Below header

୨୦୨୦ ମସିହା ବହୁ ଚର୍ଚ୍ଚିତ ଯଶୀପୁର ବ୍ଲକର ମନରେଗା ଦୁର୍ନୀତି ମାମଲା: ୩ଜଣ ଯନ୍ତ୍ରୀଙ୍କୁ ନିଲମ୍ବନ କଲେ ସରକାର

କରଞ୍ଜିଆ(କେନ୍ୟୁଜ): ୨୦୨୦ ମସିହାରେ ହୋଇଥିବା ବହୁ ଚର୍ଚ୍ଚିତ ଯଶୀପୁର ବ୍ଲକର ୩ କୋଟି ୨୧ ଲକ୍ଷ ଟଙ୍କାର ମନରେଗା ଦୁର୍ନୀତି ମାମଲାରେ ତିନି ଜଣ ଯନ୍ତ୍ରୀଙ୍କୁ ନିଲମ୍ବନ କଲେ ସରକାର । ସେମାନଙ୍କ ମଧ୍ୟରେ ଅଛନ୍ତି ଯଶିପୁର ବ୍ଲକ ର ତତ୍କାଳୀନ ସହକାରୀ ନିର୍ବାହି ଯନ୍ତ୍ରୀ ରାଜେନ୍ଦ୍ର ପାତ୍ର…

ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରରେ ପହଁଚିଲେ ରାହୁଲ ଗାନ୍ଧି

ଭୁବନେଶ୍ୱର(କେନ୍ୟୁଜ): ଭୁବନେଶ୍ୱରରେ ପହଁଚିଲେ ରାହୁଲ ଗାନ୍ଧି । ସ୍ୱତନ୍ତ୍ର ବିମାନ ଯୋଗେ ଆସି ଭୁବନେଶ୍ୱରରେ ପହଁଚିଲେ ।  ଓଡ଼ିଶାରେ ଆରମ୍ଭ କରିବେ ପ୍ରଚାର ଅଭିଯାନ । ଭୁବନେଶ୍ୱରରେ ପହଞ୍ଚିବା ପରେ ସେଠାରୁ ହେଲିକପ୍ଟର ଯୋଗେ କଟକ ଜିଲ୍ଲାର ସତ୍ୟଭାମାପୁର ଗସ୍ତ କରିବେ । ମଧୁବାବୁଙ୍କ…

ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଓଡ଼ିଶା-ଛତିଶଗଡ଼ ସୀମାରେ କଡାକଡି ଯାଞ୍ଚ

ଉମରକୋଟ (କେନ୍ୟୁଜ): ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଯାଞ୍ଚ କଡାକଡି । କୁନ୍ଦେଇ ଓ ଉମରକୋଟ ପୋଲିସ ପକ୍ଷରୁ ଓଡ଼ିଶା-ଛତିଶଗଡ଼ ସୀମାରେ କଡାକଡି ଯାଞ୍ଚ କରାଯାଇଛି । ଉମରକୋଟର ଦଣ୍ଡସୋରା ଓ କୁନ୍ଦେଇ ଥାନାର ସମସ୍ତ ସୀମା ପ୍ରବେଶ ପଥରେ ପୋଲିସ ପକ୍ଷରୁ ତନଖି କରାଯାଇଛି । ପୋଲିସ ବିଭାଗ ସହ…

ନିର୍ବାଚନ ରଣାଙ୍ଗନରେ ଓଲିଉଡ ଷ୍ଟାର

କେନ୍ୟୁଜ: ନିର୍ବାଚନ ରଣାଙ୍ଗନରେ ଓଲିଉଡ ଷ୍ଟାର । ଏଥର ଓଲିଉଡର କିଛି ଷ୍ଟାର ନିର୍ବାଚନରେ ଭାଗ୍ୟ ପରୀକ୍ଷା କରୁଛନ୍ତି । ବଡ଼ଚଣାରେ ବିଜେଡି ଟିକେଟରେ ଲଢୁଛନ୍ତି ବର୍ଷା ପ୍ରିୟଦର୍ଶନୀ । ନିର୍ବାଚନମଣ୍ଡଳୀରେ ସେ ଜୋରଦାର ପ୍ରଚାର ଚଳାଇଛନ୍ତି । ତେବେ ବିଜେପି ଟିକେଟରେ ନିର୍ବାଚନ ଲଢୁଛନ୍ତି…

