UPSCରେ ସାରାଦେଶରେ ଦ୍ୱିତୀୟ ସ୍ଥାନ ଅଧିକାର, ପୁଅର ରେଜଲ୍ଟ ଶୁଣିବାକୁ କ୍ୟାନ୍ସର ସହ ଲଢ଼େଇ କରି ଶେଷରେ ହାର ମାନିଗଲେ…
ୟୁପିଏସସିର ଇଣ୍ଟର୍ଭ୍ୟୁ ରାଉଣ୍ଡ ପାଇଁ ପୂରା ଜୋରସୋରରେ ବ୍ୟସ୍ତ ଥାଏ ପୁଅ । କିନ୍ତୁ ହଠାତ୍ ତାରି ଭିତରେ ଆଖି ବୁଜିଦେଲେ ପୁଅକୁ ସାହସ ଦେଉଥିବା କ୍ୟାନ୍ସର ପୀଡିତା ମାଆ । ବହୁତ ଦିନ ଧରି ପୁଅକୁ ଉତ୍ସାହିତ କରି କରି ଶେଷରେ ରୋଗ ଆଗରେ ହାରିଗଲେ ଆଉ ଠିକ୍ ପୁଅର ୟୁପିଏସସି ଫଳାଫଳ ବାହାରିବାର…