ତାତି ସହ ହାତ ମିଳାଇଛି ବେଆଇନ୍ ଇଟାଭାଟି, ସବୁ ଜାଣିଶୁଣି ମଧ୍ୟ ଚୁପ୍ ବସିଛି ରାଜସ୍ଵ ବିଭାଗ

କଣିଁହା(କେନ୍ୟୁଜ୍): ଅନୁଗୋଳ ଜିଲ୍ଲାର କଣିଁହା ବ୍ଲକରେ କଳକାରଖାନା ପାଇଁ ତାପମାତ୍ରା ବଢ଼ିଚାଲିଥିବାବେଳେ ଅସହ୍ୟ ତାତି ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ । ଏହା ଭିତରେ ତାତି ସହ ହାତ ମିଳାଇଛି ବେଆଇନ୍ ଇଟାଭାଟି । କଣିଁହା ବ୍ଲକର ବିଭିନ୍ନ ଜନବସତି ଗାଁ ମାନଙ୍କରେ ଗଢ଼ି ଉଠୁଛି ଶହଶହ…

କାନ୍ଦ ବୋବାଳିରେ ଫାଟିଲା ଅଂଜେରପାଲି ଗାଁ ଶ୍ମଶାନ, ଏକା ସାଙ୍ଗରେ ଜଳିଲା ୮ଜଣଙ୍କ ଜୁଇ

ବରଗଡ/ ଝାରୁସୁଗୁଡା(କେନ୍ୟୁଜ୍): ମହାନଦୀରେ ଯାତ୍ରା ପାଲଟିଲା ମହାଯାତ୍ରା । ଝାରସୁଗୁଡ଼ା ଲଖନପୁରରେ ମହାନଦୀରେ ଡଙ୍ଗାବୁଡ଼ି ଘଟଣାରେ ନିଖୋଜ ୮ଜଣଙ୍କ ମୃତଦେହ ଉଦ୍ଧାର ହେବାପରେ ଛତିଶଗଡ଼ ରାଜ୍ୟ ରାୟଗଡ ଜିଲ୍ଲାର ଅଂଜେରପାଲି ଠାରେ ୮ଟି ମୃତଦେହ ପହଁଚିଥିଲା । ଏହା ପରେ ସେଠାରେ ସମସ୍ତ ମୃତକଙ୍କ…

ମା’ ମଙ୍ଗଳାଙ୍କୁ ୧୪ଲକ୍ଷ ୭ହଜାର ୫୦୦ଟଙ୍କାର ସୁନା ଅଳଙ୍କାର ଅର୍ପଣ କଲେ ଏହି ଭକ୍ତ

କାକଟପୁର (କେନ୍ୟୁଜ): ଅଲୌକିକ ଲୀଳାର ଶକ୍ତିପୀଠ ହେଉଛି କାକଟପୁର ମା' ମଙ୍ଗଳାଙ୍କ ଶକ୍ତିପୀଠ । ମା’ ଏଠି ସାକ୍ଷାତ ପାଷାଣ ପ୍ରତିମା ସ୍ଵରୁପରେ ବିରାଜମାନ କରିଛନ୍ତି । ଓଡିଆରେ ଗୋଟେ କଥା ଅଛି “ବିଶ୍ଵାସେ ମିଳଇ ହରି ତର୍କେ ବହୁ ଦୂରେ “ ଅର୍ଥାତ ଓଡିଆମାନେ ହେଉଛନ୍ତି ଇଶ୍ଵର ବିଶ୍ଵାସୀ ।…

ଭାଇଜାନଙ୍କ ଘର ଠିକଣାରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋଇ ନାରେ କ୍ୟାବ୍ ବୁକ୍ କରି ବନ୍ଧା ହେଲେ ଯୁବକ

ମୁମ୍ବାଇ: ଗାଜିଆବାଦର ଜଣେ ୨୦ ବର୍ଷର ଛାତ୍ରକୁ ଗିରଫ କରାଯାଇଛି । ଛାତ୍ର ଜଣକର ନାମ ରୋହିତ ତ୍ୟାଗି । ହେଲେ ଗିରଫ ପଛର କାହାଣୀ ଶୁଣିଲେ ମୁଣ୍ଡରେ ହାତ ଦେବେ । ବଲିଉଡ ଭାଇଜାନ୍ ସଲମାନ ଖାନଙ୍କ ଘରୁ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋଇ ନାରେ କ୍ୟାବ୍ ବୁକ୍ କରିବା ଅଭିଯୋଗରେ ଯୁବକକୁ ଗିରଫ…