ଭୁଶୁଡ଼ିଲା ପୁରୀ ରେଳଷ୍ଟେସନରେ ନିର୍ମାଣାଧୀନ ଛାତ, ୪ ଶ୍ରମିକ ଉଦ୍ଧାର

ପୁରୀ(କେନ୍ୟୁଜ): ପୁରୀ ରେଳଷ୍ଟେସନ୍ ରେ ଭୁଶୁଡ଼ିଲା ନିର୍ମାଣାଧୀନ ଛାତ । ୪ ଶ୍ରମିକ ଉଦ୍ଧାର । ସେମାନଙ୍କୁ ଚିକିତ୍ସା ପାଇଁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଛି । ପୁରୀ ରେଳ ଷ୍ଟେସନର ନୂତନ କୋଠାର ଢଳେଇ କାର୍ଯ୍ୟ ଚାଲିଥିବା ବେଳେ ପୋର୍ଟିକୋ ହଠାତ ଛାତ ଭୁଶୁଡି ପଡ଼ିଥିଲା ।…

ଆସନ୍ତା ୩୦ରେ ହିଞ୍ଜିଳି ଆସନ ପାଇଁ ନାମାଙ୍କନ ଭରିବେ ବିଜେଡି ସୁପ୍ରିମୋ

କେନ୍ୟୁଜ: ୩୦ରେ ହିଞ୍ଜିଳି ଆସନ ପାଇଁ ନାମାଙ୍କନ ଭରିବେ ନବୀନ । ଚଳଚଞ୍ଚଳ ବିଜେଡି ଶିବିର । ଆସନ୍ତା ୩୦ ତାରିଖରେ ହିଞ୍ଜିଳି ବିଧାନସଭା ଆସନ ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନାମାଙ୍କନ ଦାଖଲ କରିବେ । ସେଦିନ ମୁଖ୍ୟମନ୍ତ୍ରୀ ପ୍ରଥମେ ମାଆ ତାରାତାରିଣୀଙ୍କୁ ଦର୍ଶନ ସହ ପୂଜାର୍ଚ୍ଚନା…

ତପ୍ତପାଣି ଘାଟିରେ ଅଘଟଣ, ବୋରୱେଲ ଖୋଳିବା ଗାଡ଼ି ଓଲଟି ୧୦ ଆହତ

ବ୍ରହ୍ମପୁର(କେନ୍ୟୁଜ): ବୋରୱେଲ ଖୋଳିବା ଗାଡ଼ି ଓଲଟି ୧୦ ଆହତ । ଗଞ୍ଜାମ ତପ୍ତପାଣି ଘାଟିରେ ବୋରୱେଲ ଖୋଲିବା ଗାଡ଼ି ଓଲଟିବାରୁ ୧୦ ଜଣ ଶ୍ରମିକ ଆହତ ହୋଇଛନ୍ତି । ବ୍ରହ୍ମପୁର ଗାନ୍ଧୀ ନଗରରୁ ବୋରୱେଲ ଖୋଳା ଗାଡ଼ି ଗଜପତି ଜିଲ୍ଲା ପାଣିଗଣ୍ଡାକୁ ଯାଉଥିଲା । ତପ୍ତପାଣି ଘାଟିରେ ଗାଡ଼ିଟି…

୧୪ତମ ପପଙ୍କା ପାହାଡ ମହୋତ୍ସବ ୨୦୨୪

ବରଗଡ଼(କେନ୍ୟୁଜ): ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ପପଙ୍କା ପାହାଡ ପାଦ ଦେଶରେ ଗୁରୁବାର ଆରମ୍ଭ ହୋଇଛି ୧୪ ତମ ପପଙ୍ଗା ପାହାଡ଼ ମହୋତ୍ସବ ୨୦୨୪ । ମହୋତ୍ସବରେ କଳା , ସଂସ୍କୃତି , ଐତିହ୍ୟ ଏବଂ ଧାର୍ମିକ ଚେତନାର ଝଲକ ଦେଖିବାକୁ ମିଳିଥିଲା । ତେବେ ପପଙ୍କା ପାହାଡ ପାଦ ଦେଶରେ ଥିବା ଛବିଳ ସାଏ…

