Below header

ଏ ମେଡିକାଲରୁ ସେ ମେଡିକାଲ; ଶେଷରେ ମରିଗଲା ମୋ ପୁଅ, ଏଠି ଦାୟୀ କିଏ ?

କଟକ : ଏ ମା’ର କାନ୍ଦ ଆଉ ତାର କଥା ଜଣାଇଦେଉଛି ଏହି ମାର କେତେ ଦୁଃଖ। ଜୀବନ ବଞ୍ଚାଇବେ ସେ, ମାରିବେ ସେଇ ଡାକ୍ତର। ପରିବାର ଲୋକଙ୍‌କ ଅଭିଯୋଗ ହେଉଛି ଚିନ୍ମୟକୁ ଠିକଣା ସମୟରେ ଚିକିତ୍ସା ମିଳିଲା ନାହିଁ, ତେଣୁ ସେ ମରିଗଲା। କଟକ ଜିଲ୍ଲା ମାହାଙ୍ଗାର ଭଦ୍ରେଶ୍ୱର ଅଞ୍ଚଳର। ଏଇ ଗାଁର ପ୍ରବୋଧ…

ସ୍ତ୍ରୀଙ୍କ ସହିତ ଫଟୋ ଉଠାଇବାକୁ ବ୍ୟକ୍ତି ବାହାର କଲେ ଜବରଦସ୍ତ ଆଇଡିଆ, ଥରେ ଦେଖନ୍ତୁ ଏ ଭିଡିଓ

ସୋସିଆଲ ମିଡିଆରେ ଅନେକ ଫନି ଭିଡିଓ ଭାଇରାଲ ହେଉଛି। ଯାହାକୁ ଦେଖି ଲୋକେ ଖୁବ୍‌ ପସନ୍ଦ କରୁଛନ୍ତି। ପ୍ରାୟ ସମୟରେ ଦେଖିବାକୁ ମିଳେ ଯେ ଯେଉଁମାନେ ଚନ୍ଦା ସେମାନେ ଫଟୋ ଉଠାଇବା ପାଇଁ ମନା କରିଦିଅନ୍ତି କିମ୍ବା ଇଚ୍ଛା ଥିଲେ ବି ଫଟୋ ଉଠାନ୍ତିନାହିଁ। କିନ୍ତୁ ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କ…

ଗର୍ଭାବସ୍ଥା ସମୟରେ ମହିଳା ହୋଇପାରନ୍ତି ହାର୍ଣ୍ଣିୟାର ଶିକାର, ଜାଣନ୍ତୁ କେମିତି ରଖିବେ ନିଜକୁ ସୁରକ୍ଷିତ

ଗର୍ଭାବସ୍ଥା ସମୟରେ ମହିଳାଙ୍କୁ ନିଜ ସ୍ୱାସ୍ଥ୍ୟ ପ୍ରତି ଅଧିକ ସତର୍କ ରହିବା ନିହାତି ଆବଶ୍ୟକ ହୋଇଥାଏ। କରଣ ଏହି ସମୟରେ ସେମାନେ ନିଜ ବ୍ୟତୀତ ନିଜ ଗର୍ଭରେ ବଢ଼ୁଥିବା ଶିଶୁ ପାଇଁ ମଧ୍ୟ ଯତ୍ନଶୀଳ ହେବାକୁ ପଡିଥାଏ। ଗର୍ଭାବସ୍ଥା ସମୟରେ ମହିଳାଙ୍କ ମଧ୍ୟରେ ଶାରୀରିକ, ମାନସିକ ଏବଂ ଭାବନାତ୍ମକ…

ଜାଣନ୍ତୁ ଆଜିର ଭାଗ୍ୟ !

ମେଷ : ଆପଣ ଆଖି ବନ୍ଦ କରି ବିଶ୍ବାସ କରୁଥିବା ଅଭ୍ୟାସ ପରିବର୍ତ୍ତନ କରନ୍ତୁ। ନଚେତ୍ କୌଣସି ଦିନ ଆପଣ ସମସ୍ୟାରେ ପଡ଼ିପାରନ୍ତି। ନିଷ୍ପତି ନେବା ସମୟରେ ଆପଣ ନିଜ ମନର କଥା ଶୁଣନ୍ତୁ। ଯଦି ସାମ୍ନା ଲୋକର କଥା ସତ ଲାଗିଥାଏ ତେବେ ନିଷ୍ପତି ତାଙ୍କ ହାତରେ ଛାଡନ୍ତୁ ନାହିଁ।…

