Below header

ରଙ୍ଗ ରୁଟରେ ଯିବା ସମୟରେ ସ୍କୁଟି ସହିତ ଧକ୍କା ହେଲା ବାଇକ୍: ଜଣେ ମୃତ, ୩ ଗୁରୁତର

ଘଟଗାଁ (କେନ୍ୟୁଜ): କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଗୋଳାବନ୍ଧ ଛକ ନିକଟରେ ମଧ୍ୟ ରାତିରେ ବାଇକ୍ ସହ ଏକ ସ୍କୁଟି ଧକ୍କା ହେବାରୁ , ଘଟଣାସ୍ଥଳରେ ଜଣକର ମୃତ ହୋଇଥିବା ବେଳେ ତିନି ଜଣ ଗୁରୁତର ଆହାତ ହୋଇଛନ୍ତି । ମୃତ ଜଣକ ହେଲେ ଶୁଆକାଠି ଗ୍ରାମର ଗୋବର୍ଦ୍ଧନ ମହାକୁଡ । ଗୋବର୍ଦ୍ଧନ ମହାକୁଡ…

ଲକ୍ଷ୍ନୌ ସୁପର ଜାଏଣ୍ଟସକୁ ୭ ୱିକେଟରେ ହରାଇଲା ରାଜସ୍ଥାନ, ପ୍ଲେ ଅଫ୍ ରେ ସ୍ଥାନ ପକ୍କା

ଆଇପିଏଲର ୪୪ତମ ମ୍ୟାଚରେ ରାଜସ୍ଥାନର ବିଜୟ । ଲକ୍ଷ୍ନୌ ସୁପର ଜାଏଣ୍ଟସକୁ ୭ ୱିକେଟରେ ହରାଇ ପ୍ଲେ ଅଫ୍ ପ୍ରବେଶକୁ ଏକ ପ୍ରକାର ନିଶ୍ଚିତ କରିଛି । ରାଜସ୍ଥାନ ରୟାଲ୍ସକୁ ୧୯୬ ରନର ବିଜୟ ଲକ୍ଷ ଦେଇଥିଲା ଲକ୍ଷ୍ନୌ । ଅଟଳବିହାରୀ ଷ୍ଟାଡିୟମରେ ଏହି ବିଜୟ ଲକ୍ଷକୁ ହାସଲ କରିବା ସହଜ ନଥିଲା ।…

ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ

ପୁରୀ(କେନ୍ୟୁଜ): ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ । ମହାପ୍ରଭୁଙ୍କୁ ଦର୍ଶନ ସହ ପାର୍ଶ୍ଵ ଦେବଦେବୀଙ୍କୁ ଦର୍ଶନ କରି ଆଶିଷ ଲାଭ କରିଥିଲେ । ସାରା ରାଜ୍ୟ ରେ ନିର୍ବାଚନ ମାହୋଲ ବେଶ ସରଗରମ ରହିଥିଵା ବେଳେ ବିଜେଡି ଲାଗି ବିଭିନ୍ନ ସ୍ଥାନ ବୁଲି…

୫ ଦିନ ଯାଏ ତାତିରୁ ନିସ୍ତାର ନାହିଁ: କିଛି ସ୍ଥାନରେ ପାରଦ ୪୫ ଡିଗ୍ରୀ ସେଲସିୟସ ପାର କରିବାର ସମ୍ଭାବନା

ଭୁବନେଶ୍ୱର (କେନ୍ୟୁଜ): ପ୍ରଚଣ୍ଡ ତାତି । ଅସ୍ତବ୍ୟସ୍ତ ଜନଜୀବନ । ଜଳୁଛି ସାରା ଓଡ଼ିଶା । ଦିନ ୧୦ଟା ପରେ ଘରୁ ବାହାରକୁ ବାହାରିବା ମୁସ୍କିଲ । ୫ ଦିନ ଯାଏ ତାତିରୁ ନିସ୍ତାର ନାହିଁ । ରାଜ୍ୟରେ ହିଟୱେଭ ଜନଜୀବନକୁ ହନ୍ତସନ୍ତ କରିବ । ୨ଦିନ ପଶ୍ଚିମ ଓଡ଼ିଶାରେ ତାପମାତ୍ରାରେ ବୃଦ୍ଧି ହେବ ।…

