କେଉଁ ଚାପରେ ପଛକୁ ଘୁଞ୍ଚିଲା ଡ୍ରାଗନ? ଜାଣନ୍ତୁ କାହିଁକି ପଛଘୁଞ୍ଚା ଦେଲା ଚୀନ ସେନା

ଶେଷରେ ଗଲଓ୍ଵାନ ଘାଟିରୁ ପଛଘୁଞ୍ଚା ଦେଲା ଚୀନ। ପାଖାପାଖି ଦୁଇ କିଲୋମିଟର ପଛକୁ ହଟିଲା ଚୀନ ସେନା । ଚିନ ସହ ଭାରତୀୟ ସେନା ବି ନିଜ ସ୍ଥାନରୁ ପଛକୁ ହଟିଛି । ଗଲଓ୍ଵାନ ନଦୀ କୂଳରେ ଥିବା ଚୀନର କ୍ୟାମ୍ପକୁ ଉଠାଇନେଇଛି ଡ୍ରାଗନ୍ ସେନା । ଏହା ସହ ଗଲଓ୍ଵାନ ଘାଟି ସୀମାରେ ଚୀନ ନିୟାଜିତ କରିଥିବା…

ଚାରି ବର୍ଷର ପ୍ରେମ ହେଲେ ବିବାହର ୪ ଦିନ ପରେ ଆତ୍ମହତ୍ୟା କଲେ ନବଦମ୍ପତି ! ରେଳ ଧାରଣାରୁ ସ୍ୱାମୀ ଆଉ ଫାଶି ଦଉଡିରେ…

ପ୍ରଥମେ ପ୍ରେମ ପରେ ବିବାହ ଆଉ ତାପରେ ଆତ୍ମହତ୍ୟା। ଜଣେ ପ୍ରେମୀ ଯୋଡିଙ୍କର ଚାରି ବର୍ଷର ପ୍ରେମ ସମ୍ପର୍କ ପରେ ଲଭ୍‌ ମ୍ୟାରେଜ୍‌ ହୋଇଥିଲା। କିନ୍ତୁ ବିବାହର ଚାରି ଦିନ ପରେ ହିଁ ଉଭୟେ ଆତ୍ମହତ୍ୟା କରିଥିବା ଖବର ସାମ୍ନାକୁ ଆସିଛି। ଏଭଳି ଏକ ଦୁଃଖଦ ଘଟଣା ଉତ୍ତରପ୍ରଦେଶର ଗାଜିଆବାଦର କାଭିନଗର…

ଆଜି ଶ୍ରାବଣ ମାସର ପ୍ରଥମ ସୋମବାର, ବ୍ରତ ରଖିଥିଲେ ବନାଇ ଖାଆନ୍ତୁ କଦଳୀ ପୁରି

ଆଜି ଶ୍ରାବଣର ପ୍ରଥମ ସୋମବାର। ଆଜିର ଦିନଟି ଭକ୍ତଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଦିନ। ଆଜିର ଦିନରେ ସମସ୍ତ ଭକ୍ତ ବ୍ରତ-ଉପବାସ କରନ୍ତି। ଆଜିର ଦିନରେ ବ୍ରତ ରଖି ଫଳ ଆହାର ଗ୍ରହଣ କରନ୍ତି। ଫଳାହାରରେ ଅନେକ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥାଏ। ତେଣୁ ଆଜି ଆମେ ଆପଣଙ୍କ ପାଇଁ କଦଳୀ…

ମାସ୍କ ପିନ୍ଧୁ ନଥିବା ଲୋକେ ହୋଇଯାନ୍ତୁ ସତର୍କ, ବାୟୁ ଦ୍ୱାରା ବ୍ୟାପୁଛି କରୋନା ଭାଇରସ୍‌ !

କରୋନା ଭାଇରସକୁ ନେଇ ଏକ ନୂଆ ଏବଂ ଏକଦମ୍‌ ଗୁରୁତ୍ୱପୂର୍ଣ୍ଣ ଦାବି କରାଯାଇଛି। ଯାହାକୁ ଶୁଣିବା ପରେ ହୁଏତ ଆପଣଙ୍କର କରୋନାକୁ ନେଇକି ଚିନ୍ତା ଆହୁରି ଅଧିକ ଗୁଣା ବଢ଼ିଯିବ। ପ୍ରାୟ ୨୦୦ରୁ ଅଧିକ ବୈଜ୍ଞାନିକ ଦାବି କରିଛନ୍ତି ଯେ କରୋନା ଭାଇରସ ବାୟୁ ମାଧ୍ୟମରେ ବ୍ୟାପିପାରେ। ଅର୍ଥାତ ବାୟୁରେ…

