ସାଧାରଣ ନିର୍ବାଚନ ପାଇଁ ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ସମ୍ବେଦନଶୀଳ ଅଞ୍ଚଳରେ ପୋଲିସର ଫ୍ଲାଗ ମାର୍ଚ୍ଚ

ସାଲେପୁର(କେନ୍ୟୁଜ): ସାଧାରଣ ନିର୍ବାଚନ ପାଇଁ ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି କିଶନ ନଗର ପୋଲିସ ପକ୍ଷରୁ ୧୯ ଗୋଟି ପଞ୍ଚାୟତର ସମ୍ବେଦନଶୀଳ ଅଞ୍ଚଳରେ ଫ୍ଲାଗ ମାର୍ଚ୍ଚ କରାଯାଇଛି । କିଶନନଗର ଥାନା ଆଇଆଇସି ରଶ୍ମି ରଞ୍ଜନ ଦାଶଙ୍କ ଉପସ୍ଥିତରେ ବିଭିନ୍ନ ସ୍ଥାନରେ ଫ୍ଲାଗ ମାର୍ଚ୍ଚ କରାଯାଇଛି ।…

ଭୋଟ ଦେଲେ ବିଶ୍ବର ସବୁଠୁ କମ୍ ଉଚ୍ଚତାର ମହିଳା ଜ୍ୟୋତି ଆମଗେ

ନାଗପୁର: ଭୋଟ ଦେଲେ ବିଶ୍ୱର ସବୁଠୁ କମ୍ ଉଚ୍ଚତାର ମହିଳା । ଏ ହେଉଛନ୍ତି ଜ୍ୟୋତି ଆମଗେ। ମହାରାଷ୍ଟ୍ର ନାଗପୁର ନିକଟରେ ଏକ ବୁଥରେ ପହଞ୍ଚି ମତଦାନ କରିଛନ୍ତି । ପରିବାର ଲୋକଙ୍କ ସହ ମତଦାନ କେନ୍ଦ୍ରକୁ ଆସିଥିଲେ ଭୋଟ ଦାନ କରିବାକୁ । ଜ୍ୟୋତିଙ୍କ ଉଚ୍ଚତା ୨ ଫୁଟ ୧ ଇଞ୍ଚ । ତାଙ୍କ ବୟସ ୩୦…

ପାନ ଦୋକାନରୁ ପାନ ନେଉଥିବା ବେଳେ ଆକ୍ରମଣ, ଚାଲିଗଲା ଯୁବକଙ୍କ ଜୀବନ

କେନ୍ଦ୍ରାପଡ଼ା(କେନ୍ୟୁଜ): ଯୁବକଙ୍କୁ ବୀଭତ୍ସ ହତ୍ୟା । ପାନ ଦୋକାନରୁ ପାନ ନେଉଥିବା ବେଳେ ଆକ୍ରମଣ । କେନ୍ଦ୍ରାପଡ଼ା ଟାଉନ ବଳରାମପୁର ଅଞ୍ଚଳରେ ଏହି ଘଟଣା ଘଟିଛି । ଆକ୍ରମଣରେ ଏସି ମେକାନିକ ଅକ୍ଷୟ ଖଟୁଆଙ୍କର ଘଟଣା ସ୍ଥଳରେ ମୃତ୍ୟୁ । ଅନ୍ୟ ଜଣେ ଆହତ ହୋଇଛନ୍ତି । ସୂଚନା ଅନୁସାରେ…

ଦୀର୍ଘ ୫ ବର୍ଷ ଧରି ହିତାଧିକାରୀଙ୍କ ଚାଉଳ ହଡପ କରୁଛନ୍ତି ରିଟେଲର, ଧରାପଡିବା ପରେ ସତ ମାନିଲେ

ଜଳେଶ୍ୱର (କେନ୍ୟୁଜ୍‌): ସରକାର ସମସ୍ତ ରାସନ କାର୍ଡ ହିତାଧିକାରୀଙ୍କୁ ପ୍ରତ୍ୟକ ମାସରେ ମାଗଣାରେ ଚାଉଳ ଯୋଗାଇ ଦେଉଛନ୍ତି । ମାତ୍ର କିଛି ଅସାଧୁ ରିଟେଲର ବିଭିନ୍ନ ଆଳ ଦେଖାଇ ଚଞ୍ଚକତା କରି ରାସନ କାର୍ଡ ହିତାଧିକାରୀଙ୍କ ଚାଉଳ ହଡପ କରୁଛନ୍ତି । ଦିନେ କି ଦୁଇ ଦିନ ନୁହେଁ, ବର୍ଷେ କି ଦି ବର୍ଷ…

