ମୁଁ, ତୁମେ ଓ ସେ : ଅନୁଭବଙ୍କ ଜୀବନରେ ଆଉ ଜଣେ କିଏ ?

କଟକ (କେନ୍ୟୁଜ) : ଅନୁଭବଙ୍କ ଜୀବନରେ ଆଉ ଜଣେ କିଏ? ଏମିତି ପରୋକ୍ଷରେ ସୂଚନା ଦେଇଛନ୍ତି ପତ୍ନୀ ବର୍ଷା ପ୍ରିୟଦର୍ଶିନୀ। କଟକ SDJM କୋର୍ଟରେ ଭରଣ ପୋଷଣ ପାଇଁ ପିଟିସନ ଦାଖଲ କରିଥିବା ବର୍ଷା ଫ୍ୟାମିଲି କୋର୍ଟରେ ମଧ୍ୟ ଅନ୍ୟ ଏକ ପିଟିସନ ଦାଖଲ କରିଛନ୍ତି। ଏଥିରେ ସେ ଦର୍ଶାଇଛନ୍ତି ଯେ…

ବଲିଉଡ୍‌ ଆକ୍ଟର ଅର୍ଜୁନ କପୁରଙ୍କୁ କରୋନା, ଅଧାରୁ ବନ୍ଦ କଲେ ସୁଟିଂ

ବଲିଉଡ୍‌ ଅଭିନେତାଙ୍କ କବାଟ ବାଡେଇଲା କରୋନା ଭାଇରସ୍‌। ଆକ୍ଟର ଅର୍ଜୁନ କପୁର ହୋଇଛନ୍ତି କରୋନା ସଂକ୍ରମିତ। ରବିବାର ସେ ନିଜେ ସୋସିଆଲ ମିଡିଆରେ ପୋଷ୍ଟ କରି ଏହି ଖବର ବିଷୟରେ ଜଣାଇଛନ୍ତି। ସେ ନିଜ ଇନଷ୍ଟାଗ୍ରାମରେ ଏହା ବିଷୟରେ ପୋଷ୍ଟ କରି ଲେଖିଛନ୍ତି, ‘ ମୁଁ ସୁସ୍ଥ ଅନୁଭବ କରୁଛି। ମୋର…

ପୁଅ ଗିରଫ ପରେ ରିୟାଙ୍କ ବାପା ଦେଲେ ଏଭଳି ପ୍ରତିକ୍ରିୟା, ଯାହାକୁ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ

ରିୟା ଚକ୍ରବର୍ତ୍ତୀଙ୍କ ଭାଇ ସୌଭିକଙ୍କ ଗିରଫ ପରେ ତାଙ୍କ ବାପା ଇନ୍ଦ୍ରଜୀତ ଚକ୍ରବର୍ତ୍ତୀଙ୍କର ଅଫିସିଆଲ ଷ୍ଟେଟମେଣ୍ଟ ଜାରି କରାଯାଇଛି। ଏହି ଷ୍ଟେଟମେଣ୍ଟରେ ଆପଣ ରିୟାଙ୍କ ବାପାଙ୍କ ପ୍ରତିକ୍ରୀୟା ଜାଣିଲେ ହତବାକ୍‌ ହୋଇଯିବେ। ସେ କହିଛନ୍ତି, ‘ଦେଶବାସୀଙ୍କୁ ଧନ୍ୟବାଦ। ଆପଣମାନେ ମୋ ପୁଅକୁ…

ଜର୍ମାନରେ ନିଜ ଅଭିଜ୍ଞତା ଦେଖାଇବେ ଓଡିଅ ଝିଅ, ସାରା ଭାରତରେ ଜଣେ ହିଁ ମନୋନିତ

ରାୟଗଡା (କେନ୍ୟୁଜ୍‌) : ପୁଣି ଅଖ୍ୟାତ ଇଲାକା ବିଖ୍ୟାତ ହେବାକୁ ଯାଉଛି ଜଣେ ମେଧାବୀ ଛାତ୍ରୀଙ୍କ ପାଇଁ। ସାରା ବିଶ୍ବରେ ଏବେ ନାମ କରିବାକୁ ଯାଉଛି ରାୟଗଡାର ରାଣୀଗୁଡା ଅଂଚଳ। ଆଉ ଏସବୁ ସମ୍ଭବ ହେବାକୁ ଯାଉଛି ଯୁବ ବୈଜ୍ଞାନିକ ପ୍ରୀତିପ୍ରଭା ସାହୁଙ୍କ ପାଇଁ । ଏହି ସୁନା ଝିଅଙ୍କ ସଫଳତା ଗାଥା…

