Below header

ତାପମାତ୍ରା କେତେ ଥିଲେ ଘୋଷଣା କରାଯାଏ ହିଟୱେଭ, ଜାଣନ୍ତୁ Heatwave କଣ?

ଏବେ ଯେଉଁ ଗରମ ହେଉଛି ଲୋକଙ୍କ ହାଲ ଏକଦମ୍‌ ବେହାଲ ହୋଇଗଲାଣି । ଭାରତରେ ଅନେକ ରାଜ୍ୟରେ ଏବେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ଏବେ ତ ଅନେକ ରାଜ୍ୟରେ ହିଟୱେଭ ଚେତାବନୀ ଦିଆଯାଇଛି । ଏମିତିରେ କଣ ଆପଣ ଜାଣିଛନ୍ତି ଏହି ହିଟୱେଭ କଣ । ଆପଣ ତ ଏହି ନାଁ ବହୁତ ଶୁଣିଥିବେ କିନ୍ତୁ କେବେ ଭାବିଛନ୍ତି…

ମାତ୍ର ଦୁଇ ହଜାର ଟଙ୍କାରେ ଲଞ୍ଚ୍‌ ହେଲା Lava Prowatch, ରହିଛି ଅନେକ ବଢ଼ିଆ ଫିଚର୍‌

ଲାଭା ଭାରତୀୟ ବଜାରରେ ଦୁଇଟି ସ୍ମାର୍ଟଓ୍ଵାଚ୍‌ Prowatch ZN ଏବଂ Prowatch VN କୁ ଲଞ୍ଚ୍‌ କରିଦେଇଛି । ଏହି ଓ୍ଵାଚରେ ଆପଣଙ୍କୁ ଅନେକ ବଢ଼ିଆ ବଢ଼ିଆ ଫିଚର୍ସ ମିଳିଯିବ । ଲାଭାର ଏହି ସ୍ମାର୍ଟଓ୍ଵାଚର ଦାମ ବହୁତ କମ୍‌ ରହିଛି । ଏବଂ ୨୪ ମାସର ଓ୍ଵାରେଣ୍ଟୀ ବି ଦିଆଯାଉଛି । ଥରେ ଏହି ଓ୍ଵାଚକୁ…

ଡିଫେନ୍ସରେ କେତେ ଟଙ୍କା ଖର୍ଚ୍ଚ କରୁଛି ଭାରତ, ଜାଣନ୍ତୁ ଚୀନ କେତେ ନମ୍ବରରେ ଅଛି

ଡିଫେନ୍ସରେ କେତେ ଟଙ୍କା ଖର୍ଚ୍ଚ କରୁଛି ଭାରତ… ରକ୍ଷା ବଜେଟରେ କେତେ ନମ୍ବରରେ ଅଛି ଆମ ଦେଶ… ଡିଫେନ୍ସକୁ କାହିଁକି ଅଧିକ ଗୁରୁତ୍ୱ ଦେଉଛି ଭାରତ… କେବଳ ଭାରତ ନୁହେଁ ବର୍ତ୍ତମାନ ବିଶ୍ୱର ବିଭିନ୍ନ ରାଷ୍ଟ୍ର ନିଜ ସୈନ୍ୟବଳକୁ ଅଧିକ ଶକ୍ତିଶାଳୀ କରିବାକୁ ପ୍ରୟାସ କରୁଛି । ପ୍ରାୟ ସମସ୍ତ…

ଦୁଇଦିନ ହେବ ଗଛ ତଳେ ବସି ପାଠ ପଢ଼ୁଛନ୍ତି ଛାତ୍ରଛାତ୍ରୀ, ହେଡ୍ ସାରଙ୍କ ପାଇଁ ପିଲା ହେଉଛନ୍ତି ହନ୍ତସନ୍ତ

କରଞ୍ଜିଆ (କେନ୍ୟୁଜ) : ମିଛ କହିଲେ ତାପରେ ଠକିଦେଲେ ହେଡସାର । ଧରାଇଦେଲେ ଫେକ୍‌ ଚେକ ଆଉ ଭଣ୍ଡାଇଦେଲେ । ଠିକ୍‌ ସମୟରେ କାମ କରାଇନେଲେ ଆଉ ପଇସା ଦେବା ସମୟ ଯେତେବେଳେ ଆସିଲା ସେତେବେଳେ ଖେଳିଲେ ଖେଳ । ଲୁଚକାଳି ଖେଳ ଖେଳିଲେ ହେଡ ସାର । ତାପୁଣି ସ୍ୱୟଂ ସହାୟକ ଗୋଷ୍ଠିର ମହିଳାଙ୍କ ସହିତ ।…