ପୋଲିଂ ବୁଥରେ ପାଣି, ଛାଇ, ଶୌଚାଳୟ ସହ ହ୍ୱିଲ ଚେୟାରର ବ୍ୟବସ୍ଥା

କେନ୍ୟୁଜ୍: ପୋଲିଂ ବୁଥରେ ପାଣି, ଛାଇ, ଶୌଚାଳୟ, ଦିବ୍ୟାଙ୍ଗ ଓ ବୟସ୍କ ଭୋଟରଙ୍କ ପାଇଁ ରାମ୍ପ ଆଦି ପ୍ରସ୍ତୁତ ରହିଛି । ସ୍ଥାନୀୟ ବିଷୟବସ୍ତୁକୁ ନେଇ ପ୍ରତି ନିର୍ବାଚନ ମଣ୍ଡଳୀରେ ମଡେଲ ପୋଲିଂ ବୁଥ ସ୍ଥାପିତ ହୋଇଛି । ଏହାସହିତ ମହିଳାଙ୍କ ପାଇଁ ୫ ହଜାରରୁ ଅଧିକ ମହିଳା ପୋଲିଂ ବୁଥ ସ୍ଥାପିତ…

ପୁଣି ଭୁବନେଶ୍ୱରରୁ ୨.୫ କୋଟି ଟଙ୍କାର ସୁନା ଜବତ କରିଛି ଆୟକର ବିଭାଗ

ଭୁବନେଶ୍ୱର (କେନ୍ୟୁଜ୍‌): ପୁଣି ଭୁବନେଶ୍ୱରରୁ ବିପୁଳ ପରିମାଣରେ ସୁନା ଜବତ । ୩.୮କେଜି ସୁନା ଜବତ କରିଛି ଆୟକର ବିଭାଗ । ଏହି ସୁନାର ମୂଲ୍ୟ ପ୍ରାୟ ୨.୫ କୋଟି ଟଙ୍କା ହେବ। ଭୁବନେଶ୍ୱରର ଜନପଥରେ ଥିବା ଏକ ସୁନା ଦୋକାନର ମ୍ୟାନେଜର ସୁନା ନେଇ ଆସୁଥିବା ବେଳେ ବିମାନ ବନ୍ଦରରେ ଜବତ କଲା ଆୟକର…

ଜାଣନ୍ତୁ କେଉଁଠି କେତେ ରହିଛି ପେଟ୍ରୋଲ ଓ ଡିଜେଲ ଦର

କିଛି ସହର ଗୁଡିକରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ସ୍ଥିର ରହିଥିବାବେଳେ, କିଛି ସହରରେ ଦାମ ପରିବର୍ତ୍ତିତ ହୋଇଛି  । ଭୁବନେଶ୍ୱରରେ ପେଟ୍ରୋଲ ଦର  ୧୦୦ ଟଙ୍କା ୮୯ ପଇସା ହୋଇଛି । ଡିଜେଲ ଦର ୯୨ ଟଙ୍କା ୪୭ ପଇସାକୁ ହ୍ରାସ ପାଇଛି। ଦିଲ୍ଲୀରେ ପେଟ୍ରୋଲ ଦର ୯୪ ଟଙ୍କା ୭୨ ପଇସାକୁ ହ୍ରାସ…

ବଦଲା ନେଲା ଇସ୍ରାଏଲ, ଇରାନ ଉପରେ କଲା ମିଶାଇଲ ମାଡ଼

ବଦଲା ନେଲା ଇସ୍ରାଏଲ । ଇରାନ ଉପରେ ମିଶାଇଲ ମାଡ଼ । ଇରାନ ଇଶାଫାହାନ ସହରରେ ମିସାଇଲ ମାଡ଼ କରିଛି ଇସ୍ରାଏଲ । ଇଶାଫାହାନ ସହରର ଏୟାର ପୋର୍ଟ ନିକଟରେ ବିସ୍ଫୋରଣର ଶବ୍ଦ ଶୁଣାଯାଇଛି । ଗୁରୁତ୍ବପୂର୍ଣ୍ଣ କଥା ହେଲା, ଇସାଫାହାନ ପ୍ରଦେଶରେ ଇରାନର ଅନେକ ନ୍ୟୁକ୍ଲିଅର ସାଇଟ ରହିଛି। ତେଣୁ…

