Below header

ସମ୍ବଲପୁର : ଜିଙ୍କନଗର ଠାରେ ୨୯ତମ ଜାତୀୟ ହକି ପ୍ରତିଯୋଗିତା ଉଦଘାଟିତ

ସମ୍ବଲପୁର (କେନ୍ୟୁଜ୍) : ଲେଫ୍ରିପଡା ବ୍ଲକ ଜିଙ୍କନଗର ଠାରେ ୨୯ତମ ଜାତୀୟ ହକି ପ୍ରତିଯୋଗିତା ଉଦଘାଟିତ। ଉତ୍ସବରେ ସାଂସଦ ଜୁଏଲ ଓରାମ, ବିଧାୟକ କୁସୁମ ଟେଟେ, ଅଲମ୍ପିଆନ ପ୍ରବୋଧ ତିର୍କୀ ପ୍ରମୁଖ ଯୋଗଦେଇଥିଲେ । ଆସନ୍ତା ୧୨ ତାରିଖରେ ପ୍ରତିଯୋଗୀତା ଉଦ୍ୟାପିତ ହେବ । ଜବାହାର ନବୋଦୟ ବିଦ୍ୟାଳୟ…

ସାଲେପୁର : ପାଖରେ ଅଛି ଏଟିଏମ୍ କିନ୍ତୁ ଆକାଉଣ୍ଟରୁ ଲକ୍ଷେ ଟଙ୍କା ଗାଏବ

କଟକ (କେନ୍ୟୁଜ୍) : ଏଟିଏମ୍ରୁ ଟଙ୍କା ଗାଏବ । ଅଭିଯୋଗ କରିଛନ୍ତି କଟକ ଜିଲ୍ଲା ସାଲେପୁର ତିଲଦା ଗାଁର ହେମଲତା ନାୟକ । ଜପକୁଦର ଷ୍ଟେଟବ୍ୟାଙ୍କରେ ଦୀର୍ଘ ବର୍ଷ ଧରି ନାତୁଣୀ ବାହାଘର ପାଇଁ ଟଙ୍କା ସଞ୍ଚୟ କରିଥିଲେ । ହେଲେ କିଛିଦିନ ତଳେ ପାସବୁକ୍ ଅପଡେଟ୍ କରିବା ବେଳେ ତାଙ୍କ ଖାତାରେ ଲକ୍ଷେ…

କେନ୍ଦ୍ରାପଡ଼ା : ଗ୍ରହଣଖଣ୍ଡିଆ ପିଲାଙ୍କୁ ମିଳିବ ମାଗଣା ଚିକିତ୍ସା ସହିତ ଖାଦ୍ୟର ସମସ୍ତ ବନ୍ଦୋବସ୍ତ

କେନ୍ଦ୍ରାପଡ଼ା (କେନ୍ଯୁଜ୍) : ଲୋକସଭା ନିର୍ବାଚନମଣ୍ଡଳୀରେ ଗ୍ରହଣଖଣ୍ଡିଆ ପିଲାଙ୍କୁ ମିଳିବ ମାଗଣା ଚିକିତ୍ସା । ଏଦିଗରେ ପଦକ୍ଷେପ ନେଇଛନ୍ତି । ପିଲାଙ୍କୁ ମାଗଣା ଚିକିତ୍ସା ସହ ରହିବା ଏବଂ ଖାଇବା ପାଇଁ ମଧ୍ୟ ସମସ୍ତ ବନ୍ଦୋବସ୍ତ କରାଯିବ । ଏ ଦିଗରେ ତାଙ୍କୁ ସହାୟତା କରିବେ ଏସସିବି ମେଡିକାଲ…

ଭୁବନେଶ୍ୱର : ପୋଲିସ ଆଗରେ ରାଜମହଲ ଛକ ଟ୍ରାଫିକରେ ଦୁଇ ଯୁବକଙ୍କ ମଧ୍ୟରେ ମାଡପିଟ

ଭୁବନେଶ୍ୱର (କେନ୍ୟୁଜ୍) : ରାଜମହଲ ଛକରେ ଟ୍ରାଫିକ ଛକ ଉପରେ ଦୁଇ ଯୁବକଙ୍କ ମଧ୍ୟରେ ଧସ୍ତାଧସ୍ତି । ତାହା ପୁଣି ପୋଲିସ ଉପସ୍ଥିତିରେ । ଟ୍ରାଫିକ ନିୟମ ଉଲଂଘନ ପରେ କାର ଓ ବାଇକ ଚାଳକଙ୍କ ମଧ୍ୟରେ ବଚସା ପରେ ଗଣ୍ଡଗୋଳ ହୋଇଥିଲା । ଏଥିଯୋଗୁ ରାଜମହଲ ଛକରେ ଟ୍ରାଫିକ ଜାମ ସହ ଦୁଇ ଯୁବକଙ୍କ…

