Below header

ଭୁବନେଶ୍ୱର ବରମୁଣ୍ଡା ଅଞ୍ଚଳରୁ ୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ରାଜଧାନୀରୁ ପୁଣି ନୀଳ ଜହର ଜବତ । ଭୁବନେଶ୍ୱର ବରମୁଣ୍ଡା ଅଞ୍ଚଳରୁ ୪୫ କିଲୋରୁ ଅଧିକ ଗଞ୍ଜେଇ ଜବତ ହୋଇଛି । ଏହାସହ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଭୁବନେଶ୍ୱର ଅବକାରୀ ବିଭାଗ । ଫୁଲବାଣୀରୁ ଚାଲାଣ ହେଉଥିଲା ଗଞ୍ଜେଇ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କା ହେବ…

ଲାଞ୍ଚ ନେବା ଅଭିଯୋଗରେ ବହିଷ୍କୃତ ହେଲେ ମାଲକାନଗିରି ବନପାଳ ଓ ପାରା ଓ୍ଵାଚର

ମାଲକାନଗିରି : ମହଙ୍ଗା ପଡିଲା ଲାଞ୍ଚ ନେବା । କାର୍ଯ୍ୟରୁ ବହିଷ୍କୃତ ହେଲେ ମାଲକାନଗିରି ବନପାଳ ଓ ପାରା ଓ୍ଵାଚର । ଖଇରପୁର ବ୍ଳକ ରାସବେଡା ପଞ୍ଚାୟତ ବନ୍ଧଗୁଡା ଗାଁର ଜଣେ ବ୍ୟକ୍ତିଙ୍କ ଠାରୁ ଲାଞ୍ଚ ନେଇଥିବା ଅଭିଯୋଗରେ ବନପାଳ ରାଜେନ୍ଦ୍ର ଶବର ଓ ବୁଟିଗୁଡା ଗାଁର ପାରା ଓ୍ଵାଚର ଅନନ୍ତରାମ…

RBI ମୁଦ୍ରାନୀତି ସମୀକ୍ଷା: ୪ ପ୍ରତିଶତରେ ରେପୋ ରେଟ ଅପରିବର୍ତ୍ତିତ

ନୂଆଦିଲ୍ଲୀ: RBI ମୁଦ୍ରାନୀତି ସମୀକ୍ଷା । ରେପୋ ରେଟ ଅପରିବର୍ତ୍ତିତ । ୪ ପ୍ରତିଶତରେ ରେପୋ ରେଟ ଅପରିବର୍ତ୍ତିତ । ସେହିଭଳି ରିଭର୍ସ ରେପୋ ରେଟ୍‌ ୩.୩୫ରେ ଅପରିବର୍ତ୍ତିତ ରହିଛି । ୨୦୨୧-୨୨ରେ GDP ୧୦.୫ ପ୍ରତିଶତ ରହିବା ଆକଳନ କରାଯାଇଛି । ଏହି ସୂଚନା ଦେଇଛନ୍ତି ଆରବିଆଇ ଗଭର୍ଣ୍ଣର…

କଳାହାଣ୍ଡି ରେଳ ଧାରଣାରୁ ବେଦାନ୍ତ ମେଡିକାଲ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ଗତ ବୁଧବାର ସାରିଥିଲେ ପୁଅର ନିର୍ବନ୍ଧ

କଳାହାଣ୍ଡି: କଳାହାଣ୍ଡି ଲାଞ୍ଜିଗଡ଼ ରୋଡ଼ ରେଳ ଷ୍ଟେସନର ସିକେରକୁପା ଫାଟକ ନିକଟରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଠାବ ହୋଇଛି। ସୂଚନା ମୁତାବକ ଟ୍ରେନରେ କଟି ମୃତ୍ୟୁବରଣ କରିଥିବା ଜଣାପଡିଛି। ମୃତକ ଜଣକ ଲାଞ୍ଜିଗଡ଼ ବେଦାନ୍ତ ମେଡିକାଲ କର୍ମଚାରୀ ଜଗନ୍ନାଥ ବାଗ ବୋଲି ଜଣାପଡିଛି । ତାଙ୍କ ଘର…