କଣ ଆପଣ ଥଣ୍ଡା-ଜ୍ୱରରେ ପୀଡିତ ? ତାହେଲେ ଗୋଲମରୀଚ ଦେବ ଆପଣଙ୍କୁ ଯନ୍ତ୍ରଣାରୁ ମୁକ୍ତି

ଋତୁ ପରିବର୍ତ୍ତନ ପାଇଁ ଥଣ୍ଡା-ଜ୍ୱର ପ୍ରାୟ ସମସ୍ତଙ୍କୁ ହେଉଛି। ଆଉ ଏବେର କରୋନା ସମୟରେ ସାଧାରଣ ଥଣ୍ଡା-ଜ୍ୱର ହେଲେ ମଧ୍ୟ ଆପଣ କରୋନା ଭାବି ଭୟ କରିଯାଉଥିବେ। କିନ୍ତୁ ଆପଣ ଆଦୌ ବି ଭୟ କରିବାର ଆବଶ୍ୟକତା ନାହିଁ। କାହିଁକିନା ଆଜି ଆମେ ଆପଣଙ୍କ ପାଇଁ ଏମିତି ଏକ ଘରୋଇ ଉପାୟ ନେଇ ଆସିଛୁ…

ଜାଣନ୍ତୁ ଆଜି ଆପଣଙ୍କ ସହରରେ କେତେ ଅଛି ପେଟ୍ରୋଲ-ଡିଜେଲ ଦାମ୍‌

ସରକାରୀ ତେଲ କମ୍ପାନୀ ପକ୍ଷରୁ ଆଜି ପେଟ୍ରୋଲ ଏବଂ ଡିଜେଲ ଦାମରେ କୌଣସି ପରିବର୍ତ୍ତନ ହୋଇନାହିଁ। ଏହାପୂର୍ବରୁ ୩୦ ଜୁଲାଇରେ ଦିଲ୍ଲୀ ସରକାର ଡିଜେଲ ଦାମରେ ୮.୩୬ ଟଙ୍କା ହ୍ରାସ କରିଥିଲେ। ଯାହାପରେ ଦିଲ୍ଲୀରେ ଡିଜେଲ ଦାମ ବଜାରରେ ୭୩.୫୬ ଟଙ୍କା ପ୍ରତି ଲିଟର ହୋଇଯାଇଥିଲା। ଆଜି ଭୁବନେଶ୍ୱରରେ…

WhatsApp ର ଏହି ସିକ୍ରେଟ ଟ୍ରିକ ଜାଣିଲେ କେହିବି ଛୁଇଁ ପାରିବେନି ଆପଣଙ୍କ ଫୋନ, ଚାଟ ରହିବ ଏକଦମ୍‌ ପର୍ସନାଲ

କରୋନା ଲକଡାଉନ ସମୟରେ ଲୋକେ ଘରେ ରହି ବୋର୍‌ ନ ହେବାକୁ ସୋସିଆଲ ମିଡିଆ କିମ୍ବା ଭିଡିଓ ଷ୍ଟ୍ରିମିଙ୍ଗ୍‌ ପ୍ଲାଟଫର୍ମରେ ସମୟ ଅତିବାହିତ କରୁଛନ୍ତି। ଏମିତିରେ ଲୋକମାନେ ଜଣେ ଜଣଙ୍କୁ ଫଟୋ ଏବଂ ମେସେଜ ପଠାଉଛନ୍ତି। ଏଭଳି ସ୍ଥିତିରେ ଆପଣଙ୍କ ଚାଟ କିମ୍ବା ଫାଇଲ୍ସ ଅନ୍ୟ କାହା ହାତରେ ଲାଗିବାର ଭୟ…

କଫି ଚକୋଲେଟ ସେକ ଆପଣଙ୍କ ଓ୍ଵିକେଣ୍ଡକୁ କରିବ ସ୍ପେଶାଲ, ଥରେ ପ୍ରସ୍ତୁତ କରି ଚାଖନ୍ତୁ ସ୍ୱାଦ

ଓ୍ଵିକେଣ୍ଡର ଏହି କରୋନା କାଳରେ ବାହାରକୁ ଯିବା ପରିବର୍ତ୍ତେ ଘରେ କିଛି ବନାଇ ଖାଇବା ଆପଣଙ୍କ ପାଇଁ ବେଷ୍ଟ ହେବ। ଆପଣ ଘରେ କୋଲ୍ଡ ଡ୍ରିଙ୍କ ବନାଇବା ରେସିପି ଶିଖି ଘରେ ମଧ୍ୟ ଟେଷ୍ଟି ରେସିପି କରିପାରିବେ। ତାହେଲେ ଆସନ୍ତୁ ଜାଣିବା କେମିତି ଘରେ କଫି ଚକୋଲେଟ ସେକ ବନାଇ ନିଜ ପରିଜନଙ୍କୁ ଖୁସି…

