ରାତିରେ ଶୋଇଥିବା ଅବସ୍ଥାରେ ମାଆ ଓ ଝିଅଙ୍କୁ ନିର୍ମମ ହତ୍ୟା, ଅଳ୍ପକେ ବର୍ତ୍ତିଲା ପୁଅ

କେନ୍ଦୁଝର (କେନ୍ୟୁଜ୍‌) : ଚମ୍ପୁଆ ଥାନା ଅନ୍ତର୍ଗତ ଶଙ୍କରପୁର ନିକଟ ଧଳାଦିହି ଗାଁରେ ଡବଲ ମର୍ଡର। କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି । ଏକ ଅନୌପଚାରିକ ସୂତ୍ରରୁ ମିଳିଥିବା ଖବର ଅନୁଯାଇ ଗୃହକର୍ତ୍ତା ଏକ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ବେଳେ ଗତ ରାତିରେ…

WhatsAppରେ ଆସୁଛି ଧମାକେଦାର ଫିଚର୍ସ, ୟୁଜର୍ସଙ୍କ ମିଳିବ ନୂଆ ଅନୁଭବ

ହ୍ଵାଟସଅପ୍‌  ନିଜ ଆପରେ ଅନେକ ନୂଆ ଅପଟେଡସ୍‌ ଉପରେ କାମ କରୁଛି। କମ୍ପାନୀ ନିଜର ଆଣ୍ଡ୍ରଏଡ ବିଟା ଭର୍ସନରେ ନୂଆ ଫିଚର୍ସକୁ ମଧ୍ୟ ଟେଷ୍ଟିଙ୍ଗ୍‌ କରୁଛି। WABetaInfoର ଏକ ରିପୋର୍ଟ ଅନୁଯାୟୀ କମ୍ପାନୀ ଏହି ଫିଚର୍ସ ଉପରେ କାମ କରୁଛି, ଯାହାକୁ ଆଣ୍ଡ୍ରଏଡ୍‌ ପାଇଁ ବିଟା ଭର୍ସନରେ ଦେଖା ଯାଇଛି।…

ଆଜି ସର୍ବଭାରତୀୟ ମେଡିକାଲ୍‌ ପ୍ରବେଶିକା ପରୀକ୍ଷା NEET

ଆଜି ସର୍ବଭାରତୀୟ ମେଡିକାଲ୍‌ ପ୍ରବେଶିକା ପରୀକ୍ଷା NEET । କୋଭିଡ୍‌ ୧୯ କଟକଣା ଭିତରେ ହେବ ପରୀକ୍ଷା । ଏଥିପାଇଁ ଭୁବନେଶ୍ୱର, କଟକ,ସମ୍ବଲପୁର, ବାଲେଶ୍ୱର, ବ୍ରହ୍ମପୁର, ରାଉରକେଲା ଓ ଅନୁଗୁଳରେ ହୋଇଛି ମୋଟ୍‌ ୮୪ଟି ସେଣ୍ଟର । ୩୭ ହଜାର ୪୫୯ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ପରୀକ୍ଷାର୍ଥୀଙ୍କ…

NEET ପରୀକ୍ଷା ଦେବେନି ପଜିଟିଭ୍ ଛାତ୍ରଛାତ୍ରୀ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ନୂଆ SOP ଜାରି

ଆଜି ସର୍ବଭାରତୀୟ ମେଡିକାଲ୍ ପ୍ରବେଶିକା ପରୀକ୍ଷା NEET। ଓଡ଼ିଶାରେ ୮୪ ସେଣ୍ଟର, ୩୭ ହଜାରରୁ ଅଧିକ ପରୀକ୍ଷାର୍ଥୀ। ସମସ୍ତ ଛାତ୍ରଛାତ୍ରୀଙ୍କ ହେବ ଥର୍ମାଲ ସ୍କ୍ରିନିଂ। ପଜିଟିଭ୍‌ ଛାତ୍ରଛାତ୍ରୀଙ୍କୁ ହଲ୍‌କୁ ଏଣ୍ଟି୍ ମନା । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ନୂଆ SOP ଜାରି ହୋଇଛି ।…

