ଆପ୍‌ ବଞ୍ଚାଇବ ଜୀବନ, ବଜ୍ରପାତ ହେବାର ୩୦ ମିନିଟ୍‌ ପୂର୍ବରୁ ମୋବାଇଲରେ ମିଳିବ ଚେତାବନୀ

ନିକଟରେ ବଜ୍ରାଘାତ ଯୋଗୁଁ ବହୁତ ଲୋକଙ୍କର ପ୍ରାଣହାନୀ ହେଉଛି। ଶହ ଶହ ଲୋକଙ୍କର ଅକାଳରେ ଜୀବନ ଯାଇସାରିଲାଣି। ଆକାଶରୁ ପଡୁଥିବା ଏହି ବଜ୍ରପାତ ଏକ ଏମିତି ଜିନିଷ ଯାହାକୁ ଅଟକାଇବା ଅସମ୍ଭବ। କିନ୍ତୁ ସାବଧାନରେ ରହିଲେ ଆମକୁ ଏହି ବଡ କ୍ଷତି ସହିବା ଠାରୁ ମୁକ୍ତି ମିଳିପାରିବ। ଏହି ବଜ୍ରପାତର…

ବ୍ୟକ୍ତିଙ୍କ ହାତରେ ବୋତଲ ଦେଖି ଅଟକିଗଲା ଶୋଷିଲା ଗୁଣ୍ଡୁଚିମୂଷା, ହାତ ଯୋଡି ଏମିତି ମାଗିଲା ପାଣି

ସୋସିଆଲ ମିଡିଆରେ ଗୁଣ୍ଡୁଚି ମୂଷାର ଏକ ହୃଦୟ ଛୁଇଁଦେବା ଭଳି ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଯାହାକୁ ଦେଖିଲେ ଆପଣଙ୍କ ଚେହେରାରେ ବି ଖୁସିର ହସ ଆସିଯିବ। ଆଉ ଆଖିରେ ଖୁସିର ଲୁହ ବି ବୋହିଯିବ। ଶୋଷିଲା ଗୁଣ୍ଡୁଚିମୂଷା ବୁଲୁଥିବା ସମୟରେ ଜଣେ ବ୍ୟକ୍ତିଙ୍କ ହାତରେ ପାଣି ବୋଟଲ ଦେଖିଲା। ଏହାଦେଖି…

ବୋତଲରେ ପେଟ୍ରୋଲ ଦେବାକୁ ମନା କଲେ କର୍ମଚାରୀ, ରାଗରେ ପେଟ୍ରୋଲ ପମ୍ପ ମାଲିକଙ୍କ ଅଫିସରେ ଛାଡି ଦେଲେ ବିଷଧର ସାପ

ଏମିତି ବି ହୋଇପାରେ ! ପ୍ରତିଶୋଧର ନିଆଁ କେତେ ଯେ ଭୟଙ୍କର ତାହା ଆପଣ ଏ ଦୃଶ୍ୟ ଦେଖିଲେ ଜାଣି ପାରିବେ। ମହାରାଷ୍ଟ୍ରର ବୁଲ ଥାନାରେ ଦେଖିବାକୁ ମିଳିଛି ଛାତି ଥରେଇବା ଭଳି ଘଟଣା। ଏଠାରେ ଥିବା ଚୌଧୁରୀ ପେଟ୍ରୋଲ ପମ୍ପରେ ଥିବା କର୍ମଚାରୀ ବୋତଲରେ ତେଲ ଦେବାକୁ ମନା କଲେ । ତାପରେ ସେହି ବ୍ୟକ୍ତି…

ଗୋଟେ ଗୋଡ ସମ୍ପୂର୍ଣ୍ଣ କଟିଯାଇଛି ହେଲେ ଭାଙ୍ଗିନି ସାହସ, ଦେଖନ୍ତୁ କିପରି ନିଜ କଟା ଗୋଡରେ ଚାଲୁଛି ହାତୀ

ସୋସିଆଲ ମିଡିଆରେ ଏବେ ଏକ ହାତୀର ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଭିଡିଓରେ ଆପଣ ଦେଖିପାରୁଥିବେ ଯେ ହାତୀଟିର ଗୋଡ କଟିଯାଇଛି ଏବଂ ତାର କୃତ୍ରିମ ଗୋଡ ଲାଗିଛି। ଯାହା ସାହାଯ୍ୟରେ ସେ ଚାଲୁଥିବ ଭିଡିଓରେ ନଜର ଆସୁଛି। ତେବେ ବଲିଉଡର ଲୋକପ୍ରିୟ ଡାଇରେକ୍ଟର ମଧୁର ଭଣ୍ଡାରକରଙ୍କ ନଜର ଏହି ଭିଡିଓ…

