ଖୁଚୁରା ନାହିଁ କହି ବସ୍‌ କଣ୍ଡକ୍ଟର ଫେରାଇଲେନି ୫ ଟଙ୍କା, ଯାତ୍ରୀ କରିଦେଲେ ଅଭିଯୋଗ

ଭାରତରେ ରହୁଥିବା ପ୍ରତିଟି ନାଗରିକ ଏହି ସମସ୍ୟାକୁ ନିଶ୍ଚୟ ଅଙ୍ଗେ ନିଭାଇଥିବେ ଯେତେବେଳେ ୧ ଟଙ୍କା, ୨ ଟଙ୍କା କିମ୍ବା ଖାସ କରି ୫ ଟଙ୍କା ଖୁଚୁରା ନଥାଏ ଆଉ ଦୋକାନୀ ଚକୋଲେଟ ଦେଇଦେଇଥାଏ । ଠିକ ସେହିପରି ଯଦି ଆପଣ ବସରେ ଯାତ୍ରା କରୁଥାନ୍ତି ଖୁଚୁରା ବଦଳରେ ବସ ଟିକେଟ ପଛରେ ଟଙ୍କା କେତେ ପାଇବ…

ବିନା CIBIL ସ୍କୋରରେ ନେଇପାରିବେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପର୍ସନାଲ୍‌ ଲୋନ୍, ଜାଣନ୍ତୁ କେମିତି

ଆପଣ ନିଶ୍ଚିତ ଭାବରେ ଜାଣିଥିବେ ଯେ ଯଦି ଆପଣ କୌଣସି ବ୍ୟାଙ୍କ କିମ୍ବା ଅଣ ବ୍ୟାଙ୍କିଙ୍ଗ୍ ଅନୁଷ୍ଠାନରୁ ଋଣ ଚାହୁଁଛନ୍ତି, ତେବେ ଆପଣଙ୍କର କ୍ରେଡିଟ୍ ସ୍କୋର / CIBIL ସ୍କୋର ଭଲ ହେବା ଉଚିତ୍ । ଯଦି CIBIL ସ୍କୋର ଖରାପ ତେବେ ଅଧିକାଂଶ କ୍ଷେତ୍ରରେ ଋଣ ପାଇବାରେ ଅନେକ ଅସୁବିଧାର ସମ୍ମୁଖୀନ…

ରାତିରେ ହଠାତ୍‌ ଆସି ପହଁଚିଲା ପୋଲିସ ଗାଡି, ଆଉ ତାପରେ କିଛି ଏମିତି ହେଲା ଦୃଶ୍ୟ କଏଦ ହେଲା କ୍ୟାମେରାରେ

ଜଳେଶ୍ୱର (କେନ୍ୟୁଜ) : ରାତିରେ ହଠାତ୍‌ କି ଅଟକିଗଲା ପୋଲିସ୍‌ ଗାଡି । ଆଉ ଜଣେ ପରେ ଜଣେ ପୋଲିସ ବାହାରିଲେ ବାହାରକୁ । ଖାଲି ଏତକି ଥିଲା ଯେ ସମସ୍ତେ ଖାକି ବର୍ଦ୍ଦିରେ ଥିବାବେଳେ କେବଳ ଦୁଇଜଣ ଥିଲେ ସିଭିଲ ଡ୍ରେସରେ । ଆଉ ସେହି ଦୁଇଜଣ ପ୍ରଥମେ ତଳକୁ ଓହ୍ଳେଇ ଚାଲିଲେ ବାଇକ୍‌ ଧରି ଛିଡା…

ଘରେ ସାପ ପଶିଥିଲେ ହଠାତ୍‌ କଣ କରିବେ ଜାଣନ୍ତୁ

ସାପକୁ ଦେଖିଲେ ଭୟ ଲାଗିବା ସ୍ୱାଭାବିକ । ସେହି ସମୟରେ ଆପଣ କଣ କରିବେ ମୁଣ୍ଡରେ ବୁଦ୍ଧି ପଶେ ନାହିଁ । କିନ୍ତୁ ଏପରି ସମୟରେ ସବୁବେଳେ ଶାନ୍ତ ରହିବା ଉଚିତ୍ । ଯଦି ଆପଣଙ୍କ ଘରେ ସାପ ପଶିଛି, ତେବେ ତୁରନ୍ତ କଣ କରାଯିବା ଆସନ୍ତୁ ଜାଣିବା । ଯଦି ଆପଣଙ୍କ ଘରେ ଭିତରେ ସାପ ପଶିଯାଇଛି, ତେବେ…

