ଆଜି ଘରେ ପ୍ରସ୍ତୁତ କରନ୍ତୁ ଚଟପଟା ପନୀର କଟଲେଟ

ଏବେ ଆପଣ ବାହାରୁ କୌଣସି ବି ଜିନିଷ ଖାଇବା ଆଦୌ ବି ଉଚିତ ନୁହେଁ। ତେଣୁ ଆପଣ ଘରେ ହିଁ ବଜାର ଭଳି ରେସିପି ବନାଇ ଖାଇପାରିବେ। ଏଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ଚଟପଟା ପନୀର କଟଲେଟ ରେସିପି ନେଇ ଆସିଛୁ। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ। ଆବଶ୍ୟକ ସାମଗ୍ରୀ -୨୫୦…

ବଡ ଫାଇଦାର ଖବର : SBI ପୁଣି କମାଇଲା ସୁଧ ଦର, ଆପଣଙ୍କ କିସ୍ତି ଉପରେ ପଡିବ ସିଧା ପ୍ରଭାବ

ଭାରତୀୟ ଷ୍ଟେଟ ବ୍ୟାଙ୍କ ବୁଧବାର ଜଣାଇଛି ଯେ ଏମସିଏଲଆରରେ ୦.୦୫ ଠାରୁ ନେଇ ୦.୧୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରାଯାଇଛି। ଏହି ରିହାତି ୧୦ ଜୁଲାଇ ଠାରୁ ଲାଗୁ ହେବ। ଏସବିଆଇ ଜଣାଇଛି ଯେ ଏମସିଏଲଆରରେ ଏହି ରିହାତି ତିନି ମାସ ପର୍ଯ୍ୟନ୍ତ ଦିଆଯାଇଥିବା ଋଣ ଉପରେ ଲାଗୁ ହେବ। ଏହାର ଲକ୍ଷ୍ୟ…

ମର୍ମନ୍ତୁଦ ସଡକ ଦୁର୍ଘଟଣା, ଫୁଟପାଥରେ ଶୋଇଥିବା ୭ ଲୋକଙ୍କ ଉପରେ ଚଢ଼ିଗଲା ଟ୍ୟାଙ୍କର, ୫ ମୃତ

ଆଗ୍ରା : ଜିଲ୍ଲାର ସିକନ୍ଦରା ଅଞ୍ଚଳରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ମେନପୁରୀରୁ ଗୁଡଗାଓଁ ଯାଉଥିବା ଏକ ଟ୍ୟାଙ୍କର ଭାରସାମ୍ୟ ହରାଇ ଫୁଟପାଥରେ ଶୋଇଥିବା ୭ ଜଣ ଲୋକଙ୍କ ଉପରେ ଚଢ଼ିଗଲା। ଫଳରେ ଘଟଣାସ୍ଥଳରେ ହିଁ ୫ ଜଣ ଲୋକଙ୍କର ପ୍ରାଣବାୟୁ ଉଡିଗଲା। ସେହିପରି ଆଉ ଦୁଇ ଜଣଙ୍କ ଅବସ୍ଥା…

ଆଜି କେମିତି ରହିବ ପାଣିପାଗ ଜାଣନ୍ତୁ ଏହି ରିପୋର୍ଟରୁ

ଭୁବନେଶ୍ୱର (କେନ୍ୟୁଜ୍‌): ଓଡିଶାରେ ଆସନ୍ତା ୨ ଦିନ ପଯ୍ୟର୍ନ୍ତ ବର୍ଷା ହେବାର ସମ୍ଭାବନା ନାହିଁ। ପାଗ ସୁଖିଲା ରହିବା ସହିତ ଖରା ଏବଂ ଗୁଳଗୁଳି ଅନୁଭୂତ ହେବ। ତେବେ ଏହି ଦୁଇ ଦିନ ପରେ ୩ ଦିନ ରାଜ୍ୟରେ ଭଲ କରି ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା…

ସକାଳୁ ସକାଳୁ ରାସ୍ତାରେ ବାଇକ୍‌ ରାଇଡ କଲେ ସୁଶାନ୍ତ ସିଂହ ରାଜପୁତ, ଭାଇରାଲ ହେଉଛି ଥ୍ରୋବ୍ୟାକ୍‌ ଭିଡିଓ ଆପଣ ବି…