ଭଦ୍ରକ ବଳାଜିତପଡା ଗାଁରେ ଭୟାବହ ଅଗ୍ନିକାଣ୍ଡ: ୪ଟି ପରିବାରର ୧୦ ବଖରା ଘର ପୋଡି ପାଉଁଶ

ଭୟାବହ ଅଗ୍ନିକାଣ୍ଡ। ୪ଟି ପରିବାରର ୧୦ ବଖରା ଘର ପୋଡି ପାଉଁଶ ହୋଇଯାଇଛି। ଭଦ୍ରକ ବ୍ଲକ କଲେଇ ପଞ୍ଚାୟତ ବଳାଜିତପଡା ଗାଁରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଆସବାବପତ୍ର ସମେତ ଧାନ, ଚାଉଳ ଓ ଲୁଗାପଟା ସବୁକିଛି ନିଆଁର ଆଁକୁ ଚାଲିଯାଇଛି। ନିଆଁର ପ୍ରଖର ଏତେ ଥିଲା ଯେ, ଘରୁ…

ନବରଙ୍ଗପୁର ତେନ୍ତୁଳିଖୁଣ୍ଟିରେ ରାସ୍ତାରେ ବୁଲୁଛି ଭାଲୁ, ଭିଡ଼ିଓ ଭାଇରାଲ୍ ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ

ନବରଙ୍ଗପୁର: ରାସ୍ତାରେ ବୁଲୁଛି ଭାଲୁ । ନବରଙ୍ଗପୁର ତେନ୍ତୁଳିଖୁଣ୍ଟିରେ ରାସ୍ତାରେ ଭାଲୁ ବୁଲୁଥିବାର ଦୃଶ୍ୟ ଜଣେ ଗାଡି ଚାଳକ ମୋବାଇଲରେ କଏଦ କରିଛନ୍ତି । ଦିଗିସଲପା ଠାରୁ ଉଦୟପୁର ରାସ୍ତାରେ ଖାଦ୍ୟ ଖୋଜୁଛି ଭାଲୁ । ରାସ୍ତାରେ ଭାଲୁ ଥିବାରୁ ଅନେକ ସମୟ ଧରି ଗାଡି ଚଳାଚଳ ବନ୍ଦ ହୋଇଥିଲା ।…

ସିକ୍କିମର ନେପାଳ-ଭାରତ ସୀମାରେ ଭୂକମ୍ପ ଅନୁଭୂତ‌, ରେକ୍ଟର ସ୍କେଲରେ ତ୍ରୀବତା ୪.୦

ସିକ୍କିମ: ସିକ୍କିମରେ ଭୂକମ୍ପ। ସିକ୍କିମର ନେପାଳ-ଭାରତ ସୀମାରେ ଭୂକମ୍ପ ଅନୁଭୂତ‌ ହୋଇଛି। ରେକ୍ଟର ସ୍କେଲରେ ଏହାର ତ୍ରୀବତା ଥିଲା ୪ ଦଶମିକ ୦। ଏହି ଭୂକମ୍ପ ସିକିମର ୟୁକସୋମ ନିକଟରେ ହୋଇଥିବା ନେଇ ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ୍) କହିଛି। ଏନସିଏସ୍ ଅନୁଯାୟୀ, ଶୁକ୍ରବାର…

ବଲାଙ୍ଗିର ସଗାରପାଲି ଛକ ନିକଟରେ ଭାରସାମ୍ୟ ହରାଇ ଗଛକୁ ପିଟିଲା କାର୍: ୨ ମୃତ, ୨ ଗୁରୁତର

ବଲାଙ୍ଗିର: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ୨ ଜୀବନ। ଭାରସାମ୍ୟ ହରାଇ ଗଛକୁ ପିଟିଲା କାର, ୨ ମୃତ, ୨ ଗୁରୁତର । ନବରଙ୍ଗପୁରରୁ ଭୁବନେଶ୍ୱର ଯାଉଥିବା ବେଳେ ଭାରସାମ୍ୟ ହରାଇ ସଗାରପାଲି ଛକ ନିକଟରେ ଏକ ଗଛକୁ ଧକ୍କା ଦେଇଥିଲା କାର୍‌ । ମୃତକ ୨ଜଣ ହେଲେ ବ୍ୟାଙ୍କ ମ୍ୟାନେଜର ରାକେଶ…