ହାରି ନାହାନ୍ତି ୭୮ ବର୍ଷିୟା ବୃଦ୍ଧା: ରୋଜଗାର ପାଇଁ ଧାଇଁ ଆସିଛନ୍ତି ତାମିଲନାଡୁ ରୁ ଲମତାପୁଟ

ଲମତାପୁଟ(କେନ୍ୟୁଜ): ବୟସ ୭୮ ଛୁଇଁଲାଣି । ମୁଣ୍ଡର ଚୁଟି ସବୁ ଧଳା ହୋଇଯାଇଛି । ଅଣ୍ଟାରେ ଅସ୍ତ୍ରପ୍ରଚାର ହେବାର ବହୁ ବର୍ଷ ବିତିଗଲାଣି । ସେଥିପାଇଁ ଅଣ୍ଟାରେ ଲାଗିଛି ବେଲ୍ଟ । ସିଧା ହୋଇ ଠିଆ ହୋଇ ପାରୁ ନାହାନ୍ତି । ତଥାପି ଟାଇଁ ଟାଇଁ ଖରାରେ ବିକ୍ରି କରୁଛନ୍ତି ଗଞ୍ଜି । ଲମତାପୁଟକୁ…

ପରୀକ୍ଷା ଖାତାରେ ‘ଜୟ ଶ୍ରୀରାମ’ ଲେଖି ପାସ୍ ହୋଇଥିଲେ ଛାତ୍ର, ଧରାପଡିବା ପରେ ବହିଷ୍କୃତ ହେଲେ ପ୍ରଫେସର

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ଜୌନପୁରର ବୀରବାହାଦୂର ସିଂ ପୂର୍ବାଞ୍ଚଳ ବିଶ୍ୱବିଦ୍ୟାଳୟରେ ଏମିତି ଏକ ଘଟଣା ଘଟିଛି ଯାହା ଏବେ ସବୁଠି ଚର୍ଚ୍ଚାରେ । ଏହି  ବିଶ୍ୱବିଦ୍ୟାଳୟର ୨ ଜଣ ପ୍ରଫେସରଙ୍କୁ  ବହିଷ୍କୃତ କରାଯାଇଛି । ବହିଷ୍କୃତ ହେବାର କାରଣ ହେଉଛି କି,  ଉତ୍ତର ଖାତାରେ ଗ୍ରେଡିଂକୁ ନେଇ…

ପ୍ରେମିକ ସହ ବିଚ୍ ରାସ୍ତାରେ ସ୍ତ୍ରୀକୁ ଧରି ନିସ୍ତୁକ ଛେଚିଲା ସ୍ୱାମୀ

କଣ୍ଟାବାଞ୍ଜି(କେନ୍ୟୁଜ): ସ୍ୱାମୀ ସ୍ତ୍ରୀର ସମ୍ପର୍କ ଏକ ପବିତ୍ର ସମ୍ପର୍କ । ସ୍ନେହ, ପ୍ରେମ ଓ ଆଦରରେ ବନ୍ଧା ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କ । ଏହି ପବିତ୍ର ବନ୍ଧନ ପାଇଁ ସମର୍ପଣ ଭାବ ନିହାତି ରହିବା ଆବଶ୍ୟକ । ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମର ସାଥୀ ହୋଇଥାନ୍ତି ଦୁଇ ଭିନ୍ନ ମଣିଷ । କେବଳ…

ନିର୍ବାଚନ ମଇଦାନରେ ଝିଅ ଉତ୍ତରାଧିକାରୀ: କିଏ ଲୋକସଭା ତ ଆଉ କିଏ ବିଧାନସଭା ପାଇଁ ଲଢୁଛନ୍ତି

କେନ୍ୟୁଜ : ନିର୍ବାଚନ ମଇଦାନରେ ଝିଅ ଉତ୍ତରାଧିକାରୀ । ୨୦୨୪ ନିର୍ବାଚନରେ ମଙ୍ଗ ଧରିଛନ୍ତି ୧୦ ପୁରୁଖା ନେତାଙ୍କ ଝିଅ । କହିବାକୁ ଗଲେ ବାପାଙ୍କ ବାଟରେ ଝିଅ । କିଏ ଲୋକସଭା ତ ଆଉ କିଏ ବିଧାନସଭା ନିର୍ବାଚନ ଲଢୁଛନ୍ତି । ନିଜ ବାପାଙ୍କ ଲୋକପ୍ରିୟତା ଆଧାରରେ ଝିଅମାନଙ୍କୁ ପ୍ରାର୍ଥୀ କରିଛନ୍ତି…