ପ୍ରତୀକ୍ଷାର ହେଲା ଅନ୍ତ, ସୋନିଆ ଗାନ୍ଧି ହେଲେ କଂଗ୍ରେସର ନୂଆ ଅଧ୍ୟକ୍ଷା

ନୂଆଦିଲ୍ଲୀ (କେନ୍ୟୁଜ୍) : ସବୁ ପ୍ରତିକ୍ଷାରେ ଅନ୍ତ । ସୋନିଆ ଗାନ୍ଧି ହେଲେ କଂଗ୍ରେସର ନୂଆ ଅଧ୍ୟକ୍ଷା । ନୂଆ ସଭାପତି ଚୟନ ହେବା ପର‌୍ୟ୍ୟନ୍ତ ସୋନିଆ ଗାନ୍ଧି ଅଧ୍ୟକ୍ଷା ପଦବୀରେ ରହିବେ । ଗତକାଲି ବସିଥିବା କଂଗ୍ରେସ CWC ବୈଠକରେ ଏହି ନିଷ୍ପତ୍ତି ହୋଇଛି । ଦିନ ସାରା ଚାଲିଥିବା ବୈଠକ ପରେ…

ଜାଣନ୍ତୁ ଆଜିର ଭାଗ୍ୟ

ମେଷ : ଆଜି ଆପଣ ଭବିଷ୍ୟତରେ କିଛି କାର୍ଯ୍ୟ କରିବା ପାଇଁ ଚିନ୍ତା କରିବେ। ସଫଳତା ପ୍ରାପ୍ତ ହେବାର ସଂକେତ ରହିଛି। ବୃଷ : ଆଜି ଦିନଟି ଆପଣଙ୍କର ସୁଖମୟ ହେବ। ଆପଣଙ୍କ ଖୁସିରେ ବାଧା ଆସିବ ନାହିଁ। ସକରାତ୍ମକ ବ୍ୟବହାର କାମରେ ଦେଖାଦେବା ଦ୍ବାରା ସହକର୍ମୀମାନେ ଆପଣଙ୍କ ଉପରେ…

ଜଳବନ୍ଦୀ ଘେରରେ ପୁରୀ ଧୋବାଖାଲ୍‌ ବସ୍ତି, ରାସ୍ତା ଉପରେ ଆଶ୍ରୟ ନେଇଛନ୍ତି ବସ୍ତି ବାସିନ୍ଦା

ପୁରୀ ପୌରପାଳିକା ଅନ୍ତର୍ଗତ ଆଇଟିଆଇ ଧୋବାଖାଲ୍‌ ବସ୍ତିର ଲୋକେ ଜଳବନ୍ଦୀ । ତଳି ଓ ଖାଲୁଆ ଅଞ୍ଚଳ ହୋଇଥିବାରୁ ବର୍ଷାଜଳ ଜମାହୋଇ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ପିଲାମାନେ ସ୍କୁଲ ଯାଇପାରୁନାହନ୍ତି। ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ଏବେ ବି ଅନେକ ପରିବାର ଜଳବନ୍ଦୀ ହୋଇ…

ପ୍ରଥମ ଥର ଦିଲ୍ଲୀ ଢାଞ୍ଚାରେ ହେବ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ, ପ୍ରଦର୍ଶନୀ ପଡ଼ିଆରେ ବିଶେଷ ଆୟୋଜନ

ଭୁବନେଶ୍ବର(କେନ୍ୟୁଜ୍): ଦିଲ୍ଲୀ ଢାଞ୍ଚାରେ ପ୍ରଥମ ଥର ହେବ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବ । ଏଥର ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ସ୍ୱାଧୀନତା ଦିବସ ଉତ୍ସବ ଆୟୋଜନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଆଜି ପଡ଼ିଆରେ ପହଞ୍ଚି ତଦାରଖ କରିଛନ୍ତି ଗୃହ ସଚିବ ଅସିତ ତ୍ରିପାଠୀ । ସେହିପରି…

ଓଡ଼ିଶାର ସଦସ୍ୟତା ଅଭିଯାନର ସମୀକ୍ଷା କଲେ ଶିବରାଜ ସିଂ ଚୌହାନ, ୫୦ ଲକ୍ଷରେ ସଦସ୍ୟ ସଂଖ୍ୟା ପହଞ୍ଚାଇବା ଟାର୍ଗେଟ