ଓଡ଼ିଆ ଚଳଚ୍ଚିତ୍ରର ବର୍ଷୀୟାନ୍ ପ୍ରଯୋଜକ ଶ୍ରୀନିବାସ ରାଉତରାୟଙ୍କ ପରଲୋକ

ଭୁବନେଶ୍ବର : ଓଡ଼ିଆ ଚଳଚ୍ଚିତ୍ରର ବର୍ଷୀୟାନ୍ ପ୍ରଯୋଜକ ଓ ଅଭିନେତା ଶ୍ରୀନିବାସ ରାଉତରାୟଙ୍କର ପରଲୋକ ହୋଇଛି । ଷାଠିଏ ଦଶକର ପ୍ରସିଦ୍ଧ ପ୍ରଯୋଜନା ସଂସ୍ଥା ପଞ୍ଚସଖା ପିକଚର୍ସର ପ୍ରଥମ ସଖା ଭାବେ ପରିଚିତ ଥିଲେ ଦିବଂଗତ ଶ୍ରୀନିବାସ। ଚାରି ସଖା ଧୀର ବିଶ୍ୱାଳ, ରାମକୃଷ୍ଣ ତ୍ରିପାଠୀ,…

ପାରାଦୀପ: ଅଭିଯୁକ୍ତକୁ ଧରିବାକୁ ଯାଇ ଗ୍ରାମବାସୀଙ୍କ ଆକ୍ରମଣର ଶିକାର ହେଲେ ଏଏସଆଇ, ୭ ଅଟକ

ପାରାଦୀପ : ଅଭିଯୁକ୍ତକୁ ଧରିବାକୁ ଯାଇ ହଟହଟା ହେଲେ ପୋଲିସ୍‌ ଅଧିକାରୀ । ପାରାଦୀପ ଅଭୟଚାନ୍ଦପୁର ପୋଲିସ୍‌ ଦଳେଇ ସାହିକୁ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଯାଇଥିବା ବେଳେ ଗ୍ରାମବାସୀଙ୍କ ଆକ୍ରମଣର ଶିକାର ହୋଇଛନ୍ତି ଏଏସଆଇ । ସୂଚନା ଅନୁଯାୟୀ, ଗଡ ଦଳେଇ ସାହିର ତ୍ରିନାଇ ଲେଙ୍କାଙ୍କ…

ହସ୍ତତନ୍ତ ଓ ହସ୍ତଶିଳ୍ପ ମେଳା ତୋଷାଳୀ ମେଳା ଉଦ୍‌ଯାପିତ

ଭୁବନେଶ୍ବର: ହସ୍ତତନ୍ତ ଓ ହସ୍ତଶିଳ୍ପ ମେଳା ତୋଷାଳୀ ମେଳା ଉଦ୍‌ଯାପିତ। କୋଭିଡ କଟକଣା ମଧ୍ୟରେ ଅନୁଷ୍ଠିତ ମେଳାରେ ଚଳିତ ବର୍ଷ ୧୨କୋଟିରୁ ଅଧିକ ବେପାର ହୋଇଛି। ଜାନୁଆରି ୨୧ତାରିଖରୁ ଆରମ୍ଭ ହୋଇଥିଲା ପଞ୍ଚଦଶ ତୋଷାଳୀ ମେଳା। ମେଳାରେ ୨୭୦ଟି ଷ୍ଟଲ ସ୍ଥାନ ପାଇଥିଲା। ଏଥିରେ ୧୬୦ଟି…

ବ୍ରହ୍ମପୁର ମଣ୍ଡଳ କାରାଗାରରେ କଟିଲା ବିଧାୟକ ପ୍ରଦୀପ ପଣିଗ୍ରାହୀଙ୍କ ପ୍ରଥମ ରାତି

ବ୍ରହ୍ମପୁର : ବ୍ରହ୍ମପୁର ମଣ୍ଡଳ କାରାଗାରରେ କଟିଲା ବିଧାୟକ ପ୍ରଦୀପ ପଣିଗ୍ରାହୀଙ୍କ ପ୍ରଥମ ରାତି। SDJM କୋର୍ଟରେ ହାଜର ପରେ ତାଙ୍କୁ ବ୍ରହ୍ମପୁର ଜେଲ୍‌କୁ ପଠାଇ ଦିଆଯାଇଥିଲା। ଜେଲ୍‌ରେ ସେ ୩ ଦିନ ରହିବେ। ଗୋଳନ୍ଥରା ଥାନାରେ ହୋଇଥିବା ୩ଟି ମାମଲାରେ ଗତକାଲି ପ୍ରଦୀପଙ୍କୁ ଝାରପଡ଼ା ଜେଲରୁ…