ଆଜିର ପେଟ୍ରୋଲ ଓ ଡିଜେଲ ଦର

ଆଜି ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲର ନୂଆ ମୂଲ୍ୟ ପ୍ରକାଶ ପାଇଛି। ଜାତୀୟ ସ୍ତରରେ ଇନ୍ଧନ ମୂଲ୍ୟରେ କୌଣସି ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିନାହିଁ। କିଛି ସହର ଗୁଡିକରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ସ୍ଥିର ରହିଥିବାବେଳେ, ଭୁବନେଶ୍ୱରରେ ଦାମ ପରିବର୍ତ୍ତିତ ହୋଇଛି । ଭୁବନେଶ୍ୱରରେ…

ଜଳୁଛି ଶିମିଳିପାଳ: ଗତକାଲି ୪୬ଟି ପଏଣ୍ଟରେ ଲାଗିଥିଲା ନିଆଁ, ବିପଦରେ ବନ୍ୟଜନ୍ତୁ ଏବଂ ମୂଲ୍ୟବାନ ଗଛ

କରଞ୍ଜିଆ (କେନ୍ୟୁଜ): ଦିନ ରାତି ଜଳୁଛି ଶିମିଳିପାଳ। ଗୋଟିଏ ପାହାଡ଼ରୁ ଆଉ ଗୋଟିଏ ପାହାଡ଼କୁ ଡେଉଁଛି ନିଆଁ । ନିଆଁ ଲାଗି ସମଗ୍ର ପରିବେଶ ଧୂଆଁମୟ ହୋଇପଡିଛି । ଗତକାଲି ଶିମିଳିପାଳରେ ୪୬ଟି ପଏଣ୍ଟରେ ନିଆଁ ଲାଗିଥିଲା । ନିଆଁ ଲିଭାଇବା ପାଇଁ ବନ ବିଭାଗ କର୍ମଚାରୀ ଏବଂ ଓଡ୍ରାଫ ଟିମ ସାମିଲ…

ସୁନା ଓ ରୁପା ଦରରେ କଣ ପରିବର୍ତ୍ତନ ଆସିଛି ଆସନ୍ତୁ ଜାଣିବା

ସାରା ଦେଶରେ ଏବେ ବିବାହର ଋତୁ ଚାଲିଛି । ଏହାରି ଭିତରେ ସମସ୍ତଙ୍କର ଚିନ୍ତା ବଢାଇ ଦେଇଛି ସୁନା ଦର । ତେବେ ହଠାତ୍ ସୁନା ଦରର ଅହେତୁକ ବୃଦ୍ଧି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସୁନା ଓ ରୁପା ଦରରେ ଆଜି କଣ ପରିବର୍ତ୍ତନ ଆସିଛି ଆସନ୍ତୁ ଦେଖିବା । ଆଜି ଭାରତୀୟ ବଜାରରେ ଆଜି ୨୪ କ୍ୟାରେଟ…

ଛିଡି ପଡିଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଚାଲିଗଲା ଯୁବକଙ୍କ ପ୍ରାଣ

ଗଜପତି(କେନ୍ୟୁଜ):  ବିଦ୍ୟୁତ୍ ଆଘାତରେ ଯୁବକ ମୃତ । ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ପୋଷ୍ଟ ଅଫିସ ସାହିରେ ଘଟିଛି  ଏହି ଅଭାନୀୟ ଘଟଣା । ଛିଡି ପଡିଥିବା ବିଦ୍ୟୁତ୍ ତାରର ସଂସ୍ପର୍ଶରେ ଆସି ୧୯ବର୍ଷର ଜଣେ ଯୁବକ ମୃତ୍ୟୁ ବରଣ କରିଛନ୍ତି । ମୃତ ଯୁବକ ଜଣକ ରାୟଗଡ ଥାନା…