ଓଡିଶାର ରହିଛି ଏକ ଏମିତ ଶୈବ ପୀଠ, ଯେଉଁଠି କ୍ଷେପଣାସ୍ତ୍ର ପରୀକ୍ଷଣ ପୂର୍ବରୁ କରାଯାଏ ପୂଜା

ଭାରତ ବର୍ଷରେ ଅନେକ ଦେବଦେବୀଙ୍କ ମନ୍ଦିର ରହିଛି। କେବଳ ଭାରତରେ ନୁହେଁ ବରଂ ଆମ ଓଡିଶାରେ ବି ଏମିତି ବହୁତ ମନ୍ଦିର ରହିଛି, ଯାହାର ଅନେକ ପୌରାଣିକ ମହତ୍ତ୍ୱ ରହିଛି। ବାଲେଶ୍ଵର ସହରରୁ ମାତ୍ର 13 କିଲୋମିଟର ଦୂରରେ ପୂଜା ପାଉଛନ୍ତି ବର୍ଦ୍ଧନପୁରର ଐତିହାସିକ ବାବା ମଣିନାଗେଶ୍ୱର ମନ୍ଦିର।…

ଆଜି ପ୍ରସ୍ତୁତ କରନ୍ତୁ ରେସ୍ତୋରାଁ ଷ୍ଟାଇଲ୍‌ ପିଜ୍ଜା ଫ୍ରାଇଜ୍‌, ସ୍ୱାଦକୁ କେବେବି ଭୁଲିପାରିବେନି ଆପଣ

କିଛି ଜିନିଷ ଏମିତି ଥାଏ ଯାହାକୁ ଖାଇବାକୁ ଲୋକେ ରେସ୍ତୋରାଁକୁ ଖାଇବାକୁ ଯାଆନ୍ତୁ। ଏହି ସବୁ ଡିସ୍‌ ମଧ୍ୟରୁ ଗୋଟିଏ ହେଉଛି ପିଜ୍ଜା ଫ୍ରାଇଜ, ଯାହାର ସ୍ୱାଦ ଆପଣଙ୍କ ମୁହଁରେ ପାଣି ଆଣିଦେବ। ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ରେଷ୍ଟୁରାଣ୍ଟ ଷ୍ଟାଇଲ ପିଜ୍ଜା ଫ୍ରାଇଜ୍‌। ତେବେ ଆସନ୍ତୁ…

ଗିରଫ ହେଲେ ତାମିଲର ଏହି ଚର୍ଚ୍ଚିତ ଆକ୍ଟର, ଜୁଆ ଖେଳୁଥିବା ବେଳେ ଧରିଲା ପୋଲିସ

ବଲିଉଡରେ ଯେଉଁଠି ବର୍ତ୍ତମାନ ନେପୋଟିଜିମ ଆଉ ସୁଶାନ୍ତ ସିଂହଙ୍କ ଆତ୍ମହତ୍ୟାର ଖବର ଚର୍ଚ୍ଚା ଜୋର ଧରିଥିବା ବେଳେ ଏବେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀରୁ ଏକ ଏମିତି ଖବର ଆସିଛି ଯେଉଁ କାରଣରୁ ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରୀ ଏକଦମ୍‌ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସାଉଥ୍‌ ସିନେମାର ଚର୍ଚ୍ଚିତ ଆକ୍ଟର…

ଗାଁ ପିଲାମାନଙ୍କ ଏହି ଦୃଷ୍ୟ ଦେଖିଲେ ଆପଣ ବି କହିବେ, ‘ମନେ ପଡେ ମୋ ପିଲାବେଳ’

ଆମେ ଯେତେଯେତେ ଆଧୁନିକଶୈଳୀକୁ ଆପଣାଉଛନ୍ତି ସେତେସେତେ ଗାଁର ଚାଲିଚଳଣୀ ଏବଂ ପରମ୍ପରାକୁ ଭୂଲି ଯାଉଛନ୍ତି। ଥରେ ମନେ ପକାନ୍ତୁ ତ ଆପଣ ଛୋଟବେଳେ କେତେ ଦୁଷ୍ଟାମୀ କରୁଥିଲେ ଆଉ କେତେ ଗାଁ ବାଲିରେ ଖେଳିଛନ୍ତି। ଆମର ଏହି ଭିଡିଓ ଆପଣଙ୍କୁ ନିଶ୍ଚିତ ଭାବରେ ଆପଣଙ୍କ ପିଲାବେଳ କଥା ମନେ ପକାଇଦେବ।…