ଏଦୁନିଆ ଛାଡି ସବୁଦିନ ପାଇଁ ଚାଲିଗଲେ ଓମ୍, ହେଲେ ଚକ୍ଷୁ ଦାନ କରି ଛାଡ଼ିଗଲେ ସ୍ମୃତି

ପୁରୀ(କେନ୍ୟୁଜ): କୁନି ପୁଅକୁ ହରାଇ ଭାଙ୍ଗିପଡିଛନ୍ତି ବାପା ମା । ଏଦୁନିଆ ଛାଡି ସବୁଦିନ ପାଇଁ ଚାଲିଯାଇଛି ପୁଅ । ହେଲେ ଆରପାରିରେ ଥାଇ ବି ପୁଅ ଦୁନିଆ ଦେଖିବ । ଜୀବନ ଚାଲିଗଲା ସତ ହେଲେ ଚକ୍ଷୁ ଦାନ କରି ଅନ୍ୟକୁ ଦୁନିଆ ଦେଖିବା ଲାଗି ପ୍ରେରଣା ଦେଇଛନ୍ତି ପୁରୀ ଜିଲ୍ଲାର କୁନି ପୁଅ । ହଁ…

ନୋଟା ନିୟମ ବଦଳାଇବା ନେଇ ECIକୁ ସୁପ୍ରିମକୋର୍ଟଙ୍କ ନୋଟିସ୍

ଆମ ଦେଶରେ ଅଧିକାଂଶ ଭୋଟର କୌଣସି ନା କୌଣସି ଦଳ ସହ ସଂପୃକ୍ତ କିମ୍ବା ଦଳ ସପକ୍ଷରେ ଥାନ୍ତି । ସେହି ଅନୁସାରେ ସେମାନେ ପ୍ରାର୍ଥୀ ଅପେକ୍ଷା ଦଳକୁ ଦେଖି ଭୋଟ୍‌ ଦିଅନ୍ତି । କିଛି ନିଜ ବିବେକ ଅନୁଯାୟୀ କିମ୍ବା ସମ୍ପର୍କ ହେତୁ ପ୍ରାର୍ଥୀଙ୍କୁ ଦେଖି ମତଦାନ କରନ୍ତି । ଅନେକ ଲୋକ ନିର୍ବାଚନରେ…

ଆଇନ ଅନୁସାରେ ସବୁ ଜୀବଜନ୍ତୁଙ୍କୁ ସ୍ୱାଧୀନ ଭାବେ ବଞ୍ଚିବାକୁ ଦେବା ଦରକାର

ଭୁବନେଶ୍ୱର(କେନ୍ୟୁଜ): ଜୀବନ ଆଉ ଜୀବିକା କଥା ସାମ୍ନାକୁ ଆସେ ସେତେବେଳେ ଯେତେବେଳେ ମଣିଷ ଦିମୁଠା ଖାଇବା ଖୋଜେ । ତେବେ ଏସମାଜରେ ନିଜ ପରିବାର ପ୍ରତିପୋଷଣ କରିବା ପାଇଁ ମଣିଷ ବିଭିନ୍ନ ରାସ୍ତା ବାଛିନିଏ । କିଛି ଲୋକ ଜୀବଜନ୍ତୁ, ସରୀସୃପ ପ୍ରାଣୀ ମାନଙ୍କ ସାହାରା ନେଇଥାନ୍ତି । କଥାରେ…

ଭୋଟ ଦେବାର କେଇ ମିନିଟ୍ ପରେ ଆଖିବୁଜିଲେ ୯୧ ବର୍ଷ ବୟସ୍କା ବୃଦ୍ଧା

କର୍ଣ୍ଣାଟକ: କର୍ଣ୍ଣାଟକରେ ଜଣେ ୯୧ ବର୍ଷ ବୟସ୍କା ମହିଳାଙ୍କର ମୃତ୍ୟୁ ହୋଇଛି । ତେବେ ବୃଦ୍ଧାଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା କରିବାର କାରଣ ହେଉଛି କି, ଭୋଟ ଦେବାର କେଇ ମିନିଟ୍ ପରେ ହିଁ ତାଙ୍କର ମୃତ୍ୟୁ ହୋଇଛି । କର୍ଣ୍ଣାଟକରେ ଏହି ୯୧ ବର୍ଷ ବୟସ୍କା ମହିଳାଙ୍କର ଏଭଳି ଭାବେ ମୃତ୍ୟୁ ଏବେ…