Below header

ସପନା ଚୌଧୁରୀଙ୍କ ଗୀତରେ ଦିଲ୍ଲୀର ମହିଳା ଆଇପିଏସ ଲଗାଇଲେ ଠୁମକା, ଭିଡିଓ ହେଉଛି ଭାଇରାଲ

ସପନା ଚୌଧୂରୀଙ୍କ ଡ୍ୟାନ୍ସରେ ସମସ୍ତେ ଦିୱାନା ଅଟନ୍ତି। ଦେଶ- ବିଦେଶରେ ସବୁଠି ସପନାଙ୍କ ଗୀତର ଦିୱାନା ହୋଇଯାନ୍ତି ଲୋକେ। ଏମିତି କିଛି ହୋଇଛି ଦିଲ୍ଲୀର ମହିଳା ପୋଲିସକର୍ମୀଙ୍କ ସହିତ। ଦକ୍ଷିଣ-ପଶ୍ଚିମ ଦିଲ୍ଲୀରେ ଏକ ଅଲଗା ମାହୋଲ ଦେଖିବାକୁ ମିଳିଥିଲା ଯେତେବେଳେ ଷ୍ଟେଜରେ ‘ତେରେ ଆଖୋଁ କା…

୫ ମିନିଟରେ ପ୍ରସ୍ତୁତ କରନ୍ତୁ ଲାଲ ଲଙ୍କା ଆଚାର, କେବେବି ଭୂଲି ପାରିବେ ନାହିଁ ସ୍ବାଦ

ଆବଶ୍ୟକୀୟ ସାମଗ୍ରୀ ଲାଲ ଲଙ୍କା – ଏକ ଗିନା ସୋରିସ ତେଲ – ଦୁଇ ଚାମଚ ପାନ ମଧୁରୀ ଗୁଣ୍ଡ – ୨ ଚାମଚ ପେଶା ହୋଇଥିବା ଧନିଆ – ଏକ ଚାମଚ ଜୀରା ଗୁଣ୍ଡ – ଏକ ଚାମଚ ଅମଚର ପାଉଡର – ଏକ ଚାମଚ ରାଇ ପାଉଡର – ଦେଢ଼ ଚାମଚ ଲୁଣ – ଦୁଇ ଚାମଚ ହଳଦୀ ପାଉଡର – ଏକ ଚାମଚ…

ଡିହାଇଡ୍ରେସନ କାରଣରୁ ଚାଲି ଯାଇପାରେ ଆପଣଙ୍କ ଜୀବନ, ସମୟ ପୂର୍ବରୁ ଜାଣନ୍ତୁ ଏହାର ଲକ୍ଷଣ

ଗରମ ଦିନର ଆରମ୍ଭ ହୋଇସାରିଛି। ଗରମ ପବନ ଏବଂ ଖରାର ପ୍ରଭାବ ପଡିଲାଣି। ଗରମ ବଢ଼ିବା ସାଙ୍ଗକୁ ଲୋକଙ୍କର ଡିହାଇଡ୍ରେସନର ସମସ୍ୟା ହୋଇପାରେ। ଗରମ ଦିନରେ ଡିହାଇଡ୍ରେସନ ସମସ୍ୟା ଏକ ସାଧାରଣ ସମସ୍ୟା। ଗରମ ପାଇଁ ଶରୀରରୁ ଝାଳ ବାହାରିଥାଏ ଆଛ ଏହି କାରଣରୁ ଶରୀରରେ ଜଳୀୟ ଅଂଶ କମିଯାଇଥାଏ। ଯଦି ଆପଣ…

ଖରାଦିନେ ଏମିତି ନିଅନ୍ତୁ ତ୍ବଚାର ଯତ୍ନ, ଟମୋଟୋର ଫେସପ୍ୟାକ୍ ଏପରି ପ୍ରସ୍ତୁତ କରନ୍ତୁ

ଖରାଦିନେ ପ୍ରବଳ ଉତ୍ତାପ ଯୋଗୁଁ ତ୍ଵଚାରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖାଦେଇଥାଏ। ଏହି ସମସ୍ୟାକୁ ଦୂର କରିବା ପାଇଁ ଆପଣମାନେ ବିଭିନ୍ନ ପ୍ରକାରର କେମିକାଲ ଯୁକ୍ତ ବିୟୁଟି ପ୍ରଡକ୍ଟସ ବ୍ୟବହାର କରିଥାଉ। କିନ୍ତୁ ଏହା ଆପଣଙ୍କ ତ୍ବଚାରେ ଖରାପ ପ୍ରଭାବ ମଧ୍ୟ ପକାଇଥାଏ। ସେଥିପାଇଁ ଖରାଦିନେ…