ମୁହଁକୁ ଲଙ୍କାଗୁଣ୍ଡ ଫୋପାଡି ବର ପାଖରୁ କନିଆଁକୁ ଭିଡିନେଲେ ପରିବାର ଲୋକେ

ବିବାହ ମଣ୍ଡପରେ ବର ପାଖରୁ କନିଆଁକୁ ଭିଡିନେଲେ ପରିବାର ଲୋକେ । ଆଉ ଯିଏ ଅଟକାଇବାକୁ ଚେଷ୍ଟା କରିଥିଲେ ତାଙ୍କ ଉପରକୁ ଛାଟି ଦେଉଥିଲେ ଲଙ୍କାଗୁଣ୍ଡ । ଆଉ ମାତ୍ର କେଇ ମିନିଟରେ ବିବାହ ମଣ୍ଡପ ପାଲଟିଗଲା କୁରୁକ୍ଷେତ୍ର । ହଁ ଆଜ୍ଞା ପ୍ରେମ ବିବାହକୁ ନାପସନ୍ଦ କରୁଥିଲେ କନ୍ୟା ପରିବାର। ବିବାହ…

ସରକାର ଜାରୀ କଲେ ଆଲର୍ଟ, ଫେକ୍‌ ଆପ୍ସ ଜରିଆରେ ଆପଣଙ୍କ ସହ ହେଉଛି ଠକାମୀ

ଆଣ୍ଡ୍ରଏଡ୍‌ ଓ ଆଇଫୋନ୍‌ ୟୁଜର୍ସଙ୍କୁ ଗୃହ ମନ୍ତ୍ରାଳୟର ଚେତାବନୀ । ଗୃହ ମନ୍ତ୍ରାଳୟ ଆଣ୍ଡ୍ରଏଡ୍‌ ଏବଂ ଆଇଫୋନ୍‌ ୟୁଜର୍ସଙ୍କୁ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇବା ପାଇଁ ଡିଜାଇନ୍ ହୋଇଥିବା ଆପ୍ସକୁ ନେଇ ଆଲର୍ଟ ଜାରୀ କରିଛି । ଏହି ଆପ୍ଲିକେସନଗୁଡିକର ଚିହ୍ନଟ ହୋଇସାରିଛି ଓ ତାହାକୁ…

ଟ୍ରାଫିକରେ ଲୋକଙ୍କ ତୃଷ୍ଣା ମେଣ୍ଟାଉଛନ୍ତି ଏହି ମହିଳା ପୋଲିସ୍‌

ଭୁବନେଶ୍ୱର (କେନ୍ୟୁଜ) : ଭାଇ ପାଣି ପିଇବେ, ମାଉସୀ ପାଣି ଟିକେ ପିଇ ନିଅନ୍ତୁ, ଭଉଣୀ ଖରା ଜୋରରେ ହେଉଛି ଟିକେ ପାଣି ପିଇ ଦିଅନ୍ତୁ । ଏମିତି କହି କହି ଜଣେ ଟ୍ରାଫିକ ଗୃହ ରଖି ଭଉଣି ଉଦିଉଦିଆ ତତଲା ଝାଞ୍ଜି ଖରା ବେଳଟାରେ ବୁଲି ବୁଲି ପାଣି ବାଣ୍ଟୁଥାନ୍ତି । କଥାରେ ଅଛି କଟକ ଚିନ୍ତା ବାଇ…

ଆପେ ଆପେ ଷ୍ଟାର୍ଟ ହେଉଛି ବୋଲେରୋ, ବିନା ଡ୍ରାଇଭରରେ ଆଗକୁ ଆଗକୁ ମାଡିଚାଲିଛି

ଆପେ ଆପେ ଷ୍ଟାର୍ଟ ହେଉଛି ବୋଲେରୋ । ଆଉ ଧୀରେ ଧୀରେ ଆଗକୁ ବଢ଼ୁଛି । ନା ଡ୍ରାଇଭର ବସିଛନ୍ତି ନା ଗାଡିରେ କେହି ବସିଛନ୍ତି । କିନ୍ତୁ ସବୁକିଛି ଠିକ ଠାକ୍‌ ଚାଲୁଛି । ଆଉ ଧୀରେ ଧୀରେ ଗାଡିର ବେଗ ମଧ୍ୟ ବଢ଼ିବାକୁ ଲାଗୁଛି । ଆପଣଙ୍କ ସ୍କ୍ରୀନରେ ଆପଣ ତିନୋଟି ଅଲଗା ଅଲଗା ଭିଡିଓ ଦେଖୁଛନ୍ତି ।…