ବିପଦ ଆସିବା ପୂର୍ବରୁ ଆଗୁଆ ସୂଚନା ଦେଉଛନ୍ତି ବାଦୁଡି, ଗାଁକୁ କରୁଛନ୍ତି ବିପଦରୁ ରକ୍ଷା

ବୌଦ୍ଧ (କେନ୍ୟୁଜ) : ଗଛ ସାରା ଏତେ ବାଦୁଡି ଝୁଲି ରହିଛନ୍ତି ଯେ ଆପଣ ଚାହିଁଲେ ବି ଗଣି ପାରିବେନି । ଗଛର ଏ ଡାଳରୁ ଯେ ସେ ଡାଳକୁ ଝୁଲିଝୁଲି ଦୋଳି ଖେଳୁଛନ୍ତି । ଲାଗୁଛି ସତେ ଯେମିତି ଏମାନଙ୍କ କୌଣସି ଚିନ୍ତା ନାହିଁ କି ଏମାନଙ୍କ ପାଇଁ ବି କାହାରି ଚିନ୍ତା ନାହିଁ। ଆପଣ ମାନେ ଯଦି ଏମିତି…

ସବୁ ରାଜନୈତିକ ଦଳଙ୍କର ଗୋଟିଏ ପରିବାର ଉପରେ ନଜର, ଗୋଟିଏ ଘରେ କେବଳ ୧୨୦୦ ସଦସ୍ୟ

ଭୋଟ୍‌ ଦେବାରେ ରେକର୍ଡ କରିଛନ୍ତି ଏହି ପରିବାର । ହଁ ଆଜ୍ଞା ସେଥିପାଇଁ ତ ନିର୍ବାଚନ ଆସିଲେ ଏମାନଙ୍କ ଘରେ ଯାଇ ଡେରା ପକାନ୍ତି ସବୁ ରାଜନୈତିକ ଦଳ । ଏହି ପରିବାରକୁ ହାତମୁଠାକୁ ଆଣିବା ପାଇଁ ସମସ୍ତ ଦଳ ପ୍ରୟାସ ଜାରି ରଖିଛନ୍ତି । ଆପଣ ତ ଜାଣିଥିବେ ସାରା ଦେଶରେ ଏବେ ନିର୍ବାଚନକୁ ନେଇ…

ନିର୍ବାଚନ ଆୟୋଗର ବଡ ନିଷ୍ପତ୍ତି : ସ୍ୱାମୀ ସ୍ତ୍ରୀ ଦୁଇଜଣ ସରକାରୀ ଚାକିରି କରିଥିଲେ, ଜଣେ କରିବେ ନିର୍ବାଚନ ଡ୍ୟୁଟି

ଲୋକସଭା ନିର୍ବାଚନ ୨୦୨୪ରେ ସରକାର କର୍ମଚାରୀଙ୍କ ଡ୍ୟୁଟିକୁ ନେଇ ନିର୍ଦ୍ଦେଶନାମା ଜାରୀ କରାଯାଇଛି । ଉତ୍ତର ପ୍ରଦେଶର ମୁଖ୍ୟ ନିର୍ବାଚନ ଆୟୋଗ ଏହି ନିର୍ଦ୍ଦେଶନାମା ଜାରୀ କରିଛନ୍ତି । ନିର୍ଦ୍ଦେଶନାମାରେ ସ୍ପଷ୍ଟ ଭାବେ କୁହାଯାଇଛି ପତିପତ୍ନୀ ଉଭୟ ସରକାରୀ ଚାକିରିଆ ହୋଇଥିଲେ ନିର୍ବାଚନ…

FIRର କାର୍ଯ୍ୟାନୁଷ୍ଠାନ ନିଆଗଲାନି ବୋଲି ଥାନାରେ ପୋଲିସ ବାବୁଙ୍କ ପୂଜା କଲେ ମହିଳା

କାହିଁକି ଏ ଥାନା ବାବୁଙ୍କୁ ପୂଜା କରିବାକୁ ଥାନାରେ ପହଁଚିଲେ ମହିଳା? କାହିଁକି ଏମିତି ଥାନା ଭିତରେ ଫୁଲ ମାଳ ଦୀପ ଥାଳି ସବୁ ଧରି ମହିଳା ପହଁଚିଲେ ଥାନାରେ? କାହିଁକି ପୋଲିସକୁ ବନ୍ଦାପନା କରିବାକୁ ବାହାରିଲେ? କଣ କାରଣ, କଣ ଏମିତି ଘଟିଲା, ଯେ ଏ ମହିଳା ଜଣକ ପୋଲିସକୁ ବନ୍ଦାପନା କରିବାକୁ…