ଏଠାରେ ଜାଣି ନିଅନ୍ତୁ ଆଜିର ସୁନା ଓ ରୁପା ଦର

ସର୍ବକାଳୀନ ନୂଆ ରେକର୍ଡ ସ୍ତରରେ ପହଞ୍ଚିଛି ସୁନା ଦର । ପ୍ରଥମ ଥର ପାଇଁ ୭୪ ହଜାର ଟଙ୍କା ପାର କରିସାରିଛି ୨୪ କ୍ୟାରେଟ ସୁନା ବା ଖାଣ୍ଟି ସୁନା । ଭାରତୀୟ ବଜାରରେ ଆଜି ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୭୩ ହଜାର ୮୦୦ ଟଙ୍କା ହୋଇଛି । ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୬୭ ହଜାର…

କାଲିଠାରୁ ଆରମ୍ଭ ହୋଇଛି ପ୍ରାର୍ଥିପତ୍ର ଦାଖଲ, ଏଥର ୨୮ଟି ବିଧାନସଭା ଆସନ ମଧ୍ୟରୁ ୮ଟିରେ ହେବ ହେଭିୱେଟ୍ ଲଢେଇ

ଭୁବନେଶ୍ୱର (କେନ୍ୟୁଜ୍‌): ଓଡ଼ିଶାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି। ବ୍ରହ୍ମପୁର, ନବରଙ୍ଗପୁର, କୋରପୁଟ ଓ କଳାହାଣ୍ଡି ସଂସଦୀୟ କ୍ଷେତ୍ରରେ ପ୍ରଥମ ପର୍ଯ୍ୟାୟରେ ହେବ ନିର୍ବାଚନ । ଗତକାଲି ଠାରୁ ଆରମ୍ଭ ହୋଇଛି ପ୍ରାର୍ଥିପତ୍ର ଦାଖଲ । ବ୍ରହ୍ମପୁର ଲୋକସଭା ଆସନରେ ଲଢୁଛନ୍ତି…

ବିବାହ ବିଚ୍ଛେଦ ପାଇଁ ପ୍ରଥମେ କୋର୍ଟରେ ଆଇନଗତ ଲଢ଼େଇ, ଏବେ ରାଜନୈତିକ ଲଢ଼େଇ ପାଇଁ ଦୁଇ ଷ୍ଟାର ତୟାର

ଭୁବନେଶ୍ୱର(କେନ୍ୟୁଜ୍‌): ବିବାହ ବିଚ୍ଛେଦ ପାଇଁ ପ୍ରଥମେ କୋର୍ଟରେ ଆଇନଗତ ଲଢ଼େଇ । ଆଉ ଏବେ ଓଲିଉଡର ଦୁଇ ନାମୀଦାମୀ ଷ୍ଟାର ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶନୀ ରାଜନୈତିକ ଲଢ଼େଇ ପାଇଁ ତୟାର । ଅନୁଭବ ବିଜେପିରେ ସାମିଲ ହୋଇଥିବା ବେଳେ ବିଜେଡିରେ ବିଧିବଦ୍ଧ ଭାବେ ମିଶିଛନ୍ତି ବର୍ଷା…

ଦଶପଲ୍ଲାରେ ବିଜେଡିର ଆଶୀର୍ବାଦ ସମାବେଶ ଅନୁଷ୍ଠିତ

ଦଶପଲ୍ଲା(କେନ୍ୟୁଜ୍‌): ଦଶପଲ୍ଲାରେ ବିଜେଡିର ଆଶୀର୍ବାଦ ସମାବେଶ ଅନୁଷ୍ଠିତ। ଦଶପଲ୍ଲା ଏନଏସିର ତ୍ରିନାଥ ବଜାର ନିକଟରେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ବିଜେଡି ପକ୍ଷରୁ ଆଶୀର୍ବାଦ ସମାବେଶ ଅନୁଷ୍ଠିତ ହୋଇଛି  ସମାବେଶରେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ଗଣିଆ ବ୍ଲକ ଅଧ୍ୟକ୍ଷା ଝୁନା ଜେନା, ଦଶପଲ୍ଲା…