ସୁଶାନ୍ତ ସିଂହ ରାଜପୁତଙ୍କ ନିଧନ ପରେ ତାଙ୍କର ଅନେକ ନୂଆ ପୁରୁଣା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଖାସ୍‌ କରି ତାଙ୍କ ଫ୍ୟାନ୍ସ ସୁଶାନ୍ତଙ୍କର ଅନେକ ଥ୍ରୋବ୍ୟାକ୍‌ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତେବେ ବର୍ତ୍ତମାନ ସୁଶାନ୍ତଙ୍କ ରାଜପୁତଙ୍କ ଏକ ଥ୍ରୋବ୍ୟାକ ଭିଡିଓ…

କାଳସର୍ପ ପ୍ରଭାବରୁ ଏମିତି ରୁହନ୍ତୁ ଦୂରରେ, କରନ୍ତୁ ଏହି ଉପାୟ

ସାଧରଣତଃ ଜାତକରେ ଯେତେବେଳେ ଗ୍ରହ ରାହୁ ଏବଂ କେତୁଙ୍କ ମଝାମିଝିରେ ରହିଯାଏ ସେତେବେଳେ କାଳ ସର୍ପ ଯୋଗ ରହିଯାଏ। କାଳ ସର୍ପ ଯୋଗର ଶୁଭ ଏବଂ ଅଶୁଭ ଉଭୟ ପ୍ରକାରର ପ୍ରଭାବ ପଡିପାରେ। ତେଣୁ ଜାଣନ୍ତୁ କାଳ ସର୍ପର ଅଶୁଭ ପ୍ରଭାବକୁ ଦୂର କରିବାର ଉପାୟ। -କୌଣସି ବି ଶୁଭ ସ୍ଥିତିରେ ସକାଳୁ ଜଲଦି…

ରକ୍ତ ବି ହେଲାନି ନିଜର, କରୋନା ସନ୍ଦେହରେ ଜରିରେ ଗୁଡ଼ାଇ ରାସ୍ତା କଡରେ ଫୋପାଡିଦେଲେ ପରିବାର

ରାଉରକେଲା : କେମିତିକା ପରିବାର। ବୟସକୁ ତ ଦେଖନ୍ତୁ କେମିତି ଏମିତି କରିପାରୁଛନ୍ତି ପରିବାର ଲୋକେ। ସବୁକିଛି ବଦଳାଇଦେଲା କରୋନା। ନିଜ ପରିବାର ଭାଇ ବନ୍ଧୁଙ୍କ ଠାରୁ ଅଲଗା କରୁଛି କରୋନା। ଏ ଏମିତି ରୋଗ ଯେ ମଣିଷକୁ ଅତି ଘୃଣ୍ୟ ଭାବରେ ଦେଖୁଛି ସମାଜ। ଜଣେ ବୃଦ୍ଧ ବ୍ୟକ୍ତିଙ୍କୁ ଜରିରେ…

ସୁଶାନ୍ତଙ୍କ ନିଧନ ପରେ ଅଙ୍କିତାଙ୍କ ସହ କଥା ହେଲେ ଆରତୀ ସିଂହ, ଆଉ ଇଣ୍ଟରଭ୍ୟୁରେ ଜଣାଇଲେ ତାଙ୍କର ଯନ୍ତ୍ରଣା

ସୁଶାନ୍ତ ସିଂହ ରାଜପୁତ ୧୪ ଜୁନରେ ନିଜ ଆପାର୍ଟମେଣ୍ଟରେ ମୃତ ମିଳିଥିଲେ। ଆକ୍ଟରଙ୍କ ଅଚାନକ ନିଧନରେ ପୂରା ଫିଲ୍ମ ଇଣ୍ଡଷ୍ଟ୍ରୀକୁ ଗଭୀର ଆଘାତ ଲାଗିଥିଲା। ଏବେ ନିକଟରେ ବିଗ ବସ୍‌ ୧୩ ପ୍ରତିଯୋଗୀ ଆରତି ସିଂହ ସୁଶାନ୍ତ ସିଂହ ରାଜପୁତଙ୍କ ଏକ୍ସ ଗାର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେଙ୍କ ସହିତ କଥା…

