ଆଲୋ ଭେରା ଜେଲ୍‌ ସହିତ ମିଶାଇ ଲଗାନ୍ତୁ ନାହିଁ ଏହି ଜିନିଷ, ସ୍କିନ୍‌ ପାଇଁ ହୋଇପାରେ ବଡ଼ ସମସ୍ୟା

ଆଲୋ ଭେରା ସ୍କିନ୍‌ ଏବଂ କେଶ ପାଇଁ ଉପକାରୀ ବୋଲି ବିବେଚନା କରାଯାଏ । ଅଧିକାଂଶ ଲୋକ ଏହାକୁ ସେମାନଙ୍କର ସ୍କିନ୍‌ର ଯତ୍ନ ନେବା ପାଇଁ ବ୍ୟବହାର କରନ୍ତି ଏବଂ କିଛି ଲୋକ କେଶ ଭଲ ରହିବା ପାଇଁ ବ୍ୟବହାର କରନ୍ତି । ଏଥିରେ ଆଣ୍ଟି-ଅକ୍ସିଡାଣ୍ଟ, ଆଣ୍ଟି-ବ୍ୟାକ୍ଟେରିଆଲ୍ ଏବଂ ଆଣ୍ଟି-ଫଙ୍ଗଲ୍ ଗୁଣ…

ଶାହାରୁଖ ଖାନ୍‌ଙ୍କ ପାଖରେ ରହିଛି ୧୭ଟି ମୋବାଇଲ୍‌

ବଲିଉଡ୍‌ ବାଦଶାହ ଶାହାରୁଖ ଖାନ୍‌ । କିଙ୍ଗ ଖାନ୍‌ ଭାବେ ପରିଚିତ । ଏହି ସୁପର ଷ୍ଟାରଙ୍କର ଏବେ ଭେଳା ଭଲ ଚାଲିଛି । ପଠାନ୍‌, ଯବାନ୍‌ ଆଉ ଡଙ୍କି ଫିଲ୍ମ ହିଟ୍‌ ସାବ୍ୟସ୍ତ ହୋଇଛି । ଏହା ପୂର୍ବରୁ ବେଶ୍‌ କିଛି ଫ୍ଲପ୍‌ ହେବା ଯୋଗୁଁ ଶାହାରୁଖଙ୍କ ଫ୍ୟାନ୍‌ ନିରାଶ ଥିଲେ । ଏମିତିକି ନିଜେ…

ଫିଲ୍ମ ‘ବଡେ ମିୟା ଛୋଟେ ମିୟା’ ରିଲିଜ୍‌ ପୂର୍ବରୁ ସାମ୍ନାକୁ ଆସିଲା ଆଉ ଏକ ନୂଆ ସଙ୍ଗ୍‌, ଭାଇରାଲ ହେଉଛି ଭିଡିଓ

ଅକ୍ଷୟ କୁମାର ଓ ଟାଇଗର ଶ୍ରଫଙ୍କ ଅପ୍‌କମିଂ ଫିଲ୍ମ ‘ବଡେ ମିୟା ଛୋଟେ ମିୟା’କୁ ଫ୍ୟାନ୍ସ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ତେବେ କିଛି ଦିନ ପୂର୍ବରୁ ଫିଲ୍ମର ଗୀତ, ଟ୍ରେଲର, ଟିଜର ଏବଂ ପୋଷ୍ଟର ରିଲିଜ୍ ହୋଇଥିଲା । ଯାହା ଦେଖିବା ପରେ ପ୍ରଶଂସକଙ୍କ ମଧ୍ୟରେ ଏକ ଭିନ୍ନ ଉତ୍ସାହ ଦେଖିବାକୁ…

କନିଷ୍ଠ ଶିକ୍ଷକଙ୍କ ଦରମା ବୃଦ୍ଧି, ଜାନୁଆରୀ ଠାରୁ ହେବ ଲାଗୁ

ଭୁବନେଶ୍ୱର(କେନ୍ୟୁଜ୍‌): କନିଷ୍ଠ ଶିକ୍ଷକଙ୍କ ମାସିକ ପାରିଶ୍ରମିକ ବୃଦ୍ଧି । ମାସିକ ୧୩,୮୦୦ରୁ ୨୦ ହଜାର ଟଙ୍କାକୁ ବୃଦ୍ଧି । ପାରିଶ୍ରମିକ ବୃଦ୍ଧି ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ପିଛିଲା ଭାବେ ୨୦୨୩ ଜାନୁଆରୀଠାରୁ ଲାଗୁ ହେବ । କାର୍ଯ୍ୟରତ ୧୨,୭୮୪ ଜଣ କନିଷ୍ଠ ଶିକ୍ଷକ ହେବେ ଉପକୃତ ।

