ପୁଅ ପାଲଟିଲା ଚଣ୍ଡାଶୋକ, କାଠ ଫାଳିଆରେ ବାପାକୁ ନିର୍ଦ୍ଧୁମ ପିଟିଲା

ରେଢାଖୋଲ (କେ ନ୍ୟୁଜ୍) : ନିଶାଖୋର ପୁଅର ଭୟଙ୍କର କାଣ୍ଡ । ଗୋଡ଼ାଇ ଗୋଡ଼ାଇ ନିଜ ବାପାକୁ ପିଟିଲା । ଆଜି ରେଢାଖୋଲ ଉପଖଣ୍ଡ ଚାରମାଳ ଗାଁରେ ଘରୋଇ କଳିରୁ ପୁଅ ଅଶୋକ ସେଠୀ କାଠ ଫାଳିଆରେ ବାପା ବଳରାମ ସେଠୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଜଣାପଡିଛି । ଯାହାଫଳରେ ବାପାର ଗୋଡ ଭାଙ୍ଗିଯିବା ସହିତ…

ଝିଅ ଅପହରଣ ହେବାର ୫ମାସ ବିତି ଯାଇଥିଲେ ସୁଦ୍ଧା ଏଯାଏ ମିଳୁନି ପତ୍ତା, ଭୁବନ ପୋଲିସର କାର୍ଯ୍ଯ ଦକ୍ଷତାକୁ ନେଇ ପ୍ରଶ୍ନ…

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ମଠ ନୂଆଗାଁ ଗ୍ରାମର ମିନିପାତ୍ରଙ୍କ ୧୭ବର୍ଷର ଝିଅ କୁନି ପାତ୍ରଙ୍କୁ ଗତ ୫ମାସ ପୂର୍ବେ ତାଙ୍କ ଘରୁ ୨ଜଣ ଯୁବକ ପଶି ରାତିରେ ଉଠାଇ ନେବା ଘଟଣା ସମ୍ପର୍କରେ ପରିବାର ସମ୍ପକୀୟ ନ୍ୟାୟ ପାଇଁ ଜିଲ୍ଲାପାଳଙ୍କ ଦ୍ଵାରସ୍ତ ହୋଇଛନ୍ତି । ଝିଅ ଘରୁ…

ଛୁଆରୀ ଦେବୀଙ୍କ ମନ୍ଦିରରେ ଭାଲୁ ଓ ମଣିଷ ଭିତରେ ଦେଖିବାକୁ ମିଳେ ନିଆରା ସଂପର୍କ, ଦେବୀଙ୍କ ଆଶୀର୍ବାଦରୁ ଏସବୁ ସମ୍ଭବ…

ନୂଆପଡା : ସାଧାରଣତଃ ହିଂସ୍ର ବନ୍ଯଜନ୍ତୁ ଓ ମଣିଷ ମଧ୍ଯରେ ସଂଘର୍ଷ ଜାରି ରହିଥାଏ । ହେଲେ ନୂଆପଡା ଜିଲ୍ଲା ସାଲିହା ଗାଁ ନିକଟସ୍ଥ କାଣାଭଏଁରା ସଂରକ୍ଷିତ ନିକଟରେ ଥିବା ଛୁଆରୀ ଦେବୀଙ୍କ ମନ୍ଦିରରେ ଉଭୟ ହିଂସ୍ର ଭାଲୁ ଓ ମଣିଷ ମଧ୍ଯରେ ଏକ ନିଆରା ସଂପର୍କ ଥିବା ଦେଖିବାକୁ ମିଳିଛି । ଏହି…

ନୂଆଦିଲ୍ଲୀ ସ୍ଥିତ ଇସ୍ରାଏଲୀ ଦୂତାବାସ ନିକଟ ବୋମା ବିସ୍ଫୋରଣ ଘଟଣା, ତଦନ୍ତ ଦାୟିତ୍ୱ ଏନଆଇଏକୁ ହସ୍ତାନ୍ତର

ନୂଆଦିଲ୍ଲୀ : ନୂଆଦିଲ୍ଲୀ ସ୍ଥିତ ଇସ୍ରାଏଲୀ ଦୂତାବାସ ନିକଟ ବୋମା ବିସ୍ଫୋରଣ ଘଟଣାର ତଦନ୍ତ ଦାୟିତ୍ୱ ଏନଆଇଏକୁ ହସ୍ତାନ୍ତର । କେନ୍ଦ୍ର ଗୃହ ବିଭାଗ ପକ୍ଷରୁ ମାମଲାକୁ ଜାତୀୟ ତଦନ୍ତକାରୀ ସଂସ୍ଥା-NIAକୁ ହସ୍ତାନ୍ତର କରାଯାଇି । ବିସ୍ଫୋରଣ ଘଟଣା ସହ ଇରାନୀ ଲିଙ୍କ୍‌ର ତଦନ୍ତ କରିବ NIA ।…