ବାଛୁରୀ ବଦଳରେ ଜନ୍ମ ହେଲା ଭୂତ

ଗାଈ ଜନ୍ମ ଦେଲା ବିଚିତ୍ର ଛୁଆ । ବାଛୁରୀ ବଳଦରେ ଜନ୍ମ ହୋଇଛି ଅଜବ ଜୀବ । ଦେଖିଲେ ଭୟ ଲାଗୁଛି, ଯାହାକୁ ଆଖିରେ ନଦେଖିଲେ ବିଶ୍ୱାସ ହେବନି । ଧୀରେ ଧୀରେ ଏ ଦୁନିଆରେ ଦେଖିବାକୁ ମିଳୁଛି ଅଦ୍ଭୁତ ଆଶ୍ଚର୍ଯ୍ୟ । ଅଜବ ଅଜବ ଘଟଣା ସବୁ ଏଠି ଏବେ ଘଟିଚାଲିଛି । କିଛି ଘଟଣା ଏମିତି ଘଟିଥାଏ, ଯାହା…

କାହିଁକି ଗରମ ଦିନରେ ଲୋକେ ଅଧିକ ଖାଆନ୍ତି ତରଭୂଜ, ଜାଣନ୍ତୁ ଏହାର କାରଣ

ଏବେ ମାର୍କେଟରେ ଯୁଆଡେ ଦେଖିବ ସିଆଡେ ତରଭୂଜ ଦୋକାନ । ପ୍ରଚୁର ଗରମ ଭିତରେ ଏଇ ତରଭୂଜ ଟିକକ ଭାରି ଆରାମ ଦିଏ । ତାସହିତ ଭାରି ସୁଆଦିଆ ବି । ଅନେକ ଲୋକଙ୍କୁ ତରଭୂଜ ବେଶ ପସନ୍ଦ ଥାଏ । ଏଥିପାଇଁ ତ ବଜାରର ତରଭୂଜ ଦୋକାନରେ ବହୁତ ଭିଡ ଜମେ ଲୋକଙ୍କର । ବହୁତ ଜଣଙ୍କୁ ଗ୍ରୀଷ୍ମ ଦିନେ ତରଭୂଜ…

ଓଡିଶାର ଏହି ସ୍ଥାନକୁ କୁହାଯାଏ ପଶ୍ଚିମ ଲଙ୍କା, କଣ ଆପଣ ଜାଣିଛନ୍ତି ନା ନାହିଁ

ସୁବର୍ଣ୍ଣପୁର (କେନ୍ୟୁଜ୍‌) : ସଂସ୍କୃତିର ସହର ସୁବର୍ଣ୍ଣପୁର । ଏଠି ଅଷ୍ଟ ଚଣ୍ଡି,ଅଷ୍ଟ ଶମ୍ଭୁ,ଅଷ୍ଟ ବିଷ୍ଣୁଙ୍କ ସମେତ ଅଛନ୍ତି ଅଷ୍ଟ ହନୁମାନ । ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମାକୁ ଅଷ୍ଟ ହନୁମନାର ସହର ବୋଲି ମଧ୍ୟ କୁହାଯାଏ । ଏଠି ଶୈବ,ଶାକ୍ତ,ବୈଷ୍ଣବଠୁ ଆରମ୍ଭକରି ହନୁମାନ ସଂସ୍କୃତିଯାଏ…

କହୁ କହୁ କହିଦେଲେ ! ନିଲମ୍ବିତ ହେଇଗଲେ ମହିଳା ହୋମଗାର୍ଡ

ପୁରୀ (କେନ୍ୟୁଜ) : ଏଠି ମୂଲ ଚାଲ ଚାଲିଛି । ଉଦୁଉଦିଆ ଖରାବେଳେ ଏଠି ପୋଲିସ ଓ ଅଟୋ ଚାଳକଙ୍କ ମଧ୍ୟରେ ଚାଲିଛି ମୂଲଚାଲ । କିନ୍ତୁ କଣ କରିବେ ଏ ଖାକି ବର୍ଦ୍ଦି ପିନ୍ଧା ମହିଳା ଜଣକ । ସେ କଣ ଆଉ ଜାଣିଛନ୍ତି ଯେ ତାଙ୍କର କଥା ସବୁ କ୍ୟାମେରାରେ କଏଦ ହେଉଛି ବୋଲି । କହୁ କହୁ କିଛି ଏମିତି କଥା…