କୁକୁର କାମୁଡାରେ ଚାଲିଗଲା ନାବାଳିକାଙ୍କ ଜୀବନ, ଗାଁରେ ଭୟର ବାତାବରଣ

କାମାକ୍ଷାନଗର(କେନ୍ୟୁଜ): କୁକୁର କାମୁଡାରେ ଚାଲିଗଲା ନାବାଳିକାର ଜୀବନ। ଘଟଣା ପରେ ଭୟଭିତ ଗ୍ରାମବାସୀ । ଏକ ପ୍ରକାର ଭୟରେ ବାତାବରଣ ଦେଖାଦେଇଛି ସମଗ୍ର ଗାଁରେ । ଛୋଟ ଛୁଆଠୁ ଆରମ୍ଭ କରି ବୟସ୍କ ଯାଏଁ ସମସ୍ତେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ମେଡିକାଲ ଗଲେ ବି ମିଳୁନି ଉପଯୁକ୍ତ…

ଆଉ ନାହାନ୍ତି ବିଶିଷ୍ଠ ଅଭିନେତା ତଥା ନିର୍ଦ୍ଦେଶକ ସଚ୍ଚି ଦାସ: ପୈତୃକ ଗାଁ ଶ୍ମଶାନରେ ହେଲା ଶେଷକୃତ୍ୟ

ଯାଜପୁର ଟାଉନ(କେନ୍ୟୁଜ): ଆରପାରିରେ ବିଶିଷ୍ଠ ଅଭିନେତା, ନିର୍ଦ୍ଦେଶକ ସଚ୍ଚି ଦାସ । ଓଡ଼ିଆ ଚଳଚ୍ଚିତ୍ର, ଧାରାବାହିକ ଜଗତର ପ୍ରଖ୍ୟାତ ଅଭିନେତା ଓ ଯାତ୍ରା ଜଗତର କିମ୍ବଦନ୍ତୀ ନିର୍ଦ୍ଦେଶକ ସଚ୍ଚି ଦାସଙ୍କର ଗତ ଗୁରୁବାର ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ…

ରଖିଲେ ପ୍ରଭୁ ମାରିବ କିଏ: ପାଣିରେ ପଡ଼ିବା ପରେ ବି ବଞ୍ଚିଗଲା କଅଁଳ ଜୀବନ

ଝାରୁସୁଗୁଡା(କେନ୍ୟୁଜ): ସତରେ ଈଶ୍ୱର କାହାକୁ କେତେବେଳେ ତାରନ୍ତି କାହାକୁ ମାରନ୍ତି କହିହେବ ନାହିଁ । ଏ ଉକ୍ତିଟିର ସତ୍ୟତା ପ୍ରମାଣିତ କରିଛି ଗତକାଲିର ଲଖନପୁର ଡଙ୍ଗାବୁଡ଼ି ଘଟଣା । ଯେଉଁଥିରେ ଗୋଟିଏ ଶିଶୁକୁ ପାଣି ଭିତରୁ ଜୀବିତ ଉଦ୍ଧାର କରାଯାଇଛି । ସୂଚନା ଅନୁସାରେ କୁନି ପିଲାଟିର…

ଚିତ୍ର କହୁଛି କଥା: ଆପଣ ଆସନ୍ତୁ ଭୋଟ ଦିଅନ୍ତୁ, ଆପଣଙ୍କର ଗୋଟିଏ ଭୋଟ ବହୁତ ମୂଲ୍ୟବାନ

ଜୟପୁର(କେନ୍ୟୁଜ): କାନ୍ଥ ବାଡରେ ଅଙ୍କା ଚାଲିଛି ରଙ୍ଗ ବେରଙ୍ଗର ଚିତ୍ର । ତୁଳୀ ସହିତ ବିଭିନ୍ନ ରଙ୍ଗରେ ଅଲଗା ଅଲଗା ଚିତ୍ର ଅଙ୍କିବାରେ ଲାଗିପଡିଛନ୍ତି ଚିତ୍ରକରମାନେ । ତେବେ ସବୁ ଚିତ୍ରରେ ଗୋଟେ ଜିନିଷ ଦେଖିବାକୁ ମିଳିଛି ତାହା ହେଉଛି ନିର୍ବାଚନ । ଅର୍ଥାତ୍ ନିର୍ବାଚନରେ କିଭଳି ସାଧାରଣ…