ଲକଡାଉନରେ ବି ସଲମାନ ଭୂଲିଲେନି କ୍ୟାଟ୍ରିନାଙ୍କ ଜନ୍ମଦିନ, ଏକଦମ୍‌ ଖାସ୍‌ ଅନ୍ଦାଜରେ କଲେ ବାର୍ଥଡେ ଓ୍ଵିସ୍‌

କ୍ୟାଟ୍ରିନା କୈଫଙ୍କୁ ଆଜି ୩୭ ବର୍ଷ ହୋଇଛି। କ୍ୟାଟ୍ରିନାଙ୍କ ଜନ୍ମ ୧୬ ଜୁଲାଇ ୧୯୮୩ ମସିହା ହଂକଂରେ ହୋଇଥିଲା। ଆଜି ତାଙ୍କୁ ବଲିଉଡର ଅନେକ କଳାକାର ତାଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଉଛନ୍ତି। କରୋନା ଭାଇରସ କାରଣରୁ ସୋସିଆଲ ଡିସଟାନ୍ସିଂ ଏବଂ ଲକଡାଉନ ଚାଲୁଥିବା କାରଣରୁ ଏଥର ନା ପାର୍ଟୀ ନା…

ଗର୍ଭାବସ୍ଥାରେ UPSC ପାସ୍ କଲେ ପ୍ରଜ୍ଞା ଜୈନ୍, ଅତି କଷ୍ଟକର ଥିଲା ଟ୍ରେନିଂ ; ପଢ଼ନ୍ତୁ ଏହି ପଞ୍ଜାବ ଆଇପିଏସ୍‌ଙ୍କ…

ଏହି ଦୁନିଆରେ ସବୁ ଲୋକଙ୍କର ରହିଛି ନିଜ ନିଜର ସ୍ୱତନ୍ତ୍ର ଧରଣର ସ୍ୱଭାବ ଏବଂ ବ୍ୟକ୍ତିତ୍ୱ । ସମସ୍ତଙ୍କ ପାଖରେ କିଛି ନା କିଛି ଭଲ ଗୁଣ ଥାଏ ଆଉ କିଛି ଖରାପ ଗୁଣ ବି ରହିଥାଏ। ଏହି ଗୁଣ କାରଣରୁ ହିଁ ଜଣେ ବ୍ୟକ୍ତି ଅନ୍ୟ ଜଣକ ଠାରୁ ଅଲଗା ହୋଇଯାନ୍ତି ଏବଂ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି…

ଇମ୍ୟୁନିଟୀ ବଢ଼ାଇବା ପାଇଁ ରାତିରେ ପିଅନ୍ତୁ ଏହି ଡ୍ରିଙ୍କ୍‌, ସଂକ୍ରମଣ ରହିବ କୋଶେ ଦୂରରେ

ବର୍ଷା ଋତୁ ଆରମ୍ଭ ହୋଇଗଲାଣି ଆଉ ଏହି ସମୟରେ ଅନେକ ପ୍ରକାର ଭାଇରାଲ ସଂକ୍ରମଣର ଭୟ ରହିଥାଏ। ଏହି ଋତୁରେ ଆପଣ ଶୀଘ୍ର ଥଣ୍ଡା ଜ୍ୱରରେ ଆକ୍ରାନ୍ତ ହୋଇପଡନ୍ତି। ତେଣୁ ଯଦି ଶରୀରରର ରୋଗ ପ୍ରତିରୋଧକ ଶକ୍ତି ମଜବୁତ ରହିଥାଏ ତେବେ ଶରୀର ଏହି ସଂକ୍ରମଣର ଲକ୍ଷଣକୁ ରୋକିବାରେ ସକ୍ଷମ ହୋଇଯିବ। କରୋନ…

ପ୍ରେମୀ ଯୁଗଳଙ୍କୁ ଅଲଗା କରିଦେଲେ ମାଲିକ, ମଣିଷଙ୍କ ଭଳି ନିଜ ପ୍ରେମ ପଛରେ ଧାଇଁଲା ଷଣ୍ଢ

ତାମିଲନାଡୁ ମଦୁରାଇ ପାଲମେଡୁରେ କିଛି ଦିନ ପୁର୍ବରୁ ଏକ ମିନି ଟ୍ରକ ପଛରେ ଷଣ୍ଢ ଦୌଡୁଥିବାର ଏକ ହୃଦୟ ବିଦାରକ ଘଟଣା ସୋସିଆଲ ଭିଡିଓରେ ଭାଇରାଲ ହେଉଛି। ଏହି ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି। ଭିଡିଓଟା ସେମିତି ହେଇଛି ଯେ ଯିଏ ଦେଖୁଛନ୍ତି ସେ ତାହାକୁ ଭାଇରାଲ କରୁଛନ୍ତି।…

କଣ ଏହି ଡିପ୍ରେସନ ଯାହା ପାଇଁ ବର୍ଷକୁ ଲକ୍ଷ ଲକ୍ଷ ଲୋକେ କରନ୍ତି ଆତ୍ମହତ୍ୟା, ଜାଣନ୍ତୁ ଏଥିରୁ ମୁକୁଳିବାର ଉପାୟ