ଛୋଟ ପିଲାଟିକୁ ଦେଖିଲା ଚିଡିଆଖାନାରେ ଥିବା ଭାଲୁ, ତାପରେ ଯାହା କଲା ଆପଣ ବି ଦେଖିଲେ ମୁଣ୍ଡରେ ଦେବେ ହାତ

ସୋସିଆଲ ମିଡିଆରେ ଏକ ଭାଲୁର ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଏହି ଭିଡିଓକୁ ଦେଖିଲେ ଆପଣଙ୍କ ଚେହେରାରେ ନିଶ୍ଚୟ ହସ ଆସିଯିବ। ସୋସିଆଲ ମିଡିଆରେ ଏହି କ୍ୟୁଟ ଭିଡିଓ ଦେଖିଲେ ଆପଣ ଏକଦମ୍‌ ଖୁସି ହୋଇଯିବେ। ଆପଣ ଚିଡିଆଖାନାରେ ଅନେକ ଫନି ଭିଡିଓ ଦେଖିଥିବେ। ଯେଉଁଠି ପଶୁମାନେ ଟୁରିଷ୍ଟଙ୍କୁ…

୩ ହଜାର ଟଙ୍କା ନେଇଗଲା ଚାକିରି, ଲାଞ୍ଚ ନେବାବେଳେ ଧରାପଡି ଗିରଫ ହେଲେ ଚାନ୍ଦବାଲି ରାଜସ୍ୱ ନିରୀକ୍ଷକ

ଭଦ୍ରକ (କେନ୍ୟୁଜ୍‌) : ଗିରଫ ହେଲେ ରାଜସ୍ୱ ନିରୀକ୍ଷକ । ୩ ହଜାର ଟଙ୍କା ଲାଞ୍ଚ ନେଲାବେଳେ ଭିଜିଲାନ୍ସ ଦ୍ବାରା ଗିରଫ ହେଲେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ରାଜସ୍ବ ନିରୀକ୍ଷକ । ଚାନ୍ଦବାଲି ବ୍ଲକ ଓସ୍ତିଆ ପଞ୍ଚାୟତର ପଣସପଡା ଗାଁ ର କିଶୋର ପଣ୍ଡାଙ୍କ ଠାରୁ ୩ହଜାର ଟଙ୍କା ଲାଞ୍ଚ ନେଲାବେଳେ…

ରାଜଧାନୀରେ ପିଜୁଳି ଗଛରୁ ନାବାଳିକାର ମୃତଦେହ ଉଦ୍ଧାର, ବନ୍ଧା ହୋଇଥିଲା ଗୋଡ ହାତ ପାଟି

ଭୁବନେଶ୍ୱର (କେନ୍ୟୁଜ୍‌) : ରାଜଧାନୀରେ ନାବାଳିକାର ସନ୍ଦେହଜନକ ମୃତ୍ୟୁ। ଭୁବନେଶ୍ୱର ଡୁମଡୁମା ଫେଜ୍‌-୨ ଅଞ୍ଚଳରୁ ଦଶମ ଶ୍ରେଣୀର ଛାତ୍ରୀଙ୍କ ଗୋଡ, ହାତ, ପାଟି ବନ୍ଧା ହୋଇଥିବା ଅବସ୍ଥାରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି ମୃତଦେହ। ଏକ ପିଜୁଳି ଗଛରୁ ନାବାଳିକାଙ୍କ ଝୁଲନ୍ତା ମୃତଦେହ…

ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ

ମେଷ : ଆଜି ଆପଣ ଯାହା ଚାହୁଁଛନ୍ତି ତାହା ପାଇବାରେ ଅସୁବିଧା ଦେଖାଦେବ। କିନ୍ତୁ କର୍ମକ୍ଷେତ୍ରରେ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ଦୂରଯାତ୍ରାରେ କାର୍ଯ୍ୟସିଦ୍ଧି ଘଟିବ, ମାତ୍ର ହୁଏତ ସୁଯୋଗ ପାଇବା ସହଜ ହୋଇ ନ ପାରେ। ପାରିବାରିକ ଜୀବନରେ ପକ୍ଷପାତିତା ଅଶାନ୍ତିର…