ଆଜି ଦେଶରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅବସରରେ ପୁରୀ ବେଳାଭୂମିରେ ସୁନ୍ଦର ବାଲୁକାକଳା

ପୁରୀ(କେନ୍ୟୁଜ୍‌): ଆଜି ଦେଶର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେଉଛି । ଏହି ଉପଲକ୍ଷେ ପୁରୀ ସ୍ୱର୍ଣ୍ଣାଭ ବେଳାଭୂମିରେ ଆନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଏକ ଆକର୍ଷଣୀୟ ବାଲୁକାକଳା ନିର୍ମାଣ କରି ସେଥିରେ ସଚେତନତାର ବାର୍ତ୍ତା ଦେଇଛନ୍ତି । ସମସ୍ତେ…

ଆକାଶରୁ ଖସୁଛି ଅଗ୍ନିପିଣ୍ଡୁଳା: ସବୁଠୁ ଉତ୍ତପ୍ତ ସହର ଝାରସୁଗୁଡା, ଭୁବନେଶ୍ୱରରେ ତାତି ୩୯.୮ ଡିଗ୍ରୀ

ଭୁବନେଶ୍ୱର (କେନ୍ୟୁଜ୍‌):  ରାଜ୍ୟରେ ଅସମ୍ଭାଳ ତାତି । ଆକାଶରୁ ଖସୁଛି ଅଗ୍ନିପିଣ୍ଡୁଳା । ସବୁଠୁ ଉତ୍ତପ୍ତ ସହର ପାଲଟିଛି ଝାରସୁଗୁଡା । ଝାରସୁଗୁଡାର ତାପମାତ୍ରା ୪୧.୨ ଡିଗ୍ରୀ ରେକର୍ଡ କରାଯାଇଛି । ଭୁବନେଶ୍ୱରରେ ୩୯.୮ ଡିଗ୍ରୀ ଥିବା ବେଳେ କେନ୍ଦୁଝରରେ ମଧ୍ୟ ୩୯.୮ ଡିଗ୍ରୀ ତାପେମାତ୍ରା…

ପାଣିରେ ଭାସିଯାଇ ୨ ଭାଇ ନିଖୋଜ ଘଟଣା: ମିଳିଲା ସାନ ଭାଇର ଶରୀର

ଯାଜପୁର ରୋଡ(କେନ୍ୟୁଜ୍‌) : ଯାଜପୁର ଜିଲ୍ଲା ଯାଜପୁର ରୋଡ଼ ଥାନା ଯୋକଡିଆ ନିକଟ ଖରସ୍ରୋତା ନଦୀରେ ଗାଧୋଉଥିବା ବେଳେ ପାଣିରେ ଭାସିଯାଇ ୨ ଭାଇ ନିଖୋଜ ହେବା ଘଟଣା । ମିଳିଲା ସାନ ଭାଇର ମୃତଦେହ । ଆଜି ସକାଳୁ ମିଳିଥିଲା ବଡ଼ ଭାଇର ମୃତଦେହ । ମୃତ ୨ ଭାଇ ବ୍ୟାସନଗର ସାପଗଡି଼ଆ ଅଞ୍ଚଳର…

ଭୁବନେଶ୍ୱର: ଗେଷ୍ଟ ହାଉସରୁ ବ୍ୟବସାୟୀଙ୍କ ମୃତଦେହ ଜବତ

ଭୁବନେଶ୍ୱର (କେନ୍ୟୁଜ୍‌): ଗେଷ୍ଟ ହାଉସରୁ ମୃତଦେହ । ଭୁବନେଶ୍ୱରରେ ବ୍ୟବସାୟୀଙ୍କ ସନ୍ଦେଜନକ ମୃତ୍ୟୁ । ଭୁବନେଶ୍ୱର ମୈତ୍ରି ବିହାର ଥାନା ଶାନ୍ତି ଗେଷ୍ଟ ହାଉସରୁ ମୃତଦେହ ଜବତ କରାଯାଇଛି । ମୃତଦେହଟି ଗଳିତ ଅବସ୍ଥାରେ ରହିଥିଲା । ମୃତକ ହେଉଛନ୍ତି ବ୍ୟବସାୟୀ ତପନ ପ୍ରସାଦ ଆଚାର୍ଯ୍ୟ ।…