ହାତରେ କପ୍‌ ଧରି ମାଙ୍କଡ ପିଇବାକୁ ଲାଗିଲା କଫି, ଭିଡିଓ ଦେଖି ଲୋକେ ଦେଲେ ଏମିତି ରିଆକସନ୍‌

ଏବେ ସୋସିଆଲ ମିଡିଆରେ ମାଙ୍କଡର ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ଆପଣ ଦେଖିପାରୁଥିବେ ଯେ ମାଙ୍କଡ ହାତରେ କପ୍‌ ଧରି କଫି ପିଉଥିବା ନଜର ଆସୁଛି। ଆଉ ସବୁଠାରୁ ମଜାଦାର କଥା ହେଉଛି ମାଙ୍କଡ ଏକଦମ ମଣିଷଙ୍କ ଭଳି ଚେୟାର ଉପରେ ବସି କଫି ପିଉଥିବା ନଜର ଆସୁଛି। ଏହି ଭିଡିଓକୁ ଇଣ୍ଡିଆନ…

Income Tax Refund: ସରକାର ୨୦ ଲକ୍ଷ ଲୋକଙ୍କୁ ପଠାଇଛନ୍ତି ୬୨,୩୬୧ କୋଟି ଟଙ୍କା, ଆପଣଙ୍କୁ ମିଳିଛି ନା ନାହିଁ ଏମିତି…

Income Tax Return ଭରିବାର ତାରିଖ ପାଖେଇ ଆସୁଛି ଏବଂ ଏଥିସହିତ ବହୁତ ଲୋକ ଏମିତି ଅଛନ୍ତି ଯେଉଁମାନେ Income Tax Refund ଦାଖଲ କରୁଛନ୍ତି। ତେବେ ଅନେକ ଥର ରିଫଣ୍ଡ ଆସିବାରେ ସାମାନ୍ୟ ବିଳମ୍ବ ହୁଏ ଏବଂ ଆୟକରଦାତା ରିଫଣ୍ଡ ଅପେକ୍ଷାରେ ଥାଆନ୍ତି। ଯଦିଓ ଏପ୍ରିଲ ମାସରେ କରୋନା ଭାଇରସ…

ବହିଷ୍କୃତ ହେଲେ ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସର ୫୨ ଜଣ କର୍ମଚାରୀ

ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସର ୫୨ଜଣ କର୍ମଚାରୀଙ୍କୁ ବହିଷ୍କୃତ କରାଯାଇଛି । ନକଲି ଡିଗ୍ରୀ ସାହାଯ୍ୟରେ ଚାକିରୀ ପାଇଥିବା ଜଣାପଡିବା ପରେ ୫୩ଜଣଙ୍କୁ ବହିଷ୍କାର କରାଯାଇଥିବା ନେଇ ରିପୋର୍ଟ ଆସିଛି | ଏହି ନକଲି ଅଧିକାରୀ ମାନେ କିପରି ନକଲି ଡିଗ୍ରୀ ପ୍ରାପ୍ତ କରି ଏୟାରଲାଇନ୍ସ ପରି…

ଲକଡାଉନରେ କାନ୍ଦି କାନ୍ଦି ବେହାଲ ହେଲେ ରାକ୍ଷୀ ସାଓ୍ଵନ୍ତ, ଜାଣନ୍ତୁ ହଠାତ୍‌ ଏମିତି କଣ ହେଲା

ଚର୍ଚ୍ଚିତ ଏବଂ ଲୋକପ୍ରିୟ କୋରିଓଗ୍ରାଫର ସରୋଜ ଖାନ ନିଜର ଫିଲ୍ମ କ୍ୟାରିୟରରେ ବହୁତ ବଡ ବଡ କଳାକାରଙ୍କ ସହିତ କାମ କରିଛନ୍ତି। ଏହି କାରଣରୁ ସମସ୍ତ ସେଲିବ୍ରିଟୀ ତାଙ୍କ ନିଧନରେ ବହୁତ ଦୁଃଖୀ ହୋଇଛନ୍ତି। କଳାକାର ତାଙ୍କ ସହିତ ପୁରୁଣା ଭିଡିଓ ସେୟାର କରି ତାଙ୍କୁ ମନେ ପକାଉଛନ୍ତି। ତେବେ…