ଟିଭିର ସଂସ୍କାରୀ ବୋହୂଙ୍କ ଉପରେ ଥରେ ପକାନ୍ତୁ ନଜର, ଯେଉଁମାନେ ନିଜ ବ୍ୟକ୍ତିଗତ ଜୀବନରେ ଖୁବ୍‌ ପସନ୍ଦ କରନ୍ତି ବୋଲଡ୍‌…

ଟିଭି ଇଣ୍ଡଷ୍ଟ୍ରୀର ଅନେକ ଅଭିନେତ୍ରୀ ଛୋଟ ପରଦାରେ ସଂସ୍କାରୀ ବୋହୂ ଭୂମିକାରେ ଦମଦାର ଅଭିନୟ କରନ୍ତି। ଏହି ଚରିତ୍ରକୁ ସେମାନେ ବହୁତ ସଂସ୍କାରୀ ଭାବରେ ଦର୍ଶକଙ୍କ ସାମ୍ନାକୁ ଆସି ନିଜ ଅଭିନୟ ଜାଦୁରେ ମତୁଆଲା କରନ୍ତି। ଛୋଟ ପରଦାରେ ଛଅ ମିଟର ଲମ୍ବା ଶାଢ଼ି ଏବଂ ପରମ୍ପରାଗତ ପୋଷାକରେ ନଜର…

କେବଳ ମଣିଷ ନୁହେଁ ପଶୁ-ପକ୍ଷୀ ବି ଶିକାର କରିବାରେ ଖୁବ୍‌ ମାହିର୍‌, ଦେଖନ୍ତୁ ଭିଡିଓ

ଆମେ ଜାଣିଛନ୍ତି ମଣିଷ ବହୁତ ଚତୁର, ମଣିଷ ପାଖରେ ଅସମ୍ଭବକୁ ସମ୍ଭବ କରି ଦେଖାଇବାର କ୍ଷମତା ରହିଛି। ଦୁନିଆରେ କେବଳ ମଣିଷ ହିଁ ଶକ୍ତିଶାଳୀ ଆଉ ଚତୁର ବୋଲି ସମସ୍ତେ ଜାଣିଛନ୍ତି କିନ୍ତୁ ବେଳେବେଳେ ଏମିତି କିଛି ଦୃଶ୍ୟ ଆମ ଆଖି ସାମ୍ନାକୁ ଆସିଯାଏ ଯାହାକୁ ଦେଖିଲେ ବୋଧହୁଏ ଏମିତି ଲାଗିବ ଯେ…

ସାଧାରଣ ଜନତାଙ୍କ ପାଇଁ ଖୁସି ଖବର, କମିଲା ରନ୍ଧନ ଗ୍ୟାସ ସିଲିଣ୍ଡର ଦାମ୍

ସାଧାରଣ ଜନତାଙ୍କ ପାଇଁ ଖୁସି ଖବର। ସେପ୍ଟେମ୍ବର ମାସ ଅର୍ଥାତ ଚଳିତ ମାସ ଠାରୁ ଆପଣଙ୍କୁ ଗ୍ୟାସ ସିଲିଣ୍ଡର ପାଇଁ କମ ଦାମ ଦେବାକୁ ହେବ। ତେଲ ମାର୍କେଟିଂ କମ୍ପାନୀ ସେପ୍ଟେମ୍ବର ମାସରେ ୧୯ କିଲୋଗ୍ରାମ ବିଶିଷ୍ଟ ସିଲିଣ୍ଡର ଦାମକୁ ହ୍ରାସ କରାଇ ଦେଇଛି। ଏହି ନିଷ୍ପତ୍ତି ପରେ ମୁମ୍ବାଇ,…

ଝାଡଖଣ୍ଡରୁ ମଧ୍ୟପ୍ରଦେଶ, ସାତ ମାସର ଗର୍ଭବତୀ ସ୍ତ୍ରୀଙ୍କୁ ବାଇକ ପଛରେ ବସାଇ ପରୀକ୍ଷା କେନ୍ଦ୍ରରେ ପହଁଚିଲେ ସ୍ୱାମୀ

ଦୁନିଆରେ ଏମିତି କିଛି ନାହିଁ ଯେ ଯାହାକୁ ଆପଣ କରିବା ପାଇଁ ଚାହିଁବେ ଆଉ ତାହା ହୋଇପାରିବ ନାହିଁ। ଯଦି ମନରେ କିଛି କରିଦେଖାଇବାର ଦୃଢ଼ ମନୋବଳ ଥାଏ ତାହେଲେ କଠିନ ରୁ କଠିନ କାମ ମଧ୍ୟ ଆପଣଙ୍କ ପାଇଁ ସହଜ ହୋଇଯିବ। ଯଦି ମୁଁ ଯାହା କହୁଛି ଆପଣ ମିଛ ଭାବୁଛନ୍ତି ତାହେଲେ ଆଜି ଆପଣଙ୍କ ପାଇଁ ଏମିତି…