କଣ ସତରେ କରୀନାଙ୍କ ପୁଅ ତୈମୁର ସାଇନ କରିବେ ନିଜର ପ୍ରଥମ ଡେବ୍ୟୁ ଫିଲ୍ମ ! ଜାଣନ୍ତୁ ଏହାକୁ ନେଇ କଣ ରହିଛି ସତ୍ୟତା

କରୀନା କପୁର ଏହି ଦିନରେ ନିଜର ଅପକମିଂ ଫିଲ୍ମ ‘ଗୁଡ୍ ନ୍ୟୁଜ୍’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଫିଲ୍ମରେ କରୀନାଙ୍କ ସହିତ ଅକ୍ଷୟ କୁମାର ମଧ୍ୟ ମୁଖ୍ୟ ଚରିତ୍ରରେ ଅଛନ୍ତି। ଫିଲ୍ମକୁ ରାଜ ମେହେତା ନିର୍ଦ୍ଦେଶନା ଦେଉଛନ୍ତି। ଫିଲ୍ମକୁ ନେଇ ଏକ ବଡ ଖବର ସାମ୍ନାକୁ ଆସୁଛି ଯେ କରୀନା ଏହି ଫିଲ୍ମରେ…

ପ୍ରଚାର ପାଇଁ କ୍ଷେତରେ ଗହମ କାଟିଲେ ହେମା ମାଳିନୀ, ଲୋକେ କହିଲେ ଏଠି ବି ଅଭିନୟ !

ନିର୍ବାଚନ ସମୟରେ ସବୁ ପ୍ରାର୍ଥୀ ଜୋରଦାର ଭାବରେ ପ୍ରଚାରରେ ଲାଗି ପଡିଛନ୍ତି। ବଲିଉଡ କଳାକାରମାନେ ଭୋଟ ମାଗିବା ପାଇଁ ଜନତାଙ୍କ ପାଖକୁ ଯାଉଛନ୍ତି। ଏମିତିରେ ଅଭିନେତ୍ରୀ ଏବଂ ଭାଜପା ପ୍ରାର୍ଥୀ ହେମା ମାଳିନୀ ସ୍ବତନ୍ତ୍ର ଭାବରେ ଭୋଟ ଭିକ୍ଷା କରୁଛନ୍ତି। ହେମା ମଥୁରାର ଦେବସେରସ ଗାଁରେ…

ସାମାଜିକ ବାଧାବିଘ୍ନକୁ ଭାଙ୍ଗି ବିବାହ ବନ୍ଧନରେ ବାନ୍ଧି ହେଲେ ୧୫ ଟ୍ରାନ୍ସଜେଣ୍ଡର

ଛତିଶଗଡରେ ୧୫ ଜଣ ଟ୍ରାନ୍ସଜେଣ୍ଡର ଯୋଡିଙ୍କର ସାମୂହିକ ବିବାହ ଆୟୋଜନ ହୋଇଛି। ଏହି ଯୋଡି ମଧ୍ୟରେ ଥିଲେ ଆଠ ବର୍ଷ ଧରି ଭଲ ପାଉଥିବା ୩୩ ବର୍ଷିର ସଲୋନୀ ଏବଂ ୨୮ ବର୍ଷର ଗୁଲାମ ନବୀ ଅନସାରୀ। ସଲୋନୀ ଶାହରୁଖ୍ ଖାନଙ୍କର ଏକ ଫିଲ୍ମ ଡାଇଲଗ୍ କହି ନିଜ ଖୁସିକୁ ପରିପ୍ରକାଶ କଲେ। ସଲୋନୀ କହିଲେ ଯେ…

ଶ୍ରୀ ଅମରନାଥ ଯାତ୍ରା ପାଇଁ ପଞ୍ଜୀକରଣ ଆଜିଠାରୁ ଆରମ୍ଭ, ଯାତ୍ରା ପାଇଁ କେଉଁ କେଉଁ ନିୟମକୁ ଧ୍ୟାନ ଦେବାକୁ ପଡିବ…

ଜାମ୍ମୁ-କାଶ୍ମୀରରେ ଶ୍ରୀ ଅମରନାଥ ଯାତ୍ରା ପାଇଁ ଅଗ୍ରୀମ ପଞ୍ଜୀକରଣ ଏକ ଏପ୍ରିଲରୁ ଆରମ୍ଭ ହୋଇଛି। ଦେଣର ୩୨ ରାଜ୍ୟର କେନ୍ଦ୍ର ଶାସିତ ରାଜ୍ୟରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ୍, ଜାମ୍ମୁ-କାଶ୍ମୀର ବ୍ୟାଙ୍କ୍ ଏବଂ ୟସ ବ୍ୟାଙ୍କର ୪୪୦ ବ୍ୟାଙ୍କ୍ ଶାଖା ଗୁଡିକରେ ୨୦୧୯ ମସିହା ଏପ୍ରିଲ ୧ରୁ…