ଆଖି ନାହିଁ ତଥାପି ଏକା ସାଥିରେ ଚଲାଇପାରୁଛନ୍ତି ଦୁଇ ଦୁଇଟି ପିଆନୋ, ମ୍ୟୁଜିକର ଧୂନ ଶୁଣି ଦିଓ୍ଵାନା ହେଲେ ଏଆର ରେହମାନ

ଦୁନିଆରେ ଭଗବାନ କାହାକୁ ଏତେ ଦେଉଛନ୍ତି ତ କାହାକୁ କମ୍‌। କାହାକୁ ସୁନ୍ଦର ତ କାହାକୁ ଦିବ୍ୟାଙ୍ଗ। କିନ୍ତୁ ନିଜର ଅପାରଗତାକୁ ଖାତିର ନ କରି ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ଏକ କୁନି ଝିଅଟି। ଝିଅଟି ଦୃଷ୍ଟିହୀନ ହୋଇ ସୁଦ୍ଧା ଏପରି ସୁନ୍ଦର ଭାବେ ପିଆନୋ ବଜାଉଛନ୍ତି ଯେ…

ଆଜି ଏହି ଜିଲ୍ଲାରେ ହେବ ପ୍ରବଳରୁ ଅତି ପ୍ରବଳ ବର୍ଷା, ପାଣିପାଗ କେନ୍ଦ୍ର ପକ୍ଷରୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର (କେନ୍ୟୁଜ୍‌) : ଆଜି ଓଡିଶା ସମେତ ଉତ୍ତର ଓଡିଶାର କିଛି ସ୍ଥାନରେ ବିଜୁଳି ଘଡଘଡି ସାଙ୍ଗକୁ ସ୍ୱଳ୍ପରୁ ମଧ୍ୟମ ଧରଣ ବର୍ଷା ହେବ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାରିପାଗ ବିଜ୍ଞାନ କେନ୍ଦ୍ର। ପାଣିପାଗ ବିଭାଗର କହିବାନୁଯାୟୀ ଆଜି ରାୟଗଡା, ନୟାଗଡ, କନ୍ଧମାଳ ଏବଂ ଗଞ୍ଜାମ ଆଦି କେତେକ…

ଫ୍ରିଜରେ ଅଣ୍ଡା ରଖି ଖାଉଛନ୍ତି କି, ତାହେଲେ ରୋଗକୁ ନିମନ୍ତ୍ରଣ କରୁଛନ୍ତି ଆପଣ

ପ୍ରୋଟିନରେ ଭରପୂର ଅଣ୍ଡାକୁ ଅଧିକାଂଶ ଲୋକ ନିଜ ଡାଏଟରେ ସାମିଲ କରନ୍ତି। ସେହିପରି ଆଉ କିଛି ଲୋକ ଥଣ୍ଡା ଦିନରେ ପ୍ରତିଦିନ ଅଣ୍ଡା ଖାଇଥାନ୍ତି। କିନ୍ତୁ କଣ ଆପଣ ଜାଣିଛନ୍ତି ଫ୍ରିଜରେ ରଖୁଥିବା ସ୍ୱାସ୍ଥ୍ୟକୁ କ୍ଷତି ପହଁଚାଇପାରେ। ବହୁତ ଲୋକ ତ ଏମିତି ଅଛନ୍ତି ପ୍ରତିଦିନ ବଜାରରୁ ଅଣ୍ଡା…

ଆଜି ଗୁରୁପୂର୍ଣ୍ଣିମା, ଯଦି ଆପଣଙ୍କ ଜୀବନରେ କେହି ଗୁରୁ ନାହାଁନ୍ତି ତାହେଲେ ଏମିତି କରନ୍ତୁ ପୂଜା

୫ ଜୁଲାଇ ୨୦୨୦ ରେ ଆଷାଢ଼ ପୂର୍ଣ୍ଣିମା। ଯାହାକୁ ଗୁରୁ ପୂର୍ଣ୍ଣିମା ଭାବରେ ସମସ୍ତେ ପାଳନ କରନ୍ତି। ଶାସ୍ତ୍ରରେ ଏହି ଦିନକୁ ବହୁତ ମହତ୍ତ୍ୱପୂର୍ଣ୍ଣ ବୋଲି ଧରାଯାଏ ଏବଂ ଗୁରୁଙ୍କ ମହତ୍ତ୍ୱକୁ ଦର୍ଶାଇଥାଏ ଏହି ଦିନ। ଏହି ଦିନ ନିଜ ଗୁରୁଙ୍କୁ ପୂଜା କରିବା ଶ୍ରେଷ୍ଠ ହୋଇଥାଏ ଏବଂ ସମସ୍ତେ…