ପୁଣି ହସପିଟାଲରେ ଗୃହ ମନ୍ତ୍ରୀ ଅମିତ ଶାହ, ବିଳମ୍ବିତ ରାତିରେ ହେଲେ ଭର୍ତ୍ତି

କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଅମିତ ଶାହ ପୁଣି ଥରେ ଦିଲ୍ଲୀ ଏମ୍ସର ହେଲେ ଭର୍ତ୍ତି। ଗତକାଲି ରାତି ୧୧ଟାରେ ମନ୍ତ୍ରୀ ଅମିତ ଶାହଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି। ସୂଚନା ମୁତାବକ ସେମିତି କିଛି ଗମ୍ଭୀର ସ୍ଥିତି ନଥିଲେ ମଧ୍ୟ ଏମ୍ସ କର୍ତ୍ତୃପକ୍ଷଙ୍କ କହିବାନୁଯାୟୀ ଶାହଙ୍କୁ ରୁଟିନ୍ ଚେକଅପ୍ ପାଇଁ…

ପୁରୀରେ କୋଭିଡ୍ କଟକଣା ଭିତରେ ପାଳନ କରାଯିବ ଦୁର୍ଗାପୂଜା, ଜାଣନ୍ତୁ କଣ ରହିଛି ଗାଇଡଲାଇନ

ପୁରୀ (କେନ୍ୟୁଜ୍) : ସହରରେ କୋଭିଡ କଟକଣା ମଧ୍ୟରେ ପାଳନ କରାଯିବ ଦୁର୍ଗାପୂଜା। ଏନେଇ ଉପଜିଲ୍ଲାପାଳ ଭବତରଣ ସାହୁଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଦୁର୍ଗାପୂଜା ପାଳନ ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କୋଭିଡ ଗାଇଡଲାଇନକୁ କଡାକଡି ଭାବେ ପାଳନ କରାଯିବା…

ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ

ମେଷ : ଆପଣଙ୍କୁ ବନ୍ଧୁଙ୍କ ପ୍ରତି ଅନୁରକ୍ତି ସୃଷ୍ଟିକରି ପାରିବାରିକ କଳହ ଦେଖାଦେଇପାରେ । ଅଫିସ୍‌ କାମରେ ଫାଇଲ୍‌ କାମ ଅଟକି ରହିଥିବା ସକାଶେ ଅନୁତାପ କରିବାକୁ ପଡ଼ିପାରେ । ଆଜିର ଯାତ୍ରାର ଲକ୍ଷ୍ୟ ପୂରଣ ହେବ । ପୂର୍ବ ଶତ୍ରୁତାକୁ ନେଇ ଈର୍ଷା ମନୋଭାବ ପୋଷଣ କରି ଆତ୍ମୀୟସ୍ବଜନ…

ପାଚନରେ ବେଶ୍‌ ସହାୟକ ହୋଇଥାଏ ସପୁରୀ ଜୁସ୍‌, ଜାଣନ୍ତୁ କେମିତି କରିବେ ପ୍ରସ୍ତୁତ

ଶରୀରର ପାଚନକ୍ରୀୟା ପାଇଁ ବେଶ୍‌ ସହାୟକ ହୋଇଥାଏ ସପୁରୀ ଜୁସ୍‌। ପିଲା ଠାରୁ ବୟଷ୍କ ପଯ୍ୟର୍ନ୍ତ ସମସ୍ତେ ଜୁସ୍‌ ପିଇବାକୁ ପସନ୍ଦ କରିଥାନ୍ତି। ଏହା ସ୍ୱାଦିଷ୍ଟ ହେବା ସହିତ ସ୍ୱାସ୍ଥ୍ୟ ପାଇଁ ବେଶ ସହାୟକ ହୋଇଥାଏ। ଆସନ୍ତୁ ଜାଣିବା କେମିତି କରିବେ ପ୍ରସ୍ତୁତ। ଆବଶ୍ୟକ ସାମଗ୍ରୀ ସପୁରୀ – ୧,…