ଖରାଦିନେ ଏପରି ଭାବରେ କରନ୍ତୁ ଡ୍ରେସର ଚୟନ, ଯାହା ଆପଣଙ୍କୁ ଆରମ ଲାଗିବା ସହିତ ଦେଇଥାଏ ଷ୍ଟାଇଲିଷ୍ଟ ଲୁକ୍

ଆମ ଡ୍ରେସ ପିନ୍ଧିବାର ପସନ୍ଦରେ ପରିବର୍ତ୍ତନ ହୋଇଥାଏ। ଯେପରି ଖରାଦିନ ଆସିବା ମାତ୍ରେ ହିଁ ଆମେ ମୋଟା ଓ ଗରମ ପୋଷାକ ପିନ୍ଧିବା ପରିବର୍ତ୍ତେ ହାଲକା ପୋଷାକ ପିନ୍ଧିବାକୁ ପସନ୍ଦ କରିଥାଉ। ଖାସ କରି ଯୁବଗୋଷ୍ଠୀମାନେ ଏପରି ପୋଷାକ ପିନ୍ଧିବାକୁ ପସନ୍ଦ କରିଥାନ୍ତି ଯାହା ଦ୍ବାରା ଆରାମ ଲାଗିବା…

ଆଜି ଆର୍ଥିକ ବର୍ଷର ଶେଷ ଦିନ, କାଲି ଠାରୁ ଆପଣଙ୍କ ଜୀବନରେ ହେବ ଗୁରୁତ୍ବପୂର୍ଣ୍ଣ ପରିବର୍ତ୍ତନ

ଆଜି ଆର୍ଥିକ ବର୍ଷ ୨୦୧୮-୧୯ ମସିହାର ଶେଷ ଦିନ। ଏହାସହିତ ଆହୁରି ଅନେକ ନିୟମ ରହିଛି ଯାହାକୁ ପୁରା କରିବା ପାଇଁ ମଧ୍ୟ ଆଜି ଶେଷ ଦିନ ଅଟେ। ଏହି ତାରିଖକୁ ଜଡିତ ସମସ୍ତ କାମକୁ ଆଜି ଶେଷ କରିଦିଅନ୍ତୁ ନଚେତ ଆଗକୁ ଅସୁବିଧାରେ ପଡିପାରନ୍ତି। ପାନ କାର୍ଡ ହୋଇପାରେ ରଦ୍ଦ ପାନ କାର୍ଡକୁ ଆଧାର…

ଖସିପଡ଼ିଲା ବାୟୁସେନାର ଯୁଦ୍ଧ ବିମାନ, ମିଗ୍-୨୭ ଦୁର୍ଘଟଣାଗ୍ରସ୍ତ

ଖସିପଡ଼ିଲା ବାୟୁସେନାର ଲଢୁଆ ଯୁଦ୍ଧ ବିମାନ। ଦୁର୍ଘଟଣାଗ୍ରସ୍ତ ହୋଇଛି ମିଗ୍-୨୭ ବିମାନ । ଯୋଧପୁରରେ ଏହି ଦୁର୍ଘଟଣା ହୋଇଛି। ତେବେ କ୍ଷୟକ୍ଷତିକୁ ନେଇ କୌଣସି ସ୍ପଷ୍ଟ ସୂଚନା ମିଳି ପାରି ନାହିଁ। ରୁଟିନ୍ ମିଶନରେ ଯିବା ବେଳେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। Iaf Pilot being looked…

ଆସନ୍ତାକାଲି ରବିବାର ଖୋଲାରହିବ ସରକାରୀ ବ୍ୟାଙ୍କ !

ଆର୍ଥିକ ବର୍ଷର ଶେଷ ଦିନ ହୋଇଥିବାରୁ ବ୍ୟାଙ୍କ୍ ରାତି ୮ଟା ଯାଏଁ ଖୋଲା ରହିବ। ଆସନ୍ତାକାଲି ଅଥାର୍ତ ମାର୍ଚ୍ଚ ୩୧ ତାରିଖରେ ଦେଶର ସମସ୍ତ ସରକାରୀ ନେଣଦେଣ କରୁଥିବା ନିର୍ଦ୍ଦିଷ୍ଟ ବ୍ୟାଙ୍କ୍ ଶାଖା ଗୁଡିକ ଖୋଲା ରହିବ । ପୂର୍ବରୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଏନେଇ ଏକ ନିର୍ଦ୍ଦେଶାନାମା ଜାରି…