ବାଣପୁର ଦାମିଆ ବରବରା ପଞ୍ଚାୟତରେ ଚୋରା ଦେଶୀ ମଦ ଭାଟି ଉପରେ ଚଢ଼ାଉ, ୮ ହଜାର ଲିଟର ପୋଚ ଜବତ

ଟାଙ୍ଗୀ : ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଧିନସ୍ଥ ଦାମିଆ ବରବରା ପଞ୍ଚାୟତର ବିଭିନ୍ନ ଗ୍ରାମରେ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ଚୋରା ଦେଶୀ ମଦ ଭାଟି ଉପରେ ମିଳିତ ଚଢ଼ାଉ କରାଯାଇଥିଲା। ଦାମିଆ ବରବରାର କୋଷରଡ଼ା, ନିପାଣିଆ ଏବଂ ଲୋଧଭୂଇଁ ଗ୍ରାମରେ ଆଜି ସକାଳ ୭ ଘଟିକାରୁ ଅପରାହ୍ନ…

ମେ ୪ରୁ ସିବିଏସଇ ପରୀକ୍ଷା, ଘୋଷଣା କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

ନୂଆଦିଲ୍ଲୀ : ୧୦ମ ଓ ୧୨ଶ ଶ୍ରେଣୀ ବୋର୍ଡ ପରୀକ୍ଷାର ତାରିଖ ସୂଚୀ ଘୋଷଣା। କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଆଜି ସିବିଏସଇ  ୧୦ମ ଓ ୧୨ଶ ଶ୍ରେଣୀ ବୋର୍ଡ ପରୀକ୍ଷାର ବିଭିନ୍ନ ବିଷୟ ପାଇଁ ତାରିଖ ସୂଚୀ ଘୋଷଣା କରିଛନ୍ତି । ଏହି ବୋର୍ଡ ପରୀକ୍ଷା ମେ ୪ରୁ ଆରମ୍ଭ ହୋଇ ଜୁନ ୧୦…

ଅରୁଚିକର ମନ୍ତବ୍ୟ ଦେଇ ଓଡ଼ିଶା ଏଫ୍‌ସି କୋଚ୍‌ ଷ୍ଟୁଆର୍ଟ ବକ୍ସଟର ବହିଷ୍କୃତ

ଭୁବନେଶ୍ବର: ଓଡ଼ିଶା ଏଫ୍‌ସି କୋଚ୍‌ ଷ୍ଟୁଆର୍ଟ ବକ୍ସଟର ବହିଷ୍କୃତ । ଅରୁଚିକର ମନ୍ତବ୍ୟ ପାଇଁ ତାଙ୍କୁ ବହିଷ୍କାର କରାଯାଇଛି । ତାଙ୍କ କଣ୍ଟ୍ରାକ୍ଟ ତୁରନ୍ତ ରଦ୍ଦ କରିଦିଆଯାଇଛି । ସୋମବାର ଜାମସେଦପୁର ବିପକ୍ଷ ମ୍ୟାଚ୍‌ରେ ୦-୧ ଗୋଲରେ ହାରିଥିଲା ଓଡ଼ିଶା । ଏହାପରେ କୋଚ୍‌ ଷ୍ଟୁଆର୍ଟ ବକ୍ସଟର…

ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲା, ଆସନ୍ତା ୨୬ ତାରିଖରେ ପରବର୍ତ୍ତୀ ଶୁଣାଣି

କଟକ: ହାଇକୋର୍ଟରେ ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାର ଆଜି ଶୁଣାଣି ହୋଇଛି । ଆସନ୍ତା ୨୬ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ । ତାପୂର୍ବରୁ ସତ୍ୟପାଠ ଜରିଆରେ ଯୁକ୍ତି ରଖିବା ପାଇଁ ଆବେଦନକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । କ୍ରାଇମବ୍ରାଞ୍ଚ ଓକିଲଙ୍କୁ ମଧ୍ୟ ଏହାର କପି…