ତ୍ରିକୋଣୀୟ ପ୍ରେମ ପାଇଁ ଅପହରଣ, ପାସପୋର୍ଟ ଅଫିସ ନିକଟରୁ ଅପହୃତ ଯୁବକ ପୁରୀରୁ ଉଦ୍ଧାର

ଭୁବନେଶ୍ୱର(କେନ୍ୟୁଜ୍‌) : ତ୍ରିକୋଣୀୟ ପ୍ରେମ ପାଇଁ ଅପହରଣ । ଝିଅର ଭାଇ ସହ ମିଶି ଦ୍ୱିତୀୟ ପ୍ରେମିକକୁ ଅପହରଣ କରିଥିଲେ ପ୍ରଥମ ପ୍ରେମିକ । ଭୁବନେଶ୍ବର ପୁରୁଣା ପାସପୋର୍ଟ ଅଫିସ ସାମ୍ନାରୁ ଅପହରଣ କରାଯାଇଥିବା ବେଳେ ପୁରୀରୁ ତାଙ୍କୁ ଉଦ୍ଧାର କରିଛି ପୋଲିସ । ଦୁଇଟି ବାଇକରେ ବଳପୂର୍ବକ…

ଅର୍ଥତତ୍ତ୍ୱ ଚିଟଫଣ୍ଡ ମାମଲାରେ ବ୍ୟବସାୟୀ ଭିନିତ ଲଲାନିଙ୍କୁ ମାରାଥନ ଜେରା

ଭୁବନେଶ୍ୱର(କେନ୍ୟୁଜ୍‌) : ଅର୍ଥତତ୍ତ୍ୱ ଚିଟ ଫଣ୍ଡ ମାମଲାରେ ଇଡିରେ ବ୍ୟବସାୟୀ ଭିନିତ ଲଲାନିଙ୍କୁ ମାରାଥନ ଜେରା । ପ୍ରଥମ ପର୍ଯ୍ୟାୟ ଜେରା ପରେ ଏବେ ଦ୍ଵିତୀୟ ପର୍ଯ୍ୟାୟ ଜେରା ଆରମ୍ଭ। ମାର୍ଚ୍ଚ ୭ତାରିଖରେ ଇଡି ପକ୍ଷରୁ ଅର୍ଥତତ୍ୱ ଚିଟଫଣ୍ଡରେ ସମ୍ପୃକ୍ତ ଅଭିଯୁକ୍ତ ମାନଙ୍କ ଘରେ ଚଢ଼ାଉ…

ନବୀନ ନିବାସରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ

ଭୁବନେଶ୍ୱର (କେନ୍ୟୁଜ୍‌) : ଆସନ୍ତାକାଲି ନବୀନ ନିବାସରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ ! ୧୫ରୁ ୨୦ ଜଣ ବରିଷ୍ଠ ନେତା ବୈଠକରେ ଯୋଗ ଦେବାର ସମ୍ଭାବନା ରହିଛି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକରେ ନିର୍ବାଚନ ରଣନୀତି ଉପରେ ହୋଇପାରେ ଆଲୋଚନା । ଏହାସହ ମେଣ୍ଟ…

ଗୋପୀନାଥପୁର ହରିଡା ପଡିଆରେ ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ମହୋତ୍ସବ

କଟକ: ଭକ୍ତିର ଭାବ ଡୋରିରେ ବନ୍ଧା ପ୍ରଭୁ ଜଗନ୍ନାଥ । ସେ ଅଣଚାଷ ପବନ ହେଉ କି ଝାଞ୍ଜି ଖରା ଭକ୍ତ ଆଉ ଭଗବାନଙ୍କର ସେହି ଭାବର ଡୋରିକୁ କେହି କାଟିପାରିବେନି । ପ୍ରଭୁଙ୍କର ଲୀଳା ବଡ଼ ବିଚିତ୍ର । ଶ୍ରୀ ଜଗନ୍ନାଥଙ୍କ ମହିମା ଅପାର । ସେଥିପାଇଁ ତ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ…

ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକଙ୍କ ମନମୁଖୀ ଶାସନ, ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଛାତ୍ରଛାତ୍ରୀ

ବେଗୁନିଆ (କେନ୍ୟୁଜ): ଶିକ୍ଷା ବ୍ୟବସ୍ଥାକୁ ସରକାର ଯେତେ ସୁଧାରିବାକୁ ଚେଷ୍ଟା କଲେ ବି ଶିକ୍ଷକଙ୍କ ମନମାନିରେ ଭୁଶୁଡିପଡୁଛି ସରକାରଙ୍କ ଶିକ୍ଷା ବ୍ୟବସ୍ଥା । ଯାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବେଗୁନିଆ ବ୍ଲକ ଗୋବିନ୍ଦପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ଏଠିକାର ଶିକ୍ଷକଙ୍କ…

କାହିଁକି ସାପ ବିଷ ଦ୍ୱାରା ନେଉଳ ପ୍ରଭାବିତ ହୁଏ ନାହିଁ ? ଜାଣନ୍ତୁ ବୈଜ୍ଞାନିକଙ୍କ ମତ

ସାପ ଦୁନିଆର ସବୁଠାରୁ ବିଷାକ୍ତ ପ୍ରାଣୀ ବୋଲି ବିବେଚନା କରାଯାଏ । ଯଦି ଆପଣ ଗାଁ ପରିବେଶରେ ବସବାସ କରିଥିବେ, ତେବେ ଆପଣ ସାପ ଏବଂ ନେଉଳ ମଧ୍ୟରେ ଲଢେଇକୁ ଭଲ ଭାବରେ ଜାଣିଥିବେ । କାରଣ ନେଉଳ ଏବଂ ସାପ ପରସ୍ପରର ବଡ଼ ଶତ୍ରୁ ହୋଇଥାନ୍ତି ବୋଲି କୁହାଯାଏ । କିନ୍ତୁ ଆପଣ କେବେ ଏହାକୁ ଚିନ୍ତା…

ଆସନ୍ତା କାଲିଠୁ ଭିଜିବ ଓଡ଼ିଶା, ପାଣିପାଗ କେନ୍ଦ୍ରର ପୂର୍ବାନୁମାନ

ଭୁବନେଶ୍ୱର(କେନ୍ୟୁଜ୍‌): ତାତିରେ ଲାଗିବ ବ୍ରେକ ଗୁଳୁଗୁଳିରୁ ମିଳିବ ଆଶ୍ୱସ୍ତି । ଆସନ୍ତା କାଲିଠୁ ଓଡିଶାର କିଛି କିଛି ସ୍ଥାନରେ ହାଲକା ମଧ୍ୟମ ଧରଣ ବର୍ଷା ହେବ । ପଶ୍ଚିମା ଝଡ ପ୍ରଭାବରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର…

ହାଇ ୟୁରିକ୍ ଏସିଡ୍ ସମସ୍ୟାରେ ଖାଆନ୍ତୁ ପୋଦିନା ପତ୍ର, ଯନ୍ତ୍ରଣାରୁ ମିଳିବ ମୁକ୍ତି

ସ୍ୱାସ୍ଥ୍ୟ ପାଇଁ ପୋଦିନା ପତ୍ର ବହୁତ ଭଲ ହୋଇଥାଏ । ଏଥିରେ ଏପରି କିଛି ଗୁଣ ଅଛି ଯାହା ଆପଣଙ୍କୁ ଅନେକ ସମସ୍ୟାରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ । ତେବେ ଏହା ହାଇ ୟୁରିକ୍ ଏସିଡ୍ ସମସ୍ୟା ପାଇଁ ମଧ୍ୟ ବହୁତ ଭଲ ପ୍ରତିକାର ହୋଇଥାଏ । ବାସ୍ତବରେ ପୋଦିନା ପତ୍ରରେ କିଛି ଆଣ୍ଟିଅକ୍ସିଡାଣ୍ଟ…