ପ୍ରତ୍ୟକ ମଣିଷ କିଛି ନା କିଛି ସମୟ ପାଇଁ ଦୁଃଖୀ ନିଶ୍ଚିତ ହୁଏ। ହେଲେ ଅବସାଦ ଦୁଃଖ ଠାରୁ ବହୁତ ଅଧିକା ଦୁଃଖଦ। ଏଇ ଅବସାଦ ପାଇଁ ଲୋକଙ୍କ ଜୀବନ ବଦଳିଯାଏ। ଏମିତିକି ଲୋକ ଜୀବନରୁ ସ୍ପୃହା କମାଇ ଦିଅନ୍ତି। ନୀତି ଦିନିଆ କାର୍ଯ୍ୟକ୍ରମରେ ମନ ଲାଗେନି। ନିଜ ପସନ୍ଦର ଜିନିଷ ପ୍ରତି ଲୋଭ ରୁହେନି। …

ଟାଇଗର ଶ୍ରଫ ସେୟାର କଲେ ନିଜ ସାର୍ଟଲେସ୍‌ ଫଟୋ, ଯାହାକୁ ଦେଖି ଅନୁପମ ଖେର କହିଲେ ‘ହାଡ ବାହାରି ଗଲାଣି’

ଟାଇଗର ଶ୍ରଫ ବଲିଉଡର ଫିଟେଷ୍ଟ ଅଭିନେତାଙ୍କ ମଧ୍ୟରୁ ଜଣେ। ପ୍ରାୟ ସମୟରେ ତାଙ୍କ ହଟ୍‌ ଲୁକର ଫଟୋ ଏବଂ ଭିଡିଓ ଭାଇରାଲ ହୋଇଥାଏ। ଏବେ ପୁଣି ଥରେ ଟାଇଗରଙ୍କ ସାର୍ଟଲେସ ଫଟୋ ଭାଇରାଲ ହେଉଛି ଯେଉଁଥିରେ ସିକ୍ସ ପ୍ୟାକ ଏବ୍ସରେ ନଜର ଆସୁଛନ୍ତି। କିନ୍ତୁ ଏଥର କଥା ଟିକେ ଅଲଗା। ଟାଇଗର ନିଜର…

ଛାତ ଉପରୁ ସୁଇମିଂ ପୁଲକୁ ଡେଇଁଲେ ଯୁବତୀ, କିନ୍ତୁ ଘଟିଲା କିଛି ଏମିତି ହସିହସି ବେଦମ ହୋଇଯିବେ ଆପଣ

ସୋସିଆଲ ମିଡିଆରେ ଛାତି ଥରା ଭିଡିଓ ଖୁବ୍‌ ଭାଇରାଲ ହୋଇଥାଏ। ଯାହାକୁ ଦେଖି ଆପଣ ଆଶ୍ଚର୍ଯ୍ୟ ହେବା ସହିତ ପାଟିରୁ ବାହାରି ପଡିବ ଓଃ ତେରୀ। ଆମେ ଯେଉଁ ଭିଡିଓ ଏବେ ଦେଖାଇବାକୁ ଯାଉଛୁ ତାକୁ ଦେଖିଲେ ଆପଣ ନିଶ୍ଚିତ ଭାବରେ ଚମକି ପଡିବେ। ଭିଡିଓରେ ଆପଣ ଦେଖିପାରିବେ ଯେ ଜଣେ ଯୁବତୀ ପୁଲକୁ…

ପାର୍ଲର ଭଳି ଚମକ ଆଣିବା ପାଇଁ ଘରେ ବନାନ୍ତୁ ପ୍ରାକୃତିକ ସ୍କ୍ରବ, ତ୍ୱଚା ଦିଶିବ ଏକଦମ୍‌ ଗୋରା

ଗରମ ଦିନରେ ଝାଳ କାରଣରୁ ଚେହେରାରୁ ସୁନ୍ଦରତା ଏବଂ ଗ୍ଲୋ ଫିକା ପଡିଯାଏ। କେବଳ ଏତିକି ନୁହେଁ ମେକଅପ୍‌ ମଧ୍ୟ ଅଧିକ ସମୟ ପର୍ଯ୍ୟନ୍ତ ରହିନଥାଏ। ଏମିତିରେ ଆପଣଙ୍କୁ ଦରକାର ନିଜ ତ୍ୱଚାରେ ଗ୍ଲୋ ଆଣିବା। ଏଥିପାଇଁ ଆଜି ଆମେ ଆପଣଙ୍କୁ ପାର୍ଲର ଭଳି ଚମକ ଦେବାର ଉପାୟ ଜଣାଇବୁ। ଏହାକୁ ବ୍ୟବହାର…