ବ୍ୟକ୍ତିଙ୍କର ପାଖାପାଖି ୧୨.୩୪ ଲକ୍ଷ ଟଙ୍କାର ବିଲ ହୋଇଥିଲା । ଅଭିଯୁକ୍ତଙ୍କ ନାମ ଶଙ୍କର ନାରାୟଣ ବୋଲି ଜଣାପଡିଛି । ତାଜ…

ରାଜେଶ ମହାନ୍ତି ଓ ପ୍ରିୟଙ୍କା ପ୍ରିୟଦର୍ଶିନୀଙ୍କୁ ସହିଦ ସ୍ପୋର୍ଟିଂ କ୍ରିକେଟିୟର ଅଫ୍‌ ଦି ଇୟର ପୁରସ୍କାର ପ୍ରଦାନ

ଭୁବନେଶ୍ୱର (କେ ନ୍ୟୁଜ୍‌ ଓଡ଼ିଶା) : ଅନେକ ପୁରୁଣା ଓ ନୂଆ କ୍ରୀଡ଼ାବିତ୍‌ଙ୍କ ମେଳରେ ଆଜି ଅନୁଷ୍ଠିତ ହୋଇଛି ସହିଦ ସ୍ପୋର୍ଟିଂ କ୍ରିକେଟିୟର ଅଫ୍‌ ଦି ଇୟର ପୁରସ୍କାର ପ୍ରଦାନ ଉତ୍ସବ । ରାଜ୍ୟର ସବୁଠାରୁ ପୁରାତନ କ୍ରୀଡ଼ା ପୁରସ୍କାର ଭାବେ ପରିଚିତ ଏହି କାର୍ଯ୍ୟକ୍ରମରେ ଆଜି ଯୁବ କ୍ରିକେଟ୍‌…

ମାଲକାନଗିରି ଜିଲ୍ଲାରେ ପୋଲାଭରମ ଇଫେକ୍ଟ, ମୋଟୁ ତହସିଲର ପାଞ୍ଚଟି ଗାଁ ଜଳମଗ୍ନ

ମାଲକାନଗିରି ଜିଲ୍ଲାରେ ପୋଲାଭରମ ଇଫେକ୍ଟ । ବର୍ଷା ଛାଡ଼ିବା ପରେ ଜିଲ୍ଲାରେ ସ୍ୱାଭାବିକ ହୋଇଛି ଜନଜୀବନ । ହେଲେ ସୀମାନ୍ତରେ ଥିବା ମୋଟୁ ଅଞ୍ଚଳରେ ବନ୍ୟା ପରିସ୍ଥିିତି । ପ୍ରକଳ୍ପ ପ୍ରଭାବରେ ସିଲେରୁ ଓ ସାବେରୀ ନଦୀର ଜଳ ନିଷ୍କାସନ ହୋଇ ପାରୁନି । ଫଳରେ ମୋଟୁ ତହସିଲର ପାଞ୍ଚଟି ଗାଁ ଏବେ…

ପୁଅର ଇଛା ମୃତ୍ୟୁ ପାଇଁ ଗୁହାରି କଲେ ମା’, ଲୋଡିଲେ ରାଷ୍ଟ୍ରପତିଙ୍କ ଅନୁମତି

ଘଟଗାଁ (କେନ୍ୟୁଜ୍) : ପୁଅର ଇଛା ମୃତ୍ୟୁ ପାଇଁ ରାଷ୍ଟ୍ରପତିଙ୍କ ଅନୁମତି ଲୋଡିଲେ ବାପା ମାଆ । ଶୁଣିବାକୁ ଆଶ୍ଚର‌୍ୟ୍ୟ ଲାଗିଲେ ବି କଥାଟା ସତ । ଦାରିଦ୍ର‌୍ୟ ଆଗରେ ହାର୍ ମାନି ଏଭଳି ନିଷ୍ପତ୍ତି ନେଇଛନ୍ତି ଖୋଦ୍ ଜନ୍ମଦାତ୍ରୀ ମାଆ ଓ ବାପା । କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଉପରଡିହା ଗାଁରୁ…

ବକ୍ରି ଇଦ୍‌ ପାଇଁ କାଶ୍ମୀର ଘାଟିରେ କଟକଣା କୋହଳ

ଆସନ୍ତାକାଲି ବକ୍ରି ଇଦ୍‌ । ଏଥିପାଇଁ କଶ୍ମୀର ଘାଟିରେ କଟକଣା କୋହଳ କରାଯାଇଛି । ଘାଟି ଅଞ୍ଚଳରେ ଅନେକ ଜିଲ୍ଲାରେ କର୍ଫ୍ୟୁ କୋହଳ କରାଯାଇଛି । ଶ୍ରୀନଗର, ଅନନ୍ତନାଗ ଓ ବଡ଼ଗାମ୍‌ ଜିଲ୍ଲାରେ ଲୋକଙ୍କୁ ବାହାରକୁ ବାହାରିବା ପାଇଁ ଅନୁମତି ଦିଆଯାଇଛି । ଲୋକେ ବଜାରରେ କିଣାକିଣି କରୁଛନ୍ତି ।…

ପିଲାକୁ ଧରି ଟ୍ରେନ ଆଗକୁ ଡେଇଁଲେ ମହିଳା, ବଞ୍ଚିଗଲା ଛୁଆ କଟିଗଲା ମା’ର ଗୋଡ

ସୁନ୍ଦରଗଡ଼ (କେନ୍ୟୁଜ୍) : ଛୁଆକୁ ଧରି ଟ୍ରେନ ଆଗକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ । ମହିଳାଙ୍କ ଡାହାଣ ଗୋଡ କଟିଯିବା ସହ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଛୁଆ ତଳେ ରହିଯାଇଥିବାରୁ ସୁରକ୍ଷିତ ରହିଛି । ସୁନ୍ଦରଗଡ଼ ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସୋହେଲାରେ ଏହି ହୃଦୟ ବିଦାରକ ଘଟଣା ଘଟିଛି।…