ଭୁବନେଶ୍ବର (କେନ୍ୟୁଜ୍):  ଆରମ୍ଭ ହୋଇଛି ବିଜେପିର ସାଂଗଠନିକ ନିର୍ବାଚନ ପ୍ରକ୍ରିୟା । ସଦସ୍ୟତା ଅଭିଯାନକୁ ତ୍ୱରାନ୍ଵିତ କରିବା ପାଇଁ ଓଡ଼ିଶା ଆସିଛନ୍ତି ସଦସ୍ୟତା ଅଭିଯାନର ଜାତୀୟ ଆବାହକ ଶିବରାଜ ସିଂ ଚୌହାନ । ରାଜ୍ୟ ବିଜେପି ନେତୃତ୍ୱଙ୍କ ସହ ସଦସ୍ୟତା ଅଭିଯାନ ସଂପର୍କରେ ଆଲୋଚନା କରିଛନ୍ତି…

ସୋର : ଧାନ ବିଲରେ ସ୍ତ୍ରୀକୁ ପୋଡ଼ି ମାରିଲା ସ୍ୱାମୀ

ସୋର (କେ ନ୍ୟୁଜ୍‌) : ବାଲେଶ୍ୱର ଜିଲ୍ଲା ଖନ୍ତାପଡା ଥାନା ନୂଆପୁର ଗ୍ରାମର ଘଟିଛି ଏକ ବଡ଼ ଅଘଟଣ । ସ୍ତ୍ରୀକୁ ସ୍ୱାମୀ ପୋଡ଼ି ମାରି ଦେଇଥିବା ଅଭିଯୋଗ ହୋଇଛି । ସ୍ତ୍ରୀ ସାବିତ୍ରୀକୁ ଅରଳା ନିକଟ ଧାନ କିଆରୀରେ ପୋଡି ଦେଇଛି ସ୍ୱାମୀ ନୀଳାମ୍ବର ମଲ୍ଲିକ । ସେ ନିଜେ ମଧ୍ୟ ଗୁରୁତର ଆହତ ହୋଇଛି ।…

ଶ୍ରୀମନ୍ଦିର ସମେତ ୪୦ରୁ ଅଧିକ ମଠବାଡ଼ିରେ ଝୁଲଣ ଯାତ୍ରା, ୭ ଦିନ ଧରି ଚାଲିବ ଏହି ପର୍ବ

ଝୁଲଣ ଯାତ୍ରା ପାଇଁ ଉତ୍ସବମୁଖର ଶ୍ରୀକ୍ଷେତ୍ର । ପୁରୀ ଶ୍ରୀମନ୍ଦିର ସମେତ ୪୦ରୁ ଅଧିକ ମଠବାଡ଼ିରେ ଆଜିଠୁ ସପ୍ତାହ ବ୍ୟାପୀ ଝୁଲଣ ଯାତ୍ରା ଆରମ୍ଭ ହୋଇଛି । ଏଥିପାଇଁ ଝୁଲଣ କୁଞ୍ଜକୁ ଆକର୍ଷଣୀୟ କରି ସଜା ଯାଇଛି । ଶ୍ରଦ୍ଧାଳୁଙ୍କ ସହ ମଠାଧୀଶ ଶ୍ରୀରାଧା ଓ କୃଷ୍ଣଙ୍କୁ ଝୁଲଣ କୁଞ୍ଜରେ ଝୁଲାଉଛନ୍ତି…

ଘଟଗାଁ : ବନ୍ଧୁକ ଓ ଭୁଜାଲି ଦେଖାଇ ଶିକ୍ଷକଙ୍କ ଠାରୁ ବାଇକ, ଟଙ୍କା ଓ ମୋବାଇଲ ଲୁଟ୍‌

ଘଟଗାଁ (କେ ନ୍ୟୁଜ୍‌) : ବନ୍ଧୁକ ଓ ଭୁଜାଲି ଦେଖାଇ ଚାରି ଜଣ ଶିକ୍ଷକଙ୍କ ଠାରୁ ଲୁଟ୍‌ । ବାଇକ୍‌, ମୋବାଇଲ ଓ ଟଙ୍କା ଲୁଟି ନେଲେ ଛଅ ଜଣ ଦୁର୍ବୃତ୍ତ। କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ଛୋଟରାୟପୁର ଗ୍ରାମ ନିକଟରେ ନିଛାଟିଆ ସ୍ଥାନରେ ଲୁଟ୍‌ର ଶିକାର ହୋଇଛନ୍ତି ଏମାନେ । ହରିଚନ୍ଦନପୁର…