ଏ ପ୍ରଚଣ୍ଡ ଖରାରୁ ଲୋକେ ଘରୁ ବାହାରୁ ପାରୁନାହାଁନ୍ତି, ସେଠି ଏ ବୁଲା ଜୀବଜନ୍ତୁଙ୍କ ସ୍ଥିତି କଣ ହେଉଥିବ ଥରେ…

ପୋଲସରା (କେନ୍ୟୁଜ) : ଗରମ ଯେଉଁଭଳି ହେଉଛି ଲୋକମାନେ ଘରୁ ବାହାରିବାକୁ ଡରୁଛନ୍ତି । ଆଉ ଯଦି ବା ବାହାରୁଛନ୍ତି ନିଜ ପାଇଁ ଛତା ପାଣି ଓ ବୋଟଲ ନିଶ୍ଚୟ ରଖୁଛନ୍ତି । ଯେମିତିକି ଏ ଅସହ୍ୟ ଖରାରେ ପାଣି ଟୋପାଏ ଜୀବନ ବଞ୍ଚାଇଦେବ । ସମସ୍ତେ ତ ନିଜ କଥା ଭାବୁଛ କିନ୍ତୁ କେହି ବାହାରେ ବୁଲୁଥିବା…

ଏମଡିଏଚ ଓ ଏଭରେଷ୍ଟ ମସଲା ଉପରେ ଲାଗିଲା ପ୍ରତିବନ୍ଧକ, ନିୟମ ନମାନିଲେ ୫୦ ହଜାର ଜରିମାନା

ହଂକଂ ସରକାର ଭାରତର ଲୋକପ୍ରିୟ ମସଲା ବ୍ରାଣ୍ଡ ଏମଡିଏଚ ଏବଂ ଏଭରେଷ୍ଟ ମସଲା ଉପରେ ପ୍ରତିବନ୍ଧକ ଲଗାଇଛି । କାରଣ ହଂକଂ ସରକାର ଦାବି କରିଛି ଯେ ଏହି କମ୍ପାନିର କିଛି ମସଲାରେ କୀଟନାଶକ ମିଳିଛି । ଯାହା ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ । ତେଣୁ ତୁରନ୍ତ ବଜାରରୁ ଏମଡିଏଚ ଏବଂ ଏଭରେଷ୍ଟ ମସଲା ହଟାଇ…

ନେହା ହତ୍ୟା ପଛରେ ଲଭ୍-ଜିହାଦ! ପ୍ରସ୍ତାବରେ ରାଜି ନହେବାରୁ ପ୍ରେମିକାକୁ ଛୁରି ଭୁସିଲା ଫୟାଜ୍‌

କର୍ଣ୍ଣାଟକ ହୁବଲିରେ କଲେଜ ଛାତ୍ରୀଙ୍କୁ ଛୁରି ଭୁସି ହତ୍ୟା ମାମଲା ଏବେ ଚାରିଆଡେ ଚହଳ ସୃଷ୍ଟି କରିଛି । ଏହି ହତ୍ୟାକାଣ୍ଡକୁ ନେଇ ରାଜନୀତି ଆରମ୍ଭ ହୋଇଗଲାଣି । ଲଭ୍-ଜିହାଦ ଅଭିଯୋଗ ଆଣିବା ସହ ହତ୍ୟାକାଣ୍ଡ ପ୍ରତିବାଦରେ ଆଜି କର୍ଣ୍ଣାଟକ ବନ୍ଦ ଡାକରା ଦେଇଛି ବିଜେପି। ଆଜି କୌଣସି ନିର୍ବାଚନୀ…

ଖରାଦିନେ ଏହି ଫଳ ଖାଆନ୍ତୁ, ଶରୀର ରହିବ ଏକଦମ୍‌ ହାଇଡ୍ରେଟ୍‌

ଏବେ ଚାରିଆଡେ ଭୀଷଣ ଗରମ । ପ୍ରଚଣ୍ଡ ରୌଦ୍ର ତାପ ସାଙ୍ଗକୁ ଝାଞ୍ଜି ପବନ । ମୁହଁ ପୋଡି ଯାଉଛି ବାହାରକୁ ବାହାରିଲେ । ଗରମ ଏତେ ହେଉଛି ଯେ ଯାହାର ପ୍ରଭାବ ଆମ ଶରୀର ଉପରେ ମଧ୍ୟ ପଡୁଛି । ଖରା ଦିନରେ ଅଧିକ ପାଣି ପିଇବା ସହ ଶରୀରକୁ ହାଇଡ୍ରେଟ୍ ରଖିବା ଉଚିତ । ଦିନକୁ ୭ ରୁ ୮ ଗ୍ଲାସ୍ ପାଣି…