ନାବାଳକ ସ୍କୁଟି ଚାଳକଙ୍କୁ ୩୭ ହଜାର ଚାଲାଣ କାଟିଲା ପୁରୀ ଆରଟିଓ, ଗାଡି ନେଇ ଯାଉଥିବାବେଳେ ଧରାପଡିଲେ

ପୁରୀ: ନାବାଳକ ସ୍କୁଟି ଚାଳକଙ୍କୁ ବଡ ଫାଇନ୍‌ । ୩୭ ହଜାର ଚାଲାଣ କାଟିଲା ପୁରୀ ଆରଟିଓ । ପୁରୀ ଚନ୍ଦନପୁର ଥାନା ଅଞ୍ଚଳରେ ଜଣେ ନାବାଳକ ସ୍କୁଟି ଚଲାଇ ଫସିଛନ୍ତି । ଗାଡି ନେଇ ଯାଉଥିବାବେଳେ ଡାକ୍ତରଖାନା ଛକ ଟ୍ରାଫିକ ପୋଷ୍ଟରେ ଧରାପଡିଥିଲେ । ଆରଟିଓ ବିଭାଗ ଟ୍ରାଫିକ ଏଏସଆଇ ପହଞ୍ଚି…

ଆଗାମୀ ୨୪ ଘଣ୍ଟା ଯାଏଁ ଓଡିଶାର ୧୬ ଜିଲ୍ଲାକୁ ସମ୍ଭାବ୍ୟ ଶୀତ ଲହରୀ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର: ଆଗାମୀ ୨୪ ଘଣ୍ଟା ଯାଏଁ ଓଡିଶାର ୧୬ ଜିଲ୍ଲାକୁ ସମ୍ଭାବ୍ୟ ଶୀତଲହରୀ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି | ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲା ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, ଅନୁଗୁଳ, ଢେଙ୍କାନାଳ , କେନ୍ଦୁଝର, ମୟୁରଭଞ୍ଜ, କଳାହାଣ୍ଡି, କନ୍ଧମାଳ,…

ହଷ୍ଟେଲ ଟଙ୍କା ଦେଇନପାରିବାରୁ ମୁଣ୍ଡରେ କରେଇ ଧରି ମାଟି କାମ କରୁଛ‌ନ୍ତି ଜଣେ ଇଞ୍ଜିନିୟରିଙ୍ଗ ଛାତ୍ରୀ

ପିପିଲି: ଦାରିଦ୍ରତା ଆଗରେ ମୁଣ୍ଡ ନୁଆଁଇଛି ଶିକ୍ଷା ।  ନିରବି ଯାଇଛି ସବୁ କିଛି । ଏହା ପୁଣି ଜଣେ ଛାତ୍ରୀଙ୍କ କ୍ଷେତ୍ରରେ । ଜଣେ ଇଞ୍ଜିନିୟରିଙ୍ଗ ଛାତ୍ରୀ ନିଜର ହଷ୍ଟେଲର ମାସିକ ଦରମା ଦେଇ ପାରିନଥିବାରୁ ଆଜି ମୁଣ୍ଡରେ ଲୁହାର କରେଇ ମୁଣ୍ଡାଇ କରୁଛନ୍ତି ମନରେଗାରେ ମାଟିକାମ । ପୁରୀ…

ସାବାସ୍‌ ସରପଞ୍ଚ: ରାସ୍ତାରେ ପଡିଥିବା ମୃତଦେହକୁ ଉଦ୍ଧାର କରି ସମ୍ପନ୍ନ କଲେ ଶେଷକୃତ୍ୟ, ଚାରିଆଡୁ ଛୁଟୁଛି ପ୍ରଶଂସାର…

ଗଜପତି : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଠାରୁ ମାତ୍ର ୭କିମି ଦୂରରେ ବ୍ରହ୍ମପୁରକୁ ବଢିଥିବା ଜାତୀୟ ରାଜପଥ। ଏହି ରାଜପଥର ଏକ ଗ୍ରାନାଇଟ ଶିଳ୍ପାନୁଷ୍ଠାନ ପାର୍ଶ୍ୱରେ ପଡିରହିଥିଲେ ଢାମୁଣିଗାର ଶିରିପୁରମ ତିରୁପତି ନାମକ ଜଣେ ବ୍ୟକ୍ତି । ଯାହାକୁ ଦେଖିବାକୁ ପାଇଥିଲେ ଗଜପତି ଜିଲ୍ଲା କେରାଣ୍ଡି…