ବଜାରରେ ମିଳିବ କରୋନା ଔଷଧ, ଦୋକାନରେ ବିକ୍ରି ପାଇଁ ଅନୁମତି ଦେଲା DGCI

ଏଣିକି ବଜାରରେ ମିଳିବ କରୋନା ଔଷଧ। ଦୋକାନରେ ବିକ୍ରି ପାଇଁ ଅନୁମତି ଦେଲା ଡିଜିସିଆଇ। କେତେକ ସର୍ତ୍ତ ସହ ଫେଭିପିରାଭିର ଟାବଲେଟ ପାଇଁ ଅନୁମତି ମିଳିଛି। ଏହାସହିତ ଆଉ ଏକ ଖୁସିଖବର ହେଉଛି ରେମଡେସିଭିର ଇଞ୍ଜେକସନ୍‌ ବିକ୍ରିକୁ ମଧ୍ୟ ଅନୁମତି ମିଳିଛି। ଔଷଧ ବିକ୍ରି ପୂର୍ବରୁ ପ୍ରେସକିପସନର…

ବଲିଉଡରେ ପୁଣି ଏକ ଦୁଃଖଦ ଖବର, ଅନୁରାଧା ପଡଓ୍ଵାଲାଙ୍କ ପୁଅ ଆଦିତ୍ୟଙ୍କ ନିଧନ

କରୋନା ଭାଇରସ୍‌ ମହାମାରୀ ଭିତରେ ଲଗାତର ଫିଲ୍ମ ଇଣ୍ଡଷ୍ଟ୍ରୀରୁ ବହୁତ ଦୁଃଖଦ ଖବରକୁ ସାମ୍ନାକୁ ଆସୁଛି। ଏବେ ପୁଣି ଥରେ ବଲିଉଡ ପାଇଁ ଏକ ଖରାପ ଖବର ଅଛି। ନିକଟରେ ଅନୁରାଧା ପଡଓ୍ଵାଲଙ୍କ ପୁଅ ଆଦିତ୍ୟ ପୌଡଓ୍ଵାଲଙ୍କର ନିଧନ ହୋଇଛି। ମାତ୍ର ୩୫ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି। ସୂଚନା…

ଏହି ଗଛ ନିଜ ରୂପ ସୌନ୍ଦର୍ଯ୍ୟରେ କରିଦିଏ ବିମୋହିତ, ତାପାଖକୁ ଯିବା ଅର୍ଥ ମୃତ୍ୟୁକୁ ନିମନ୍ତ୍ରଣ କରିବା

ଆପଣ ବିଭିନ୍ନ ପ୍ରକାର ଗଛ ଦେଖିଥିବେ ଯାହା ଦେଖାଯିବାକୁ ବହୁତ ସୁନ୍ଦର ହୋଇଥାଏ। ଯିଏ ନିଜ ସୌନ୍ଦର୍ଯ୍ୟରେ ସମସ୍ତଙ୍କୁ ନିଜ ଆଡକୁ ଆକର୍ଷିତ କରିଥାଏ। କିନ୍ତୁ ଯଦି ଆଜି ଆମେ ଆପଣଙ୍କୁ କହିବୁ ଏମିତି ଏକ ଗଛ ଅଛି ଯାହା ସମ୍ପୂର୍ଣ୍ଣ ଭାବରେ ମାଂସହାରୀ ତାହେଲେ କଣ ଆପଣ ବିଶ୍ୱାସ କରିବେ? ଆଜ୍ଞା ହଁ…

ପୁରୀ: ତାମିଲନାଡୁରେ କାମ କରିବାକୁ ଯାଇ ନିର୍ଯ୍ଯାତନାର ଶିକାର ହୋଉଥିବା ୫ଶ୍ରମିକ ଉଦ୍ଧାର

ପୁରୀ: ପୁରୀ ଜିଲ୍ଲାରୁ କାମ ପାଇଁ ବାହାରକୁ ଯାଇ ଅକଥନୀୟ ନିର୍ଯ୍ଯାତନାର ଶିକାର ହୋଇଥିବା ୫ ଜଣ ଶ୍ରମିକଙ୍କୁ ଜିଲ୍ଲା ଆଇନ ସେବା ପ୍ରାଧୀକରଣ ସହଯୋଗରେ ଉଦ୍ଧାର କରାଯାଇଛି । ଚନ୍ଦନପୁର ଥାନା ଖଣ୍ଡିଘର ଅଞ୍ଚଳର ୫ ଜଣ ବ୍ୟକ୍ତି ତାମିଲନାଡୁକୁ କାମ କରିବାକୁ ଯାଇ ସେଠାରେ ନିର୍ଯ୍ଯାତିତ ହୋଇଥିଲେ…