ଭାଇରସକୁ ଆପଣଙ୍କ ପାଖ ମାଡିବକୁ ଦବନି ଏହି କାଢ଼ା, କରୋନା ଯୋଦ୍ଧା ନିଜେ କହୁଛନ୍ତି ପ୍ରସ୍ତୁତି ପ୍ରଣାଳୀ ଦେଖନ୍ତୁ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ମହାମାରୀ ସହିତ ଲଢ଼ିବା ପାଇଁ ପାରମ୍ପରିକ ଆୟୁର୍ବେଦିକ ଜଡିବୁଟି ଏବଂ ମସଲାର ଉପଯୋଗ କରି ଇମ୍ୟୁନିଟୀ ପାଓ୍ଵାର ବଢ଼ାଇପାରିବେ। ପ୍ରଧାନମନ୍ତ୍ରୀ ସବୁବେଳେ ଥଣ୍ଡା,ଜ୍ୱର, କାଶ ଏବଂ ଫ୍ଲୁ ଆଦିକୁ ରୋକିବା ପାଇଁ ମହତ୍ତ୍ୱପୂର୍ଣ୍ଣ ଘରୋଇ ଉପଚାର ଉପରେ…

ଏହାକୁ ଥରେ ଦେଖିଲେ ନିଶ୍ଚିତ ମନେ ପଡିବ ପିଲାବେଳ ଆଉ ଗାଁ ପୋଖରୀ, ଦେଖନ୍ତୁ ଭିଡିଓ

ଏହି ଭିଡିଓକୁ ଆପଣ ଦେଖିବା ପରେ ନିଶ୍ଚିତ ଭାବରେ ଆପଣଙ୍କ ପିଲାବେଳର କଥା ମନେପଡିଯିବ। ଭିଡିଓରେ ଆପଣ ଗାଁର ଛୋଟ ପିଲା ମାଟି ଏବହ ପାଣି ସହିତ ଖେଳୁଥିବା ନଜର ଆସୁଛନ୍ତି। ଏହି ଭିଡିଓକୁ ନନ୍ଦୀ ଫାଉଣ୍ଡେସନର ସିଇଓ ମନୋଜ କୁମାର ନିଜ ଟ୍ଵିଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି। ଏହାକୁ ସେୟାର କରି…

ବିବାହ ମଣ୍ଡପରେ ବସି ଲାପଟପରେ କାମ କରୁଥିଲେ କନିଆଁ, ଭିଡିଓ ଦେଖି ଲୋକେ ଦେଲେ ଏମିତି ରିଆକସନ୍‌

ମହାମାରୀ କରୋନା ଭାଇରସ ସମୟରେ କଣ ଆଉ କହିବା ଏହି କିଲର ଭାଇରସ୍‌ ଏବେ ମଣିଷା ଲାଇଫଷ୍ଟାଇଲକୁ ହିଁ ପୂରା ଚେଞ୍ଜ କରିଦେଇଛି। ଏହି ଲକଡାଉନରେ କେତେ କଣ ଯେ ସବୁ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳୁଛି ତାହା ନ କହିବା ଭଲ। ତେବେ ଏବେ ଡିଜିଟାଲ ଜମାନାରେ ଏମିତି ଅଜବ ଅଜବ ଭିଡିଓ ଭାଇରାଲ ହେଉଛି ଯାହା…

ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ

ମେଷ : ଆଜି ବିଭିନ୍ନ ଦିଗରୁ ଅର୍ଥର ସମାଗମ ହେବ, କିନ୍ତୁ ସମସ୍ୟା ଛାଡ଼ିବ ନାହିଁ । ସାହିତ୍ୟ, ସାମ୍ବାଦିକତା, ସଙ୍ଗଠନ ଓ ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଆଗେଇଯିବେ। ସନ୍ତାନଙ୍କ ବୈବାହିକ କର୍ମ ପରିପ୍ରେକ୍ଷୀରେ ନୂତନ ବନ୍ଧୁ ପ୍ରସ୍ତାବ ସ୍ଥିରୀକୃତ ହୋଇପାରେ। ସ୍ବାସ୍ଥ୍ୟରେ…